logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୋନପୁର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଗଦୁଲି ଛକ ଠାରେ ଏକ ଚାରିଚକିଆ ଗାଡିକୁ ଯାଞ୍ଚ କଲା ସମୟରେ ଗାଡ଼ିରୁ ୧୪୦ କେ.ଜି ଗଞ୍ଜେଇ ବାହାରିଥିଲା

1 day ago
user_PABITRA BARIHA
PABITRA BARIHA
ସୋନପୁର, ସୋନପୁର, ଓଡ଼ିଶା•
1 day ago
3338be78-b05c-49c2-b312-b635791d599e
94eed3d9-5c6d-4b59-8aed-7848f82e8dee
01a78fb6-01a9-4d4c-9ed3-9ce3247a42f4
7ef8b2e6-3df2-48c3-b956-c95eaeaf7a06
7e50f722-db78-4ab8-98de-ca2944e9b046
3b28b426-7725-477e-8921-6bac0b6c01d5

ସୋନପୁର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଗଦୁଲି ଛକ ଠାରେ ଏକ ଚାରିଚକିଆ ଗାଡିକୁ ଯାଞ୍ଚ କଲା ସମୟରେ ଗାଡ଼ିରୁ ୧୪୦ କେ.ଜି ଗଞ୍ଜେଇ ବାହାରିଥିଲା

More news from ଓଡ଼ିଶା and nearby areas
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    51 min ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • Post by Ramahari Sethi
    2
    Post by Ramahari Sethi
    user_Ramahari Sethi
    Ramahari Sethi
    ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • Post by PABITRA BARIHA
    10
    Post by PABITRA BARIHA
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • Post by Binod pandey
    2
    Post by Binod pandey
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    17 hrs ago
  • ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ “ଉତ୍କଳ ନବରତ୍ନ ସମ୍ମାନ”ରେ କଟକରେ ସମ୍ମାନିତ କରାଯାଇଥିବା ଅବସରରେ ଆଜି ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ଜିଲ୍ଲାପାଳ ଡ଼ ସାହୁ ଙ୍କ ସମେତ ଏସପି ଶ୍ରୀ ନାରାୟଣ ନାଏକ, ଏ ଡି ଏମ ଶ୍ରୀ ରାଜେନ୍ଦ୍ର ମାଝୀ, ଏଡିଏମ ଅଞ୍ଜଳୀନା ପ୍ରଧାନ, ପୌର ପରିଷଦ ଅଧ୍ଯକ୍ଷା ତାମସୀ ତାମସ୍ମିତା ନାୟକ ଯୋଗ ଦେଇଥିଲେ l ବିଜୁ ପଟ୍ଟନାୟକ ମହିଳା କଲେଜ ର ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ ଅତିଥି ଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ରେ କହିଲେ "କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁହଁ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା l