Shuru
Apke Nagar Ki App…
ନିଜକୁ ବିଜେପିର ବାହୁବଳୀ ବିଧାୟକ ଭାବୁଥିବା ପ୍ରଶାନ୍ତ ଜୟଦେବ ଦେଇଥିବା ମିଛ ପ୍ରତିସୃତି ପାଇଁ ଲୋକ ସେକିଦେଇ ଗଲେ।
ଯାଜପୁର ଖବର ପ୍ରସାରିତ
ନିଜକୁ ବିଜେପିର ବାହୁବଳୀ ବିଧାୟକ ଭାବୁଥିବା ପ୍ରଶାନ୍ତ ଜୟଦେବ ଦେଇଥିବା ମିଛ ପ୍ରତିସୃତି ପାଇଁ ଲୋକ ସେକିଦେଇ ଗଲେ।
More news from ଓଡ଼ିଶା and nearby areas
- Post by ଯାଜପୁର ଖବର ପ୍ରସାରିତ1
- ଯାଜପୁର ଜିଲ୍ଲା ଜେନାପୁର ଠାରେ ଉତ୍କଳମଣି ସେବା ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ପାଇଁ ସମାଜ ରେ ଦିନକୁ ଦିନ ବ୍ୟାପୁଥିବା କ୍ୟାନ୍ସର ଓ ବିଭିନ୍ନ ରୋଗ ରୁ ମୁକ୍ତି ପାଇଁ "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ",ଘରେ ଘରେ ପ୍ଲାଷ୍ଟିକ ବାଣ୍ଟୁଛି କ୍ୟାନ୍ସର ନାରା ସହିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉତ୍କଳମଣି ସେବା ସଂଗଠନ ର କାର୍ଯ୍ୟକର୍ତା ଓ ବହୁ ଛାତ୍ର ଛାତ୍ରୀ ସଚେତନତା ବିଷୟରେ ଲେଖା ପ୍ଲାକାର୍ଡ ଧରି ସଚେତନ କରିଥିଲେ ।1
- Post by AT News1
- ଓଡିଶା ର ବନ୍ଦନୀୟ ବରପୁତ୍ର ମାନଙ୍କୁ ନେଇ ଏକ ମହାନ କାର୍ଯ୍ୟକ୍ରମ ବନ୍ଦନୀୟ ବରପୁତ୍ର, ଉତ୍ତରପିଢ଼ି ପାଇଁ ଏହା ଏକାନ୍ତ ଆବଶ୍ୟକ, ଯାହାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱର ନେବା ସହ ବିଭିନ୍ନ ଜିଲ୍ଲାରେ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି, ସେହିଭଳି କାର୍ଯ୍ୟକ୍ରମ ଗୁଡିକୁ ଓଡିଶା ପକ୍ଷ ପାଳନ କାର୍ଯ୍ୟକ୍ରମ ରେ ସାମିଲ କରିଛନ୍ତି, ଦିନକୁ ଦିନ ଓଡିଶା ଭାଷା ଆଉ ସଂସ୍କୃତିକୁ ନେଇ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ସାଧୁବାଦ ଏବଂ ସ୍ୱାଗତ ଯୋଗ୍ୟ ବୋଲୀ କହିଲେ ଅତ୍ୟୁକ୍ତି ହେବ ନାହିଁ1
- Post by ନିଷ୍ଠୁର ଦୁନିଆ Live1
- Post by Sendhavai1
- ତାତିଲେ ଯୁବକ, ପୁରୀରେ ଲାଗିଥିବା ବଙ୍ଗାଳୀ ପୋଷ୍ଟରକୁ ଚିରି ଓଡ଼ିଆ ପୋଷ୍ଟର ଲଗେଇଲେ କିଛି ଯୁବକ ।1
- ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରେ ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲା ବିଶିଷ୍ଟ ସାହିତ୍ୟିକ ମାନଙ୍କ ସମାହାରରେ ପାଳନ ହେଉଛି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ1