logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଜେସିବି ଜାଳିଦେଲେ ଦୁର୍ବୃତ୍ତ. ଢେଙ୍କାନାଳ ହିନ୍ଦୋଳ ରାସୋଳ ଥାନା ଗିରିଧାର ପ୍ରସାଦ ପଂଚାୟତ ବ୍ରହ୍ମପୁର ଗାଁରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ତାଙ୍କ ଜେସିବି ମେସିନ ଜାଳି ଦେବା ନେଇ ଥାନାରେ ଅଭିଯୋଗ.

1 day ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
1 day ago

ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଜେସିବି ଜାଳିଦେଲେ ଦୁର୍ବୃତ୍ତ. ଢେଙ୍କାନାଳ ହିନ୍ଦୋଳ ରାସୋଳ ଥାନା ଗିରିଧାର ପ୍ରସାଦ ପଂଚାୟତ ବ୍ରହ୍ମପୁର ଗାଁରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ତାଙ୍କ ଜେସିବି ମେସିନ ଜାଳି ଦେବା ନେଇ ଥାନାରେ ଅଭିଯୋଗ.

More news from ଓଡ଼ିଶା and nearby areas
  • କଟକ ଜିଲ୍ଲାର ବଡମ୍ବା ରାମପୁର ଫାର୍ମ ରେ ହେଉଛି ବିଭିନ୍ନ ପ୍ରଜାତି ପିଜୁଳି।
    1
    କଟକ ଜିଲ୍ଲାର ବଡମ୍ବା ରାମପୁର ଫାର୍ମ ରେ ହେଉଛି ବିଭିନ୍ନ ପ୍ରଜାତି ପିଜୁଳି।
    user_Narasinghpur News
    Narasinghpur News
    Local News Reporter ନରସିଂହପୁର, କଟକ, ଓଡ଼ିଶା•
    19 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    6 hrs ago
  • କେନ୍ଦ୍ରିୟ ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ୍ ଚଢାଉ କରାଯାଇଛି I ଢେଙ୍କାନାଳ ସହରର ଦେଉଳ ସାହିଠାରେ ଥିବା ଘର ଏବଂ ଭାପୁର ବିମ୍ବୋଳ ଗ୍ରାମ ନିକଟରେ ଥିବା ଫାର୍ମ ହାଉସ ଏହି ୨ଟି ସ୍ଥାନରେ ଚଢାଉ ଆଜି ଢେଙ୍କାନାଳ ଭିଜିଲାନ୍ସ ଟିମ ଚଢାଉ କରାଯାଇଛି। ଏହା ସହିତ କଟକ ଘର, ଭୁବନେଶ୍ଵର ଅଫିସ ଚାମ୍ବର, ଜାଜପୁର ଅଞ୍ଚଳରେ ଥିବା ଘର ଏବଂ ଭୁବନେଶ୍ଵର ଅଞ୍ଚଳରେ ଥିବା ଘର ଉପରେ ଏକ କାଳିନ ଚଢାଉ କରାଯାଇଥିବା ଜଣା ପଡ଼ିଛି।
    1
    କେନ୍ଦ୍ରିୟ ଜଳସେଚନ ସର୍କଲ  ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ୍ ଚଢାଉ କରାଯାଇଛି I ଢେଙ୍କାନାଳ ସହରର ଦେଉଳ ସାହିଠାରେ ଥିବା ଘର ଏବଂ ଭାପୁର ବିମ୍ବୋଳ ଗ୍ରାମ ନିକଟରେ ଥିବା ଫାର୍ମ ହାଉସ ଏହି ୨ଟି ସ୍ଥାନରେ ଚଢାଉ ଆଜି ଢେଙ୍କାନାଳ ଭିଜିଲାନ୍ସ ଟିମ ଚଢାଉ କରାଯାଇଛି। ଏହା ସହିତ କଟକ ଘର, ଭୁବନେଶ୍ଵର ଅଫିସ ଚାମ୍ବର, ଜାଜପୁର ଅଞ୍ଚଳରେ ଥିବା ଘର ଏବଂ ଭୁବନେଶ୍ଵର ଅଞ୍ଚଳରେ ଥିବା ଘର ଉପରେ ଏକ କାଳିନ ଚଢାଉ କରାଯାଇଥିବା ଜଣା ପଡ଼ିଛି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Post by News odia odisha
