Shuru
Apke Nagar Ki App…
ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଖଲ୍ଲିକୋଟ ବ୍ଲକ କେଶପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆପଡା ଗ୍ରାମର ଦିପୁନ ଜାଲିଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣି ଖଲ୍ଲିକୋଟ ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ମହୋଦୟ ୩୦, ୦୦୦ ( ତିରିଶି ହଜାର ) ସହାୟତା ରାଶି ପ୍ରଦାନ କଲେ କେଶପୁର ପଞ୍ଚାୟତ ବରିଷ୍ଠ ବିଜେପି ନେତା ରମେଶ ପରିଡା, ରାଜ୍ୟ ଯୁବମୋର୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସୁଭଜୀତ କୁମାର ଓ ଅତିରିକ୍ତ ତହସିଲ ଦାର ଉପସ୍ଥିତ ଥିଲେ l
Ganjam Khabar
ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଖଲ୍ଲିକୋଟ ବ୍ଲକ କେଶପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆପଡା ଗ୍ରାମର ଦିପୁନ ଜାଲିଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣି ଖଲ୍ଲିକୋଟ ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ମହୋଦୟ ୩୦, ୦୦୦ ( ତିରିଶି ହଜାର ) ସହାୟତା ରାଶି ପ୍ରଦାନ କଲେ କେଶପୁର ପଞ୍ଚାୟତ ବରିଷ୍ଠ ବିଜେପି ନେତା ରମେଶ ପରିଡା, ରାଜ୍ୟ ଯୁବମୋର୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସୁଭଜୀତ କୁମାର ଓ ଅତିରିକ୍ତ ତହସିଲ ଦାର ଉପସ୍ଥିତ ଥିଲେ l
- Mahesh NaikBrahmapur Sadar, Ganjam💣4 hrs ago
More news from ଓଡ଼ିଶା and nearby areas
- ମା ଅର୍ଥାତ୍ ଈଶ୍ୱର ଙ୍କ ନା ନେଇ ଟଙ୍କା ଖାଇଦେଲେ ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ସନ୍ଧ୍ୟା ହେଲେ ସତର୍କ ରୁହନ୍ତୁ1
- କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାକ ପକ୍ଷରୁ ଯୁବ ପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ସ୍ୱାକ ଟିମ୍ ଦ୍ବାରା ସୁନ୍ଦର ଭାବେ ଆୟୋଜନ କରାଯାଇଥିଲା। ଏହି ଅବସରରେ ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବନପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଶିକ୍ଷାବିତ୍ ଗୋଲକ ବିହାରୀ ପଟ୍ଟନାୟକ, ସ୍ୱାକ ପରାମର୍ଶଦାତା ସମୀର କୁମାର ପାଢ଼ୀ, ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସୁଧାରାଣୀ ପାତ୍ର, ମିଡିଆ କ୍ଲବ ସମ୍ପାଦକ ଚିନ୍ମୟ କୁମାର ସେଠୀ, ସ୍ୱାକର କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ସମ୍ପାଦକ ହୃଷୀକେଶ ପ୍ରଧାନ ଓ ମିନାକ୍ଷୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷର ଶୀର୍ଷକ “ଆମର ଶକ୍ତି, ଆମର ଗ୍ରହ” ଅନୁସାରେ ଛାତ୍ରୀମାନଙ୍କୁ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ସମ୍ପର୍କରେ ବିସ୍ତୃତ ଅବଗତ କରାଯାଇଥିଲା। ଜଳ ସଙ୍କଟ ରୋକିବା ପାଇଁ ଜଳ ସଂରକ୍ଷଣ ଓ ସଠିକ୍ ବ୍ୟବହାର, ଜଙ୍ଗଲ ସୁରକ୍ଷା ଓ ବନୀକରଣ, ବନାଗ୍ନୀ ନିରାକରଣ, ବର୍ଷାଜଳ ସଂରକ୍ଷଣ, ବିଶ୍ୱ ତାପମାନ ହ୍ରାସ, ବିଦ୍ୟୁତ ସଞ୍ଚୟ, ଦୂଷିତ ଜଳକୁ ବିଶୁଦ୍ଧ କରିବା ପାଇଁ ପ୍ରୟାସ ଓ ଏକକ ପ୍ଲାଷ୍ଟିକ ବ୍ୟବହାର କମାଇବା ପ୍ରସଙ୍ଗରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଏହି ସହିତ ଆଗାମୀ ଦିନରେ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବା ପାଇଁ ଛାତ୍ରୀମାନେ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଅତିଥିମାନେ ମତ ପ୍ରକାଶ କରି କହିଥିଲେ ଯେ ପୃଥିବୀର ସୁରକ୍ଷା ପାଇଁ ବହୁ ପରିମାଣରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ହେଉଛି ସର୍ବୋତ୍ତମ ଉପାୟ, ଯାହା ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ସ୍ୱାକର ସଭାପତି ଆମନ୍ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ସସ୍ମିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।1
- ବାହାଡାଝୋଲା ସେନ୍ତେରି ଗ୍ରାମରେ ବେଆଇନ ଇଟାଭାଟି #spnewstvliveodia #breakingnews #bahadajholanews1
- ଗୁଣପୁର /ରାୟଗଡା : ମହିଳା ସଂରକ୍ଷଣ ବିଲ୍କୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ମିଛ କହୁଛନ୍ତି ଏବଂ ମହିଳାମାନଙ୍କ ଅଧିକାରକୁ ନେଇ କେବଳ ରାଜନୀତି କରୁଛନ୍ତି। ଏହି ଅଭିଯୋଗ ଆଣି ଆଜି ରାୟଗଡ଼ାଠାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ପୌରୋହିତ୍ୟରେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।1
- ଖଣ୍ଡପଡ଼ାରେ ନୂତନ ଖଣ୍ଡପଡ଼ାରେ ବିବାଦୀୟ ପୋଲିସ ଅଧିକାରି ବଦଳି ପରେ ପୋଲିସ ଉପରକୁ ପ୍ରଶ୍ନ ହେଉଛି.1
- Post by ଦେବ ବେହେରା3
- ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପୋଲସରା ୨୨/୦୪/୨୬ ମହିଳା ମାନଙ୍କ ପାଇଁ ସଂରକ୍ଷଣ ବିଲ୍ କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବାକୁ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ଜରିଆରେ କଂଗ୍ରେସ, ବିଜେଡି ଓ ଅନ୍ୟ ଦଳଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୋଲସରା ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପଦଯାତ୍ରା କରାଯାଇଛି। ପୋଲସରା ଅବନ୍ତି ନଗର ବିଜେପି କାର୍ଯ୍ୟାଳୟ ଠାରୁ ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା ବାହାରି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ ଓ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶ୍ଳୋଗାନ ଦେଇ ପଦଯାତ୍ରାରେ ବ୍ଳକ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଉଭୟଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ବହୁ ସଂଖ୍ୟକ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ର ସଦସ୍ୟ ମାନେ ଏହି ଆକ୍ରୋଶ ପଦଯାତ୍ରାରେ ସାମିଲ ପ୍ରତିକ୍ରିୟା ରଖିଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ1