ନରସିଂହପୁର ହାଜତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ ହଜାତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ ନରସିଂହପୁର: ୨୦୧୬ ମସିହା ର ନରସିଂହପୁର ଥାନାରେ ଏକ ହଜାତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ। ନରସିଂହପୁର ମାଳିସାହି ଗାଁର ସରୋଜ ସେନାପତି ନାମକ ଜଣେ ବ୍ୟକ୍ତି ଙ୍କୁ ତାଙ୍କର ପତ୍ନୀ ଅଳକା ନାୟକ ଏକ ଘରୋଇ ପାରିବାରିକ ମାମଲା ନରସିଂହପୁର ଥାନାରେ ଦେଇଥିଲେ। ମାମଲାର ବିଚାର ପାଇଁ ସରୋଜ ଙ୍କୁ ଥାନା କୁ ଆଣି ପଚରା ଉଚରା ବେଳେ ୬ ଜଣ ଥାନା କର୍ମଚାରୀ ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ। ସେଥିରେ ଅବସରପ୍ରାପ୍ତ ଏଏସଆଇ ଭଗବାନ ସାହୁ, ଅବସରପ୍ରାପ୍ତ ହାବିଲଦାର ପ୍ରମୋଦ କୁମାର ପାତ୍ର, ହୋମ ଗାର୍ଡ ଯୋଗିନାଥ ନାୟକ, ଭିକାରୀ ନାୟକ, ଭ୍ରମର ରଣା, ମହେଶ୍ବର ଦେବତା ଙ୍କୁ କୋର୍ଟ ରେ ହଜାର କରାଯାଇଛି। ଯାହା ଫଳ ରେ ସରୋଜ ସେନାପତି ଙ୍କର ହଜାତ ରେ ମୃତ୍ୟୁ ଘଟିଥିଲା। ଥାନା କେସ ନମ୍ବର ୧୩୦/୧୬ ରେ , ଧାରା ୪୪୮,୩୪୨, ୩୪୧, ୩୨୩, ୫୦୬, ୩୦୨, ୩୪ ଆଇପିସି ରେ ମାମଲା ରୁଜୁ ହୋଇଥିଲା। ଏନେଇ ହଜାତ ମୃତ୍ୟୁ ମାମଲା ଜାତୀୟ ମାନବାଧିକାର କମିଶନ ନିଜେ ଏହି ମାମଲା ସେତେବେଳେ ର ପୋଲିସ ଅଧିକାରୀ ନିରଞ୍ଜନ ଶବର ଙ୍କ ଦ୍ୱାରା ମାମଲା କୁ ପରିଚାଳନା କରାଯାଇଥିଲା। ଯାହା କି ମଙ୍ଗଳବାର ସନ୍ଧ୍ୟାରେ ୬ ଜଣ ପୋଲିସ କର୍ମଚାରୀ ଙ୍କୁ ନରସିଂହପୁର କୋର୍ଟ ରେ ହଜାର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଙ୍କୁ ବିଚାର ବିଭାଗୀୟ ହଜାତ କୁ ପଠା ଯାଇଛି।

- କଟକ ଜିଲ୍ଲାର ବଡମ୍ବା ରାମପୁର ଫାର୍ମ ରେ ହେଉଛି ବିଭିନ୍ନ ପ୍ରଜାତି ପିଜୁଳି।1
- ଢେଙ୍କାନାଳ ହିନ୍ଦୋଳ ରାସୋଳ ଥାନା ଗିରିଧାର ପ୍ରସାଦ ପଂଚାୟତ ବ୍ରହ୍ମପୁର ଗାଁରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ତାଙ୍କ ଜେସିବି ମେସିନ ଜାଳି ଦେବା ନେଇ ଥାନାରେ ଅଭିଯୋଗ.1
- କଂଗ୍ରେସ୍ ନେତ୍ରୀ ସୋନାଲି ସାହୁଙ୍କୁ ଘରୁ ଉଠାଇନେଲା ପୋଲିସ୍ #spnewstvliveodia #breakingnews #khordanews1
- Post by Ranjan hota1
