logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖଣ୍ଡିଆଧର ଗ୍ରାମ ସଂଲଗ୍ନ ନାଳ ପାର୍ଶ୍ଵ ଜଙ୍ଗଲ ମାନଙ୍କରେ ଅବକାରୀ ଓ ପୋଲିସ ର ମିଳିତ ଚଢାଉ;ବିପୁଳ ପରିମାଣର ମହୁଲି ମଦ ଓ ପୋଚ ଜବତ ପରେ ନଷ୍ଟ କରଞ୍ଜିଆ,୧୨/୪,(ପାର୍ଥ ପ୍ରଶନ୍ନ ମିଶ୍ର): ଖଣ୍ଡିଆଧର ଗ୍ରାମ ସଂଲଗ୍ନ ନାଳ ପାର୍ଶ୍ଵ ଜଙ୍ଗଲ ମାନଙ୍କରେ ବିପୁଳ ପରିମାଣର ମହୁଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଆଜି ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନାଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ,ଅବକାରୀ ଓଆଇସି ରଶ୍ମିରଞ୍ଜନ ନାୟକ, ସୁକୃଳି ଓଆଇସି ମୋନାଲିସା ସାମଲଙ୍କ ସହିତ ଏକ ମିଳିତ ଦଳ ଚଢ଼ାଉ କରିଥିଲା। ମଦ ପ୍ରସ୍ତୁତ କରୁଥିବା ଲୋକେ ଦୌଡ଼ି ଜଙ୍ଗଲ ମଧ୍ୟକୁ ପଳାଇଯାଇଥିଲେ। ଏହି ସ୍ଥାନରୁ ୫ ହଜାର ୮ ଶହ କିଲୋ ପୋଚ ସହିତ ୪ ଶହ ୮୦ ଲିଟର ମହୁଲି ମଦ ଓ ମଦ ତିଆରି ସରଞ୍ଜାମ ଗୁଡ଼ିକ ଜବତ ପରେ ନଷ୍ଟ କରିଥିଲେ। ଏନେଇ ଅବକାରୀ ଥାନାରେ ୧୦/୨୬,୨୭ ନମ୍ୱରରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

13 hrs ago
user_Partha Prasanna Mishra
Partha Prasanna Mishra
ସାମ୍ବାଦିକ Karanjia, Mayurbhanj•
13 hrs ago

ଖଣ୍ଡିଆଧର ଗ୍ରାମ ସଂଲଗ୍ନ ନାଳ ପାର୍ଶ୍ଵ ଜଙ୍ଗଲ ମାନଙ୍କରେ ଅବକାରୀ ଓ ପୋଲିସ ର ମିଳିତ ଚଢାଉ;ବିପୁଳ ପରିମାଣର ମହୁଲି ମଦ ଓ ପୋଚ ଜବତ ପରେ ନଷ୍ଟ କରଞ୍ଜିଆ,୧୨/୪,(ପାର୍ଥ ପ୍ରଶନ୍ନ ମିଶ୍ର): ଖଣ୍ଡିଆଧର ଗ୍ରାମ ସଂଲଗ୍ନ ନାଳ ପାର୍ଶ୍ଵ ଜଙ୍ଗଲ ମାନଙ୍କରେ ବିପୁଳ ପରିମାଣର ମହୁଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଆଜି ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନାଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ,ଅବକାରୀ ଓଆଇସି ରଶ୍ମିରଞ୍ଜନ ନାୟକ, ସୁକୃଳି ଓଆଇସି ମୋନାଲିସା ସାମଲଙ୍କ ସହିତ ଏକ ମିଳିତ ଦଳ ଚଢ଼ାଉ କରିଥିଲା। ମଦ ପ୍ରସ୍ତୁତ କରୁଥିବା ଲୋକେ ଦୌଡ଼ି ଜଙ୍ଗଲ ମଧ୍ୟକୁ ପଳାଇଯାଇଥିଲେ। ଏହି ସ୍ଥାନରୁ ୫ ହଜାର ୮ ଶହ କିଲୋ ପୋଚ ସହିତ ୪ ଶହ ୮୦ ଲିଟର ମହୁଲି ମଦ ଓ ମଦ ତିଆରି ସରଞ୍ଜାମ ଗୁଡ଼ିକ ଜବତ ପରେ ନଷ୍ଟ କରିଥିଲେ। ଏନେଇ ଅବକାରୀ ଥାନାରେ ୧୦/୨୬,୨୭ ନମ୍ୱରରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

