କାଲିମେଳା, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କଲୋନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୫ ଜଣ ହଷ୍ଟେଲ ଛାତ୍ରି ଆଜି ବିଡ଼ିଓ ଙ୍କ ଦ୍ଵାରସ୍ଥ ହୋଇଥିଲେ । କାଲିମେଳା, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କଲୋନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୫ ଜଣ ହଷ୍ଟେଲ ଛାତ୍ରି ଆଜି ବିଡ଼ିଓ ଙ୍କ ଦ୍ଵାରସ୍ଥ ହୋଇଥିଲେ । ହଷ୍ଟେଲରେ ଖାଦ୍ୟ ଠିକ୍ ରେ ନଦେବା,ବିଦ୍ୟାଳୟରେ ମାଡ଼ ଓ ପାଠ ପଢ଼ା ରେ ଅବହେଳା ଓ ଅନ୍ୟାନ୍ୟ ବିଷୟ ନେଇ ପ୍ରଧାନ ଶିକ୍ଷୟିତ୍ରୀ ତଥା ହଷ୍ଟେଲ ସୁପରିଟେଣ୍ଟ ମିନତୀ ବାଳା ଦତ୍ତ ଙ୍କ ବିରୋଧରେ ସଙ୍ଗିନୀ ଅଭିଯୋଗ କରାଯାଇଛି । ଅନେକ ଦିନ ଧରି ଛାତ୍ରୀମାନେ ଅବ୍ୟବସ୍ଥାରେ ଅତିଷ୍ଠ ହୋଇ ଆଜି ଅଭିଯୋଗ କରିବାକୁ ବାଧ୍ୟ ହୋଇଥିଲେ । ଏହି ଘଟଣାରେ ସଂପୃକ୍ତ ବିଦ୍ୟାଳୟ କାଲିମେଳା ବ୍ଲକ କାର୍ଯ୍ୟାଳୟ ପାଖେ ରହିଥିବା ବେଳେ ଏହାର ଦୁଇଟି ହଷ୍ଟେଲ କାଲିମେଳା ତହସିଲ କାର୍ଯ୍ୟାଳୟ ପାଖେ ରହିଛି । ଗୋଟିଏ ହଷ୍ଟେଲରେ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜାତିର ୧୦ ଜଣ ଛାତ୍ରୀ ଏବଂ ୧୦୦ ଜଣ ଅନୁସୂଚିତ ଜନଜାତିର ଛାତ୍ରୀ ରହିଛନ୍ତି । ସେହିପରି ଅନ୍ୟ ହଷ୍ଟେଲ ରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ ଟି କଣ୍ଡାରେଡି ଛାତ୍ର ରହିଛନ୍ତି । ତେବେ ଶ୍ରୀମତୀ ଦତ୍ତ ଏ ଦୁଇଟି ହଷ୍ଟେଲ ଦାୟିତ୍ଵରେ ରହିଛନ୍ତି । ପ୍ରକାଶ ଥାଉ କି ଏହି ଦୁଇଟି ହଷ୍ଟେଲ ମଝିରେ ନିଜସ୍ବ ଘରେଇ ବିଦ୍ୟାଳୟ ରହିଛି । ଶ୍ରୀମତୀ ଦତ୍ତ ଙ୍କ ସ୍ବାମୀ ତଥା ଘରେ।ଇ ବିଦ୍ୟାଳୟର ମାଲିକ ଜୀବନ କୃଷ୍ଣ ଦାସ ଏହି ଘରୋଇ ବିଦ୍ୟାଳୟର ହଷ୍ଟେଲ ଚଳାଉଛନ୍ତି । ଶ୍ରୀ ଦାସ ଏବଂ ତାଙ୍କ ପୁତୁରା ଜୀତେନ୍ଦ୍ର ଦାସ ବେନିୟମ ଭାବେ ବାଳିକା ହଷ୍ଟେଲ ଭିତରେ ପ୍ରବେଶ କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ଶାସନ କରୁଥିବା ଅଭିଯୋଗ ହୋଇଛି । ଯାହାକି ହଷ୍ଟେଲ ଭିତରେ ଲାଗି ଥିବା ସିସି କ୍ୟାମେରା ରୁ ଜଣାପଡ଼ିବ । ସେହିପରି କଣ୍ଡାରେଡି ହଷ୍ଟେଲ ଏବଂ ବିଦ୍ୟାଳୟ ରେ ମଧ୍ୟ ପ୍ରବେଶ କରୁଥିବା ଅଭିଯୋଗ ହେଉଛି । ତେବେ ୩ଟି ଯାକ ହଷ୍ଟେଲରେ ଏମାନଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଛି । ବାଳିକା ହଷ୍ଟେଲରେ ଠିକ୍ ରେ ଖାଇବାକୁ ନ ଦେବା,ହଷ୍ଟେଲ ତଦାରଖ ନହେବା,ଅନାଧିକାର ଭାବେ ସୁପରିଟେଣ୍ଟ ଙ୍କ ସ୍ବାମୀ ଓ ପୁତୁରା ହଷ୍ଟେଲ ଭିତରେ ପଶିବା ସହିତ ଗାଳିଗୁଲଜ କରିବା,ଅନ୍ୟଜଣେ ଶିକ୍ଷୟିତ୍ରୀ ମଧ୍ୟ ହଷ୍ଟେଲ ଭିତରେ ପଶି ବା, ସ୍ବାଧୀନତା ଦିବସ ଓ ଗଣେଶ ପୂଜା ପାଇଁ ଚାନ୍ଦା ମାଗିବା ଆଦି ଅଭିଯୋଗ ହୋଇଛି । ବିଦ୍ୟାଳୟରେ ଛାତ୍ରୀ ଙ୍କୁ ମାଡ଼ ମାରିବା, ଠିକ୍ ରେ ପାଠ ନ ପଢ଼ାଇବା ମଧ୍ୟ ଅଭିଯୋଗ ହୋଇଛି । ଛାତ୍ରୀ ମାନେ ସୋମବାର ଦିନ ପ୍ରାୟ ସାଢେ଼ ୧୦ ଟାରେ ବିଡ଼ିଓ ଙ୍କ ବାସଭବନ ରେ ପହଞ୍ଚି ଥିଲେ,ସେଠାରୁ ବ୍ଲକ କାର୍ଯ୍ୟାଳୟ କୁ ଯାଇ ବିଡ଼ିଓ ଙ୍କୁ ଭେଟି ଥିଲେ । ପରେ ଶ୍ରୀମତୀ ଦତ୍ତ, ଶିକ୍ଷକ ସୁରେନ୍ଦ୍ର ସାହୁ ଏବଂ ୱ।ଡେନ ଲାଲି ସୋଡି ବିଡ଼ିଓ ଙ୍କୁ ଭେଟି ନିଜ ଆଡୁ ସଫେଇ ଦେଇଥିଲେ । ଶ୍ରୀମତୀ ଦତ୍ତ ଙ୍କ ଅବସର ସମୟ ୫ ମାସ ରହିଛି । ତେଣୁ ତାଙ୍କ ଦାୟିତ୍ବ ଗୁଡ଼ିକ ହସ୍ତାନ୍ତର କରାଇବା ପରିବର୍ତ୍ତେ ପୁଣି ଏକ ମାସ ତଳେ କଣ୍ଡାରେଡି ହଷ୍ଟେଲ ଦାୟିତ୍ଵ ଦିଆଯାଇଛି । ତେବେ ଏହି ମାମଲାରେ କାଲିମେଳା ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବିଭିନ୍ନ ହଷ୍ଟେଲର ବିଦ୍ୟାର୍ଥୀ ମାନେ ସେମାନଙ୍କ ସମସ୍ୟା ଯୋଗୁଁ ଆତ୍ମହତ୍ୟା ଏବଂ କୈଣସି ଦୁର୍ଘଟଣା ଘଟିବା ନଜିର ରହିଥିବା ବେଳେ ଏଠାରେ ଅନୁସୂଚିତ ଜାତି ଓ ଜନଜାତି ଙ୍କ ଶିକ୍ଷା ବିକାଶର ନଗ୍ନ ଚିତ୍ର ସାମ୍ନା କୁ ଆସିଛି । ୨୦୧୪ ମସିହା ଆଜିର ଅଗଷ୍ଟ ମାସରେ ଉକ୍ତ ବ୍ଳକ କୋଲନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ର ୪ର୍ଥ ଶ୍ରେଣୀ ଛାତ୍ରୀ ଉର୍ମିଳା କବାସି (୧୧) ହଷ୍ଟେଲ ଭିତରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ଅପରପକ୍ଷରେ କଣ୍ଡାରେଡ଼ି ହଷ୍ଟେଲରେ ଅଦା କାଠରେ ରୋଷେଇ, ଖାଇବାରେ ଡାଲି,ତରକାରୀ ଓ ଚିକେନ ଆଦି କମ୍ ପରିମାଣରେ ଦିଆଯିବା ମଧ୍ୟ ଅଭିଯୋଗ ହୋଇଛି । ହଷ୍ଟେଲ ଛାତ୍ରୀଙ୍କ ଅଭିଯୋଗ କୁ ମୁଁ ନିଜେ ତଦନ୍ତ କରିବି ଏବଂ ଡବ୍ଲୁଇଓ ଓ ଜିପିଡିଓ ଙ୍କୁ ମଧ୍ୟ ତଦନ୍ତ କରିବାକୁ କୁହାଯାଇଛି, ତଦନ୍ତ ରିପୋର୍ଟ ପରେ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ପ୍ରଦୀପ କୁମାର କର ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି ।

- ମାଲକାନଗିରି. ମାଥିଲି. ମୁଂଡଗୁଡା.. ରୁ ମୁଣ୍ଡିଗୁଡା ଜାନବନ ଯିବା ହସିବା. କରୁଷନ୍ତି. ରେଡ. କାମ. ସରୁନି.ଏବେ. 3ବର୍ଷ. ଲାଗିଲା. ସରିନି. କାମ.1
- ଜୟପୁରରେ ପୋଲିସର ବଡ଼ ସଫଳତା: ୮ ବାଇକ ଜବତ, ୧୦ ଜଣ କୋର୍ଟ ଚାଲାଣ ଜୟପୁରରେ ପୋଲିସର ବଡ଼ ସଫଳତା: ୮ ବାଇକ ଜବତ, ୧୦ ଜଣ କୋର୍ଟ ଚାଲାଣ1
