Shuru
Apke Nagar Ki App…
ମହିଳାଙ୍କୁ ଭୁଆଁ ବୁଲାଉଛି କେନ୍ଦ୍ର: ରାୟଗଡ଼ାରେ ଗର୍ଜିଲା ମହିଳା କଂଗ୍ରେସ l ଗୁଣପୁର /ରାୟଗଡା : ମହିଳା ସଂରକ୍ଷଣ ବିଲ୍କୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ମିଛ କହୁଛନ୍ତି ଏବଂ ମହିଳାମାନଙ୍କ ଅଧିକାରକୁ ନେଇ କେବଳ ରାଜନୀତି କରୁଛନ୍ତି। ଏହି ଅଭିଯୋଗ ଆଣି ଆଜି ରାୟଗଡ଼ାଠାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ପୌରୋହିତ୍ୟରେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
Gunupur Updates
ମହିଳାଙ୍କୁ ଭୁଆଁ ବୁଲାଉଛି କେନ୍ଦ୍ର: ରାୟଗଡ଼ାରେ ଗର୍ଜିଲା ମହିଳା କଂଗ୍ରେସ l ଗୁଣପୁର /ରାୟଗଡା : ମହିଳା ସଂରକ୍ଷଣ ବିଲ୍କୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ମିଛ କହୁଛନ୍ତି ଏବଂ ମହିଳାମାନଙ୍କ ଅଧିକାରକୁ ନେଇ କେବଳ ରାଜନୀତି କରୁଛନ୍ତି। ଏହି ଅଭିଯୋଗ ଆଣି ଆଜି ରାୟଗଡ଼ାଠାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ପୌରୋହିତ୍ୟରେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
More news from ଓଡ଼ିଶା and nearby areas
- ଗୁଣପୁର /ରାୟଗଡା : ମହିଳା ସଂରକ୍ଷଣ ବିଲ୍କୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ମିଛ କହୁଛନ୍ତି ଏବଂ ମହିଳାମାନଙ୍କ ଅଧିକାରକୁ ନେଇ କେବଳ ରାଜନୀତି କରୁଛନ୍ତି। ଏହି ଅଭିଯୋଗ ଆଣି ଆଜି ରାୟଗଡ଼ାଠାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ପୌରୋହିତ୍ୟରେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।1
- Post by Sonu Bagh CREATION1
- like share comment follow kar please soft2
- ପାନୀୟ ଜଳ ସମସ୍ୟାକୁ ନେଇଁ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ସିନ୍ଧିଭଟା ଗ୍ରାମବାସୀ। ପାଣି ସମସ୍ୟାର ଦୂର ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ବିଡ଼ିଓ ଓ #RWSS ଯନ୍ତ୍ରୀ ଙ୍କ ପ୍ରତିଶୃତି. #ଲାଞ୍ଜିଗଡ଼ରୁ ମଳୟ ବେନୁଆଁଙ୍କ ରିପୋର୍ଟ A1TV.1
- ସ୍ଥାନ, ବିଷ୍ମଗିରି,, ଗୋତକାଲି କୋଳସି ଯାତ ରା ଆରଭଂ ହଇ ଥିଲା ଆପଣଙ୍କ ପାଇଁ ଦେଖାଉ ଚୁ1
- ବେସରକାରୀ ଜାଗାରେ RD ରାସ୍ତା ନିର୍ମାଣ କୁ ବିରୋଧ, ସରକାରୀ ଜାଗାରେ ରାସ୍ତା ନିର୍ମାଣ ପାଇଁ ଦାବୀ ଅଦ୍ୟ ତା. 22/04/2026 ରିଖ ଅରିଷଣ୍ଢ ଗ୍ରାମ ରେ RD ରାସ୍ତା କାମ କରୁଥିବା ଠିକାଦାର ସରକାରି ଜାଗାରେ ରାସ୍ତା କାମ ନ କରି ମନୋରମା ବେହେରା ଙ୍କ ବେସରକାରୀ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଥିବାରୁ ମନୋରମା ବେହେରା ଓ ତାଙ୍କ ପରିବାର ପ୍ରତିବାଦ କରିବା ରୁ ଅରିଷଣ୍ଢ ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କର କିଛି ଲୋକ ଓ ଅସାମାଜିକ କର୍ମୀ ଙ୍କୁ ଆଣି ମହିଳା ମନୋରମା ବେହେରା ଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଟେକି କି ଫୋପାଡ଼ି ଦେବାକୁ ଧମକ ଦେଇଥିଲେ।ଠିକାଦାର ଜୋର ଜବରଦସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି ଏବଂ ନିମାପଡ଼ା ଥାନାରେ ମଧ୍ୟ ଓଲଟା ମନୋରମା ବେହେରା ଓ ତାଙ୍କ ପରିବାରଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବାକୁ ପୋଲିସକୁ ଚାପ ପକାଉଛନ୍ତି ବୋଲି ମନୋରମା ବେହେରା ଅଭିଯୋଗ କରିଛନ୍ତି। ଏଣୁ ପୋଲିସ ପ୍ରଶାସନ ଏହାକୁ ନିରପେକ୍ଷ ତଦନ୍ତ କରି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।1
- ଜିଲ୍ଲା କଳାହାଣ୍ଡି ବ୍ଳକ ଥୁଆମୂଳ ରାମପୁର ପଞ୍ଚାୟତ କେରପାଇ ଗ୍ରାମ ସେର୍କପାଇ1
- ଗୁଣପୁର / ରାୟଗଡା - ମହିଳାଙ୍କ ଅଧିକାରକୁ ନେଇ ରାଜନୀତି ନୁହେଁ ବରଂ ସ୍ପଷ୍ଟତା ଆବଶ୍ୟକ। ମହିଳା ସଂରକ୍ଷଣ ବିଲ୍କୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରି ଆଜି ରାୟଗଡା ଠାରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ରର ମହିଳା ବିରୋଧୀ ନୀତିକୁ କଡ଼ା ସମାଲୋଚନା କରାଯାଇଛି। ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ୨୦୨୩ ମସିହାରୁ ସର୍ବଦଳୀୟ ସହମତିରେ ପାସ ହୋଇସାରିଛି ଏବଂ ଗତ ୧୬ ଏପ୍ରିଲ ୨୦୨୬ରୁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇଛି। କିନ୍ତୁ କେନ୍ଦ୍ର ସରକାର ଆଗାମୀ ନିର୍ବାଚନକୁ ଆଖିରେ ରଖି ୨୦୧୧ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ ବିଲ୍ ପାସ କରାଇବାକୁ ଯୋଜନା କରୁଛନ୍ତି, ଯାହାକୁ ବିରୋଧୀ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ବର୍ତ୍ତମାନ ଦେଶରେ ଜନଗଣନା ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ପରେ ହିଁ ନୂତନ ଜନସଂଖ୍ୟା ଭିତ୍ତିରେ ସୀମା ନିର୍ଦ୍ଧାରଣ ନେଇ ଆଲୋଚନା ହେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। କଂଗ୍ରେସ ଶାସନ ସମୟରେ ହିଁ ୧୯୯୨ ମସିହାରେ ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କୁ ପ୍ରକୃତ ସଂରକ୍ଷଣ ଓ ଅଧିକାର ପ୍ରଦାନ କରାଯାଇଥିଲା ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କେନ୍ଦ୍ରର ବର୍ତ୍ତମାନର ଯୋଜନା କେବଳ ଭୋଟ୍ ହାତେଇବା ପାଇଁ ଏକ ଚାଲ୍ ବୋଲି କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନେତ୍ରୀ ରତ୍ନମଣୀ ଉଲ୍ଲାକା, ପର୍ଯ୍ୟବେକ୍ଷକ ବଖାଳୀ ସେଠୀ, ମୁରଲୀଧର ନାୟକଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସତ୍ୟକୁ ଜାଣି ସଚେତନ ହେବାକୁ ଅଞ୍ଚଳବାସୀଙ୍କୁ ଏହି ଅବସରରେ ଆହ୍ୱାନ ଦିଆଯାଇଛି।1