Shuru
Apke Nagar Ki App…
ହିନ୍ଦୋଳ -ଗୁଡ଼ିଆକାଟେଣୀ ମୁଖ୍ୟ ରାସ୍ତାରେ ଆଜି ଜୟ ଭୀମ ଅନୁଷ୍ଠାନ ଏବଂ ବାଲିମୀ ପୋଲିସ ମିଳିତ ସହଯୋଗକ୍ରମେ ପଥଚାରୀଙ୍କୁ ଦହି ସର୍ବତ ବଣ୍ଟନ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଖଜୁରିଆକଟା ମୁଖ୍ୟ ରାସ୍ତାରେ ଆଜି ଜୟ ଭୀମ ଅନୁଷ୍ଠାନ ସଦସ୍ୟ ଏବଂ ବାଲିମୀ ପୋଲିସ ସହାୟତା ରେ ଥଣ୍ଡା ପିଇବା ପାଣି ଏବଂ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ.
BIKRAM SAHU
ହିନ୍ଦୋଳ -ଗୁଡ଼ିଆକାଟେଣୀ ମୁଖ୍ୟ ରାସ୍ତାରେ ଆଜି ଜୟ ଭୀମ ଅନୁଷ୍ଠାନ ଏବଂ ବାଲିମୀ ପୋଲିସ ମିଳିତ ସହଯୋଗକ୍ରମେ ପଥଚାରୀଙ୍କୁ ଦହି ସର୍ବତ ବଣ୍ଟନ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଖଜୁରିଆକଟା ମୁଖ୍ୟ ରାସ୍ତାରେ ଆଜି ଜୟ ଭୀମ ଅନୁଷ୍ଠାନ ସଦସ୍ୟ ଏବଂ ବାଲିମୀ ପୋଲିସ ସହାୟତା ରେ ଥଣ୍ଡା ପିଇବା ପାଣି ଏବଂ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ.
More news from ଓଡ଼ିଶା and nearby areas
- ହିନ୍ଦୋଳ -ଗୁଡ଼ିଆକାଟେଣୀ ମୁଖ୍ୟ ରାସ୍ତାରେ ଆଜି ଜୟ ଭୀମ ଅନୁଷ୍ଠାନ ଏବଂ ବାଲିମୀ ପୋଲିସ ମିଳିତ ସହଯୋଗକ୍ରମେ ପଥଚାରୀଙ୍କୁ ଦହି ସର୍ବତ ବଣ୍ଟନ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଖଜୁରିଆକଟା ମୁଖ୍ୟ ରାସ୍ତାରେ ଆଜି ଜୟ ଭୀମ ଅନୁଷ୍ଠାନ ସଦସ୍ୟ ଏବଂ ବାଲିମୀ ପୋଲିସ ସହାୟତା ରେ ଥଣ୍ଡା ପିଇବା ପାଣି ଏବଂ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ.1
- Instagram cute girl suman 100k7 i1
- ଆଜି ର ସାମ୍ବାଦିକ ସମ୍ମିଳନୀ ରେ ଢେଙ୍କାନାଳ ବିଜେଡି ଜିଲ୍ଲା ସଭାପତି ଡ ନୂସିହଂ ଚରଣ ସାହୁ ଙ୍କ ପ୍ରତିକ୍ରିୟା1
- ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। କାଜୁ ତୋଳିବାକୁ ଯାଇଥିବା ରୋହିତ ପ୍ରଧାନଙ୍କୁ ହାତୀ ଆକ୍ରମଣ କରିଥିବା ବେଳେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।1
- ଆଜି ଢ଼େଙ୍କାନାଳର ପ୍ରସିଦ୍ଧ କପିଳାସ ଶୈବପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଦଘାଟନ କରିଥିଲେ।1
- ନୟାଗଡ଼ ଜିଲ୍ଲାର ଏକ ସ୍ଥାନର ଚିତ୍ର ପୋଷ୍ଟ କରାଯାଇଛି। ଏହି ସ୍ଥାନଟି ଜିଲ୍ଲାର କେଉଁ ଅଞ୍ଚଳରେ ଅବସ୍ଥିତ, ତାହା ଚିହ୍ନଟ କରିବାକୁ ପାଠକମାନଙ୍କୁ ଅନୁରୋଧ କରାଯାଇଛି।1
- ଢେଙ୍କାନାଳରେ ରାସ୍ତା ସମ୍ପ୍ରସାରଣ ଆଳରେ ବଡ଼ ବଡ଼ ଗଛ କଟାଯାଇଛି, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ। ଏହି ଗଛ ଲୁଟ୍ ପ୍ରସଙ୍ଗରେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।1
- ଆଜି ବିଜେଡି ଢେଙ୍କାନାଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ପୂର୍ବତନ ଵିଧାୟକ ଙ୍କ ପ୍ରତିକ୍ରିୟା1