Shuru
Apke Nagar Ki App…
ବାଲେଶ୍ୱରରେ ଆରମ୍ଭ ‘78ତମ ରାଜ୍ୟ ପୋଲିସ ଭଲିବଲ୍ ଚ୍ୟାମ୍ପିଅନସିପ୍। ବାଲେଶ୍ୱର ଜିଲ୍ଲା ପୋଲିସର ଆୟୋଜନରେ ଆଜିଠାରୁ 78ତମ ରାଜ୍ୟ ପୋଲିସ ଭଲିବଲ୍ ଓ ବାସ୍କେଟବଲ୍ ଚ୍ୟାମ୍ପିଅନସିପ୍-2026 ଆରମ୍ଭ ହୋଇଛି। ଏହି କ୍ରୀଡା ଆସର 21 ଏପ୍ରିଲ୍ ଠାରୁ 25 ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବିଭିନ୍ନ ପୋଲିସ ଇଉନିଟ୍ମାନେ ଏଥିରେ ଭାଗ ନେଇଛନ୍ତି ଏବଂ ଭଲିବଲ୍ ପ୍ରତିଯୋଗିତାକୁ ବିଭିନ୍ନ ପୁଲ୍ରେ ବିଭକ୍ତ କରାଯାଇଛି। ପ୍ରଥମ ଦିନରେ ବହୁ ରୋମାଞ୍ଚକର ମ୍ୟାଚ୍ ଖେଳାଯାଉଛି, ଯେଉଁଥିରେ ବାଲେଶ୍ୱର, ରାଉରକେଲା, କୋରାପୁଟ, ଭୁବନେଶ୍ୱର ଭଳି ଦଳ ମୁହାଁମୁହିଁ ହେଉଛନ୍ତି। ଏହି ଚ୍ୟାମ୍ପିଅନସିପ୍ର ସମସ୍ତ ଲିଗ୍ ମ୍ୟାଚ୍ଗୁଡିକ ‘ବେଷ୍ଟ ଅଫ୍ 3 ସେଟ୍’ ଓ ଫାଇନାଲ୍ ପର୍ଯ୍ୟାୟର ମ୍ୟାଚ୍ଗୁଡିକ ‘ବେଷ୍ଟ ଅଫ୍ 5 ସେଟ୍’ ଆଧାରରେ ଖେଳାଯିବ। କ୍ରୀଡାପ୍ରେମୀମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।
Journalist Harishankar Jena

More news from ଓଡ଼ିଶା and nearby areas
- ବାଲେଶ୍ୱର ଜିଲ୍ଲା ପୋଲିସର ଆୟୋଜନରେ ଆଜିଠାରୁ 78ତମ ରାଜ୍ୟ ପୋଲିସ ଭଲିବଲ୍ ଓ ବାସ୍କେଟବଲ୍ ଚ୍ୟାମ୍ପିଅନସିପ୍-2026 ଆରମ୍ଭ ହୋଇଛି। ଏହି କ୍ରୀଡା ଆସର 21 ଏପ୍ରିଲ୍ ଠାରୁ 25 ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବିଭିନ୍ନ ପୋଲିସ ଇଉନିଟ୍ମାନେ ଏଥିରେ ଭାଗ ନେଇଛନ୍ତି ଏବଂ ଭଲିବଲ୍ ପ୍ରତିଯୋଗିତାକୁ ବିଭିନ୍ନ ପୁଲ୍ରେ ବିଭକ୍ତ କରାଯାଇଛି। ପ୍ରଥମ ଦିନରେ ବହୁ ରୋମାଞ୍ଚକର ମ୍ୟାଚ୍ ଖେଳାଯାଉଛି, ଯେଉଁଥିରେ ବାଲେଶ୍ୱର, ରାଉରକେଲା, କୋରାପୁଟ, ଭୁବନେଶ୍ୱର ଭଳି ଦଳ ମୁହାଁମୁହିଁ ହେଉଛନ୍ତି। ଏହି ଚ୍ୟାମ୍ପିଅନସିପ୍ର ସମସ୍ତ ଲିଗ୍ ମ୍ୟାଚ୍ଗୁଡିକ ‘ବେଷ୍ଟ ଅଫ୍ 3 ସେଟ୍’ ଓ ଫାଇନାଲ୍ ପର୍ଯ୍ୟାୟର ମ୍ୟାଚ୍ଗୁଡିକ ‘ବେଷ୍ଟ ଅଫ୍ 5 ସେଟ୍’ ଆଧାରରେ ଖେଳାଯିବ। କ୍ରୀଡାପ୍ରେମୀମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।1
- ସନାତନ ଧର୍ମ ର ପ୍ରଚାର ବଳଦ ଗାଡି ରେ ଚାରିଧାମ ବୁଲି ବୁଲି ପ୍ରଚାର କରୁଛନ୍ତି, ଏବଂ ସନାତନ ସମ୍ବଦୀୟ ପୁସ୍ତକ ବାଣ୍ଟୁଛନ୍ତି1
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି। #BASTA #mahimatv #balasore #OdishaNews #OdishaNews1
- ରୋଗୀଙ୍କୁ ଏଟେଣ୍ଡ କରିବାକୁ ଶିକ୍ୟୁରିଟି ଗାର୍ଡଙ୍କୁ ଦାୟିତ୍ୱ ଦେଲେ ଡାକ୍ତର ! #morada #mayurbhanj1