- Slug _୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ନିଆରା ରକ୍ଷା ବନ୍ଧନ ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ Anchor:- ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ଭାବପୂର୍ଣ୍ଣ ହୋଇଉଠିଲା ଭବାନୀପାଟଣା ଅଟଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପ। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ। ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କୁ ନିଜ ଭାଇ ଭାବେ ରାକ୍ଷୀ ବାନ୍ଧିବା ଦୃଶ୍ୟ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ରାକ୍ଷୀ ବାନ୍ଧିବା ସହ ଭଉଣୀମାନେ ଯବାନଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିଥିଲେ। ଅନ୍ୟପକ୍ଷରେ, ଯବାନମାନେ ମଧ୍ୟ ଏହି ସ୍ନେହ ଓ ଆତ୍ମୀୟତାର ଅନୁଭବକୁ ଆନନ୍ଦର ସହ ଗ୍ରହଣ କରିଥିଲେ। ପରିବାରଠାରୁ ଦୂରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପାଇଁ ଏଭଳି ଆୟୋଜନ ରକ୍ଷା ବନ୍ଧନର ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ସ୍ନେହ, ସମ୍ମାନ ଓ ଭାଇଚାରାର ଏହି ନିଆରା ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ିଯାଇଥିଲ Slug _୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ନିଆରା ରକ୍ଷା ବନ୍ଧନ ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ Anchor:- ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ଭାବପୂର୍ଣ୍ଣ ହୋଇଉଠିଲା ଭବାନୀପାଟଣା ଅଟଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପ। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ। ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କୁ ନିଜ ଭାଇ ଭାବେ ରାକ୍ଷୀ ବାନ୍ଧିବା ଦୃଶ୍ୟ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ରାକ୍ଷୀ ବାନ୍ଧିବା ସହ ଭଉଣୀମାନେ ଯବାନଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିଥିଲେ। ଅନ୍ୟପକ୍ଷରେ, ଯବାନମାନେ ମଧ୍ୟ ଏହି ସ୍ନେହ ଓ ଆତ୍ମୀୟତାର ଅନୁଭବକୁ ଆନନ୍ଦର ସହ ଗ୍ରହଣ କରିଥିଲେ। ପରିବାରଠାରୁ ଦୂରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପାଇଁ ଏଭଳି ଆୟୋଜନ ରକ୍ଷା ବନ୍ଧନର ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ସ୍ନେହ, ସମ୍ମାନ ଓ ଭାଇଚାରାର ଏହି ନିଆରା ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ିଯାଇଥିଲ4
