logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

JEEE ର ରାଜ୍ୟ ବାଳିକା ଟପ୍ପର ହେଲେ ବୀରମହାରାଜପୁର ର ସୁଶ୍ରୀ ସବେରା ପ୍ରଧାନ ବିରମହରାଜପୁର ଉପଖଣ୍ଡର କଳାପଥର ଗ୍ରାମର ସୁଶ୍ରୀ ସବେରା ପ୍ରଧାନ Joint Engineering Entrance Examination ରେ 99.472% ଅଙ୍କ ହାସଲ କରି ଓଡିଶାର Girls Topper ଭାବେ କୃତିତ୍ୱ ଅର୍ଜନ କରିଛନ୍ତି। ଏହି ସଫଳତା କେବଳ ଏକ ଫଳାଫଳ ନୁହେଁ; ଏହା ହେଉଛି ଅଦମ୍ୟ ପରିଶ୍ରମ, ଅତୁଟ ଆତ୍ମବିଶ୍ୱାସ ଓ ସ୍ୱପ୍ନ ପ୍ରତି ଅଟଳ ସମର୍ପଣର ଜୀବନ୍ତ ପ୍ରତୀକ। ସବେରାଙ୍କ ଶିକ୍ଷାଗତ ଉଡାଣର ପଛରେ ରହିଛି ପରିବାରର ଦୃଢ଼ ପ୍ରେରଣା। ସେ ହେଉଛନ୍ତି ଶ୍ରୀ ସୁଧୀର ପ୍ରଧାନ, ଯିଏ **HAL ସୁନାବେଡାରେ ‘ମୁଖ୍ୟ ପର୍ଯ୍ୟବେକ୍ଷକ (ମିଗ ଇଞ୍ଜିନ)’ ଭାବେ କାର୍ଯ୍ୟରତ, ଓ ଡାକ୍ତର ବିଳାଶ ପ୍ରଧାନ, ଜଣେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ—ଏହି ଦୁଇ ମହାନ ପଥପ୍ରଦର୍ଶକଙ୍କ ଶ୍ରମ, ସ୍ନେହ ଓ ସଂସ୍କାରର ଫଳ ହେଉଛି ସବେରାଙ୍କ ଏହି ଉଜ୍ଜ୍ୱଳ ସଫଳତା। ଆଜି ସବେରା ପ୍ରଧାନଙ୍କ ନାମ ସହିତ ଉଜ୍ଜ୍ୱଳ ହୋଇଉଠିଛି କଳାପଥର ଗ୍ରାମ, ବିରାମହରାଜପୁର ଉପଖଣ୍ଡ—ଏବଂ ସମଗ୍ର ଓଡିଶା। ସେ ନୂତନ ପିଢ଼ି ପାଇଁ ଆଶାର ଦୀପଶିଖା, ସ୍ୱପ୍ନକୁ ସତ୍ୟ କରିବାର ପ୍ରେରଣା।

7 hrs ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
7 hrs ago
fabd232b-3a56-493f-90bc-e7bf347e7e36

