logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୋସିଆଲ ମିଡ଼ିଆ ରେ ଅଭାଦ୍ରମି କଲେ ହେବ ଜେଲ, ଆସୁଛି କଠୋର ନିୟମ। ସୋସିଆଲ ମିଡ଼ିଆ ରେ ଏଣିକି ମନ ଇଚ୍ଛା ଅପଶଦ୍ଧ୍ ବ୍ୟବହାର କରିବା କିମ୍ବା ଅଶ୍ଳିଳ ଭାଷା ପ୍ରୟୋଗ କରିବା ପଡିପାରେ ମାହାଙ୍ଗା। ଡିଜିଟାଲ ଦୁନିଆ ରେ ବଢୁଥିବା ଅସଭ୍ୟତା ଓ କୁଛିତ ମାନସିକତା କୁ ରୋକିବାକୁ ସରକାର ଖୁବ୍ ଶୀଘ୍ର ଆଣୁଛନ୍ତି କଠୋର ନିୟମ।

2 hrs ago
user_User9947
User9947
Social worker Asika, Ganjam•
2 hrs ago

ସୋସିଆଲ ମିଡ଼ିଆ ରେ ଅଭାଦ୍ରମି କଲେ ହେବ ଜେଲ, ଆସୁଛି କଠୋର ନିୟମ। ସୋସିଆଲ ମିଡ଼ିଆ ରେ ଏଣିକି ମନ ଇଚ୍ଛା ଅପଶଦ୍ଧ୍ ବ୍ୟବହାର କରିବା କିମ୍ବା ଅଶ୍ଳିଳ ଭାଷା ପ୍ରୟୋଗ କରିବା ପଡିପାରେ ମାହାଙ୍ଗା। ଡିଜିଟାଲ ଦୁନିଆ ରେ ବଢୁଥିବା ଅସଭ୍ୟତା ଓ କୁଛିତ ମାନସିକତା କୁ ରୋକିବାକୁ ସରକାର ଖୁବ୍ ଶୀଘ୍ର ଆଣୁଛନ୍ତି କଠୋର ନିୟମ।

More news from Ganjam and nearby areas
  • ସୋସିଆଲ ମିଡ଼ିଆ ରେ ଏଣିକି ମନ ଇଚ୍ଛା ଅପଶଦ୍ଧ୍ ବ୍ୟବହାର କରିବା କିମ୍ବା ଅଶ୍ଳିଳ ଭାଷା ପ୍ରୟୋଗ କରିବା ପଡିପାରେ ମାହାଙ୍ଗା। ଡିଜିଟାଲ ଦୁନିଆ ରେ ବଢୁଥିବା ଅସଭ୍ୟତା ଓ କୁଛିତ ମାନସିକତା କୁ ରୋକିବାକୁ ସରକାର ଖୁବ୍ ଶୀଘ୍ର ଆଣୁଛନ୍ତି କଠୋର ନିୟମ।
    1
    ସୋସିଆଲ ମିଡ଼ିଆ ରେ ଏଣିକି ମନ ଇଚ୍ଛା ଅପଶଦ୍ଧ୍ ବ୍ୟବହାର କରିବା କିମ୍ବା ଅଶ୍ଳିଳ ଭାଷା ପ୍ରୟୋଗ କରିବା ପଡିପାରେ ମାହାଙ୍ଗା। ଡିଜିଟାଲ ଦୁନିଆ ରେ ବଢୁଥିବା ଅସଭ୍ୟତା ଓ କୁଛିତ ମାନସିକତା କୁ ରୋକିବାକୁ ସରକାର ଖୁବ୍ ଶୀଘ୍ର ଆଣୁଛନ୍ତି କଠୋର ନିୟମ।
    user_User9947
    User9947
    Social worker Asika, Ganjam•
    2 hrs ago
  • ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ମାଆ ଭାରତ ପୁମସ ନାଟକ ବରଡାବିଲି ମାଆ ଭାରତ ଗଂଜାମ ଜିଲ୍ଲା ପୁମସ ନାଟକ ବରଡାବିଲି ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ନାଟକ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ମାଆ ଭାରତ ପୁମସ ନାଟକ ବରଡାବିଲି ମାଆ ଭାରତ ଗଂଜାମ ଜିଲ୍ଲା ପୁମସ ନାଟକ ବରଡାବିଲି ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ନାଟକ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    19 hrs ago
  • ବାଲିପଡା ମଣ୍ଡଳ ପକ୍ଷରୁ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବାଲିପଡା ମଣ୍ଡଳ ତରଫରୁ କୁକୁଡାଖଣ୍ଡି ମଣ୍ଡଳ ଅଫିସ ଠାରେ ଭାରତୀୟ ଜନତା ପାର୍ଟିର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ। ମଣ୍ଡଳ ସଭାପତି ଲଳିତ ମୋହନ ବିଷୋୟୀ ପରିଚାଳନା କରିଥିଲେ।
    1
    ବାଲିପଡା ମଣ୍ଡଳ ପକ୍ଷରୁ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ
କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବାଲିପଡା ମଣ୍ଡଳ ତରଫରୁ କୁକୁଡାଖଣ୍ଡି ମଣ୍ଡଳ ଅଫିସ ଠାରେ ଭାରତୀୟ ଜନତା ପାର୍ଟିର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ। ମଣ୍ଡଳ ସଭାପତି ଲଳିତ ମୋହନ ବିଷୋୟୀ ପରିଚାଳନା କରିଥିଲେ।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    10 hrs ago
  • କଂଗ୍ରେସ୍ ନେତ୍ରୀ ସୋନାଲି ସାହୁଙ୍କୁ ଘରୁ ଉଠାଇନେଲା ପୋଲିସ୍ #spnewstvliveodia #breakingnews #khordanews
    1
    କଂଗ୍ରେସ୍ ନେତ୍ରୀ ସୋନାଲି ସାହୁଙ୍କୁ ଘରୁ ଉଠାଇନେଲା ପୋଲିସ୍ #spnewstvliveodia #breakingnews #khordanews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    9 hrs ago
  • ରନ୍ଧନ ଗ୍ୟାସ ଅଭାବରେ ତୁମୁଡିବନ୍ଧ ବ୍ଲକ ର ସୁଭଦ୍ରା ଶକ୍ତି କେଫ ବନ୍ଦ ରନ୍ଧନ ଗ୍ୟାସ ଅଭାବରେ ତୁମୁଡିବନ୍ଧ ବ୍ଲକ ର ସୁଭଦ୍ରା ଶକ୍ତି କେଫ ବନ୍ଦ ହୋଇଯାଇଛି। ବିଭିନ୍ନ କାମ ପାଇଁ ବ୍ଲକ ସଦର ମହକୁମା କୁ ଆସି ସୁଭଦ୍ରା ଶକ୍ତି କେଫ ଜରିଆରେ ଜନସାଧାରଣ ସୁଲଭ ମୂଲ୍ୟ ରେ ଖାଦ୍ୟ ପାଉଥିଲେ। ସୁଭଦ୍ରା ଶକ୍ତି କେଫ ବନ୍ଦ ହୋଇଥିବା ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ କାମ ପାଇଁ ତୁମୁଡିବନ୍ଧ ବ୍ଲକ ସଦର ମହକୁମା କୁ ଆସି ସୁଭଦ୍ରା ଶକ୍ତି କେଫ ଜରିଆରେ ସୁଲଭ ମୂଲ୍ୟ ରେ ଖାଦ୍ୟ ନ ପାଉଥିବା ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଣୁ ତୁରନ୍ତ ରନ୍ଧନ ଗ୍ୟାସ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ କୁ ଅଞ୍ଚଳ ବାସୀ ନିବେଦନ କରିଛନ୍ତି। ତୁମୁଡିବନ୍ଧ ରୁ ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।
    1
    ରନ୍ଧନ ଗ୍ୟାସ  ଅଭାବରେ ତୁମୁଡିବନ୍ଧ ବ୍ଲକ ର ସୁଭଦ୍ରା ଶକ୍ତି କେଫ ବନ୍ଦ 
ରନ୍ଧନ ଗ୍ୟାସ  ଅଭାବରେ ତୁମୁଡିବନ୍ଧ ବ୍ଲକ ର ସୁଭଦ୍ରା ଶକ୍ତି କେଫ ବନ୍ଦ ହୋଇଯାଇଛି। ବିଭିନ୍ନ କାମ ପାଇଁ ବ୍ଲକ ସଦର ମହକୁମା କୁ ଆସି  ସୁଭଦ୍ରା ଶକ୍ତି କେଫ ଜରିଆରେ ଜନସାଧାରଣ ସୁଲଭ ମୂଲ୍ୟ ରେ ଖାଦ୍ୟ ପାଉଥିଲେ। ସୁଭଦ୍ରା ଶକ୍ତି କେଫ ବନ୍ଦ ହୋଇଥିବା ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।
ବିଭିନ୍ନ କାମ ପାଇଁ ତୁମୁଡିବନ୍ଧ ବ୍ଲକ ସଦର ମହକୁମା କୁ ଆସି  ସୁଭଦ୍ରା ଶକ୍ତି କେଫ  ଜରିଆରେ   ସୁଲଭ ମୂଲ୍ୟ ରେ ଖାଦ୍ୟ ନ ପାଉଥିବା  ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଣୁ ତୁରନ୍ତ ରନ୍ଧନ ଗ୍ୟାସ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ କୁ ଅଞ୍ଚଳ ବାସୀ ନିବେଦନ କରିଛନ୍ତି। ତୁମୁଡିବନ୍ଧ ରୁ ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    3 hrs ago
  • କଣାସ ବ୍ଲକରେ ଲଗାତାର ଭାବେ ଚାରି ଦିନ ହେଲା ଅପରାହ୍ନରେ କାଳବୈଶାଖୀ ଯୋଗୁଁ ପ୍ରବଳ ବେଗରେ ପବନ ବହିବା,କୂଆପଥର ବୃଷ୍ଟି ସହିତ ପ୍ରବଳ ବର୍ଷା ହେବା ଘନ ଘନ ବଜ୍ରପାତ ବ୍ୟାପକ ଧାନ ଓ ପନି ପରିବା ଫସଲ କ୍ଷତି ହେବା ସହିତ ଆମ୍ବ ଫସଲ ମଧ୍ୟ କ୍ଷତି ହୋଇଛି । ଆଜି ଅପରାହ୍ନ ୪ଟା ସମୟରେ କାଳ ବୈଶାଖୀ ପ୍ରଭାବ ଯୋଗୁଁ ପ୍ରବଳ ବେଗରେ ପବନ ବହିବା ବର୍ଷା ହେବା ଘନ ଘନ ବଜ୍ରପାତ ହେବାରୁ ସାହୁପଡା ଗ୍ରାମପାୟତର