More news from ଓଡ଼ିଶା and nearby areas
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • ବେଙ୍ଗଲ୍ ମହାଲଢ଼େଇ: ଏହି ନିର୍ବାଚନ କେମିତି ବଦଳାଇବ ଦେଶର ରାଜନୈତିକ ମାନଚିତ୍ର? ବେଙ୍ଗଲ୍ ମହାଲଢ଼େଇ: ଏହି ନିର୍ବାଚନ କେମିତି ବଦଳାଇବ ଦେଶର ରାଜନୈତିକ ମାନଚିତ୍ର?
    1
    ବେଙ୍ଗଲ୍ ମହାଲଢ଼େଇ: ଏହି ନିର୍ବାଚନ କେମିତି ବଦଳାଇବ ଦେଶର ରାଜନୈତିକ ମାନଚିତ୍ର?
ବେଙ୍ଗଲ୍ ମହାଲଢ଼େଇ: ଏହି ନିର୍ବାଚନ କେମିତି ବଦଳାଇବ ଦେଶର ରାଜନୈତିକ ମାନଚିତ୍ର?
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 10.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur 
Date - 10.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • Post by Odisha Update News
    1
    Post by Odisha Update News
    user_Odisha Update News
    Odisha Update News
    Local News Reporter କଙ୍କଡ଼ାହାଡ଼, ଢେଙ୍କାନାଳ, ଓଡ଼ିଶା•
    20 hrs ago
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    10 hrs ago
  • କଂଗ୍ରେସ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଙ୍କ କୁଶପୁତ୍ତଳିକା ଦାହ।
    1
    କଂଗ୍ରେସ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଙ୍କ କୁଶପୁତ୍ତଳିକା ଦାହ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ ମାନେ ଲୋକମାନଙ୍କ ମତ ପ୍ରକାଶର ଏକ ମୁଖ୍ୟ ମାଧ୍ୟମ ହୋଇପାରିଛି। କିନ୍ତୁ କେତେକ ବ୍ୟକ୍ତି ଏହି ସ୍ଵାଧୀନତାକୁ ଦୁରୁପଯୋଗ କରି ଅନ୍ୟମାନଙ୍କୁ ନିଶାନା କରି କୁତ୍ସିତ ମନ୍ତବ୍ୟ ଓ ଅପମାନଜନକ କାର୍ଯ୍ୟ କରୁଛନ୍ତି। ଏହାକୁ ଗୁରୁତ୍ୱର ସହ ନେଇ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି। ଯେଉଁମାନେ ସୋସିଆଲ ମିଡିଆରେ ଅଶ୍ଳୀଳ କିମ୍ବା କୁତ୍ସିତ ମନ୍ତବ୍ୟ କରୁଛନ୍ତି, ସେମାନେ ତୁରନ୍ତ ସତର୍କ ହୋଇଯାଆନ୍ତୁ।
    1
    ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ ମାନେ ଲୋକମାନଙ୍କ ମତ ପ୍ରକାଶର ଏକ ମୁଖ୍ୟ ମାଧ୍ୟମ ହୋଇପାରିଛି। କିନ୍ତୁ କେତେକ ବ୍ୟକ୍ତି ଏହି ସ୍ଵାଧୀନତାକୁ ଦୁରୁପଯୋଗ କରି ଅନ୍ୟମାନଙ୍କୁ ନିଶାନା କରି କୁତ୍ସିତ ମନ୍ତବ୍ୟ ଓ ଅପମାନଜନକ କାର୍ଯ୍ୟ କରୁଛନ୍ତି। ଏହାକୁ ଗୁରୁତ୍ୱର ସହ ନେଇ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି। ଯେଉଁମାନେ ସୋସିଆଲ ମିଡିଆରେ ଅଶ୍ଳୀଳ କିମ୍ବା କୁତ୍ସିତ ମନ୍ତବ୍ୟ କରୁଛନ୍ତି, ସେମାନେ ତୁରନ୍ତ ସତର୍କ ହୋଇଯାଆନ୍ତୁ।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • ବାଲେଶ୍ବର ଆଇଟିଆଇ ପଡ଼ିଆ ଠାରେ ଉଦଘାଟନ ହେଲା ବୈଶାଖୀ ମହୋତ୍ସବ।
    1
    ବାଲେଶ୍ବର ଆଇଟିଆଇ ପଡ଼ିଆ ଠାରେ ଉଦଘାଟନ ହେଲା ବୈଶାଖୀ ମହୋତ୍ସବ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    7 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.