logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଝାରସୁଗୁଡ଼ା ଜିଲ୍ଲା ର ବେଲପାହାଡ଼ ଠାରେ ବବନ ସିଂ ଶିକ୍ଷକତା କରିବା ସଙ୍ଗେ ଯୋଗ ମାଧ୍ୟମ ରେ ଛୋଟ ଛାତ୍ର ଛାତ୍ରୀ ଠୁ ବଡ ମାନଙ୍କୁ ଯୋଗ ମାଧ୍ୟମ ରେ ଶିକ ସ୍ବାସ୍ଥ୍ୟ ର ବିକାଶ କିପରି ହୋଇପାରିବ । ଝାରସୁଗୁଡ଼ା ଯୋଗ ଗୁରୁ ଆଓ୍ବାଡ ପାଇଛନ୍ତି ।

3 hrs ago
user_Ghana Shyam Rana Digital Art
Ghana Shyam Rana Digital Art
Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
3 hrs ago
af6377a4-a487-41b3-bbb5-41c6b1fbec24
9ee935b2-12c7-4731-bd98-a56d012332ac

ଝାରସୁଗୁଡ଼ା ଜିଲ୍ଲା ର ବେଲପାହାଡ଼ ଠାରେ ବବନ ସିଂ ଶିକ୍ଷକତା କରିବା ସଙ୍ଗେ ଯୋଗ ମାଧ୍ୟମ ରେ ଛୋଟ ଛାତ୍ର ଛାତ୍ରୀ ଠୁ ବଡ ମାନଙ୍କୁ ଯୋଗ ମାଧ୍ୟମ ରେ ଶିକ ସ୍ବାସ୍ଥ୍ୟ ର ବିକାଶ କିପରି ହୋଇପାରିବ । ଝାରସୁଗୁଡ଼ା ଯୋଗ ଗୁରୁ ଆଓ୍ବାଡ ପାଇଛନ୍ତି ।

More news from ଓଡ଼ିଶା and nearby areas
  • ଜମନକିରା ବ୍ଲକ ଛକଠାରେ PATHKIND LABORATORY ର ସହଯୋଗୀତାରେ MARVEL WELLNESS CENTRE ର ଏକ ନୂତନ ରକ୍ତ ପରୀକ୍ଷା କେନ୍ଦ୍ର ଉଦଘାଟନ ହେଲା । ଏହି ପରୀକ୍ଷାକେନ୍ଦ୍ର ଉଦଘାଟନ ଅବସରରେ ଏକ ମେଗା Pathkind Laboratory ର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ଯାହାକି କେବଳ ଦଶଟଙ୍କା ଦେଇ ସୁଗାର, କ୍ୟାଲସିୟମ ଏବଂ କଲେଷ୍ଟରଲ ଭଳି ଅନେକ ମୂଲ୍ୟବାନ ରକ୍ତ ପରୀକ୍ଷା କରାଗଲା। ଏହି ଉପରୋକ୍ତ ସୁବିଧା ପ୍ରତେକ ରବିବାର ରହିବ ଆଉ ଛ ମାସ ପର୍ଯ୍ୟନ୍ତ। ଏହି ଉଦଘାଟନୀ ସମାରୋହରେ ଜମନକିରା ଅଞ୍ଚଳର ବହୁମାତ୍ରାରେ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। MARVEL WELLNESS CENTRE ଜମନକିରାର ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବା ପାଇଁ ପ୍ରତଶୃତିବଦ୍ଧ। 70 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।
    1
    ଜମନକିରା ବ୍ଲକ ଛକଠାରେ PATHKIND LABORATORY ର ସହଯୋଗୀତାରେ MARVEL WELLNESS CENTRE ର ଏକ ନୂତନ ରକ୍ତ ପରୀକ୍ଷା କେନ୍ଦ୍ର ଉଦଘାଟନ ହେଲା । ଏହି ପରୀକ୍ଷାକେନ୍ଦ୍ର ଉଦଘାଟନ ଅବସରରେ ଏକ ମେଗା Pathkind Laboratory ର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ଯାହାକି କେବଳ ଦଶଟଙ୍କା ଦେଇ ସୁଗାର, କ୍ୟାଲସିୟମ ଏବଂ କଲେଷ୍ଟରଲ ଭଳି ଅନେକ ମୂଲ୍ୟବାନ ରକ୍ତ ପରୀକ୍ଷା କରାଗଲା। ଏହି ଉପରୋକ୍ତ ସୁବିଧା ପ୍ରତେକ ରବିବାର ରହିବ ଆଉ ଛ ମାସ ପର୍ଯ୍ୟନ୍ତ। ଏହି ଉଦଘାଟନୀ ସମାରୋହରେ ଜମନକିରା ଅଞ୍ଚଳର ବହୁମାତ୍ରାରେ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। MARVEL WELLNESS CENTRE ଜମନକିରାର ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବା ପାଇଁ ପ୍ରତଶୃତିବଦ୍ଧ।
70 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    3 hrs ago