ବନ୍ଧମୁଣ୍ଡା ଗ୍ରାମର ବାପ ସିଦେ୍ଧଶ୍ୱର ବଳିୟାରସିଂହ ୬୦ ବର୍ଷ ଓ ପୁଅ ସୁଦାମ ବଳିୟାରସିଂହ ଜମିରେ ଧାନ ଅମଳ କରୁଥିବା ସମୟରେ ବଜ୍ରପାତ ହେବାରୁ ବାପ ସିଦେ୍ଧଶ୍ୱର ବଳିୟାରସିଂହ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିବାବେଳେ ପୁଅ ସୁଦାମ ବଳିୟାରସିଂହ ଆହତ ହୋଇଥିଲେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ôା ପାଇଁ ସ୍ଥାନୀୟ ଲୋକେ ର୍ଭି କରିଥିଲେ ସେଠାରେ ଡାକ୍ତର ସିଦେ୍ଧଶ୍ୱରଙ୍କୁ ମୃତ ଘୋଷଣା କରିଥିବାବେଳେ ପୁଅକୁ ଚିକିତ୍ସା କରିଥିଲେ । ଏ ସଂପର୍କରେ ଗଡିଶାଗୋଦା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଭ୍ୟବଚ୍ଛଦ ପାଇଁ ପଠାଇଛି ।
    2
    କଣାସ ବ୍ଲକରେ ଲଗାତାର ଭାବେ ଚାରି ଦିନ ହେଲା ଅପରାହ୍ନରେ କାଳବୈଶାଖୀ ଯୋଗୁଁ ପ୍ରବଳ ବେଗରେ ପବନ ବହିବା,କୂଆପଥର ବୃଷ୍ଟି ସହିତ ପ୍ରବଳ ବର୍ଷା ହେବା ଘନ ଘନ ବଜ୍ରପାତ ବ୍ୟାପକ ଧାନ ଓ ପନି ପରିବା ଫସଲ କ୍ଷତି ହେବା ସହିତ ଆମ୍ବ ଫସଲ ମଧ୍ୟ କ୍ଷତି ହୋଇଛି । ଆଜି ଅପରାହ୍ନ ୪ଟା ସମୟରେ କାଳ ବୈଶାଖୀ ପ୍ରଭାବ ଯୋଗୁଁ ପ୍ରବଳ ବେଗରେ ପବନ ବହିବା ବର୍ଷା ହେବା ଘନ ଘନ ବଜ୍ରପାତ ହେବାରୁ ସାହୁପଡା ଗ୍ରାମପାୟତର ବନ୍ଧମୁଣ୍ଡା ଗ୍ରାମର ବାପ ସିଦେ୍ଧଶ୍ୱର ବଳିୟାରସିଂହ ୬୦ ବର୍ଷ ଓ ପୁଅ ସୁଦାମ ବଳିୟାରସିଂହ ଜମିରେ ଧାନ ଅମଳ କରୁଥିବା ସମୟରେ ବଜ୍ରପାତ ହେବାରୁ ବାପ ସିଦେ୍ଧଶ୍ୱର ବଳିୟାରସିଂହ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିବାବେଳେ ପୁଅ ସୁଦାମ ବଳିୟାରସିଂହ ଆହତ ହୋଇଥିଲେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ôା ପାଇଁ ସ୍ଥାନୀୟ ଲୋକେ ର୍ଭି କରିଥିଲେ ସେଠାରେ ଡାକ୍ତର ସିଦେ୍ଧଶ୍ୱରଙ୍କୁ ମୃତ ଘୋଷଣା କରିଥିବାବେଳେ ପୁଅକୁ ଚିକିତ୍ସା କରିଥିଲେ । ଏ ସଂପର୍କରେ ଗଡିଶାଗୋଦା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଭ୍ୟବଚ୍ଛଦ ପାଇଁ ପଠାଇଛି ।
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    5 hrs ago
  • ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
    4
    ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା  ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି ।  ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
    user_Bhaskar Swain
    Bhaskar Swain
    Nurse ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    15 hrs ago
  • ରଣପୁର ଯୁବକଂଗ୍ରେସର ବୁଥଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ #spnewstvliveodia #breakingnews #nayagarhnews #congress
    1
    ରଣପୁର ଯୁବକଂଗ୍ରେସର ବୁଥଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ #spnewstvliveodia #breakingnews #nayagarhnews #congress
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.