- Post by Banaja SAHOO samay Live news repoter1
- କେନ୍ଦ୍ରିୟ ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ୍ ଚଢାଉ କରାଯାଇଛି I ଢେଙ୍କାନାଳ ସହରର ଦେଉଳ ସାହିଠାରେ ଥିବା ଘର ଏବଂ ଭାପୁର ବିମ୍ବୋଳ ଗ୍ରାମ ନିକଟରେ ଥିବା ଫାର୍ମ ହାଉସ ଏହି ୨ଟି ସ୍ଥାନରେ ଚଢାଉ ଆଜି ଢେଙ୍କାନାଳ ଭିଜିଲାନ୍ସ ଟିମ ଚଢାଉ କରାଯାଇଛି। ଏହା ସହିତ କଟକ ଘର, ଭୁବନେଶ୍ଵର ଅଫିସ ଚାମ୍ବର, ଜାଜପୁର ଅଞ୍ଚଳରେ ଥିବା ଘର ଏବଂ ଭୁବନେଶ୍ଵର ଅଞ୍ଚଳରେ ଥିବା ଘର ଉପରେ ଏକ କାଳିନ ଚଢାଉ କରାଯାଇଥିବା ଜଣା ପଡ଼ିଛି।1
- Post by News odia odisha1
- ହଜାତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ ନରସିଂହପୁର: ୨୦୧୬ ମସିହା ର ନରସିଂହପୁର ଥାନାରେ ଏକ ହଜାତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ। ନରସିଂହପୁର ମାଳିସାହି ଗାଁର ସରୋଜ ସେନାପତି ନାମକ ଜଣେ ବ୍ୟକ୍ତି ଙ୍କୁ ତାଙ୍କର ପତ୍ନୀ ଅଳକା ନାୟକ ଏକ ଘରୋଇ ପାରିବାରିକ ମାମଲା ନରସିଂହପୁର ଥାନାରେ ଦେଇଥିଲେ। ମାମଲାର ବିଚାର ପାଇଁ ସରୋଜ ଙ୍କୁ ଥାନା କୁ ଆଣି ପଚରା ଉଚରା ବେଳେ ୬ ଜଣ ଥାନା କର୍ମଚାରୀ ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ। ସେଥିରେ ଅବସରପ୍ରାପ୍ତ ଏଏସଆଇ ଭଗବାନ ସାହୁ, ଅବସରପ୍ରାପ୍ତ ହାବିଲଦାର ପ୍ରମୋଦ କୁମାର ପାତ୍ର, ହୋମ ଗାର୍ଡ ଯୋଗିନାଥ ନାୟକ, ଭିକାରୀ ନାୟକ, ଭ୍ରମର ରଣା, ମହେଶ୍ବର ଦେବତା ଙ୍କୁ କୋର୍ଟ ରେ ହଜାର କରାଯାଇଛି। ଯାହା ଫଳ ରେ ସରୋଜ ସେନାପତି ଙ୍କର ହଜାତ ରେ ମୃତ୍ୟୁ ଘଟିଥିଲା। ଥାନା କେସ ନମ୍ବର ୧୩୦/୧୬ ରେ , ଧାରା ୪୪୮,୩୪୨, ୩୪୧, ୩୨୩, ୫୦୬, ୩୦୨, ୩୪ ଆଇପିସି ରେ ମାମଲା ରୁଜୁ ହୋଇଥିଲା। ଏନେଇ ହଜାତ ମୃତ୍ୟୁ ମାମଲା ଜାତୀୟ ମାନବାଧିକାର କମିଶନ ନିଜେ ଏହି ମାମଲା ସେତେବେଳେ ର ପୋଲିସ ଅଧିକାରୀ ନିରଞ୍ଜନ ଶବର ଙ୍କ ଦ୍ୱାରା ମାମଲା କୁ ପରିଚାଳନା କରାଯାଇଥିଲା। ଯାହା କି ମଙ୍ଗଳବାର ସନ୍ଧ୍ୟାରେ ୬ ଜଣ ପୋଲିସ କର୍ମଚାରୀ ଙ୍କୁ ନରସିଂହପୁର କୋର୍ଟ ରେ ହଜାର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଙ୍କୁ ବିଚାର ବିଭାଗୀୟ ହଜାତ କୁ ପଠା ଯାଇଛି।1