logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ କରି ଦେଶୀ ରନ୍ଧା ମଦ ଜବତ, ୦୩ ଗିରଫ । ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ସବିରା, ବର୍ତ୍ତନା ଓ ମୁଳୀସିଙ୍ଗ ଗ୍ରାମରେ ଚଢ଼ାଉ କରାଯାଇ ୯୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ସବିରା ଗ୍ରାମର ଲମ୍ବୋଦର ସାହୁ , ବର୍ତ୍ତନା ଗ୍ରାମର ରତିକାନ୍ତ ରଣା ଓ ମୁଳୀସିଙ୍ଗ ଗ୍ରାମର ସୁକାନ୍ତି ସିଂ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନା ସହ ଉପ-ନିରୀକ୍ଷକ ବସନ୍ତ କୁମାର ବାରିକ ଓ କ୍ଷୀରୋଦ କୁମାର ସାହୁ କନେଷ୍ଟବଳ ମିନତୀ ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

2 hrs ago
user_Prafulla pattnaik ସମାଜ
Prafulla pattnaik ସମାଜ
Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
2 hrs ago
1310b9da-7c10-4cde-aba6-5bf56fb0f183

ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ କରି ଦେଶୀ ରନ୍ଧା ମଦ ଜବତ, ୦୩ ଗିରଫ । ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ସବିରା, ବର୍ତ୍ତନା ଓ ମୁଳୀସିଙ୍ଗ ଗ୍ରାମରେ ଚଢ଼ାଉ କରାଯାଇ ୯୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ସବିରା ଗ୍ରାମର ଲମ୍ବୋଦର ସାହୁ , ବର୍ତ୍ତନା ଗ୍ରାମର ରତିକାନ୍ତ ରଣା ଓ ମୁଳୀସିଙ୍ଗ ଗ୍ରାମର ସୁକାନ୍ତି ସିଂ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନା ସହ ଉପ-ନିରୀକ୍ଷକ ବସନ୍ତ କୁମାର ବାରିକ ଓ କ୍ଷୀରୋଦ କୁମାର ସାହୁ କନେଷ୍ଟବଳ ମିନତୀ ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

More news from ଓଡ଼ିଶା and nearby areas
  • ସିମୁଳିଆ, -ଚାଷୀ ରବି ଚାଷ ଅମଳ କରି ବିକ୍ରି ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଖରିଫ ଧାନ ସରକାର କ୍ରୟ ଆଦ୍ୟାବଧି ସରି ନ ଥିବା ଦେଖିବାକୁ ମିଳିଛି l ଯାହା ଫଳରେ ଚାଷୀ ରବିଚାଷ କରି ଅମଳ କରିଥିବା ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିବାକୁ ଆସି ସମ୍ପାଦକଙ୍କ ଆକ୍ରୋଶର ଶିକାର ହୋଇ ସମ୍ପାଦକଙ୍କ ନାମରେ ଅଭିଯୋଗ କରିଥିବା ଜଣାଯାଇଛି l ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅଭିଯୋଗ ଅନୁଯାୟୀ ସରକାରଙ୍କ ନିୟମ ଅନୁଯାୟୀ ଚଳିତ ମାସ 20ତାରିଖରୁ 25ତାରିଖ ପର୍ଯ୍ୟନ୍ତ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ଆବେଦନ ତାରିଖ ଧାର୍ଯ୍ୟ କରିଛନ୍ତି l ସେହି ଅନୁସାରେ ଚାଷୀ ଜାମ୍ମୁଝାଡ଼ି ସମିତିରେ ଆବେଦନ ନିମନ୍ତେ ଯାଇ ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କ ନିକଟରୁ ଫର୍ମ ଆଣି ଆବେଦନ କରିବାକୁ କହିଥିଲେ ବି ଆଜିକାଲି କହି ସେମାନଙ୍କ ଫର୍ମ ଆବେଦନ କରି ନ ଥିଲେ l ଫଳରେ ସରକାରଙ୍କ ନିୟମ ଅନୁଯାୟୀ ଆବେଦନ ତାରିଖ ଅତିକ୍ରମ କରି ଯାଇଛି l ଏବେ ସେମାନେ ଋଣ, ଧାର ଓ ସୁଧକୁ ପଇସା ଆଣି ଚାଷ କରିଛନ୍ତି l ଏହାକୁ କିପରି ଶୁଝିବେ ଚିନ୍ତାରେ ଚାଷୀ ଥିବାବେଳେ ଏ ସଂକ୍ରାନ୍ତରେ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳ, ସମବାୟ ସମିତି ସମୂହର ଉପନିବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ଏ ସଂକ୍ରାନ୍ତରେ ସମ୍ପାଦକ ଶ୍ରୀ ବିଶ୍ୱାଳଙ୍କୁ ପଚାରିବାରୁ ଖରିଫ ଧାନ କ୍ରୟ ନିମନ୍ତେ ମାର୍କୋଣା ସମବାୟ ସମିତି ଓ ଜାମ୍ମୁଝାଡ଼ି ସମିତି ଦୈତ୍ୟ ଦାୟିତ୍ୱ ଦିଆ ଯାଇଥିବା ଯୋଗୁଁ ରବି ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ସମୟ ଦେଇ ପାରିନାହୁଁ ବୋଲି ପ୍ରକାଶ କରିଥିଲେ l
    4
    ସିମୁଳିଆ, -ଚାଷୀ ରବି ଚାଷ ଅମଳ କରି ବିକ୍ରି ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଖରିଫ ଧାନ ସରକାର କ୍ରୟ ଆଦ୍ୟାବଧି ସରି ନ ଥିବା ଦେଖିବାକୁ ମିଳିଛି l ଯାହା ଫଳରେ ଚାଷୀ ରବିଚାଷ କରି ଅମଳ କରିଥିବା ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିବାକୁ ଆସି ସମ୍ପାଦକଙ୍କ ଆକ୍ରୋଶର ଶିକାର ହୋଇ ସମ୍ପାଦକଙ୍କ ନାମରେ ଅଭିଯୋଗ କରିଥିବା ଜଣାଯାଇଛି l ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅଭିଯୋଗ ଅନୁଯାୟୀ ସରକାରଙ୍କ ନିୟମ ଅନୁଯାୟୀ ଚଳିତ ମାସ 20ତାରିଖରୁ 25ତାରିଖ ପର୍ଯ୍ୟନ୍ତ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ଆବେଦନ ତାରିଖ ଧାର୍ଯ୍ୟ କରିଛନ୍ତି l ସେହି ଅନୁସାରେ ଚାଷୀ ଜାମ୍ମୁଝାଡ଼ି ସମିତିରେ ଆବେଦନ ନିମନ୍ତେ ଯାଇ ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କ ନିକଟରୁ ଫର୍ମ ଆଣି ଆବେଦନ କରିବାକୁ କହିଥିଲେ ବି ଆଜିକାଲି କହି ସେମାନଙ୍କ ଫର୍ମ ଆବେଦନ କରି ନ ଥିଲେ l ଫଳରେ ସରକାରଙ୍କ ନିୟମ ଅନୁଯାୟୀ ଆବେଦନ ତାରିଖ ଅତିକ୍ରମ କରି ଯାଇଛି l ଏବେ ସେମାନେ ଋଣ, ଧାର ଓ ସୁଧକୁ ପଇସା ଆଣି ଚାଷ କରିଛନ୍ତି l ଏହାକୁ କିପରି ଶୁଝିବେ ଚିନ୍ତାରେ ଚାଷୀ ଥିବାବେଳେ ଏ ସଂକ୍ରାନ୍ତରେ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳ, ସମବାୟ ସମିତି ସମୂହର ଉପନିବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ଏ ସଂକ୍ରାନ୍ତରେ ସମ୍ପାଦକ ଶ୍ରୀ ବିଶ୍ୱାଳଙ୍କୁ ପଚାରିବାରୁ ଖରିଫ ଧାନ କ୍ରୟ ନିମନ୍ତେ ମାର୍କୋଣା ସମବାୟ ସମିତି ଓ ଜାମ୍ମୁଝାଡ଼ି ସମିତି ଦୈତ୍ୟ ଦାୟିତ୍ୱ ଦିଆ ଯାଇଥିବା ଯୋଗୁଁ ରବି ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ସମୟ ଦେଇ ପାରିନାହୁଁ ବୋଲି ପ୍ରକାଶ କରିଥିଲେ l
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    8 hrs ago
  • Post by PP NEWS ODISHA
    1
    Post by PP NEWS ODISHA
    user_PP NEWS ODISHA
    PP NEWS ODISHA
    Similia, Baleshwar, Odisha•
    21 hrs ago
  • ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଭିକାଗଡିଆ ଗ୍ରାମର ଦିବ୍ୟାଙ୍ଗ ମହିଳାଙ୍କୁ ବାଲିଆପାଳ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ମହାରଣା ରେସନ କାର୍ଡ ଯୋଗାଇ ଦେଇଛନ୍ତି।
    1
    ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଭିକାଗଡିଆ ଗ୍ରାମର ଦିବ୍ୟାଙ୍ଗ ମହିଳାଙ୍କୁ ବାଲିଆପାଳ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ମହାରଣା ରେସନ କାର୍ଡ ଯୋଗାଇ ଦେଇଛନ୍ତି।
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    21 hrs ago
  • ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି। #BASTA #mahimatv #balasore #OdishaNews #OdishaNews
    1
    ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି।
#BASTA #mahimatv #balasore #OdishaNews #OdishaNews
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    20 hrs ago
  • ଅକ୍ଷୟ ତୃତୀୟାରେ ଆଖି ମୁଠି ଅନୁକୂଳ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର !
    1
    ଅକ୍ଷୟ ତୃତୀୟାରେ ଆଖି ମୁଠି ଅନୁକୂଳ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର !
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • ବାଲେଶ୍ୱର ଜିଲ୍ଲା ପୋଲିସର ଆୟୋଜନରେ ଆଜିଠାରୁ 78ତମ ରାଜ୍ୟ ପୋଲିସ ଭଲିବଲ୍ ଓ ବାସ୍କେଟବଲ୍ ଚ୍ୟାମ୍ପିଅନସିପ୍-2026 ଆରମ୍ଭ ହୋଇଛି। ଏହି କ୍ରୀଡା ଆସର 21 ଏପ୍ରିଲ୍ ଠାରୁ 25 ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବିଭିନ୍ନ ପୋଲିସ ଇଉନିଟ୍‌ମାନେ ଏଥିରେ ଭାଗ ନେଇଛନ୍ତି ଏବଂ ଭଲିବଲ୍ ପ୍ରତିଯୋଗିତାକୁ ବିଭିନ୍ନ ପୁଲ୍‌ରେ ବିଭକ୍ତ କରାଯାଇଛି। ପ୍ରଥମ ଦିନରେ ବହୁ ରୋମାଞ୍ଚକର ମ୍ୟାଚ୍ ଖେଳାଯାଉଛି, ଯେଉଁଥିରେ ବାଲେଶ୍ୱର, ରାଉରକେଲା, କୋରାପୁଟ, ଭୁବନେଶ୍ୱର ଭଳି ଦଳ ମୁହାଁମୁହିଁ ହେଉଛନ୍ତି। ଏହି ଚ୍ୟାମ୍ପିଅନସିପ୍‌ର ସମସ୍ତ ଲିଗ୍ ମ୍ୟାଚ୍‌ଗୁଡିକ ‘ବେଷ୍ଟ ଅଫ୍ 3 ସେଟ୍’ ଓ ଫାଇନାଲ୍ ପର୍ଯ୍ୟାୟର ମ୍ୟାଚ୍‌ଗୁଡିକ ‘ବେଷ୍ଟ ଅଫ୍ 5 ସେଟ୍’ ଆଧାରରେ ଖେଳାଯିବ। କ୍ରୀଡାପ୍ରେମୀମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।
    1
    ବାଲେଶ୍ୱର ଜିଲ୍ଲା ପୋଲିସର ଆୟୋଜନରେ ଆଜିଠାରୁ 78ତମ ରାଜ୍ୟ ପୋଲିସ ଭଲିବଲ୍ ଓ ବାସ୍କେଟବଲ୍ ଚ୍ୟାମ୍ପିଅନସିପ୍-2026 ଆରମ୍ଭ ହୋଇଛି। ଏହି କ୍ରୀଡା ଆସର 21 ଏପ୍ରିଲ୍ ଠାରୁ 25 ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ।
ରାଜ୍ୟର ବିଭିନ୍ନ ପୋଲିସ ଇଉନିଟ୍‌ମାନେ ଏଥିରେ ଭାଗ ନେଇଛନ୍ତି ଏବଂ ଭଲିବଲ୍ ପ୍ରତିଯୋଗିତାକୁ ବିଭିନ୍ନ ପୁଲ୍‌ରେ ବିଭକ୍ତ କରାଯାଇଛି। ପ୍ରଥମ ଦିନରେ ବହୁ ରୋମାଞ୍ଚକର ମ୍ୟାଚ୍ ଖେଳାଯାଉଛି, ଯେଉଁଥିରେ ବାଲେଶ୍ୱର, ରାଉରକେଲା, କୋରାପୁଟ, ଭୁବନେଶ୍ୱର ଭଳି ଦଳ ମୁହାଁମୁହିଁ ହେଉଛନ୍ତି।
ଏହି ଚ୍ୟାମ୍ପିଅନସିପ୍‌ର ସମସ୍ତ ଲିଗ୍ ମ୍ୟାଚ୍‌ଗୁଡିକ ‘ବେଷ୍ଟ ଅଫ୍ 3 ସେଟ୍’ ଓ ଫାଇନାଲ୍ ପର୍ଯ୍ୟାୟର ମ୍ୟାଚ୍‌ଗୁଡିକ ‘ବେଷ୍ଟ ଅଫ୍ 5 ସେଟ୍’ ଆଧାରରେ ଖେଳାଯିବ।
କ୍ରୀଡାପ୍ରେମୀମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    28 min ago
  • ସନାତନ ଧର୍ମ ର ପ୍ରଚାର ବଳଦ ଗାଡି ରେ ଚାରିଧାମ ବୁଲି ବୁଲି ପ୍ରଚାର କରୁଛନ୍ତି, ଏବଂ ସନାତନ ସମ୍ବଦୀୟ ପୁସ୍ତକ ବାଣ୍ଟୁଛନ୍ତି
    1
    ସନାତନ ଧର୍ମ ର ପ୍ରଚାର ବଳଦ ଗାଡି ରେ  ଚାରିଧାମ ବୁଲି ବୁଲି ପ୍ରଚାର କରୁଛନ୍ତି, ଏବଂ ସନାତନ ସମ୍ବଦୀୟ ପୁସ୍ତକ ବାଣ୍ଟୁଛନ୍ତି
    user_RAKESH KUMAR MOHANTY
    RAKESH KUMAR MOHANTY
    Teacher ଖଇରା, ବାଲେଶ୍ୱର, ଓଡ଼ିଶା•
    6 hrs ago
  • ବାଲେଶ୍ୱରର ପଦ୍ମାବତୀ ପାର୍କରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଏକ ବିଶାଳ ସାମୁହିକ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।
    4
    ବାଲେଶ୍ୱରର ପଦ୍ମାବତୀ ପାର୍କରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଏକ ବିଶାଳ ସାମୁହିକ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.