Shuru
Apke Nagar Ki App…
Five baby orangutans rescued from a suspected wildlife trafficking network in Odisha have sparked a fresh debate over their future. Reports suggest Indonesia may be making efforts to bring the young orangutans back to their native country. Currently undergoing treatment at Nandankanan Zoological Park, questions remain over whether the five orangutans will stay in Odisha or eventually return to Indonesia. ଓଡ଼ିଶାରୁ ଉଦ୍ଧାର ହୋଇଥିବା ୫ କୁନି ଓରାଙ୍ଗଓଟାନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା। ନିଜ ଦେଶ ଇଣ୍ଡୋନେସିଆକୁ ଫେରିବେ କି ଏହି ବଣ ମଣିଷ? ଫେରାଇ ନେବାକୁ ଇଣ୍ଡୋନେସିଆ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ମିଳୁଛି। ତେବେ ନନ୍ଦନକାନନରେ ଚିକିତ୍ସାଧୀନ ଥିବା ଏହି ୫ ଓରାଙ୍ଗଙ୍କ ଭବିଷ୍ୟତ କଣ? ଏନେଇ ଉଠିଛି ଅନେକ ପ୍ରଶ୍ନ।
Gouri shankar mahapatra(OTV)
Five baby orangutans rescued from a suspected wildlife trafficking network in Odisha have sparked a fresh debate over their future. Reports suggest Indonesia may be making efforts to bring the young orangutans back to their native country. Currently undergoing treatment at Nandankanan Zoological Park, questions remain over whether the five orangutans will stay in Odisha or eventually return to Indonesia. ଓଡ଼ିଶାରୁ ଉଦ୍ଧାର ହୋଇଥିବା ୫ କୁନି ଓରାଙ୍ଗଓଟାନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା। ନିଜ ଦେଶ ଇଣ୍ଡୋନେସିଆକୁ ଫେରିବେ କି ଏହି ବଣ ମଣିଷ? ଫେରାଇ ନେବାକୁ ଇଣ୍ଡୋନେସିଆ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ମିଳୁଛି। ତେବେ ନନ୍ଦନକାନନରେ ଚିକିତ୍ସାଧୀନ ଥିବା ଏହି ୫ ଓରାଙ୍ଗଙ୍କ ଭବିଷ୍ୟତ କଣ? ଏନେଇ ଉଠିଛି ଅନେକ ପ୍ରଶ୍ନ।
More news from ଓଡ଼ିଶା and nearby areas
- Five baby orangutans rescued from a suspected wildlife trafficking network in Odisha have sparked a fresh debate over their future. Reports suggest Indonesia may be making efforts to bring the young orangutans back to their native country. Currently undergoing treatment at Nandankanan Zoological Park, questions remain over whether the five orangutans will stay in Odisha or eventually return to Indonesia. ଓଡ଼ିଶାରୁ ଉଦ୍ଧାର ହୋଇଥିବା ୫ କୁନି ଓରାଙ୍ଗଓଟାନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା। ନିଜ ଦେଶ ଇଣ୍ଡୋନେସିଆକୁ ଫେରିବେ କି ଏହି ବଣ ମଣିଷ? ଫେରାଇ ନେବାକୁ ଇଣ୍ଡୋନେସିଆ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ମିଳୁଛି। ତେବେ ନନ୍ଦନକାନନରେ ଚିକିତ୍ସାଧୀନ ଥିବା ଏହି ୫ ଓରାଙ୍ଗଙ୍କ ଭବିଷ୍ୟତ କଣ? ଏନେଇ ଉଠିଛି ଅନେକ ପ୍ରଶ୍ନ।1
