Shuru
Apke Nagar Ki App…
ଅନୁଗୋଳ ଜିଲା କିଶୋରନଗର ବ୍ଲକ ବୋଇଣ୍ଡା ଗ୍ରାମରେ ଗୁରୁବାର ଚନ୍ଦନଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସନ୍ଧ୍ୟାରେ ପ୍ରଭୁ ରାଧାକୃଷ୍ଣଙ୍କୁ ବିମାନରେ ବସାଇ ଚନ୍ଦନ ପୋଖରୀକୁ ଅଣାଯାଇଥିଲା। ସେଠାରେ ପୂଜକ ମଦନ ମୋହନ ମିଶ୍ର ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଚନ୍ଦନନଗର ଠାରୁ ବଇଣ୍ଡା ପରିକ୍ରମା କରାଯାଇଥିଲା। ଯାତ୍ରା ପଡ଼ିଆ ଦେଇ ଶୋଭାଯାତ୍ରା ଚନ୍ଦନ ପୋଖରୀ ଯାଏ ଯିବା ପରେ ସେଠାରେ ସୁସଜ୍ଜିତ ନୌକାରେ ଚାପ ଖେଳ ସହ ଆତସବାଜି ପ୍ରଦର୍ଶନ ହୋଇଥିଲା
Kishore nagar Shuru

More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ନ୍ୟୁ ଟାଉନ ହଲରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଜନ ଆକ୍ରୋଶ ସମାବେଶ କରାଯାଇଛି। ଏହି ସମାବେଶରେ ବହୁ ସଂଖ୍ୟାରେ ମହିଳା କର୍ମୀ ଯୋଗ ଦେଇଥିଲେ।1
- ଓଡ଼ିଶାରେ କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ଶାଗ ମାଛ ଦରରେ ହଡ଼ପ କରାଯାଇଥିବା ସାମ୍ନାକୁ ଆସିଛି। ଏହି ବଡ଼ ଜମି ହଡ଼ପ ଘଟଣା ରାଜ୍ୟରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନେକ ପ୍ରଶ୍ନ ସୃଷ୍ଟି କରିଛି।1
- ସୁବର୍ଣ୍ଣପୁର ଜିଲ୍ଲାର ଝିଅ ଡାକ୍ତର ନିବେଦିତା ରଥଙ୍କୁ ଜାତୀୟ ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ୩୦ ବର୍ଷ ବୟସରେ ଶିକ୍ଷା, ମାନବାଧିକାର ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି, ଯାହା ଓଡ଼ିଶା ପାଇଁ ଗର୍ବ ଆଣିଛି।1
- ଝାରସୁଗୁଡ଼ାର କାଳି ନଗର ନିକଟରେ ଏକ ଦ୍ରୁତଗାମୀ ଚାରି ଚକିଆ ଗାଡ଼ି ଦୁର୍ଘଟଣା ଘଟାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ିରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା, ମାତ୍ର ସ୍ଥାନୀୟ ଲୋକେ ତାକୁ କାବୁ କରି ଘୋଷାଡ଼ି ଆଣିଥିଲେ।1
- Jangal ku jaithiba bele hati akrama krichi athmalik re1
- hi go cool unique hp food fog XL TX em go hop home FL to hmmm1
- ସୋନପୁର ଜିଲ୍ଲା ଉପର ଫବସି ଗ୍ରାମବାସୀ ଆଶା ଦିଦି ନିଯୁକ୍ତି ଦାବିରେ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଗାଁରେ ଆଶା କର୍ମୀ ପଦବୀ ଖାଲି ଥିବାରୁ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ଦେଖାଦେଇଛି। ସେମାନେ ତୁରନ୍ତ ନିଯୁକ୍ତି ପାଇଁ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।1
- ସୋନପୁର ଜିଲ୍ଲା ବୀରମହାରାଜପୁର ରଥପୁର ଛକରେ ଲାଇଟ୍ ଖୁଣ୍ଟ ସ୍ଥାପନ କାମରେ ବଡ଼ ଅନିୟମିତତା ଦେଖିବାକୁ ମିଳିଛି। ବିନା ଛଡ଼ରେ ଲଗାଯାଇଥିବା ଏହି ଖୁଣ୍ଟଟି ଲାଇଟ୍ ଲଗାଇବା ସମୟରେ ହିଁ ତଳକୁ ଖସିପଡ଼ିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କାର୍ଯ୍ୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।1
- ଓଡ଼ିଶା ସରକାର ଦୁର୍ନୀତି ଓ ଅନିୟମିତତାକୁ ଆଦୌ ପ୍ରଶ୍ରୟ ଦେବେନି ବୋଲି ଘୋଷଣା କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କାହାକୁ ବି ଛଡ଼ାଯିବ ନାହିଁ।1