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଠିକ ରେ ସ୍ବାସ୍ଥ୍ୟ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଠାରେ ଡାକ୍ତର ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ରହିଥିବା ଅଭିଯୋଗ ହେଉଛି। ତେବେ ବୀରମହାରାଜପୁର ରେ ବିକଳ ସ୍ବାସ୍ଥ୍ୟ ସେବା ନେଇ ମତ ରଖିଛନ୍ତି ବରିଷ୍ଠ ଆଇନଜିବୀ ବିଭୂତି ଭୂଷଣ ପାତ୍ର
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଠିକ ରେ ସ୍ବାସ୍ଥ୍ୟ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଠାରେ ଡାକ୍ତର ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ରହିଥିବା ଅଭିଯୋଗ ହେଉଛି। ତେବେ ବୀରମହାରାଜପୁର ରେ ବିକଳ ସ୍ବାସ୍ଥ୍ୟ ସେବା ନେଇ ମତ ରଖିଛନ୍ତି ବରିଷ୍ଠ ଆଇନଜିବୀ ବିଭୂତି ଭୂଷଣ ପାତ୍ର
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    3 hrs ago
  • ସୋନପୁର ଜିଲ୍ଲା ରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି । ସହ ସହ ପରିବାର ଏକାଠି ହୋଇ ଚଲିତ ବର୍ଷ ପାଇଁ ପାଲନ କରିଵାର ଦେଖିବାକୁ ମିଳିଛି । ଏହା ପାଳନ କରିବା ସହିତ ଭବିଷ୍ୟତ ପିଢି ପାଇଁ ଏହା ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । ସମସ୍ଥ ପରିଵାର ଆନନ୍ଦ ରେ ପାଲନ କରିଛନ୍ତି ।
    1
    ସୋନପୁର ଜିଲ୍ଲା ରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି । ସହ ସହ ପରିବାର ଏକାଠି ହୋଇ ଚଲିତ ବର୍ଷ ପାଇଁ ପାଲନ କରିଵାର ଦେଖିବାକୁ ମିଳିଛି । ଏହା ପାଳନ କରିବା ସହିତ ଭବିଷ୍ୟତ ପିଢି ପାଇଁ ଏହା ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । ସମସ୍ଥ ପରିଵାର ଆନନ୍ଦ ରେ ପାଲନ କରିଛନ୍ତି ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ବୀରମହାରାଜପୁର ହିଲୁଙ୍ଗ ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ତିନିଜଣ ଆହତ l
    1
    ବୀରମହାରାଜପୁର ହିଲୁଙ୍ଗ ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ତିନିଜଣ ଆହତ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ୯୦ ଜଣ ନବ ନିଯୁକ୍ତ ହୋମଗାର୍ଡ ଆଜି ପାସିଂ ଆଉଟ ହୋଇଛନ୍ତି। ଆଜି ଠାରୁ ନିଜ ନିଜ ଥାନାକୁ ଯିବେ
    1
    ସୁବର୍ଣ୍ଣପୁର ଜିଲ୍ଲାରେ ୯୦ ଜଣ ନବ ନିଯୁକ୍ତ ହୋମଗାର୍ଡ ଆଜି ପାସିଂ ଆଉଟ ହୋଇଛନ୍ତି। ଆଜି ଠାରୁ ନିଜ ନିଜ ଥାନାକୁ ଯିବେ
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ବେଆଇନ କ୍ଲିନିକ୍ ସିଲ୍ କଲା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର: ଜିଲ୍ଲାର ଯାଲୋଏ ଠାରେ ଥିବା ଏକ ବେଆଇନ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏଠାରେ ଗୁପ୍ତ ଭାବରେ ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା।
    1
    ବେଆଇନ କ୍ଲିନିକ୍ ସିଲ୍ କଲା ଜିଲ୍ଲା ପ୍ରଶାସନ 
ସୁବର୍ଣ୍ଣପୁର: ଜିଲ୍ଲାର ଯାଲୋଏ ଠାରେ ଥିବା ଏକ ବେଆଇନ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏଠାରେ ଗୁପ୍ତ ଭାବରେ ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ଏକ୍ସନ ମୁଡ଼ନେ ସୋନପୁର ଜିଲ୍ଲପାଳ l ଆଜି ଫେନ ଗୁଟେ କ୍ଲିନିକ କଲେ ସିଲ
    1
    ଏକ୍ସନ ମୁଡ଼ନେ ସୋନପୁର ଜିଲ୍ଲପାଳ l ଆଜି ଫେନ ଗୁଟେ କ୍ଲିନିକ କଲେ ସିଲ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ
    1
    ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    21 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ସାମ୍ବାଦିକ ଙ୍କ ନିଆରା ପଦକ୍ଷେପ। ସାମ୍ବାଦିକ ଶେଷଦେବ ବାରିକ ନିଜେ ସଫେଇ କରି ସ୍ବଚ୍ଛତା ର ବାର୍ତ୍ତା ଦେଲେ। ସେ ନିଜେ ସଫେଇ କରି ଲୋକଙ୍କୁ ସଚେତନ କରିଛନ୍ତି।
    3
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ସାମ୍ବାଦିକ ଙ୍କ ନିଆରା ପଦକ୍ଷେପ। ସାମ୍ବାଦିକ ଶେଷଦେବ ବାରିକ ନିଜେ ସଫେଇ କରି ସ୍ବଚ୍ଛତା ର ବାର୍ତ୍ତା ଦେଲେ। ସେ ନିଜେ ସଫେଇ କରି ଲୋକଙ୍କୁ ସଚେତନ କରିଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.