ଡ଼ ନୃପ ରାଜ ସାହୁ ସେଭଳି ଏକ କଳାକାର ଯେଉଥିଁ ପାଇଁ କି ଆଜି ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ ମହାନ ବ୍ୟକ୍ତିତ୍ୱ ସଚ୍ଚି ରାଉତରାୟ, ରଘୁନାଥ ପାଣିଗ୍ରାହୀ, ଯଦୁନାଥ ଦାଶ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ କର ଙ୍କ ଭଳି ବ୍ୟକ୍ତି ବା ସମ୍ୱର୍ଦ୍ଧିତ ପ୍ରତିଭା ଙ୍କ ସହ ସମ୍ମାନ ରେ ସମକକ୍ଷ ହୋଇ ପାରିଛନ୍ତି ଡ଼. ସାହୁ ବୋଲି କହିଥିଲେ l ଆହୁରି ମଧ୍ୟ କହିଲେ "ସୂର୍ଯ୍ୟ ଙ୍କ ପ୍ରଖରତା ରେ ଅନେକ ଲୋକ ମଉଳି ଯାଆନ୍ତି" "ପ୍ରଖର ଖରା ରେ କିନ୍ତୁ କୃଷ୍ନ ଚୁଡ଼ା ଠୋ ଠୋ ହସୁଥାଏ" l ଠିକ୍ ଏଭଳି ବ୍ୟକ୍ତିତ୍ୱ ର ଅଧିକାରୀ ମଧ୍ୟ ଡ଼ ସାହୁ, ଯାହାକି ସବୁ ବାଧା ବିଘ୍ନ କୁ ଏଡ଼ାଇ ହସି ହସି ପବ୍ଲିକ ସର୍ଭିସ କରି ଚାଲିଛନ୍ତି ସେ l ଆଉ ଆଜି ତାଙ୍କୁ ସଫଳତା ଉପରେ ସଫଳତା ସମ୍ମାନ ଉପରେ ସମ୍ମାନ ଆଣି ଦେଇଛି l ଯାହାକି ଆମ ପାଇଁ ଆମ ଜିଲ୍ଲା ପାଇଁ ଗୌରଵ ଅଟେ ବୋଲି ଶ୍ରୀ ଖେତ୍ତୀ କହିଥିଲେ l ଏହି ସମ୍ବର୍ଦ୍ଧନା ସଭା ରେ ଜିଲ୍ଲାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବି , ୩୦ ଟି ସାମାଜିକ ଅନୁଷ୍ଠାନ ର ୧୦୦ ରୁ ଉର୍ଦ୍ଧ୍ବ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଜିଲ୍ଲାପାଳ ଡ଼ ସାହୁ ଙ୍କୁ ଉତ୍ତରୀୟ ଫୁଲ ତୋଡା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଓ ତାଙ୍କ ସଫଳତାକୁ ସ୍ୱାଗତ କରି ଡ଼. ସାହୁ ଜଣେ ବିରଳ ବ୍ୟକ୍ତି ବୋଲି କହିଥିଲେ l ଜିଲ୍ଲାପାଳ ଡ଼ ସାହୁ ପ୍ରତି ଉତ୍ତର ରେ କହିଥିଲେ ଯେ, ଆଜି ମୋ କାନ୍ଧ ରେ ଥିବା ଆପଣଙ୍କ ର ଏ ଉତ୍ତରୀୟ ବୋଝ ଜିଲ୍ଲା ରେ ଥିବା ବୋଝ କୁ ହାଲକା କରିବ, ଆଉ ଏ ବୋଝ ଆମ ଦାୟିତ୍ୱ ମଧ୍ୟ ବଢ଼ାଇବ l ଏ ପଦ ପଦବୀ ସମ୍ମାନ ଓ ଗାଡ଼ି ଘୋଡ଼ା ବଡ଼ କଥା ନୁହେଁ, ମାନବିକ ଆବେଗ ମାନବିକ ସଂପର୍କ, ମାଟି କୁ ମଣିଷ କୁ ଭଲ ପାଇବା ହିଁ ସ୍ମରଣୀୟ ହୋଇ ରହିବ ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ l ସଭାରେ ଏସପି, ଏ ଡି ଏମ୍ ଓ ବକ୍ତା ଗୋରେଖ ନାଥ ସାହୁ, ଡ଼ ଆର୍ତ୍ତ ତ୍ରାଣ ବାବୁ, ଗୋବିନ୍ଦ ମହାରଣା ଜିଲ୍ଲାପାଳଙ୍କ ଦକ୍ଷ ପ୍ରଶାସନ, ଲୋକାଭିମୁଖୀ ପଦକ୍ଷେପ , ବିକାଶମୁଖୀ କାର୍ଯ୍ୟକଳାପ, ମାଟି କୁ ଭଙ୍ଗା ମାଟି ଘରେ ରହୁଥିବା ଲୋକଙ୍କୁ ଓ ଦୁଃଖ କୁ ଚିହ୍ନିବା ଖୋଜିବା କଳା କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ମାନ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ତାଙ୍କ ଉପରେ ଜିଲ୍ଲାବାସୀଙ୍କ ଆଶୀର୍ବାଦ ଓ ସହଯୋଗ ପ୍ରତି କୃତଜ୍ଞତା ଜଣାଇ, ଆଗାମୀ ଦିନରେ ଜିଲ୍ଲାର ସମଗ୍ର ବିକାଶ ପାଇଁ ଆହୁରି ସମର୍ପିତ ଭାବେ କାମ କରିବେ ବୋଲି କହିଥିଲେ। ଏହି ସଭା ର ଅୟୋଜନ ଓ ସଭାକୁ କୁ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବାବେଳେ ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ l ଜିଲ୍ଲା ପୋଲିସ୍ ପକ୍ଷରୁ ଏସପି ଶ୍ରୀ ନାଏକ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଡି ଏମ୍ ଶ୍ରୀ ମାଝୀ, ଏ ଡି ଏମ୍ ଶ୍ରୀମତି ପ୍ରଧାନ, ଜିଲ୍ଲାପାଳ କାର୍ଯ୍ୟାଳୟ, ଓଡ଼ିଶା ଅମଲା ସଂଘ, ପୌର ପରିଷଦ ପକ୍ଷରୁ ଅଧ୍ଯକ୍ଷା ଶ୍ରୀମତୀ ନାୟକ, ଓ ଶ୍ରୀବତ୍ସ ମଲ୍ଲିକ ଜିଲ୍ଲାପାଳ ଙ୍କୁ ସମ୍ବର୍ଧିତ କରିଥିବା ବେଳେ ବରିଷ୍ଠ ନାଗରିକ ସଂଘ, ସଚେତନ ନାଗରିକ ମଞ୍ଚ, ଓଡ଼ିଶା ସାମ୍ୱାଦିକ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ , ସ୍ଵଚ୍ଛ ଭାରତ ସଙ୍ଗଠନ, ଶ୍ରୀ ଗୋପାଳ ଜି ଯୋଗଳୟ , ସୋନପୁର କଲେଜ୍ ଏନ୍ ସି ସି, ଭାରତ ବିକାଶ ପରିଷଦ, ଦିବ୍ୟ ଊର୍ଜା ଯୋଗ ସେବା ସମିତି, ପଏଁରି, ଶ୍ରମିକ ସଂଗଠନ, କୋଶଳ ଆବାସିକ ବିଦ୍ୟାଳୟ, ନାଟ ଅନୁଷ୍ଠାନ , ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ମହାନଦୀ ଧାରା, ବିଶ୍ୱ ଭାରତୀ ସାଇ ଶିକ୍ଷା ନିକେତନ, ରାମ ଧୁନ କ୍ଲବ, ଜିଲ୍ଲା କ୍ରିଡ଼ା ସଂଘ, ସ୍ୱୀମିଂ ଆସୋସିଏସନ୍ , ଜିଲ୍ଲା ଟ୍ରକ୍ ମାଲିକ ସଂଘ, ବସ ସଂଘ, ଯଶୋଦା ଦେବୀ ନର୍ସିଂ ସ୍କୁଲ୍, ଜିଲ୍ଲା କନେଷ୍ଟବଳ ସଂଘ, ଅମଲା ସଂଘ, ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜ୍, ମାରୱାଡି ଯୁବା ମଞ୍ଚ ର କର୍ମକର୍ତ୍ତା ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
    2
    ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ “ଉତ୍କଳ ନବରତ୍ନ ସମ୍ମାନ”ରେ କଟକରେ ସମ୍ମାନିତ କରାଯାଇଥିବା ଅବସରରେ ଆଜି ଜିଲ୍ଲାର ବିଭିନ୍ନ ସାମାଜିକ  ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ଜିଲ୍ଲାପାଳ  ସମ୍ମିଳନୀ କକ୍ଷରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ଜିଲ୍ଲାପାଳ ଡ଼ ସାହୁ ଙ୍କ ସମେତ ଏସପି ଶ୍ରୀ ନାରାୟଣ ନାଏକ, ଏ ଡି ଏମ ଶ୍ରୀ ରାଜେନ୍ଦ୍ର ମାଝୀ, ଏଡିଏମ ଅଞ୍ଜଳୀନା ପ୍ରଧାନ, ପୌର ପରିଷଦ ଅଧ୍ଯକ୍ଷା ତାମସୀ ତାମସ୍ମିତା ନାୟକ ଯୋଗ ଦେଇଥିଲେ l ବିଜୁ ପଟ୍ଟନାୟକ ମହିଳା କଲେଜ ର ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ ଅତିଥି ଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ରେ କହିଲେ "କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁହଁ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା