Shuru
Apke Nagar Ki App…
ସିନ୍ଧେକେଲା ମା’ ଦ୍ୱାରସେନି ମନ୍ଦିରରୁ ଚୋରି, ମା’ଙ୍କ ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଚୋରି ଅଭିଯୋଗ ସିନ୍ଧେକେଲା ଥାନା ଅଞ୍ଚଳରେ ଥିବା ମା’ ଦ୍ୱାରସେନି ମନ୍ଦିରରୁ ଚୋରି ଅଭିଯୋଗ। ମନ୍ଦିରରେ ଥିବା ମା’ଙ୍କ ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡିରେ ଥିବା ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋର ମାନେ ମନ୍ଦିରର ଗ୍ରିଲ୍ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଗତ ୩ ଦିନ ଧରି ମନ୍ଦିର ପୂଜକଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାରୁ ପୂଜକ ମନ୍ଦିରକୁ ଯାଉନଥିଲେ। ମନ୍ଦିରର ଗେଟ୍ ଚାବି ଅନ୍ୟ ଜଣଙ୍କ ପାଖରେ ଥିବା ବେଳେ ଆଜି ସକାଳେ ମନ୍ଦିରରେ ଚୋରି ହୋଇଥିବା ଜଣାପଡ଼ିଥିଲା। ଖବର ପାଇ ମନ୍ଦିର କମିଟିର ସଦସ୍ୟ ଓ ଗ୍ରାମବାସୀ ମନ୍ଦିରରେ ପହଞ୍ଚିଥିଲେ। ପରେ ତୁରନ୍ତ ସିନ୍ଧେକେଲା ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଚୋରକୁ ଧରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।
କଣ୍ଟାବାଞ୍ଜି ଖବର
ସିନ୍ଧେକେଲା ମା’ ଦ୍ୱାରସେନି ମନ୍ଦିରରୁ ଚୋରି, ମା’ଙ୍କ ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଚୋରି ଅଭିଯୋଗ ସିନ୍ଧେକେଲା ଥାନା ଅଞ୍ଚଳରେ ଥିବା ମା’ ଦ୍ୱାରସେନି ମନ୍ଦିରରୁ ଚୋରି ଅଭିଯୋଗ। ମନ୍ଦିରରେ ଥିବା ମା’ଙ୍କ ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡିରେ ଥିବା ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋର ମାନେ ମନ୍ଦିରର ଗ୍ରିଲ୍ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଗତ ୩ ଦିନ ଧରି ମନ୍ଦିର ପୂଜକଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାରୁ ପୂଜକ ମନ୍ଦିରକୁ ଯାଉନଥିଲେ। ମନ୍ଦିରର ଗେଟ୍ ଚାବି ଅନ୍ୟ ଜଣଙ୍କ ପାଖରେ ଥିବା ବେଳେ ଆଜି ସକାଳେ ମନ୍ଦିରରେ ଚୋରି ହୋଇଥିବା ଜଣାପଡ଼ିଥିଲା। ଖବର ପାଇ ମନ୍ଦିର କମିଟିର ସଦସ୍ୟ ଓ ଗ୍ରାମବାସୀ ମନ୍ଦିରରେ ପହଞ୍ଚିଥିଲେ। ପରେ ତୁରନ୍ତ ସିନ୍ଧେକେଲା ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଚୋରକୁ ଧରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।
More news from ଓଡ଼ିଶା and nearby areas
- ଖଡ଼ିଆଳ ଥାନା ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ,୬୦ ୟୁନିଟ ରକ୍ତ ସଂଗ୍ରହ ଖଡ଼ିଆଳ ଥାନା ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂହ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।1
- ପୌର ପରିଷଦ ର ଖାମ ଖିଆଲ ନୀତି,କାଗଜ କଲମ ରେ ବିକାଶ ଆଳରେ ବିନାଶ, ଜାଲ ବିଲ ଭାଉଚର ରେ ସୀମିତ କାର୍ଯ୍ୟ ନେଇ ପ୍ରତିକ୍ରିୟା। ଟିଟିଲାଗଡ ସହର ରେ ଅ ସଜଡା ଶୌଚାଳୟ ଟିଟିଲାଗଡ଼, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ର ୱାର୍ଡ ନମ୍ବର ୧୨ ରେ ଦେଖିବାକୁ ମିଳିଛି ଏ ପରି ଏକ ଘୃଣ୍ୟ ଶୌଚାଳୟ । କାଗଜ କଲମରେ ସବୁ ବିକାଶ ହୋଇ ଯାଇଛି l ଟିଟିଲାଗଡ ସହର ରେ ଗୋଷ୍ଠୀ ଶୌଚାଳୟ ବହୁତ୍ ଅଛି କିନ୍ତୁ ସଫା ସୁତୁରା ନ ଥିବାରୁ ବ୍ୟବହାର ହେଉ ନାହିଁ । ୧୨ ନମ୍ବର ୱାର୍ଡ କଟକିଆ ପଡ଼ା ରେ ଯେଉଁ ଗୋଷ୍ଠୀ ଶୌଚାଳୟ ଅଛି ତାହାର କଥା ନ କହିବା ଭଲ । ଆଜକୁ ଦୁଇ ବର୍ଷ ଆଗରୁ ବ୍ୟବହାର ହେଉ ନାହିଁ । ଏହି ୱାର୍ଡ ରେ ହାରାହାରି ପଚାଶ ପରିବାର ଗୋଷ୍ଠୀ ଶୌଚାଳୟ ରେ ନିର୍ଭର କରନ୍ତି । ପୌର ପରିଷଦ ତରଫରୁ ସଫା ସୁତୁରା କରି ଦେଉ ନ ଥିବା ଅଭିଯୋଗ ହୋଇଛି । ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖବର ପ୍ରସାରଣ ପାଇଁ ଅଧିକାରୀ ଙ୍କ ସହ କଥା ହେବାରୁ ଶୌଚାଳୟ କୁ ଶୀଘ୍ର ସଫାସୁତୁରା କରି କାର୍ଯ୍ୟକ୍ଷମ କରାଯିବ ବୋଲି ସଫେଇ ଦେଇ ଥିଲେ । ବର୍ଷା ଋତୁରେ ଏହି ଶୌଚାଳୟ ବ୍ୟବହାର ହେଉ ନ ଥିବାରୁ ଲୋକେ ବହୁତ୍ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।1
- କୁନାଶିଲା-ମହିବିଲା ରାସ୍ତା ପାଲଟିଛି ମରଣଯନ୍ତା, ସ୍ଥାନୀୟ ଅଞ୍ଚଳବାସୀ ହଇରାଣ1
- ଅସଂପୂର୍ଣ୍ଣ ହୋଇ ପଡି ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତର ପୋଡ଼ାପଦର ସ୍ଥିତ ବିଜୁକଲ୍ୟାଣ ମଣ୍ଡପ । ୨୦୨୧-୨୨ର ଟିଏଫସିରୁ ନିର୍ମିତ ହେଉଥିବା ମଣ୍ଡପ କେବେ ହେବ ସଂପୂର୍ଣ୍ଣ ?1
- ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ *RBI ଗାଇଡଲାଇନ୍ - ଡିଟେଲ୍* *Circular Name:* RBI/2022-23/66 - Guidelines on Digital Lending & Fair Practices Code *Date:* 02.09.2022 ଏବଂ ପରେ Update ହୋଇଛି *ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ1
- ସିନ୍ଧେକେଲା ମା’ ଦ୍ୱାରସେନି ମନ୍ଦିରରୁ ଚୋରି, ମା’ଙ୍କ ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଚୋରି ଅଭିଯୋଗ ସିନ୍ଧେକେଲା ଥାନା ଅଞ୍ଚଳରେ ଥିବା ମା’ ଦ୍ୱାରସେନି ମନ୍ଦିରରୁ ଚୋରି ଅଭିଯୋଗ। ମନ୍ଦିରରେ ଥିବା ମା’ଙ୍କ ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡିରେ ଥିବା ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋର ମାନେ ମନ୍ଦିରର ଗ୍ରିଲ୍ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଗତ ୩ ଦିନ ଧରି ମନ୍ଦିର ପୂଜକଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାରୁ ପୂଜକ ମନ୍ଦିରକୁ ଯାଉନଥିଲେ। ମନ୍ଦିରର ଗେଟ୍ ଚାବି ଅନ୍ୟ ଜଣଙ୍କ ପାଖରେ ଥିବା ବେଳେ ଆଜି ସକାଳେ ମନ୍ଦିରରେ ଚୋରି ହୋଇଥିବା ଜଣାପଡ଼ିଥିଲା। ଖବର ପାଇ ମନ୍ଦିର କମିଟିର ସଦସ୍ୟ ଓ ଗ୍ରାମବାସୀ ମନ୍ଦିରରେ ପହଞ୍ଚିଥିଲେ। ପରେ ତୁରନ୍ତ ସିନ୍ଧେକେଲା ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଚୋରକୁ ଧରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।1
- ସିନ୍ଧେକେଲା ମାଁ ଦୁଆରସନୀ ମନ୍ଦିର ଚୋରି ଘଟଣା, ପୋଲିସ ଏବଂ ସାଇଣ୍ଟିଫିକ୍ ର ତଦନ୍ତ ଆରମ୍ଭ ସିନ୍ଧେକେଲା ମାଁ ଦୁଆରସନୀ ମନ୍ଦିରରେ ବଡ଼ଧରଣର ଚୋରି ଅଭିଯୋଗ । ମାଁଙ୍କ ସୁନା ଓ ରୁପା ଅଳଙ୍କାର ସହ ମନ୍ଦିରରେ ଥିବା ହୁଣ୍ଡିରୁ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି । ଘଟଣା ପରେ ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ମନ୍ଦିରରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରୁଛି । ଚୋରି ଘଟଣାରେ କିଏ ସମ୍ପୃକ୍ତ, ତାହା ନେଇ ପୋଲିସ ଛାନଭିନ୍ ଜାରି ରଖିଛି । ମନ୍ଦିର ଭଳି ଧାର୍ମିକ ସ୍ଥଳରେ ଚୋରି ଘଟଣାକୁ ନେଇ ଅଞ୍ଚଳରେ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।1