Shuru
Apke Nagar Ki App…
ପିଅନ ଯୁଗଳ ବାବୁଙ୍କ ବିଜେଡି ପ୍ରେମ #spnewstvliveodia #breakingnews #nayagarhnews #cmoodisha ପିଅନ ଯୁଗଳ ବାବୁଙ୍କ ବିଜେଡି ପ୍ରେମ #spnewstvliveodia #breakingnews #nayagarhnews #cmoodisha
SP NEWS LIVE ODIA
ପିଅନ ଯୁଗଳ ବାବୁଙ୍କ ବିଜେଡି ପ୍ରେମ #spnewstvliveodia #breakingnews #nayagarhnews #cmoodisha ପିଅନ ଯୁଗଳ ବାବୁଙ୍କ ବିଜେଡି ପ୍ରେମ #spnewstvliveodia #breakingnews #nayagarhnews #cmoodisha
More news from ଓଡ଼ିଶା and nearby areas
- କଂଗ୍ରେସ୍ ନେତ୍ରୀ ସୋନାଲି ସାହୁଙ୍କୁ ଘରୁ ଉଠାଇନେଲା ପୋଲିସ୍ #spnewstvliveodia #breakingnews #khordanews1
- କଟକ ଜିଲ୍ଲାର ବଡମ୍ବା ରାମପୁର ଫାର୍ମ ରେ ହେଉଛି ବିଭିନ୍ନ ପ୍ରଜାତି ପିଜୁଳି।1
- ଢେଙ୍କାନାଳ ହିନ୍ଦୋଳ ରାସୋଳ ଥାନା ଗିରିଧାର ପ୍ରସାଦ ପଂଚାୟତ ବ୍ରହ୍ମପୁର ଗାଁରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ତାଙ୍କ ଜେସିବି ମେସିନ ଜାଳି ଦେବା ନେଇ ଥାନାରେ ଅଭିଯୋଗ.1
- ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ମାଆ ଭାରତ ପୁମସ ନାଟକ ବରଡାବିଲି ମାଆ ଭାରତ ଗଂଜାମ ଜିଲ୍ଲା ପୁମସ ନାଟକ ବରଡାବିଲି ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ନାଟକ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଗଞ୍ଜାମ ଜିଲ୍ଲା ଧରାକୋଟ #ଓଳମ୍ବାରେ_ପଞ୍ଚୁଦଣ୍ଡ_ମହାମିଳନ ଧରାକୋଟ ବ୍ଲକର ଓଳମ୍ବା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଗୋଲିଆ, ଭାମଶିଆଳି, ଗୁଣ୍ଠପଡା, ମୋରାବାଇ ଓ କବିସୂର୍ଯ୍ୟ ନଗର ଦଣ୍ଡଦଳ ଏଥିରେ ଭାଗ ନେଇଥିଲେ। ପ୍ରଥମେ ମାନସିକଧାରି ମାନେ ପାଞ୍ଚ ଗୋଟି ଦଣ୍ଡକୁ ନିମନ୍ତ୍ରଣ କରି ବରଣ କରିଥିଲେ । ଏହା ପରେ ମଧ୍ୟାହ୍ନରେ ଧୂଳିଦଣ୍ଡ ସାରି ବିଭିନ୍ନ ବନ୍ଧରେ ପାଣି ଦଣ୍ଡ କାର୍ଯ୍ୟ ସମାପନ କରି ଅଗ୍ନିଦଣ୍ଡ ଓ ନିକଟସ୍ଥ ମେଳଣ ପଡ଼ିଆରେ ପଞ୍ଚଦଣ୍ଡ ଙ୍କର ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ଏହାପରେ ସନ୍ଧ୍ୟା ଆଳତି ଓ ନିଶାର୍ଦ୍ଧରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ଶେଷ ପର୍ଯ୍ୟାୟରେ ପାଞ୍ଚ ଗୋଟି ଦଣ୍ଡଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବଡଗଡ ଥାନାଅଧିକାରୀ ବିମଳ କୁମାର କହଁର ଙ୍କ ନେତୃତ୍ୱରେ ସଫଳତାର ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିବା ବେଳେ ଓଳମ୍ବା ଗ୍ରାମବାସୀ ଓ ଯୁବକ ସଂଘ ଏଥିରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଓଡ଼ିଶା ଡିଜିଟାଲ ମିଡ଼ିଆ ମହା ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପାଟପୁର ଠାରେ ଏକ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି। ଜିଲ୍ଲା ସଭାପତି ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ର ଡିଜିଟାଲ ମିଡ଼ିଆ ର ପ୍ରାୟ ଅଠର ଜଣ ରୁ ଉର୍ଦ୍ଧ୍ବ ସାମ୍ବାଦିକ (ଡିଜିଟାଲ ମିଡ଼ିଆ) ର ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦଦେଇ ସେମାନଙ୍କ ନିଜ ନିଜ ମତ ରଖି, ଆଗାମୀ ଦିନ ରେ ମହାସଂଘ୍ ରେ କିପରି ଅଧିକ ରୁ ଅଧିକ ସଦସ୍ୟ ଯୋଗ ଦେବେ ସେ ଉପରେ ଗୁରୁତ୍ବ ଆରୋପ କରିଥିଲେ।1
- କେନ୍ଦ୍ରିୟ ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ୍ ଚଢାଉ କରାଯାଇଛି I ଢେଙ୍କାନାଳ ସହରର ଦେଉଳ ସାହିଠାରେ ଥିବା ଘର ଏବଂ ଭାପୁର ବିମ୍ବୋଳ ଗ୍ରାମ ନିକଟରେ ଥିବା ଫାର୍ମ ହାଉସ ଏହି ୨ଟି ସ୍ଥାନରେ ଚଢାଉ ଆଜି ଢେଙ୍କାନାଳ ଭିଜିଲାନ୍ସ ଟିମ ଚଢାଉ କରାଯାଇଛି। ଏହା ସହିତ କଟକ ଘର, ଭୁବନେଶ୍ଵର ଅଫିସ ଚାମ୍ବର, ଜାଜପୁର ଅଞ୍ଚଳରେ ଥିବା ଘର ଏବଂ ଭୁବନେଶ୍ଵର ଅଞ୍ଚଳରେ ଥିବା ଘର ଉପରେ ଏକ କାଳିନ ଚଢାଉ କରାଯାଇଥିବା ଜଣା ପଡ଼ିଛି।1
- ରଣପୁର ଯୁବକଂଗ୍ରେସର ବୁଥଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ #spnewstvliveodia #breakingnews #nayagarhnews #congress1