l ଡ଼ ନୃପ ରାଜ ସାହୁ ସେଭଳି ଏକ କଳାକାର ଯେଉଥିଁ ପାଇଁ କି ଆଜି ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ ମହାନ ବ୍ୟକ୍ତିତ୍ୱ ସଚ୍ଚି ରାଉତରାୟ, ରଘୁନାଥ ପାଣିଗ୍ରାହୀ, ଯଦୁନାଥ ଦାଶ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ କର ଙ୍କ ଭଳି ବ୍ୟକ୍ତି ବା ସମ୍ୱର୍ଦ୍ଧିତ ପ୍ରତିଭା ଙ୍କ ସହ ସମ୍ମାନ ରେ ସମକକ୍ଷ ହୋଇ ପାରିଛନ୍ତି ଡ଼. ସାହୁ ବୋଲି କହିଥିଲେ l ଆହୁରି ମଧ୍ୟ କହିଲେ "ସୂର୍ଯ୍ୟ ଙ୍କ ପ୍ରଖରତା ରେ ଅନେକ ଲୋକ ମଉଳି ଯାଆନ୍ତି" "ପ୍ରଖର ଖରା ରେ କିନ୍ତୁ କୃଷ୍ନ ଚୁଡ଼ା ଠୋ ଠୋ ହସୁଥାଏ" l ଠିକ୍ ଏଭଳି ବ୍ୟକ୍ତିତ୍ୱ ର ଅଧିକାରୀ ମଧ୍ୟ ଡ଼ ସାହୁ, ଯାହାକି ସବୁ ବାଧା ବିଘ୍ନ କୁ ଏଡ଼ାଇ ହସି ହସି ପବ୍ଲିକ ସର୍ଭିସ କରି ଚାଲିଛନ୍ତି ସେ l ଆଉ ଆଜି ତାଙ୍କୁ ସଫଳତା ଉପରେ ସଫଳତା ସମ୍ମାନ ଉପରେ ସମ୍ମାନ ଆଣି ଦେଇଛି l ଯାହାକି ଆମ ପାଇଁ ଆମ ଜିଲ୍ଲା ପାଇଁ ଗୌରଵ ଅଟେ ବୋଲି ଶ୍ରୀ ଖେତ୍ତୀ କହିଥିଲେ l 
ଏହି ସମ୍ବର୍ଦ୍ଧନା ସଭା ରେ ଜିଲ୍ଲାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବି , ୩୦ ଟି ସାମାଜିକ ଅନୁଷ୍ଠାନ ର ୧୦୦ ରୁ ଉର୍ଦ୍ଧ୍ବ ବିଶିଷ୍ଟ ବ୍ୟକ୍ତି  ଯୋଗଦେଇ ଜିଲ୍ଲାପାଳ ଡ଼ ସାହୁ ଙ୍କୁ ଉତ୍ତରୀୟ ଫୁଲ ତୋଡା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଓ ତାଙ୍କ ସଫଳତାକୁ ସ୍ୱାଗତ କରି  ଡ଼. ସାହୁ ଜଣେ ବିରଳ ବ୍ୟକ୍ତି ବୋଲି କହିଥିଲେ l ଜିଲ୍ଲାପାଳ ଡ଼ ସାହୁ ପ୍ରତି ଉତ୍ତର ରେ କହିଥିଲେ ଯେ, ଆଜି ମୋ କାନ୍ଧ ରେ ଥିବା ଆପଣଙ୍କ ର ଏ ଉତ୍ତରୀୟ ବୋଝ ଜିଲ୍ଲା ରେ ଥିବା ବୋଝ କୁ ହାଲକା କରିବ, ଆଉ ଏ ବୋଝ ଆମ ଦାୟିତ୍ୱ ମଧ୍ୟ ବଢ଼ାଇବ l ଏ ପଦ ପଦବୀ ସମ୍ମାନ ଓ ଗାଡ଼ି ଘୋଡ଼ା ବଡ଼ କଥା ନୁହେଁ, ମାନବିକ ଆବେଗ ମାନବିକ ସଂପର୍କ, ମାଟି କୁ ମଣିଷ କୁ ଭଲ ପାଇବା ହିଁ ସ୍ମରଣୀୟ ହୋଇ ରହିବ ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ l 
ସଭାରେ ଏସପି, ଏ ଡି ଏମ୍ ଓ ବକ୍ତା  ଗୋରେଖ ନାଥ ସାହୁ, ଡ଼ ଆର୍ତ୍ତ ତ୍ରାଣ ବାବୁ, ଗୋବିନ୍ଦ ମହାରଣା  ଜିଲ୍ଲାପାଳଙ୍କ ଦକ୍ଷ ପ୍ରଶାସନ, ଲୋକାଭିମୁଖୀ ପଦକ୍ଷେପ , ବିକାଶମୁଖୀ କାର୍ଯ୍ୟକଳାପ, ମାଟି କୁ ଭଙ୍ଗା ମାଟି ଘରେ ରହୁଥିବା ଲୋକଙ୍କୁ ଓ ଦୁଃଖ କୁ ଚିହ୍ନିବା ଖୋଜିବା କଳା କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ମାନ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ତାଙ୍କ ଉପରେ ଜିଲ୍ଲାବାସୀଙ୍କ ଆଶୀର୍ବାଦ ଓ ସହଯୋଗ ପ୍ରତି କୃତଜ୍ଞତା ଜଣାଇ, ଆଗାମୀ ଦିନରେ ଜିଲ୍ଲାର ସମଗ୍ର ବିକାଶ ପାଇଁ ଆହୁରି ସମର୍ପିତ ଭାବେ କାମ କରିବେ ବୋଲି କହିଥିଲେ। ଏହି ସଭା ର ଅୟୋଜନ ଓ ସଭାକୁ କୁ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବାବେଳେ ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ l  ଜିଲ୍ଲା ପୋଲିସ୍ ପକ୍ଷରୁ ଏସପି ଶ୍ରୀ ନାଏକ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଡି ଏମ୍ ଶ୍ରୀ ମାଝୀ, ଏ ଡି ଏମ୍ ଶ୍ରୀମତି ପ୍ରଧାନ, ଜିଲ୍ଲାପାଳ କାର୍ଯ୍ୟାଳୟ, ଓଡ଼ିଶା ଅମଲା ସଂଘ,  ପୌର ପରିଷଦ ପକ୍ଷରୁ ଅଧ୍ଯକ୍ଷା ଶ୍ରୀମତୀ ନାୟକ, ଓ ଶ୍ରୀବତ୍ସ ମଲ୍ଲିକ ଜିଲ୍ଲାପାଳ ଙ୍କୁ ସମ୍ବର୍ଧିତ କରିଥିବା ବେଳେ ବରିଷ୍ଠ ନାଗରିକ ସଂଘ,  ସଚେତନ ନାଗରିକ ମଞ୍ଚ, ଓଡ଼ିଶା ସାମ୍ୱାଦିକ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ , ସ୍ଵଚ୍ଛ ଭାରତ ସଙ୍ଗଠନ, ଶ୍ରୀ ଗୋପାଳ ଜି ଯୋଗଳୟ , ସୋନପୁର କଲେଜ୍ ଏନ୍ ସି ସି, ଭାରତ ବିକାଶ ପରିଷଦ, ଦିବ୍ୟ ଊର୍ଜା ଯୋଗ ସେବା ସମିତି, ପଏଁରି, ଶ୍ରମିକ ସଂଗଠନ, କୋଶଳ ଆବାସିକ ବିଦ୍ୟାଳୟ, ନାଟ ଅନୁଷ୍ଠାନ , ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ମହାନଦୀ ଧାରା, ବିଶ୍ୱ ଭାରତୀ ସାଇ ଶିକ୍ଷା ନିକେତନ, ରାମ ଧୁନ କ୍ଲବ, ଜିଲ୍ଲା କ୍ରିଡ଼ା ସଂଘ, ସ୍ୱୀମିଂ ଆସୋସିଏସନ୍  , ଜିଲ୍ଲା ଟ୍ରକ୍ ମାଲିକ ସଂଘ, ବସ ସଂଘ, ଯଶୋଦା ଦେବୀ ନର୍ସିଂ ସ୍କୁଲ୍, ଜିଲ୍ଲା କନେଷ୍ଟବଳ ସଂଘ, ଅମଲା ସଂଘ, ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜ୍, ମାରୱାଡି ଯୁବା ମଞ୍ଚ ର କର୍ମକର୍ତ୍ତା ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    19 hrs ago
  • Post by Priya brata sahoo
    1
    Post by Priya brata sahoo
    user_Priya brata sahoo
    Priya brata sahoo
    ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    8 hrs ago
  • ସବୁ ଠିକ୍ ଚାଲିଛି କହି ଫାଙ୍କୁ ଥିଲେ ବୌଦ୍ଧ ସଦର ବାଉଁଶୁଣି ମେଡିକାଲ ଅଫିସର୍ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ହଠାତ୍ କଲେ ମେଡିକାଲ ପରିଦର୍ଶନ । ଜଳ ସମସ୍ୟା, ଏସି, ଅଚଳ ଦେଖି ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ।
    1
    ସବୁ ଠିକ୍ ଚାଲିଛି କହି ଫାଙ୍କୁ ଥିଲେ ବୌଦ୍ଧ ସଦର ବାଉଁଶୁଣି ମେଡିକାଲ ଅଫିସର୍ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ହଠାତ୍ କଲେ ମେଡିକାଲ ପରିଦର୍ଶନ । ଜଳ ସମସ୍ୟା, ଏସି, ଅଚଳ ଦେଖି ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.