- ପାଟି ଫିଟାଇ କଥା କହିପାରୁନଥିବା ଏ ମାଙ୍କଡ଼ ଗୁଡ଼ାକ ଏମିତି କାହିଁ କେତେ କଥା କହି ମଣିଷଙ୍କୁ ଅଭିଶାପ ଦେଉଥିବେ । କାରଣ ଖଣି ଖୋଳାଯାଏ ବିକାଶ ପାଇଁ । କିନ୍ତୁ ଏମାନଙ୍କର ବିନାଶ ହୋଇଯାଇଛି । aheartbreaking wildlife situation has emerged from the Tensa–Barsua Ghat area under the Koida mining circle in Odisha. A mother monkey carrying her young one is seen struggling for food and shelter after forests and hills were cleared for mining and development. Wildlife is reportedly being forced towards human settlements in search of food and habitat1
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha4
- breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha breaking news Mota vadi panchayat4
- ଆସିକା : ଉଗ୍ର ହେଉଛି ଶ୍ରମିକ ଆନ୍ଦୋଳନ, ଦୀର୍ଘ ସାତଦିନ ହେଲା ନୂଆଗାଁ ଚିନି ଶିଳ୍ପର ଆଗରେ ଧାରଣାରେ ବସିଛନ୍ତି ଏନ୍. ଏମ୍. ଆର୍ ଶ୍ରମିକ ଛିଡ଼ୁନି ବିବାଦ l ଦୀର୍ଘ ସାତଦିନ ହେଲା କାର୍ଯ୍ୟ ଛାଡି ଆନ୍ଦୋଳ ରେ ଶ୍ରମିକ l କମ୍ପାନୀ କାମ ଠପ l ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ମିଳୁଛି ଶ୍ରମିକ ଙ୍କୁ ସମର୍ଥନ l ଏଆଇଟିୟୁସି ପକ୍ଷରୁ ଜାରିରହିଛି ଗଣ ଧାରଣା l ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ସମବାୟ ଚିନି ଶିଳ୍ପ ଆଗରେ ଧାରଣାରେ ବସିଛନ୍ତି ଚିନି ଶିଳ୍ପର ଏନ୍. ଏମ୍. ଆର୍ ଶ୍ରମିକ l ତିନି ଦଫା ଦାବି ନେଇ ଦୀର୍ଘ ସାତ ଦିନହେଲା ଶ୍ରମିକ ମାନେ ଚିନିକଳ ମୁଖ୍ୟ ଫାଟକ ଆଗରେ ଗଣ ଧାରଣାରେ ବସିଥିବା ବେଳେ ବନ୍ଦ ପଡିଛି ସମସ୍ତ କାମ l ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶ୍ରମିକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାର ଚେତାବନୀ ଦେଇଥିବା ବେଳେ ଦୀର୍ଘ ଦିନ ପରେବି ଚିନି କଳ କତୃପକ୍ଷ ଙ୍କ ନୀରବତା କୁ ନେଇ ଏବେ ସାଧାରଣରେ ଉଠିଲାଣି ପ୍ରଶ୍ନ l1
- ଆଜି ଵାରିପଦା ସହର ରେ ଥିବା ସିଦ୍ଧି ବିନାୟକ ମନ୍ଦିର ରେ ସକାଳୁ ସକାଳୁ ଭାରି ଭିଡ଼ ଦେଖିବାକୁ ମିଳିଛି ପ୍ରଥମ ଥର ଲାଗି ଵାରିପଦା ରେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ରେ ଭା ରି ଭିଡ ଦେଖିବାକୁ ମିଳିଛି । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବିଭିନ୍ନ ଟ୍ରଷ୍ଟ କମିଟି ପକ୍ଷରୁ ସେବା ପାଇଁ ଅଣ୍ଟା ଭିଡ଼ି ବା ପରିଲକ୍ଷିତ ହୋଇଛି । ଓଡ଼ିଶା ର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମନ୍ଦିର ନିର୍ମାଣ କରିଥିଲେ ନିଜର ଭକ୍ତି ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସହର ରେ ଶ୍ରୀ ମହାପାତ୍ର ଆଜି ଗଣେଶ ଚତୁର୍ଥୀ ତିଥିରେ ପୁରା ମନ୍ଦିର ସା ଜ ସଯା କରିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ବେଶ୍ ଖ୍ୟାତି ଲାଭ କରିଥିଲେ ନିଜର ହିନ୍ଦୁ ବାଦୀ ପାଇଁ ଶ୍ରୀ ମହାପାତ୍ର ବହୁ ଧର୍ମନୁ ନୁଷ୍ଟାନ କରି ବା ଦେଖିବାକୁ ମିଳେ ତେଣୁ ଓଡ଼ିଶା ଏବେ ବେଶ୍ ଜଣା ଶୁଣା1