  • ଝାରସୁଗୁଡ଼ା ଜିଲ୍ଲା ର ବେଲପାହାଡ଼ ଠାରେ ବବନ ସିଂ ଶିକ୍ଷକତା କରିବା ସଙ୍ଗେ ଯୋଗ ମାଧ୍ୟମ ରେ ଛୋଟ ଛାତ୍ର ଛାତ୍ରୀ ଠୁ ବଡ ମାନଙ୍କୁ ଯୋଗ ମାଧ୍ୟମ ରେ ଶିକ ସ୍ବାସ୍ଥ୍ୟ ର ବିକାଶ କିପରି ହୋଇପାରିବ । ଝାରସୁଗୁଡ଼ା ଯୋଗ ଗୁରୁ ଆଓ୍ବାଡ ପାଇଛନ୍ତି ।
    4
    ଝାରସୁଗୁଡ଼ା ଜିଲ୍ଲା ର ବେଲପାହାଡ଼ ଠାରେ ବବନ ସିଂ ଶିକ୍ଷକତା କରିବା ସଙ୍ଗେ ଯୋଗ ମାଧ୍ୟମ ରେ ଛୋଟ ଛାତ୍ର ଛାତ୍ରୀ ଠୁ ବଡ ମାନଙ୍କୁ ଯୋଗ ମାଧ୍ୟମ ରେ ଶିକ ସ୍ବାସ୍ଥ୍ୟ ର ବିକାଶ କିପରି ହୋଇପାରିବ । ଝାରସୁଗୁଡ଼ା ଯୋଗ ଗୁରୁ ଆଓ୍ବାଡ ପାଇଛନ୍ତି ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    3 hrs ago
  • ଜମନକିରା ବ୍ଲକ ଛକଠାରେ ଶୁଭାରମ୍ଭ ହେଲା 'ମାର୍ଭେଲ ୱେଲନେସ୍ ସେଣ୍ଟର' (Marvel Wellness Centre)। ପାଥକାଇଣ୍ଡ ଲାବୋରେଟୋରୀ (Pathkind Laboratory) ର ସହଯୋଗରେ ଖୋଲିଥିବା ଏହି କେନ୍ଦ୍ର ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶସ୍ତା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। 📢 ବିଶେଷ ସୁବିଧା: ଆଗାମୀ ୬ ମାସ ପର୍ଯ୍ୟନ୍ତ, ପ୍ରତି ରବିବାର ମାତ୍ର ୧୦ ଟଙ୍କାରେ ଆପଣ କରାଇପାରିବେ ସୁଗାର, କ୍ୟାଲସିୟମ, ଏବଂ କଲେଷ୍ଟରଲ ଭଳି ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା। ଉଦଘାଟନୀ ସମାରୋହରେ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ ଏବଂ ପ୍ରଥମ ଦିନରେ ହିଁ ୭୦ ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଏହି ସୁବିଧାର ଲାଭ ଉଠାଇବା ପାଇଁ ଆଜି ହିଁ 'ମାର୍ଭେଲ ୱେଲନେସ୍ ସେଣ୍ଟର' ପରିଦର୍ଶନ କରନ୍ତୁ। 📍 ଠିକଣା: ମାର୍ଭେଲ ୱେଲନେସ୍ ସେଣ୍ଟର, ଜମନକିରା ବ୍ଲକ ଛକ।
    1
    ଜମନକିରା ବ୍ଲକ ଛକଠାରେ ଶୁଭାରମ୍ଭ ହେଲା 'ମାର୍ଭେଲ ୱେଲନେସ୍ ସେଣ୍ଟର' (Marvel Wellness Centre)। ପାଥକାଇଣ୍ଡ ଲାବୋରେଟୋରୀ (Pathkind Laboratory) ର ସହଯୋଗରେ ଖୋଲିଥିବା ଏହି କେନ୍ଦ୍ର ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶସ୍ତା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ।
📢 ବିଶେଷ ସୁବିଧା:
ଆଗାମୀ ୬ ମାସ ପର୍ଯ୍ୟନ୍ତ, ପ୍ରତି ରବିବାର ମାତ୍ର ୧୦ ଟଙ୍କାରେ ଆପଣ କରାଇପାରିବେ ସୁଗାର, କ୍ୟାଲସିୟମ, ଏବଂ କଲେଷ୍ଟରଲ ଭଳି ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା।
ଉଦଘାଟନୀ ସମାରୋହରେ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ ଏବଂ ପ୍ରଥମ ଦିନରେ ହିଁ ୭୦ ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଏହି ସୁବିଧାର ଲାଭ ଉଠାଇବା ପାଇଁ ଆଜି ହିଁ 'ମାର୍ଭେଲ ୱେଲନେସ୍ ସେଣ୍ଟର' ପରିଦର୍ଶନ କରନ୍ତୁ।
📍 ଠିକଣା: ମାର୍ଭେଲ ୱେଲନେସ୍ ସେଣ୍ଟର, ଜମନକିରା ବ୍ଲକ ଛକ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    8 min ago
  • 8 लाख वाले कल्याण मंडप बनाने के नाम पर लापरवाही या घोटाला #Bamra #Kalyanmandap #Govindpur
