logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଗୋଡିବଦ୍ଧ ଠାରେ ନୂତନ ସାପ୍ତାହିକ ହାଟ ର ଶୁଭାରମ୍ଭ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ, ତାଳଚେର ଦ୍ଵାରା ଗୋଡିବଦ୍ଧ ଠାରେ ନୂତନ ସାପ୍ତାହିକ ହାଟ ର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବିଧାୟକ ବ୍ରଜ କିଶୋର ପ୍ରଧାନ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ l

3 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
3 hrs ago
5da7cf6b-36d4-4336-96ca-1e742151adb8

ତାଳଚେର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଗୋଡିବଦ୍ଧ ଠାରେ ନୂତନ ସାପ୍ତାହିକ ହାଟ ର ଶୁଭାରମ୍ଭ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ, ତାଳଚେର ଦ୍ଵାରା ଗୋଡିବଦ୍ଧ ଠାରେ ନୂତନ ସାପ୍ତାହିକ ହାଟ ର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବିଧାୟକ ବ୍ରଜ କିଶୋର ପ୍ରଧାନ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ l

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଧିନସ୍ଥ ବିଭିନ୍ନ ଗାଁ ସହି ବସ୍ତି ରେ କର୍ମଗତ ଭାବେ ହାତୀମାନଙ୍କ ସହ ଜଙ୍ଗଲୀ ଜନ୍ତୁ ମାନଙ୍କ ଦାଉରୁ କିପରି ସୁରକ୍ଷା ମିଳିବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ହିନ୍ଦୋଳ ରେ କ୍ରମାଗତ ହାତୀ ମାନଙ୍କ ସହ ଜଙ୍ଗଲିଜନ୍ତୁ ଉପଦ୍ରଵ ଏବେ ଚରମ ସୀମାରେ ପହଁଚିଛି.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଧିନସ୍ଥ ବିଭିନ୍ନ ଗାଁ ସହି ବସ୍ତି ରେ କର୍ମଗତ ଭାବେ ହାତୀମାନଙ୍କ ସହ ଜଙ୍ଗଲୀ ଜନ୍ତୁ ମାନଙ୍କ ଦାଉରୁ କିପରି ସୁରକ୍ଷା ମିଳିବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ହିନ୍ଦୋଳ ରେ କ୍ରମାଗତ ହାତୀ ମାନଙ୍କ ସହ ଜଙ୍ଗଲିଜନ୍ତୁ ଉପଦ୍ରଵ ଏବେ ଚରମ ସୀମାରେ ପହଁଚିଛି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଢେଙ୍କାନାଳ ସଦର ଥାନା ଦୁଦୁକାଟେଣୀ ଗ୍ରାମ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଗାଇ ଜଗୁଆଳୀ ବଟକୃଷ୍ଣ ସାହୁ ବୋଲି ଜଣାପଡିଛି।
    1
    ଢେଙ୍କାନାଳ ସଦର ଥାନା ଦୁଦୁକାଟେଣୀ ଗ୍ରାମ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଗାଇ ଜଗୁଆଳୀ ବଟକୃଷ୍ଣ ସାହୁ ବୋଲି ଜଣାପଡିଛି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ସହରର ଜୁବୁଲି ଟାଉନ ସ୍ଥିତ ଯଦୁପତି ବି ହାର ଠାରେ ଅବସ୍ଥିତ ରାଧା କୣଷ୍ଣ ମନ୍ଦିର ବ୍ରହ୍ମଣୀ ଦେଇ ଠାରୁ ଐକ ବିରାଟ ଶେଭାଯାତ୍ରା ସହର ପରିକ୍ରମା କରି ବଡ ଧୁମ ଧାମ ସହ ସହର ପରିକ୍ରମା କରିଥିଲେ ଐଥିରେ ଡିଜେ ବାଜା ସଂକିତ୍ତନ ମଣ୍ଢଳୀ ପ୍ରାୟ ସତର ଟି ଲଉଡି ଦଳ ଯେଗଦାନ କରିଥିଲେ ରାଧାରାଣୀ କୣଣ୍ଣଙ୍କ ଜୟ ଜୟକାର ରାମନାମ ରେ ସହରରେ ଏକ ମଧୁର ପରିବେଶ ସ୍ତଷ୍ଟି ହୋଇଥିଲା
    1
    ଢେଙ୍କାନାଳ ସହରର  ଜୁବୁଲି ଟାଉନ ସ୍ଥିତ ଯଦୁପତି ବି
ହାର ଠାରେ ଅବସ୍ଥିତ ରାଧା କୣଷ୍ଣ ମନ୍ଦିର  ବ୍ରହ୍ମଣୀ ଦେଇ ଠାରୁ ଐକ ବିରାଟ ଶେଭାଯାତ୍ରା ସହର ପରିକ୍ରମା କରି ବଡ ଧୁମ ଧାମ ସହ ସହର ପରିକ୍ରମା କରିଥିଲେ ଐଥିରେ ଡିଜେ ବାଜା ସଂକିତ୍ତନ ମଣ୍ଢଳୀ ପ୍ରାୟ ସତର ଟି ଲଉଡି ଦଳ ଯେଗଦାନ କରିଥିଲେ ରାଧାରାଣୀ କୣଣ୍ଣଙ୍କ ଜୟ ଜୟକାର ରାମନାମ ରେ ସହରରେ ଏକ ମଧୁର ପରିବେଶ ସ୍ତଷ୍ଟି ହୋଇଥିଲା
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    4 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    18 hrs ago
  • ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳ ର ମହିମାଗlଦି ପୋଖରୀ ନୁର୍ତନ ନିର୍ମାଣ ସକାଶେ ପୋଖରୀକୁ ହୁଡ଼ା କଟାଯାଇଛି ଏବେ ଦେଖିବାର ଅଛି କେବେ କାମ ହେଉଛି
    1
    ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳ ର ମହିମାଗlଦି ପୋଖରୀ ନୁର୍ତନ ନିର୍ମାଣ ସକାଶେ ପୋଖରୀକୁ ହୁଡ଼ା କଟାଯାଇଛି ଏବେ ଦେଖିବାର ଅଛି କେବେ କାମ ହେଉଛି
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    42 min ago
  • ମାଟ୍ରିମୋନିରୁ ପ୍ରେମ କରି ଶାରୀରିକ ସମ୍ପର୍କ, ପରେ ବିବାହ | ସ୍ତ୍ରୀ ଜଣକୁ ଛାଡ଼ି ନୂଆ ସ୍ୱାମୀ ଖୋଜିବାକୁ ଆସିଲା | ସ୍ୱାମୀ ଦୁଇଜଣକୁ ବିବାହ କରି ତୃତୀୟ ପତ୍ନୀ ଆପଣାଇଲା | ଶେଷରେ ସରିଗଲା ଏ ମିଛି ମିଛିକା କଣ୍ଢେଇ ବାହାଘର | ଭୁବନେଶ୍ଵର, ଓଡ଼ିଶା #Bhubaneswar #Odisha
    1
    ମାଟ୍ରିମୋନିରୁ ପ୍ରେମ କରି ଶାରୀରିକ ସମ୍ପର୍କ, ପରେ ବିବାହ | ସ୍ତ୍ରୀ ଜଣକୁ ଛାଡ଼ି ନୂଆ ସ୍ୱାମୀ ଖୋଜିବାକୁ ଆସିଲା | ସ୍ୱାମୀ ଦୁଇଜଣକୁ ବିବାହ କରି ତୃତୀୟ ପତ୍ନୀ ଆପଣାଇଲା | ଶେଷରେ ସରିଗଲା ଏ ମିଛି ମିଛିକା କଣ୍ଢେଇ ବାହାଘର |
ଭୁବନେଶ୍ଵର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    12 hrs ago
  • ପୋଲସରା ବାର୍ଷିନି ପଞ୍ଚାୟତ ଅଙ୍ଗନବାଡି ଦିଦିଙ୍କୁ ବାଡେ଼ଇଲେ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପିର ସକ୍ରିୟ ନେତା। ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିବା ନେଇ ସୂଚନା। ପୋଲସରା:- ବର୍ଷିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତ‌ଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥ‌ିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତା ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ଦେଲେ ଅଙ୍ଗନବାଡି ଦିଦି ।
    1
    ପୋଲସରା ବାର୍ଷିନି ପଞ୍ଚାୟତ ଅଙ୍ଗନବାଡି ଦିଦିଙ୍କୁ ବାଡେ଼ଇଲେ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପିର ସକ୍ରିୟ ନେତା। ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିବା ନେଇ ସୂଚନା।
ପୋଲସରା:- ବର୍ଷିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତ‌ଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥ‌ିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତା ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ଦେଲେ ଅଙ୍ଗନବାଡି ଦିଦି ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 hrs ago
  • ପୁରୁଣା କଟକ ସମ୍ବଲପୁର ରାସ୍ତାର ରାସୋଳ ଥାନା ବାଲିପସି ନିକଟରେ କାର ସହ ବାଇକ ଧକ୍କା. ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଳ୍ପେକେ ବରିଗଲେ ଗୋଟିଏ ପରିବାର ର 3ସଦସ୍ୟ. ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ହିନ୍ଦୋଳ ମେଡିକାଲ କୁ 108 ଯୋଗେ ପଠାଇ ଦେଇଛନ୍ତି.
    1
    ପୁରୁଣା କଟକ ସମ୍ବଲପୁର ରାସ୍ତାର ରାସୋଳ ଥାନା ବାଲିପସି ନିକଟରେ କାର ସହ ବାଇକ ଧକ୍କା. ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଳ୍ପେକେ ବରିଗଲେ ଗୋଟିଏ ପରିବାର ର 3ସଦସ୍ୟ. ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ହିନ୍ଦୋଳ ମେଡିକାଲ କୁ 108 ଯୋଗେ ପଠାଇ ଦେଇଛନ୍ତି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.