logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବେଙ୍ଗଲ୍ ମହାଲଢ଼େଇ: ଏହି ନିର୍ବାଚନ କେମିତି ବଦଳାଇବ ଦେଶର ରାଜନୈତିକ ମାନଚିତ୍ର? ବେଙ୍ଗଲ୍ ମହାଲଢ଼େଇ: ଏହି ନିର୍ବାଚନ କେମିତି ବଦଳାଇବ ଦେଶର ରାଜନୈତିକ ମାନଚିତ୍ର?

19 hrs ago
user_Prime time press
Prime time press
Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
19 hrs ago

ବେଙ୍ଗଲ୍ ମହାଲଢ଼େଇ: ଏହି ନିର୍ବାଚନ କେମିତି ବଦଳାଇବ ଦେଶର ରାଜନୈତିକ ମାନଚିତ୍ର? ବେଙ୍ଗଲ୍ ମହାଲଢ଼େଇ: ଏହି ନିର୍ବାଚନ କେମିତି ବଦଳାଇବ ଦେଶର ରାଜନୈତିକ ମାନଚିତ୍ର?

  • user_Merja ramjan beg
    Merja ramjan beg
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା
    modi ka gosna sabdhan a gandu kuch naahidega
    7 hrs ago
More news from ଓଡ଼ିଶା and nearby areas
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    20 hrs ago
  • #ମଧ୍ୟାହ୍ନ_ଭୋଜନ_ଦୁର୍ନୀତି_ଘଟଣାରେ_ଭାରପ୍ରାପ୍ତ_ପ୍ରଧାନ_ଶିକ୍ଷୟତ୍ରୀଙ୍କ_ବିରୋଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ* ଅବିଭାବକ, ପରିଚାଳନା କମିଟି ପକ୍ଷରୁ ଦାବିପତ୍ର. *ତଦନ୍ତ କଲେ ବିଇଓ
    1
    #ମଧ୍ୟାହ୍ନ_ଭୋଜନ_ଦୁର୍ନୀତି_ଘଟଣାରେ_ଭାରପ୍ରାପ୍ତ_ପ୍ରଧାନ_ଶିକ୍ଷୟତ୍ରୀଙ୍କ_ବିରୋଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ* ଅବିଭାବକ, ପରିଚାଳନା କମିଟି ପକ୍ଷରୁ ଦାବିପତ୍ର.
*ତଦନ୍ତ କଲେ ବିଇଓ
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    21 hrs ago
  • କଂଗ୍ରେସ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଙ୍କ କୁଶପୁତ୍ତଳିକା ଦାହ।
    1
    କଂଗ୍ରେସ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଙ୍କ କୁଶପୁତ୍ତଳିକା ଦାହ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ଶ୍ରମିକ କାର୍ଡ଼ରେ ଶ୍ରମିକ ପିଲାମାନେ ସରକାର ଯୋଜନାରେ ଫ୍ରି ପାଠ ପଡ଼ାଇବା ନିମନ୍ତେ କହି ଅର୍ଥକୁ ହଡ଼ପ କରିଥିବାରୁ ସେ ନେଇ ସିମୁଳିଆ ଥାନାରେ ଅଭିଯୋଗ l
    1
    ଶ୍ରମିକ କାର୍ଡ଼ରେ ଶ୍ରମିକ ପିଲାମାନେ ସରକାର ଯୋଜନାରେ ଫ୍ରି ପାଠ ପଡ଼ାଇବା ନିମନ୍ତେ କହି ଅର୍ଥକୁ ହଡ଼ପ କରିଥିବାରୁ ସେ ନେଇ ସିମୁଳିଆ ଥାନାରେ ଅଭିଯୋଗ l
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    14 hrs ago
  • ବାଲେଶ୍ୱର: ଆସନ୍ତା ଓଡ଼ିଆ ଫିଲ୍ମ “କାଙ୍ଗୁଲା”ର ପ୍ରମୋଶନ କାର୍ଯ୍ୟକ୍ରମ ବାଲେଶ୍ୱରରେ ଜୋରଦାର ଭାବେ ଆୟୋଜିତ ହୋଇଥିଲା। ମା କାଳୀଙ୍କ ପବିତ୍ର ଦଣ୍ଡନାଚ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଛି। ଏହି ଅବସରରେ ପ୍ରସିଦ୍ଧ Youtuber Chintu ମଧ୍ୟ ଉପସ୍ଥିତ ରହି ଫିଲ୍ମର ହିରୋ ଓ ହେରୋଇନଙ୍କ ସମ୍ପର୍କରେ କିଛି ଅଜଣା କଥା ଖୋଲାସା କରିଥିଲେ, ଯାହାକୁ ନେଇ ଆଲୋଚନା ଜୋର ଧରିଛି।
    1
    ବାଲେଶ୍ୱର: ଆସନ୍ତା ଓଡ଼ିଆ ଫିଲ୍ମ “କାଙ୍ଗୁଲା”ର ପ୍ରମୋଶନ କାର୍ଯ୍ୟକ୍ରମ ବାଲେଶ୍ୱରରେ ଜୋରଦାର ଭାବେ ଆୟୋଜିତ ହୋଇଥିଲା। ମା କାଳୀଙ୍କ ପବିତ୍ର ଦଣ୍ଡନାଚ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଛି।
ଏହି ଅବସରରେ ପ୍ରସିଦ୍ଧ Youtuber Chintu ମଧ୍ୟ ଉପସ୍ଥିତ ରହି ଫିଲ୍ମର ହିରୋ ଓ ହେରୋଇନଙ୍କ ସମ୍ପର୍କରେ କିଛି ଅଜଣା କଥା ଖୋଲାସା କରିଥିଲେ, ଯାହାକୁ ନେଇ ଆଲୋଚନା ଜୋର ଧରିଛି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    17 hrs ago
  • କରଞ୍ଜିଆ,୧୨/୪,(ପାର୍ଥ ପ୍ରଶନ୍ନ ମିଶ୍ର): ଖଣ୍ଡିଆଧର ଗ୍ରାମ ସଂଲଗ୍ନ ନାଳ ପାର୍ଶ୍ଵ ଜଙ୍ଗଲ ମାନଙ୍କରେ ବିପୁଳ ପରିମାଣର ମହୁଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଆଜି ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନାଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ,ଅବକାରୀ ଓଆଇସି ରଶ୍ମିରଞ୍ଜନ ନାୟକ, ସୁକୃଳି ଓଆଇସି ମୋନାଲିସା ସାମଲଙ୍କ ସହିତ ଏକ ମିଳିତ ଦଳ ଚଢ଼ାଉ କରିଥିଲା। ମଦ ପ୍ରସ୍ତୁତ କରୁଥିବା ଲୋକେ ଦୌଡ଼ି ଜଙ୍ଗଲ ମଧ୍ୟକୁ ପଳାଇଯାଇଥିଲେ। ଏହି ସ୍ଥାନରୁ ୫ ହଜାର ୮ ଶହ କିଲୋ ପୋଚ ସହିତ ୪ ଶହ ୮୦ ଲିଟର ମହୁଲି ମଦ ଓ ମଦ ତିଆରି ସରଞ୍ଜାମ ଗୁଡ଼ିକ ଜବତ ପରେ ନଷ୍ଟ କରିଥିଲେ। ଏନେଇ ଅବକାରୀ ଥାନାରେ ୧୦/୨୬,୨୭ ନମ୍ୱରରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।
    1
    କରଞ୍ଜିଆ,୧୨/୪,(ପାର୍ଥ ପ୍ରଶନ୍ନ ମିଶ୍ର): ଖଣ୍ଡିଆଧର ଗ୍ରାମ ସଂଲଗ୍ନ ନାଳ ପାର୍ଶ୍ଵ ଜଙ୍ଗଲ ମାନଙ୍କରେ ବିପୁଳ ପରିମାଣର ମହୁଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଆଜି ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନାଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ,ଅବକାରୀ ଓଆଇସି ରଶ୍ମିରଞ୍ଜନ ନାୟକ, ସୁକୃଳି ଓଆଇସି ମୋନାଲିସା ସାମଲଙ୍କ ସହିତ ଏକ ମିଳିତ ଦଳ ଚଢ଼ାଉ କରିଥିଲା। ମଦ ପ୍ରସ୍ତୁତ କରୁଥିବା ଲୋକେ ଦୌଡ଼ି ଜଙ୍ଗଲ ମଧ୍ୟକୁ ପଳାଇଯାଇଥିଲେ। ଏହି ସ୍ଥାନରୁ ୫ ହଜାର ୮ ଶହ କିଲୋ ପୋଚ ସହିତ ୪ ଶହ ୮୦ ଲିଟର ମହୁଲି ମଦ ଓ ମଦ ତିଆରି ସରଞ୍ଜାମ ଗୁଡ଼ିକ ଜବତ ପରେ ନଷ୍ଟ କରିଥିଲେ। ଏନେଇ ଅବକାରୀ ଥାନାରେ ୧୦/୨୬,୨୭ ନମ୍ୱରରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    15 hrs ago
  • ବାଲେଶ୍ବର ଆଇଟିଆଇ ପଡ଼ିଆ ଠାରେ ଉଦଘାଟନ ହେଲା ବୈଶାଖୀ ମହୋତ୍ସବ।
    1
    ବାଲେଶ୍ବର ଆଇଟିଆଇ ପଡ଼ିଆ ଠାରେ ଉଦଘାଟନ ହେଲା ବୈଶାଖୀ ମହୋତ୍ସବ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    9 hrs ago
  • ଲେବର କାର୍ଡରୁ ସ୍କୁଲ ପିଲାଙ୍କ ନିମନ୍ତେ ଋଣ କରାଇ ଦେବାକୁ କହି ଅବିଭାବକ ନିକଟରୁ ଅର୍ଥ ନେଇଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ ଆଣିଲେ ଅବିଭାବକ l
    1
    ଲେବର କାର୍ଡରୁ ସ୍କୁଲ ପିଲାଙ୍କ ନିମନ୍ତେ ଋଣ କରାଇ ଦେବାକୁ କହି ଅବିଭାବକ ନିକଟରୁ ଅର୍ଥ ନେଇଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ ଆଣିଲେ ଅବିଭାବକ l
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    21 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.