    1
    8 लाख वाले कल्याण मंडप बनाने के नाम पर लापरवाही या घोटाला #Bamra #Kalyanmandap #Govindpur
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • *ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ* *ଦେବଗଡ଼/ବାରକୋଟ, ୨୦.୦୪.୨୦୨୬ (ବିବେକାନନ୍ଦ ସାହୁ ):* ବାରକୋଟ ବ୍ଲକ ସଦର ମହକୁମାରେ ଜଗନ୍ନାଥ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ବାଦ୍ୟ, ନୃତ୍ୟ ସହିତ ସଂକୀର୍ତନର ତାଳେ ତାଳେ ଭବ୍ୟ ଶୋଭାଯାତ୍ରାରେ ବ୍ରାହ୍ମଣୀ ନଦୀରୁ ପବିତ୍ର ଜଳ ଆଣିବା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ପବିତ୍ର ଅକ୍ଷୟ ତୃତୀୟାରେ ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ମନ୍ଦିର ପ୍ରତିଷ୍ଠା, ନୀଳଚକ୍ର ସ୍ଥାପନ ସହିତ ଧ୍ୱଜାରୋହଣ ହୋଇଥିଲା । ଅପରାହ୍ନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମନ୍ଦିର ପ୍ରବେଶ ସମେତ ପୂଜନ, ଯୂପ ସ୍ଥାପନ, ନବଯୌବନ ଦର୍ଶନ ସହିତ ପୂର୍ଣାହୁତି ପ୍ରଦାନ କରାଯାଇଥିଲା । *ମୁଖ୍ୟ କର୍ତା:* ଅମୂଲ୍ୟ ନାଥ ଓ ଲିଲିରାଣୀ ନାଥ, ଅଜୟ ସାହୁ ଓ ନିହାରିକା ସାହୁ, ସତ୍ୟନାରାୟଣ ନାୟକ ଓ ଧାତ୍ରୀ ନାୟକ, ଶିବଚରଣ ସାହୁ ଓ ରେଣୁବାଳା ସାହୁ, ହରେକୃଷ୍ଣ ଜିତ ଓ କାମିନୀ ଜିତ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ । *ମନ୍ଦିର କମିଟି:* ସଭାପତି କ୍ଷୀରୋଦ ବିହାରୀ ସାହୁ, ସମ୍ପାଦକ ସମ୍ବିତ ସାହୁ, କୋଷାଧ୍ୟକ୍ଷ ଯଦୁମଣି ପ୍ରଧାନ, ପବିତ୍ର ମୋହନ ସାହୁ, ଗୌରହରି ଦେହୁରୀ, ରସାନନ୍ଦ ବିଶ୍ୱାଳ, ଗୁରୁଚରଣ ସାହୁ, ନେତ୍ରାନନ୍ଦ ସାହୁ, ଆନନ୍ଦ ଚନ୍ଦ୍ର ସାହୁ, ଟଙ୍କଧର ବେହେରା, ଶରତ ଦେହୁରୀ, ପିତବାସ ନାୟକ, କ୍ଷମାନିଧି ସାହୁ, ଡମ୍ବରୁଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । *ଅତିଥି:* ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଦେବଗଡ଼ ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ ଭୋଜ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ଦେବଗଡ଼ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ଶାନ୍ତମଞ୍ଜରୀ ଦେଇ, ବିଜେପି ନେତା ଯୋଗେଶ ଚନ୍ଦ୍ର ପ୍ରଧାନ, ବିଜେଡି ନେତା କୃତାର୍ଥ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ସକାଶେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।
    4
    *ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ*  
*ଦେବଗଡ଼/ବାରକୋଟ, ୨୦.୦୪.୨୦୨୬ (ବିବେକାନନ୍ଦ ସାହୁ ):*
ବାରକୋଟ ବ୍ଲକ ସଦର ମହକୁମାରେ ଜଗନ୍ନାଥ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ବାଦ୍ୟ, ନୃତ୍ୟ ସହିତ ସଂକୀର୍ତନର ତାଳେ ତାଳେ ଭବ୍ୟ ଶୋଭାଯାତ୍ରାରେ ବ୍ରାହ୍ମଣୀ ନଦୀରୁ ପବିତ୍ର ଜଳ ଆଣିବା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । 
