Shuru
Apke Nagar Ki App…
ଖସିଲା ସୁନା ଦର:- ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦାମ୍ । ୨୦ ଅଗଷ୍ଟ ଅର୍ଥାତ୍ ବୁଧବାର ସୁନା ଦର ହ୍ରାସ ପାଇଛି । ୨୪ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୦୦,୧୫୦ ଟଙ୍କା ରହିଛି । ଗତକାଲି ୧,୦୦,୭୫୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୧,୮୦୦ ଟଙ୍କା ରହିଛି । ଗତକାଲି ୯୨,୩୫୦ ଟଙ୍କା ଥିଲା। ଏଥିରେ ୫୫୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୫,୧୧୦ ଟଙ୍କା ରହିଛି । ଗତକାଲି ୭୫,୫୬୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ହ୍ରାସ ହୋଇଛି । ସେହିପରି ରୁପା ଦାମ୍ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୫୦୦ ଟଙ୍କା ରହିଛି । ଗତକାଲି ୧୨,୬୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।
गणनाथ सेठि

More news from Odisha and nearby areas
- ବାଲେଶ୍ବର ସହରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ।1
- ମୋରଡା ବ୍ଲକ୍ ରେ କିଶ। ନତାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ର ରେ JMM ପକ୍ଷରୁ ହସ୍ପିଟାଲ ସମୁଖରେ ଧାରଣା ଓ ବିକ୍ଷୋଭ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ। ପାଇଁ ଦାବି।1
- ପିତଳ ହନୁମନ୍1
- ବିବାହିତା ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ମୃତକ ଙ୍କ ପରିବାର ଲୋକେ, ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ସମେତ ନ୍ଯାୟ ଦାବି ରେ ମହିଳା ଙ୍କ ଶବ ରଖି ବାଲିଆପାଳ - ବସ୍ତା ମୁଖ୍ଯ ରାସ୍ତା ର ହସପିଟାଲ ଛକ ରେ ରାସ୍ତା ଅବରୋଧ କଲେ ଉତ୍ଯକ୍ତ ଲୋକେ,2
- ସ୍ୱାମୀ ସ୍ତ୍ରୀ ମତାନ୍ତର ପରେ, ସାମାନ୍ୟ ଜାଗା ପାଇଁ ଘରେ କେହି ନଥିବାର ସୁଯୋଗ ନେଇ ମାନବିକତା ଭୁଲି ଯାଇ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ଆଣିଲା ସ୍ତ୍ରୀ, ଜଳି ପାଉଁଶ ହେଲା ସବୁ କିଛି, ବେସାହାରା ହେଲେ, ମାଆ ପୁଅ, ଥାନାରେ ହେଲା ଅଭିଯୋଗ, ପୋଲିସ ର ତଦନ୍ତ କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି....ଆଖି ଆଗରେ ଜଳିଗଲା ସ୍ବପ୍ନ, ଅଭାବ ନୀୟ ଘଟଣା1
- OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର1
- Post by User5115 Susanta Kumar Pattnaik1
- ବାଲେଶ୍ବର ସହରରେ ଉଚ୍ଛେଦ ଅଭିଯାନ ଆରମ୍ଭ। ପ୍ରତିକ୍ରିୟା ପ୍ରକାଶ କଲେ ଉପ ଜିଲ୍ଲାପାଳ।1