ସାପ କାମୁଡ଼ା ଲକ୍ଷଣ ଜାଣନ୍ତୁ..Know the symptoms of snake bite.. Know the symptoms of snake bite, go to hospital immediately If you are bitten by a snake, it is important to seek immediate medical treatment. A snake bite causes fever and foaming at the mouth. Symptoms of snakebite include tremors. Dizziness can also occur after a snake bite. In such a situation, do not panic and see a doctor immediately. If you see symptoms of a snake bite, don't delay. Seek immediate treatment for snake bites to save lives. Because even a little negligence or mistake can take a life. Snake bites are occurring in many places after the flood waters receded. So be especially careful and vigilant. ସାପ କାମୁଡ଼ିଲେ ଲକ୍ଷଣ ଜାଣନ୍ତୁ, ତୁରନ୍ତ ହସ୍ପିଟାଲ ଯାଆନ୍ତୁ ସାପ କାମୁଡ଼ିଲେ ତୁରନ୍ତ ମେଡିକାଲ ଚିକିତ୍ସା ନେବା ଜରୁରୀ ସାପ କାମୁଡ଼ିଲେ ଜ୍ବର ଆସିବା ସହ ପାଟିରୁ ଫେଣ ବାହାରିଥାଏ ସାପ କାମୁଡ଼ିଲେ ଦେହ ଥରିବା ଭଳି ଲକ୍ଷଣ ଦେଖାଯାଏ ସାପ କାମୁଡ଼ା ପରେ ମୁଣ୍ଡ ବୁଲାଇବା ମଧ୍ୟ ହୋଇଥାଏ ଏଭଳି ସ୍ଥିତିରେ ଝାଡ଼ଫୁଙ୍କ ନୁହେଁ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ସାପ କାମୁଡ଼ାର ଲକ୍ଷଣ ଦେଖୁଲେ ବିଳମ୍ବ କରନ୍ତୁ ନାହିଁ ସାପ କାମୁଡ଼ାରେ ଜୀବନ ରକ୍ଷା ପାଇଁ ତୁରନ୍ତ ଚିକିତ୍ସା କରାନ୍ତୁ କାରଣ କିଛଇ ବି ଅବେହଳା କିମ୍ବା ତ୍ରୁଟି ଜୀବନ ନେଇ ଯାଇ ପାରେ . ବନ୍ୟା ପାଣି ଛାଡିବା ପରେ ଅନେକ ସ୍ଥାନରେ ସାପ କାମୁଡ଼ା ଘଟଣା ଘଟୁଛି ତେଣୁ ବିଶେଷ ଭାବେ ସାବଧାନ ଓ ସତର୍କ ରୁହନ୍ତୁ

- ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..1
- ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି1
- ଚୋରା ନିଶାଦ୍ରବ୍ୟ କାରବାର ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରୋଉ କଲେ ଅବକାରୀ ଅଫିସ। ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ନିଶାଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଆଜିର ଦିନରେ ଗାଁ ଗଣ୍ଡାରେ ଯୁବ ପିଢିଙ୍କୁ ପଥଭ୍ରଷ୍ଟ କରୁଛି ବିଭିନ୍ନ ପ୍ରକାରର ନିଶା । ଏହି ନିଶା ବେପାରୀଙ୍କ ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରାଉ କଲେ ଅବକାରୀ ଅଫିସ ।1
- balibil gopala sahi ra pani rastare jami rahithibaru jiba asiba pani asubidha hauchi1
- ଧାନ ମଣ୍ଡିରେ ପଞ୍ଜିକରଣ ଅବଧି ବୃଦ୍ଧି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଧାନ ମଣ୍ଡିରେ ପଞ୍ଜିକରଣ ଅବଧି ବୃଦ୍ଧି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ #LatestNews #UpdateNews #apanankakhabara #jagatsinghpur #news #OdishaNews #odisha1
- ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ1
- ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରେ ଥିବା ଏକ ପାନ ଦୋକାନରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ କରିଛି। ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତା'ର ମା'କୁ ଅବକାରୀ କର୍ମଚାରୀ ଗିରଫ କରିଛନ୍ତି। ମହିଳା ଜଣକ ଏହି ନିଶା କାରବାରରେ ସଂପୃକ୍ତ ଅଛନ୍ତି କି ନାହିଁ ସେସମ୍ପର୍କରେ ଅବକାରୀ ବିଭାଗ ଅନୁସନ୍ଧାନ ଜାରୀ ରଖିଛି।4
- 🌺🌺🌺🌺🌺🙏🙏🙏🙏🙏ଜୟ ଶ୍ରୀରାମ 🙏🙏🙏🙏🙏🌺🌺🌺🌺🌺.....1