ପବିତ୍ର ଅକ୍ଷୟ ତୃତୀୟାରେ ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ମନ୍ଦିର ପ୍ରତିଷ୍ଠା, ନୀଳଚକ୍ର ସ୍ଥାପନ ସହିତ ଧ୍ୱଜାରୋହଣ ହୋଇଥିଲା । ଅପରାହ୍ନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମନ୍ଦିର ପ୍ରବେଶ ସମେତ ପୂଜନ, ଯୂପ ସ୍ଥାପନ, ନବଯୌବନ ଦର୍ଶନ ସହିତ ପୂର୍ଣାହୁତି ପ୍ରଦାନ କରାଯାଇଥିଲା ।
*ମୁଖ୍ୟ କର୍ତା:* ଅମୂଲ୍ୟ ନାଥ ଓ ଲିଲିରାଣୀ ନାଥ, ଅଜୟ ସାହୁ ଓ ନିହାରିକା ସାହୁ, ସତ୍ୟନାରାୟଣ ନାୟକ ଓ ଧାତ୍ରୀ ନାୟକ, ଶିବଚରଣ ସାହୁ ଓ ରେଣୁବାଳା ସାହୁ, ହରେକୃଷ୍ଣ ଜିତ ଓ କାମିନୀ ଜିତ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ ।
*ମନ୍ଦିର କମିଟି:* ସଭାପତି କ୍ଷୀରୋଦ ବିହାରୀ ସାହୁ, ସମ୍ପାଦକ ସମ୍ବିତ ସାହୁ, କୋଷାଧ୍ୟକ୍ଷ ଯଦୁମଣି ପ୍ରଧାନ, ପବିତ୍ର ମୋହନ ସାହୁ, ଗୌରହରି ଦେହୁରୀ, ରସାନନ୍ଦ ବିଶ୍ୱାଳ, ଗୁରୁଚରଣ ସାହୁ, ନେତ୍ରାନନ୍ଦ ସାହୁ, ଆନନ୍ଦ ଚନ୍ଦ୍ର ସାହୁ, ଟଙ୍କଧର ବେହେରା, ଶରତ ଦେହୁରୀ, ପିତବାସ ନାୟକ, କ୍ଷମାନିଧି ସାହୁ, ଡମ୍ବରୁଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
*ଅତିଥି:* ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଦେବଗଡ଼ ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ ଭୋଜ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ଦେବଗଡ଼ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ଶାନ୍ତମଞ୍ଜରୀ ଦେଇ, ବିଜେପି ନେତା ଯୋଗେଶ ଚନ୍ଦ୍ର ପ୍ରଧାନ, ବିଜେଡି ନେତା କୃତାର୍ଥ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ସକାଶେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    3 hrs ago
  • ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?
    1
    ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ  କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    23 hrs ago
  • ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଅନ୍ତର୍ଗତ ଠିଡିକଯୋର୍ ଶ୍ରୀ ଜଗନ୍ନାଥଙ୍କ ପାଈଁ ରଥକାଠ ଅନୁକୂଳ ପର୍ବ ପାଳନ ହୋଇଯାଇଛି । ଏହା ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରେ ଅନଷ୍ଠିତ ହୋଇଥାଏ ।
    1
    ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଅନ୍ତର୍ଗତ ଠିଡିକଯୋର୍ ଶ୍ରୀ ଜଗନ୍ନାଥଙ୍କ ପାଈଁ ରଥକାଠ ଅନୁକୂଳ ପର୍ବ ପାଳନ ହୋଇଯାଇଛି । ଏହା ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରେ ଅନଷ୍ଠିତ ହୋଇଥାଏ ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    22 hrs ago
  • ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା।
    1
    ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.