- ସାଧା ପୋଷାକରେ ଦୁଇ ଯୁବକଙ୍କୁ ଉଠାଇ ନେବା ଅଭିଯୋଗ କରିଛନ୍ତି ସନପୁର ଡ଼ିଏନକେ ଗ୍ରାମ ଲୋକ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସନପୁର ଡିଏନକେ ଗ୍ରାମରେ ସାଧା ପୋଷାକରେ ଆସି ଦୁଇଜଣ ଯୁବକଙ୍କୁ ଉଠାଇ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗର କିଛି ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି।2
- NAACH JHUM BAND PARTY 💥B. MUSKUNI1
- Format - ପକେଜ Date -27. 8.26 Slug - NEET ରେ ସଫଳତା ରାୟଗଡା ଜ଼ିଲ୍ଲା ର ପ୍ରଥମ ଆଦିବାସୀ ଝିଅ ! Place - ବିଷମକଟକ Report - ନରୋତ୍ତମ ପାଢ଼ୀ Anchor, ଦୃଢ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିଛନ୍ତି ବିଷମକଟକ ନିର୍ବାଚନ ମଣ୍ଡଳୀ ସାହାଡ଼ା ଗ୍ରାମର ପ୍ରଥମ ଆଦିବାସୀ ଝିଅ କବିତା ହିକକା । ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ସେ ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ, ଅର୍ଥାଭାବ ଏବେ ତାଙ୍କ ଡାକ୍ତରୀ ପାଠପଢ଼ାରେ ବଡ଼ ବାଧକ ସାଜିଛି । VO -1- ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର ଲବ ହିକକା ଓ ମାତା କମଳା ହିକକାଙ୍କ ଏକମାତ୍ର ଝିଅ କବିତା ହିକକା। ଚଳିତ ନିଟ ପରୀକ୍ଷାରେ ତୃତୀୟ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି। କବିତା ନିଜ ଶିକ୍ଷା ଗାଁ ବିଦ୍ୟାଳୟରୁ ଆରମ୍ଭ କରି ଭାଲେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମରେ ୯୦ ପ୍ରତିଶତ ନମ୍ବର ରଖ୍ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ବରର ଆଇକନିକ୍ରେ ମନୋନୀତ ହୋଇଥିଲେ। ତାଙ୍କର ଲକ୍ଷ୍ୟ ଥିଲା ସେ ଡାକ୍ତର ହେବେ। ଦୃଢ଼ଇଚ୍ଛା ଶକ୍ତି ଅଗ୍ଲାନ୍ତ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। କବିତା ଓଡ଼ିଶା ରାଜ୍ୟ ରେଙ୍କ ୪୧୭୮ ଓ ଏସ୍ଟି ୧୩୭ ରେଙ୍କରେ ଉତ୍ତୀର୍ଣ୍ଣହୋଇ କୋରାପୁଟ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଡ଼ିବା ପାଇଁ ମନୋନୀତ ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ସହ ବାପା ମା, ଗୁରୁଜୀଙ୍କ ପ୍ରେରଣା ତାଙ୍କୁ ଏହି ସଫଳତା ଆଣିଦେଇଥିବା କହିଛନ୍ତି କବିତା. ତେବେ ଉଦ୍ୟମ କରିବା ସହ ଆଗାମୀ ଦିନରେ ଅଞ୍ଚଳର ବହୁ ଆଦିବାସୀ ଛାତ୍ରୀ ନିଟ ପରୀକ୍ଷାରେ ତାଙ୍କୁ ସନୁସରଣ କରିବେ ବୋଲି କହିଛନ୍ତି କବିତା। Byte -କବିତା ହିକକା, ସଫଳ ପ୍ରଥମ ଆଦିବାସୀ ଝିଅ। VO -2- କବିତାଙ୍କ ବାପା ଲବ ହିକକା ଓ ମାତା କମଳା ହିକକା ଦିନମଜୁରିଆ ଭାବେ କାମ କରି ପରିବାରର ଭରଣପୋଷଣ କରୁଛନ୍ତି । ସୀମିତ ଆୟରେ ପରିବାର ଚଳାଇବା ମଧ୍ଯ କଷ୍ଟକର ହୋଇଥିବା ବେଳେ ଝିଅର ଡାକ୍ତରୀ ଶିକ୍ଷାର ଖର୍ଚ୍ଚ ବହନ କରିବା ପରିବାର ପାଇଁ ଚିନ୍ତାର କାରଣ ହୋଇଛି। ଟଙ୍କା କେଉଁଠୁ ଆଣି ଝିଅକୁ କେମିତି ଡାକ୍ତରୀ ପାଠ ପଢ଼ାଇବେ ଚିନ୍ତାରେ ରହି ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ପରିବାର। Byte -ବାପା ଲବ ହିକକା ! ଅନ୍ୟପଟେ ରାୟଗଡା ଜ଼ିଲ୍ଲା ର ପୂର୍ବତନ ସଭାପତି ଶ୍ରୀ ସୁଧୀର ଦାସ ଏଇ ଆଦିବାସୀ ଝିଅର ସଫଳତା କୁ ଆହୁରି ମଜବୁତ କରିବା ଦିଗରେ ପରିବାର କୁ ଭେଟି ଶିକ୍ଷା ପାଇଁ ପ୍ରତିବର୍ଷ 50000 ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇ , ଆଦିବାସୀ ଝିଅ ର ମନବଳ କୁ ଆହୁରି ସୁଦୃଢ କରି , ଭବିଷ୍ୟ ଗଠନ ର ମାର୍ଗ ଦର୍ଶକ ହୋଇ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହୋଇ ଛନ୍ତି , Byte - ସୁଧୀର ଦାସ ( ପୂର୍ବତନ ଜ଼ିଲ୍ଲା ବିଜେଡି ସଭାପତି ) ଏବଂ ବରଗଡ଼ ଜ଼ିଲ୍ଲା ର ଏକ ଡାକ୍ତର ଦମ୍ପତି ସସ୍ମିତା ଦାସ ଓ ରାଜିବ ତ୍ରିପାଠି ଖବର ପାଇ ଚଳିତ ବର୍ଷ ର ଫି ବହନ ପାଇଁ ସହଯୋଗ ର ହାତ ବଢ଼େଇ ଛନ୍ତି ! ଏଥିସହ ସ୍ଥାନୀୟ ତହସିଲଦାର ମଧ୍ୟ ସରକାର ଙ୍କ ତରଫରୁ ଯଥା ସମ୍ଭବ ସାହାଯ୍ୟ କରିବା କଥା ମଧ୍ୟ ଜଣାଇ ଥିବା ବେଳେ , ଭୁବନେଶ୍ୱର ନୟାପଲ୍ଲୀ ର ଜଣେ ବ୍ୟବସାୟୀ ଶ୍ରୀ ବିକାଶ ରାଉତ ପରିବାର ସହ ଯୋଗାଯୋଗ କରି ତାଙ୍କ ଏକାଉଣ୍ଟ କୁ 41 ହଜାର ଟଙ୍କା ପଠେଇ ଝିଅ ଟିର ଶିକ୍ଷା ଦିଗରେ ସହାନୁଭୂତି ର ଦୃଢତା କୁ ସଶକ୍ତ କରିଛନ୍ତି ! Vol 3 ରାୟଗଡା ଜ଼ିଲ୍ଲା ର ପ୍ରଥମ ଆଦିବାସୀ ଝିଅ ଡାକ୍ତରୀ ପଢି ସମାଜ ର ସେବା ରେ ସମର୍ପିତ ପାଇଁ ଆଗଭର ହେଉଥିବା ବେଳେ ସମସ୍ତଙ୍କ ଆଶ୍ରିବାଦ ଓ ସହାନୁଭୂତି କୁ ପାଥେୟ କରି ଉଜ୍ବଳ ଭବିଷ୍ୟ ଗଠନ ରେ ସହାୟ ହେଉ ଏହା ସମସ୍ତ ଙ୍କ ତରଫରୁ ମଧ୍ୟ ଶୁଭେଚ୍ଛା ଓ ଶୁଭ କାମନା ରହିବ ! Byte - ଅଶୋକ ପାଢ଼ୀ ( ସମାଜ ସେବୀ ) Byte 1 - ସୁଧୀର ଦାସ ( ପୂର୍ବତନ ବିଜେଡି ଜ଼ିଲ୍ଲା ସଭାପତି ) Byte -2 କବିତା ହିକକା ( ଛାତ୍ରୀ ) Byte 3, ଅଶୋକ ପାଢ଼ୀ ( ସମାଜ ସେବୀ ) Byte 4 , ରାମଚାନ୍ଦ୍ର କୁତୃକା (ଆଦିବାସୀ ସମାଜ ସଭାପତି )4
- ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର1
- କାଜୁ ବାଡ଼ରେ ବେକରେ ଗାମୁଛା ଲଗାଇ ମହିଳାଙ୍କ ଆତ୍ମହତ୍ୟା #Kundura #National241