#ଗୁଣିଆକୁ_ବିଶ୍ୱାସ_କରିବା_ପଡିଲା_ମହଙ୍ଗା ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମରେ ଏକାଦଶୀ ନାହକ ହତ୍ୟା ମାମଲାରେ ଦୁଇ ଗିରଫ l ଗିରଫ ଅଭିଯୁକ୍ତ ମାନେ ହେଲେ ଘନ ପ୍ରଧାନ ସହ ଜଣେ ମହିଳା ପଞ୍ଚମା ପ୍ରଧାନ ଙ୍କୁ ଗିରଫ କରିଛି ପୋଲିସ l ପୋଲିସ ସୂଚନା ପ୍ରକାରେ ମୃତକ ଏକାଦଶୀ ଗୁଣି ଗାରେଡ଼ି କରୁଥିଲେ,ତାଙ୍କ ପାଖକୁ ବହୁ ବର୍ଷ ଧରି ଘନ ପ୍ରଧାନ,ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ସହ ଅନ୍ୟ ସମସ୍ୟାର ପ୍ରତିକାର ପାଇଁ ଆସୁଥିଲେ l କିନ୍ତୁ ସମସ୍ୟା ପ୍ରତିକାର ପରିବର୍ତ୍ତେ ସମସ୍ୟା ବଢ଼ି ବଢ଼ି ଚାଲିଥିଲା l ଏମିତିରେ ଘନ ପ୍ରଧାନ ତାଙ୍କ ସ୍ତ୍ରୀ,ମାଆ ଓ ପୁଅକୁ ହରାଇଥିଲେ ଏବଂ ଘନ ପ୍ରଧାନ ଙ୍କ ଘରେ ଥିବା ପାଞ୍ଚଟି ଗାଈ କୁ ମଧ୍ୟ ହରାଇଥିଲେ l ଯାହାପାଇଁ ଘନ ପ୍ରଧାନ ଓ ତାଙ୍କ ଭାଇଙ୍କ ସ୍ତ୍ରୀ ପଞ୍ଚମା ପ୍ରଧାନ ଶପଥ ନେଇଥିଲେ ଗୁଣିଆ ଏକାଦଶୀ କୁ ଜୀବନରେ ମାରିବା ପାଇଁ ଓ ଯୋଜନା କରି ଏକ କଟୁରିରେ ଏକାଦଶୀ ଙ୍କୁ ହତ୍ୟା କରିଥିଲେ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ l ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁଣି ଗାରେଡ଼ି ଉପରେ ବିଶ୍ୱାସ ନ କରିବା ପାଇଁ ଜନତା ଙ୍କୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି l

- Post by ନିମାଇଁ ଚରଣ ମହାରଣା1
- Post by Rajesh Samantaray1
- Post by Manoj kumar baliyarsingh4
- ତା. 16/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର କରକୁଡୁପା ଗ୍ରାମପଞ୍ଚାୟତ ର ସିନେମିଲା ଗ୍ରାମ ର ସୁବାସ ଦିଗାଲ ଙ୍କ ରୋଜଗାର କ୍ଷମ ପୁଅ ସନନ୍ତ ଦିଗାଲ ଙ୍କ ଦେହାନ୍ତ ଯୋଗୁଁ ସପରିବାର ଭାଙ୍ଗି ପଡ଼ିଛନ୍ତି।ଆଜି ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ବଡ଼ସେଠ ଉକ୍ତ ଶୋକାକୁଳ ପରିବାର ଙ୍କୁ ଭେଟି ସନ୍ତନା ଦେବା ସଙ୍ଗେ ସଙ୍ଗେ ଶ୍ରାଦ୍ଧ କ୍ରିୟା ରେ ଖର୍ଚ୍ଚ କରିବା ପାଇଁ କିଛି ଆର୍ଥିକ ସାହାଯ୍ୟ କରି ଥିବା ର ଦେଖିବାକୁ ମିଳିଛି। ତାପରେ ସଲାଗୁଡା ଗ୍ରାମ ର ପବିତ୍ର ଦିଗାଲ ବହୁ ଦିନ ଧରି ଶଯ୍ୟାଶାୟୀ ଙ୍କୁ ଭେଟି କିଛି ଆର୍ଥିକ ସାହାଯ୍ୟ କରିଥିବାର ନଜର କୁ ଆସିଛି । ତୁମୁଡିବନ୍ଧ ରୁ ପବ୍ଲିଶର ଶ୍ରୀଯୁକ୍ତ ରାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- Farmers welfare and empowerment in WB brings new look.1
- Post by NEWS MANORANJAN1
- ଗୋପବ୍ଲକ ସାଂସଦ ପ୍ରତିନିଧି ଟୁଲୁ ସ୍ୱାଇଁ ଙ୍କୁ ଥାନା ଭିତରେ ମହିଳା ମାନେ ଗୋଡ଼ାଇ ଗୋଡ଼ାଇ ପିଟିଲେ, ପ୍ରାଣ ବିକଳରେ ଦୌଡ଼ି ପଳାଇଲେ ଗାଡ଼ି ଫୋପାଡି।1
- Post by Rajesh Samantaray1
- Post by Manoj kumar baliyarsingh4