Shuru
Apke Nagar Ki App…
ଭାସିଲା ସୁରଟ ସହର ll କାନ୍ଦୁଛନ୍ତି ଓଡ଼ିଆ ଲୋକେ ll Big Breaking News ll ଭାସିଲା ସୁରଟ ସହର ll କାନ୍ଦୁଛନ୍ତି ଓଡ଼ିଆ ଲୋକେ ll Big Breaking News ll
Purnima Biswal
ଭାସିଲା ସୁରଟ ସହର ll କାନ୍ଦୁଛନ୍ତି ଓଡ଼ିଆ ଲୋକେ ll Big Breaking News ll ଭାସିଲା ସୁରଟ ସହର ll କାନ୍ଦୁଛନ୍ତି ଓଡ଼ିଆ ଲୋକେ ll Big Breaking News ll
More news from Odisha and nearby areas
- ଅନ୍ତି ପେପର ଲିକ୍ ବିଲ ସଂସଦ ରେ ବହୁମତରେ ପାସ୍ ହୋଇଯାଇଛି ଏନେଇ କି କୌଣସି ପ୍ରଶ୍ନ ପତ୍ର ଲିକ୍ ହେଲେ କଠୋର ଦଣ୍ଡ ମିଳିବ1
- କୁଜଙ୍ଗ ବନ୍ୟାଂଚଳ ପରିଦର୍ଶନ କଲେ ଜିଲ୍ଲାପାଳ ଜେ ସୋନାଲ ଙ୍କ ସମେତ ଜିଲ୍ଲା ର ବିଭିନ୍ନ ଅଧିକାରୀ, ଲଗାଣ ବର୍ଷା ରେ ଜଗତସିଂହପୁର ଜିଲ୍ଲା ର ସ୍ଥିତି ବେହାଲ ଥିବା ବେଳେ ବିଭିନ୍ନ ତଳିଆ ଅଂଚଳ ଜଳ ମଗ୍ନ ହୋଇ ନାହିଁ ନ ଥିବା କ୍ଷତି ପହଞ୍ଚାଇଛି, ସ୍ଥିତି ଅନୁଧ୍ୟାନ ପାଇଁ କୁଜଙ୍ଗ ଅଂଚଳ ପରିଦର୍ଶନ କରିଛନ୍ତି ଜଗତସିଂହପୁର ଜିଲାପାଳ, ଓ ଉପଜିଲ୍ଲାପାଳ, ଜଳ ସମ୍ପଡ ବିଭାଗ ଯନ୍ତ୍ରୀ ଓ ଉଚ୍ଚ ଅଧିକାରୀ ଙ୍କ ସମେତ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ, କୁଜଙ୍ଗ ତହସିଲଦାର, ସ୍ଥାନୀୟ ଆର ଇ, ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ, ରାହାମା ସାଇଲୋ ହରିପୁର ବନ୍ୟାଂଚଳ ପରିଦର୍ଶନ କରି ସ୍ଥିତି ପରଖି ଥିଲେ,4
- ତରଡାପଡା ଆଇଟିଆଇ ପରିସରରେ ଥିବା ଟାଇମ୍ସ ଗୁରୁକୂଳରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ ଜଗତସିଂହପୁର ଜିଲ୍ଲାର ତରଡାପଡା ସ୍ଥିତ ଗୁରୁକୂଳ ଟାଇମ୍ସ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମାରେ ମହର୍ଷି ବ୍ୟାସଦେବଙ୍କ ଜୟନ୍ତୀ ପାଳିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରଶ୍ମି ରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ପ୍ରିନ୍ସପାଲ ପ୍ରହଲ୍ଲାଦ ନାୟକ, ସୁଶ୍ରୀ ଅଞ୍ଜୁଷା ଦେବୀ,ବନଶ୍ରୀ ଦାଶ ଓ ବିନୋଦ ବିହାରୀ ସାମନ୍ତରାୟଙ୍କ ସମେତ ସମସ୍ତ ଗୁରୁମା ଓ କର୍ମଚାରୀ ଉପସ୍ଥିତ ଥିଲେ। ଗୁରୁ ପୂର୍ଣ୍ଣିମାରେ ଗୁରୁକୂଳର ଛାତ୍ରୀ ଛାତ୍ରମାନେ ଗୁରୁ ଓ ଗୁରୁମାମାନଙ୍କୁ ଫୁଲ ଚନ୍ଦନରେ ପୂଜା କରି ଆଶୀର୍ବାଦ ଲାଭ କରିଥିଲେ। ଅଧ୍ୟକ୍ଷ ଶ୍ରୀ ମିଶ୍ର ଗୁରୁ ଶିଷ୍ୟ ସମ୍ପର୍କରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ପ୍ରତ୍ୟେହ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଏକ ପୃଷ୍ଠା ପଠନ ଅଭ୍ୟାସ ଜାରି ରଖିବା ସହ "ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶର'.... ଆବୃତ୍ତି କରିବାକୁ ଛାତୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ।1
- ନିମାପଡା ଶ୍ୟାମସୁନ୍ଦର ପୁର ନୂଆ ମଠ ସାହି ରେ ପାଣି ପାଇପ ଫାଟି ଯାଇଛି ଲୋକ ମାନଙ୍କର ଯିବା ଆସିବା ରେ ଭାରି ଅସୁବିଧା। ନିମାପଡା ଶ୍ୟାମସୁନ୍ଦର ପୁର ନୂଆ ମଠ ସାହି ରେ ପାଣି ପାଇପ ଫାଟି ଯାଇଛି ଲୋକ ମାନଙ୍କର ଯିବା ଆସିବା ରେ ଭାରି ଅସୁବିଧା ହେଉଛି। ଦୟାକରି ଉପରୋକ୍ତ ଅଧିକାରୀ ଧ୍ୟାନ ଦିଅନ୍ତୁ। ଏହା ସାଧାରଣ ଲୋକ ଙ୍କ ପାନୀୟ ଜଳ ର ଓ ରାସ୍ତା ପ୍ରଭାବିତ।1
- ସନ୍ଧ୍ୟା 7ଟା ମୁଖ୍ୟଖାବର (ଓ ଟିଭି )ତା 29.07.2026.ବୁଧବାର....1
- ଯନ୍ତର ମନ୍ତରରେ ପ୍ରୋଟେଷ୍ଟ ସରିଲା ପରେ କଂକ୍ରୋଜ ଦଳର କର୍ମୀଙ୍କୁ ଦେଲିରେ ମାଡ଼ ହେଲାଣି।1
- ଭାସିଲା ସୁରଟ ସହର ll କାନ୍ଦୁଛନ୍ତି ଓଡ଼ିଆ ଲୋକେ ll Big Breaking News ll ଭାସିଲା ସୁରଟ ସହର ll କାନ୍ଦୁଛନ୍ତି ଓଡ଼ିଆ ଲୋକେ ll Big Breaking News ll1