logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୋନପୁର ରେ ପହଞ୍ଚିଲା ସ୍ଵଣ୍ଣଧ୍ବନୁ ଦର୍ଶନ କରିବାକୁ ଲୋକ ମାନଙ୍କର ଭିଡ ।

1 day ago
user_Ajira Samachar
Ajira Samachar
Journalist Sonepur, Odisha•
1 day ago

ସୋନପୁର ରେ ପହଞ୍ଚିଲା ସ୍ଵଣ୍ଣଧ୍ବନୁ ଦର୍ଶନ କରିବାକୁ ଲୋକ ମାନଙ୍କର ଭିଡ ।

More news from Sonepur and nearby areas
  • ବର୍ଣ୍ଣାଢ଼୍ୟ ପରିବେଶରେ "ମହିମା" ମହୋତ୍ସବ ଉଦ୍ଘାଟିତ ସୁବର୍ଣ୍ଣପୁର, ୦୭।୦୧(ରାମ ଶଙ୍କର ଭୋଇ): ସୁବର୍ଣ୍ଣପୁର ଜିଲ୍ଲାର ସାଂସ୍କୃତିକ ଐତିହ୍ୟ, ଲୋକ ପରମ୍ପରା ଓ ସୃଜନଶୀଳତାକୁ ବିଶ୍ଵ ମଞ୍ଚରେ ପ୍ରତିଷ୍ଠିତ କରିବାକୁ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ଜିଲ୍ଲା ଲୋକ ମହୋତ୍ସବ "ମହିମା"। ଲୋକ ଗୀତ, ଲୋକ ନୃତ୍ୟ ଓ ଲୋକ ସଙ୍ଗୀତର ଏହି ମହାପାର୍ବଣ ରାମେଶ୍ବର ଷ୍ଟାଡିୟମ ସ୍ଥିତ ଫକିର ପଟ୍ଟନାୟକ ମୁକ୍ତାକାଶ ମଞ୍ଚରେ ଆଜିଠୁ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏହା ସହ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା- ୨୦୨୬ ମଧ୍ୟ ସମାନ୍ତରାଳ ଭାବେ ଅନୁଷ୍ଠିତ ହେବ। ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ଡ଼ ନୃପାରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂପାର ଠେଲା, ବିଜେପି ଜିଲ୍ଲା ସଭାପତି ତଥା ସମାଜସେବୀ ବେଣୁଧର ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଏହି ଅବସରରେ ଅତିଥିଗଣଙ୍କ ଦ୍ବାରା ସ୍ମରଣିକା 'ସାକ୍ତସ୍ୱର' ଉନ୍ମୋଚିତ ହୋଇଥିଲା। ସଭା ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା, ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ କଳାକାର ଅଂଶ ଗ୍ରହଣ କରିଥିଲେ। ସକାଳୁ ଜିଲ୍ଲାର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ଆବାହନ ପରେ ଏକ ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରା ରୟାଲ ପଡିଆ ଠାରୁ ସହର ପରିକ୍ରମା କରି ଉତ୍ସବ ସ୍ଥଳ ରାମେଶ୍ବର ଷ୍ଟାଡିୟମରେ ପହଞ୍ଚି ଥିଲା।
    1
    ବର୍ଣ୍ଣାଢ଼୍ୟ ପରିବେଶରେ "ମହିମା" ମହୋତ୍ସବ ଉଦ୍ଘାଟିତ
ସୁବର୍ଣ୍ଣପୁର, ୦୭।୦୧(ରାମ ଶଙ୍କର ଭୋଇ): ସୁବର୍ଣ୍ଣପୁର ଜିଲ୍ଲାର ସାଂସ୍କୃତିକ ଐତିହ୍ୟ, ଲୋକ ପରମ୍ପରା ଓ ସୃଜନଶୀଳତାକୁ ବିଶ୍ଵ ମଞ୍ଚରେ ପ୍ରତିଷ୍ଠିତ କରିବାକୁ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ଜିଲ୍ଲା ଲୋକ ମହୋତ୍ସବ "ମହିମା"। ଲୋକ ଗୀତ, ଲୋକ ନୃତ୍ୟ ଓ ଲୋକ ସଙ୍ଗୀତର ଏହି ମହାପାର୍ବଣ ରାମେଶ୍ବର ଷ୍ଟାଡିୟମ ସ୍ଥିତ ଫକିର ପଟ୍ଟନାୟକ ମୁକ୍ତାକାଶ ମଞ୍ଚରେ ଆଜିଠୁ ପାଞ୍ଚ 
ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏହା ସହ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା- ୨୦୨୬ ମଧ୍ୟ ସମାନ୍ତରାଳ ଭାବେ ଅନୁଷ୍ଠିତ ହେବ। ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ଡ଼ ନୃପାରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂପାର ଠେଲା, ବିଜେପି ଜିଲ୍ଲା ସଭାପତି ତଥା ସମାଜସେବୀ ବେଣୁଧର ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଏହି ଅବସରରେ ଅତିଥିଗଣଙ୍କ ଦ୍ବାରା ସ୍ମରଣିକା 'ସାକ୍ତସ୍ୱର' ଉନ୍ମୋଚିତ ହୋଇଥିଲା। ସଭା ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା, ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ କଳାକାର ଅଂଶ ଗ୍ରହଣ କରିଥିଲେ। ସକାଳୁ ଜିଲ୍ଲାର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ଆବାହନ ପରେ ଏକ ମଶାଲ ଓ  ସାଂସ୍କୃତିକ ଶୋଭାଯାତ୍ରା ରୟାଲ ପଡିଆ ଠାରୁ ସହର ପରିକ୍ରମା କରି ଉତ୍ସବ ସ୍ଥଳ ରାମେଶ୍ବର ଷ୍ଟାଡିୟମରେ ପହଞ୍ଚି ଥିଲା।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    1 hr ago