- ସିମୁଳିଆ, -ଚାଷୀ ରବି ଚାଷ ଅମଳ କରି ବିକ୍ରି ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଖରିଫ ଧାନ ସରକାର କ୍ରୟ ଆଦ୍ୟାବଧି ସରି ନ ଥିବା ଦେଖିବାକୁ ମିଳିଛି l ଯାହା ଫଳରେ ଚାଷୀ ରବିଚାଷ କରି ଅମଳ କରିଥିବା ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିବାକୁ ଆସି ସମ୍ପାଦକଙ୍କ ଆକ୍ରୋଶର ଶିକାର ହୋଇ ସମ୍ପାଦକଙ୍କ ନାମରେ ଅଭିଯୋଗ କରିଥିବା ଜଣାଯାଇଛି l ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅଭିଯୋଗ ଅନୁଯାୟୀ ସରକାରଙ୍କ ନିୟମ ଅନୁଯାୟୀ ଚଳିତ ମାସ 20ତାରିଖରୁ 25ତାରିଖ ପର୍ଯ୍ୟନ୍ତ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ଆବେଦନ ତାରିଖ ଧାର୍ଯ୍ୟ କରିଛନ୍ତି l ସେହି ଅନୁସାରେ ଚାଷୀ ଜାମ୍ମୁଝାଡ଼ି ସମିତିରେ ଆବେଦନ ନିମନ୍ତେ ଯାଇ ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କ ନିକଟରୁ ଫର୍ମ ଆଣି ଆବେଦନ କରିବାକୁ କହିଥିଲେ ବି ଆଜିକାଲି କହି ସେମାନଙ୍କ ଫର୍ମ ଆବେଦନ କରି ନ ଥିଲେ l ଫଳରେ ସରକାରଙ୍କ ନିୟମ ଅନୁଯାୟୀ ଆବେଦନ ତାରିଖ ଅତିକ୍ରମ କରି ଯାଇଛି l ଏବେ ସେମାନେ ଋଣ, ଧାର ଓ ସୁଧକୁ ପଇସା ଆଣି ଚାଷ କରିଛନ୍ତି l ଏହାକୁ କିପରି ଶୁଝିବେ ଚିନ୍ତାରେ ଚାଷୀ ଥିବାବେଳେ ଏ ସଂକ୍ରାନ୍ତରେ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳ, ସମବାୟ ସମିତି ସମୂହର ଉପନିବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ଏ ସଂକ୍ରାନ୍ତରେ ସମ୍ପାଦକ ଶ୍ରୀ ବିଶ୍ୱାଳଙ୍କୁ ପଚାରିବାରୁ ଖରିଫ ଧାନ କ୍ରୟ ନିମନ୍ତେ ମାର୍କୋଣା ସମବାୟ ସମିତି ଓ ଜାମ୍ମୁଝାଡ଼ି ସମିତି ଦୈତ୍ୟ ଦାୟିତ୍ୱ ଦିଆ ଯାଇଥିବା ଯୋଗୁଁ ରବି ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ସମୟ ଦେଇ ପାରିନାହୁଁ ବୋଲି ପ୍ରକାଶ କରିଥିଲେ l4
- Post by PP NEWS ODISHA1
- ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଭିକାଗଡିଆ ଗ୍ରାମର ଦିବ୍ୟାଙ୍ଗ ମହିଳାଙ୍କୁ ବାଲିଆପାଳ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ମହାରଣା ରେସନ କାର୍ଡ ଯୋଗାଇ ଦେଇଛନ୍ତି।1
- ବାଲେଶ୍ୱରର ପଦ୍ମାବତୀ ପାର୍କରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଏକ ବିଶାଳ ସାମୁହିକ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।4