    1
    Post by News odia odisha
    user_News odia odisha
    News odia odisha
    Tailor ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    20 hrs ago
  • କଂଗ୍ରେସ୍ ନେତ୍ରୀ ସୋନାଲି ସାହୁଙ୍କୁ ଘରୁ ଉଠାଇନେଲା ପୋଲିସ୍ #spnewstvliveodia #breakingnews #khordanews
    1
    କଂଗ୍ରେସ୍ ନେତ୍ରୀ ସୋନାଲି ସାହୁଙ୍କୁ ଘରୁ ଉଠାଇନେଲା ପୋଲିସ୍ #spnewstvliveodia #breakingnews #khordanews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    2 hrs ago
  • ବଣସିଂହ ନୂଆଗଡ ଛକରେ ହୁତୁ ହୁତୁ ହୋଇ ଜଳିଲା ବାଇକ
    1
    ବଣସିଂହ ନୂଆଗଡ ଛକରେ ହୁତୁ ହୁତୁ ହୋଇ ଜଳିଲା ବାଇକ
    user_Tapasdas 6372788705
    Tapasdas 6372788705
    Photographer Jamusara•
    12 hrs ago
  • ହଜାତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ ନରସିଂହପୁର: ୨୦୧୬ ମସିହା ର ନରସିଂହପୁର ଥାନାରେ ଏକ ହଜାତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ। ନରସିଂହପୁର ମାଳିସାହି ଗାଁର ସରୋଜ ସେନାପତି ନାମକ ଜଣେ ବ୍ୟକ୍ତି ଙ୍କୁ ତାଙ୍କର ପତ୍ନୀ ଅଳକା ନାୟକ ଏକ ଘରୋଇ ପାରିବାରିକ ମାମଲା ନରସିଂହପୁର ଥାନାରେ ଦେଇଥିଲେ। ମାମଲାର ବିଚାର ପାଇଁ ସରୋଜ ଙ୍କୁ ଥାନା କୁ ଆଣି ପଚରା ଉଚରା ବେଳେ ୬ ଜଣ ଥାନା କର୍ମଚାରୀ ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ। ସେଥିରେ ଅବସରପ୍ରାପ୍ତ ଏଏସଆଇ ଭଗବାନ ସାହୁ, ଅବସରପ୍ରାପ୍ତ ହାବିଲଦାର ପ୍ରମୋଦ କୁମାର ପାତ୍ର, ହୋମ ଗାର୍ଡ ଯୋଗିନାଥ ନାୟକ, ଭିକାରୀ ନାୟକ, ଭ୍ରମର ରଣା, ମହେଶ୍ବର ଦେବତା ଙ୍କୁ କୋର୍ଟ ରେ ହଜାର କରାଯାଇଛି। ଯାହା ଫଳ ରେ ସରୋଜ ସେନାପତି ଙ୍କର ହଜାତ ରେ ମୃତ୍ୟୁ ଘଟିଥିଲା। ଥାନା କେସ ନମ୍ବର ୧୩୦/୧୬ ରେ , ଧାରା ୪୪୮,୩୪୨, ୩୪୧, ୩୨୩, ୫୦୬, ୩୦୨, ୩୪ ଆଇପିସି ରେ ମାମଲା ରୁଜୁ ହୋଇଥିଲା। ଏନେଇ ହଜାତ ମୃତ୍ୟୁ ମାମଲା ଜାତୀୟ ମାନବାଧିକାର କମିଶନ ନିଜେ ଏହି ମାମଲା ସେତେବେଳେ ର ପୋଲିସ ଅଧିକାରୀ ନିରଞ୍ଜନ ଶବର ଙ୍କ ଦ୍ୱାରା ମାମଲା କୁ ପରିଚାଳନା କରାଯାଇଥିଲା। ଯାହା କି ମଙ୍ଗଳବାର ସନ୍ଧ୍ୟାରେ ୬ ଜଣ ପୋଲିସ କର୍ମଚାରୀ ଙ୍କୁ ନରସିଂହପୁର କୋର୍ଟ ରେ ହଜାର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଙ୍କୁ ବିଚାର ବିଭାଗୀୟ ହଜାତ କୁ ପଠା ଯାଇଛି।
    1
    ହଜାତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ
ନରସିଂହପୁର: ୨୦୧୬ ମସିହା ର ନରସିଂହପୁର ଥାନାରେ ଏକ ହଜାତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ। ନରସିଂହପୁର ମାଳିସାହି ଗାଁର ସରୋଜ ସେନାପତି ନାମକ ଜଣେ ବ୍ୟକ୍ତି ଙ୍କୁ ତାଙ୍କର ପତ୍ନୀ ଅଳକା ନାୟକ ଏକ ଘରୋଇ ପାରିବାରିକ ମାମଲା ନରସିଂହପୁର ଥାନାରେ ଦେଇଥିଲେ। ମାମଲାର ବିଚାର ପାଇଁ ସରୋଜ ଙ୍କୁ ଥାନା କୁ ଆଣି ପଚରା ଉଚରା ବେଳେ ୬ ଜଣ ଥାନା କର୍ମଚାରୀ ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ। ସେଥିରେ ଅବସରପ୍ରାପ୍ତ ଏଏସଆଇ ଭଗବାନ ସାହୁ, ଅବସରପ୍ରାପ୍ତ ହାବିଲଦାର ପ୍ରମୋଦ କୁମାର ପାତ୍ର, ହୋମ ଗାର୍ଡ ଯୋଗିନାଥ ନାୟକ, ଭିକାରୀ ନାୟକ, ଭ୍ରମର ରଣା, ମହେଶ୍ବର ଦେବତା ଙ୍କୁ କୋର୍ଟ ରେ ହଜାର କରାଯାଇଛି। ଯାହା ଫଳ ରେ ସରୋଜ ସେନାପତି ଙ୍କର ହଜାତ ରେ ମୃତ୍ୟୁ ଘଟିଥିଲା। ଥାନା କେସ ନମ୍ବର ୧୩୦/୧୬ ରେ , ଧାରା ୪୪୮,୩୪୨, ୩୪୧, ୩୨୩, ୫୦୬, ୩୦୨, ୩୪ ଆଇପିସି ରେ ମାମଲା ରୁଜୁ ହୋଇଥିଲା। ଏନେଇ ହଜାତ ମୃତ୍ୟୁ ମାମଲା  ଜାତୀୟ ମାନବାଧିକାର କମିଶନ ନିଜେ ଏହି ମାମଲା ସେତେବେଳେ ର ପୋଲିସ ଅଧିକାରୀ ନିରଞ୍ଜନ ଶବର ଙ୍କ ଦ୍ୱାରା ମାମଲା କୁ ପରିଚାଳନା କରାଯାଇଥିଲା। ଯାହା କି ମଙ୍ଗଳବାର ସନ୍ଧ୍ୟାରେ ୬ ଜଣ ପୋଲିସ କର୍ମଚାରୀ ଙ୍କୁ ନରସିଂହପୁର କୋର୍ଟ ରେ ହଜାର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଙ୍କୁ ବିଚାର ବିଭାଗୀୟ ହଜାତ କୁ ପଠା ଯାଇଛି।
    user_Narasinghpur News
    Narasinghpur News
    Local News Reporter ନରସିଂହପୁର, କଟକ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.