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha1
- ଗଣେଶ ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ନଦୀରେ ବୁଡ଼ି ୨ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଛାତ୍ର ଉଦ୍ଧାର । ଗଣେଶ ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ନଦୀରେ ବୁଡ଼ି ୨ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଛାତ୍ର ଉଦ୍ଧାର । ହିଞ୍ଜିଳିକାଟୁ, ୧୬/୯: ଗଣେଶ ମୂର୍ତ୍ତି ବିସର୍ଜନର ଉତ୍ସବ ମଧ୍ୟରେ ହିଞ୍ଜିଳିକାଟୁ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଅଘଟଣ। ସ୍ଥାନୀୟ ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡ଼ି ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଅନ୍ୟ ଦୁଇ ଛାତ୍ର ମଧ୍ୟ ପାଣିରେ ବୁଡ଼ିଯାଉଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ଉଭୟଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ବଇଁଞ୍ଚବଣିଆ ଅଞ୍ଚଳର ହାଇଟେକ୍ ନାମକ ଏକ ଘରୋଇ ଟିଉସନରେ ପଢ଼ୁଥିବା କିଛି ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଘୋଡ଼ାହାଡ଼ ନଦୀକୂଳକୁ ଯାଇଥିଲେ। ବିସର୍ଜନ ସମୟରେ ଦୁଇ ଛାତ୍ରଙ୍କ ପାଦ ଖସିଯିବାରୁ ସେମାନେ ନଦୀର ଗଭୀର ଅଞ୍ଚଳରେ ବୁଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଛାତ୍ର ମଧ୍ୟ ପାଣିରେ ବୁଡ଼ିଯାଉଥିବା ଖବର ମିଳିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅଗ୍ନିଶମ କର୍ମଚାରୀମାନେ ବୁଡ଼ିଯାଇଥିବା ଛାତ୍ରମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଡାକ୍ତର ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରଦ୍ୱୟ ହେଲେ ପ୍ରୀତମ ସୀମେଲି ଓ ଆଦର୍ଶ ସାହୁ। ଉଭୟଙ୍କ ବୟସ ପ୍ରାୟ ୧୪ ବର୍ଷ। ସେମାନେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ପ୍ରୀତମ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ ସେ ହିଞ୍ଜିଳିକାଟୁରେ ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ଅନ୍ୟ ମୃତ ଛାତ୍ର ଆଦର୍ଶ ସାହୁ ହିଞ୍ଜିଳିକାଟୁ ବଇଁଞ୍ଚବଣିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ନଦୀକୂଳରେ ଲୋକଙ୍କ ଭିଡ଼ ଜମିଥିଲା। ଦୁଇ ନାବାଳକ ଛାତ୍ରଙ୍କ ଅକାଳ ମୃତ୍ୟୁକୁ ନେଇ ହିଞ୍ଜିଳିକାଟୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷରେ, ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ହିଞ୍ଜିଳି ଥାନାରେ କେସ ନଂ-୨୧/୨୬ ଓ ୨୨/୨୬ ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଃଖଦ ଘଟଣା ପରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ନଦୀ ଓ ଅନ୍ୟ ଜଳାଶୟ ନିକଟରେ ସୁରକ୍ଷା ବ୍ୟବସ୍ଥା ଏବଂ ସତର୍କତାମୂଳକ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।2