  • ରାମେଶ୍ୱର ଷ୍ଟାଡିୟମ ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚରେ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘାଟିତ
    1
    ରାମେଶ୍ୱର ଷ୍ଟାଡିୟମ ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚରେ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘାଟିତ
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    5 hrs ago
  • ସୁବର୍ଣ୍ଣପୁର ଅବକାରୀ କୁ ବଡ ସଫଳତା କଫ ସିରଫ ଗଂଜେଇ ଜବତ
    1
    ସୁବର୍ଣ୍ଣପୁର ଅବକାରୀ କୁ ବଡ ସଫଳତା କଫ ସିରଫ ଗଂଜେଇ ଜବତ
    user_ସମାଜସେବା ସୁବର୍ଣ୍ଣପୁର news 89
    ସମାଜସେବା ସୁବର୍ଣ୍ଣପୁର news 89
    Grain Exporter ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ଅଚଳ ହୋଇ ପଡିରହିଛି ଠେଙ୍ଗୋଡ୍ଯାମ ନୌକା ।
    1
    ଅଚଳ ହୋଇ ପଡିରହିଛି ଠେଙ୍ଗୋଡ୍ଯାମ ନୌକା ।
    user_Ajira Samachar
    Ajira Samachar
    Journalist Sonepur, Odisha•
    9 hrs ago
  • #ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଲପୁର ରେ ହେଉଥିବା ୧୮ ତମ ମା 'ମାହେଶ୍ୱରୀ କ୍ରିକେଟ କପ୍ ରେ ସ୍କାନ ଭୁବନେଶ୍ଵର ଦଳରୁ ପ୍ରତିନିଧିତ୍ଵ କରୁଥିବା ରଣଜି ଖେଳାଳି ସୁଜିତ ଲେଙ୍କା ଙ୍କ ସହ ପୀତାମ୍ବର ସାହୁଙ୍କ ଆଲୋଚନା
    1
    #ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଲପୁର ରେ ହେଉଥିବା ୧୮ ତମ ମା 'ମାହେଶ୍ୱରୀ କ୍ରିକେଟ କପ୍ ରେ ସ୍କାନ ଭୁବନେଶ୍ଵର ଦଳରୁ ପ୍ରତିନିଧିତ୍ଵ କରୁଥିବା ରଣଜି ଖେଳାଳି ସୁଜିତ ଲେଙ୍କା ଙ୍କ ସହ ପୀତାମ୍ବର ସାହୁଙ୍କ ଆଲୋଚନା
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    2 hrs ago
  • ବୌଦ୍ଧ:ଗରିବ ଅସହାୟଙ୍କୁ କମଳ ବଣ୍ଟନ କଲେ ସମାଜସେବୀ ମାତେଦିନଲାଲ ଅଗ୍ରୱାଲ @ବୌଦ୍ଧଖବର
    1
    ବୌଦ୍ଧ:ଗରିବ ଅସହାୟଙ୍କୁ କମଳ ବଣ୍ଟନ କଲେ ସମାଜସେବୀ ମାତେଦିନଲାଲ ଅଗ୍ରୱାଲ @ବୌଦ୍ଧଖବର
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    13 hrs ago
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    5 hrs ago
  • ଆଜିଠାରୁ ଆରମ୍ଭ ହେବ ସୁବର୍ଣ୍ଣପୁର ଜିଲ୍ଲା ର ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ l ଏଣୁ ସକାଳୁ ସକାଳୁ ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ରୀତିନୀତିରେ ପୂଜା ପାଠ ପରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲକୁ ସୁରେଶ୍ୱରୀ ମନ୍ଦିରରୁ ସହର ପରୀକ୍ରମା କରାଇ ରମେଶ୍ୱର ଷ୍ଟାଡିୟମସ୍ଥିତ ସାଂସ୍କୃତିକ ମଞ୍ଚକୁ ନିଆଯାଇଛି l ତେବେ ଏହି ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ସାଜିଥିଲେ କଳାହାଣ୍ଡି କଟ୍ଟପ୍ପା
    1
    ଆଜିଠାରୁ ଆରମ୍ଭ ହେବ ସୁବର୍ଣ୍ଣପୁର ଜିଲ୍ଲା ର ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ l ଏଣୁ ସକାଳୁ ସକାଳୁ ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ରୀତିନୀତିରେ ପୂଜା ପାଠ ପରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲକୁ ସୁରେଶ୍ୱରୀ ମନ୍ଦିରରୁ ସହର ପରୀକ୍ରମା କରାଇ ରମେଶ୍ୱର ଷ୍ଟାଡିୟମସ୍ଥିତ ସାଂସ୍କୃତିକ ମଞ୍ଚକୁ ନିଆଯାଇଛି l ତେବେ ଏହି ଶୋଭାଯାତ୍ରା ର ମୁଖ୍ୟ  ଆକର୍ଷଣ ସାଜିଥିଲେ କଳାହାଣ୍ଡି କଟ୍ଟପ୍ପା
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.