logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଦ୍ରକରେ ଗୋ ମାଫିଆଙ୍କୁ ଗିରଫ କରିବା ସହ ଗୋ ସୁରକ୍ଷା ଆଇନ ଆଣିବାକୁ ଦାବୀ କଲା ମୁସଲିମ ସମାଜ l

6 hrs ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
6 hrs ago

ଭଦ୍ରକରେ ଗୋ ମାଫିଆଙ୍କୁ ଗିରଫ କରିବା ସହ ଗୋ ସୁରକ୍ଷା ଆଇନ ଆଣିବାକୁ ଦାବୀ କଲା ମୁସଲିମ ସମାଜ l

More news from ଓଡ଼ିଶା and nearby areas
  • ନାଟକ ସନାତନୀର ଟାଇଟଲ ଗୀତର ପ୍ରମୋଶନ | ଏ ନାଟକରେ ଏକ ବଡ଼ କାହାଣୀ ରହିଛି | ଯେଉଁ କାହାଣୀ ସମସ୍ତଙ୍କୁ ପ୍ରେରଣା ଯୋଗାଇବ | ଥରୁଟିଏ ଏ ନାଟକ ଦେଖନ୍ତୁ, ଆପଣଙ୍କ ପଲକ ପଡ଼ିବ ନାହିଁ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ନାଟକ ସନାତନୀର ଟାଇଟଲ ଗୀତର ପ୍ରମୋଶନ | ଏ ନାଟକରେ ଏକ ବଡ଼ କାହାଣୀ ରହିଛି | ଯେଉଁ କାହାଣୀ ସମସ୍ତଙ୍କୁ ପ୍ରେରଣା ଯୋଗାଇବ | ଥରୁଟିଏ ଏ ନାଟକ ଦେଖନ୍ତୁ, ଆପଣଙ୍କ ପଲକ ପଡ଼ିବ ନାହିଁ |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • #ସାପ_କାମୁଡ଼ାରେ_ବୃଦ୍ଧଙ୍କ_ମୃତ । ମୃତ ଜଣକ ହେଲେ ବସ୍ତା ଥାନା କୁଡିଆ ପଞ୍ଚାୟତ ର ଜମାଳପୁର ଗ୍ରାମର ଦେବେନ୍ଦ୍ର ଜେନା (୬୪) । ଘଟଣା ରୁ ପ୍ରକାଶ ଆଜି ଦ୍ୱିପହର ଘରେ ଚେୟାର ରେ ବସି ଖାଉଥିବା ବେଳେ ଏକ ବିଷଧର ସାପ ଶ୍ରୀ ଜେନା ଙ୍କ ପାଦ କୁ ଚୋଟ ମାରିଥିଲେ ପରିବାର ଲୋକେ ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ବସ୍ତା ହସ୍ପିଟାଲ ନେଇଥିଲେ ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । #mahimatv #BASTA #balasore #Odisha #kudia Ajit Kumar Sahoo Journalist
    1
    #ସାପ_କାମୁଡ଼ାରେ_ବୃଦ୍ଧଙ୍କ_ମୃତ । 
ମୃତ ଜଣକ ହେଲେ ବସ୍ତା ଥାନା କୁଡିଆ ପଞ୍ଚାୟତ ର ଜମାଳପୁର ଗ୍ରାମର ଦେବେନ୍ଦ୍ର ଜେନା (୬୪) ।
ଘଟଣା ରୁ ପ୍ରକାଶ ଆଜି ଦ୍ୱିପହର ଘରେ ଚେୟାର ରେ ବସି ଖାଉଥିବା ବେଳେ ଏକ ବିଷଧର ସାପ ଶ୍ରୀ ଜେନା ଙ୍କ ପାଦ କୁ ଚୋଟ ମାରିଥିଲେ ପରିବାର ଲୋକେ ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ବସ୍ତା ହସ୍ପିଟାଲ ନେଇଥିଲେ ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
#mahimatv #BASTA #balasore #Odisha #kudia 
Ajit Kumar Sahoo Journalist
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ଆସନ୍ତାକାଲି ଠାରୁ ଗୋପବନ୍ଧୁ ଷ୍ଟାଡିୟମ ରେ ପାରାଦୀପ କ୍ରିକେଟ କ୍ଳବ ତରଫରୁ ରାଜ୍ୟସ୍ତରୀୟ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ, ଯୋଗଦେବେ ରାଜ୍ୟ ର ବଛା ବଛା କ୍ରିକେଟ ଟିମ,ଦାମୀ ଖେଳାଳି ଙ୍କ ଦମଦାର ପ୍ରଦର୍ଶନ ଦେଖିବେ ପାରାଦୀପ ଦର୍ଶକ......
    1
    ଆସନ୍ତାକାଲି ଠାରୁ ଗୋପବନ୍ଧୁ ଷ୍ଟାଡିୟମ ରେ ପାରାଦୀପ କ୍ରିକେଟ କ୍ଳବ ତରଫରୁ ରାଜ୍ୟସ୍ତରୀୟ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ, ଯୋଗଦେବେ ରାଜ୍ୟ ର ବଛା ବଛା କ୍ରିକେଟ ଟିମ,ଦାମୀ ଖେଳାଳି ଙ୍କ ଦମଦାର ପ୍ରଦର୍ଶନ ଦେଖିବେ ପାରାଦୀପ ଦର୍ଶକ......
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    4 hrs ago
  • ସାମ୍ବାଦିକ ଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲପାଳ ଙ୍କୁ ଦାବିପତ୍ର
    1
    ସାମ୍ବାଦିକ ଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲପାଳ ଙ୍କୁ ଦାବିପତ୍ର
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    ସାମ୍ବାଦିକ Muruda, Mayurbhanj•
    6 hrs ago
  • ପୁଣି ଗୀତ ଗାଇଲେ ପ୍ରଖ୍ୟାତ singer ଶକ୍ତି ମିଶ୍ର
    1
    ପୁଣି ଗୀତ ଗାଇଲେ ପ୍ରଖ୍ୟାତ singer ଶକ୍ତି ମିଶ୍ର
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    7 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 27.04.2026 & 28.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update  #rairangpurnews #jashipur #udalanews 
Date - 27.04.2026 & 28.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • ବିଦ୍ୟାଳୟ ଜମିକୁ ପୂର୍ବତନ ସରପଞ୍ଚ ବିକ୍ରି କରିଦେଇଥିବା ଅଭିଯୋଗ, ଥାନରେ ଏତଲା।
    1
    ବିଦ୍ୟାଳୟ ଜମିକୁ ପୂର୍ବତନ ସରପଞ୍ଚ ବିକ୍ରି କରିଦେଇଥିବା ଅଭିଯୋଗ, ଥାନରେ ଏତଲା।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    8 hrs ago
  • ଏ ବର୍ଷ ଯାତ୍ରା ଯାଜ୍ଞସେନୀ ଘାଣ୍ଟିବ | ସବୁ ବର୍ଗର ଲୋକେ ଦେଖିବେ ନାଟକ | କାହାଣୀରେ ହଜିଯିବେ ଦର୍ଶକ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ଏ ବର୍ଷ ଯାତ୍ରା ଯାଜ୍ଞସେନୀ ଘାଣ୍ଟିବ | ସବୁ ବର୍ଗର ଲୋକେ ଦେଖିବେ ନାଟକ | କାହାଣୀରେ ହଜିଯିବେ ଦର୍ଶକ |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    13 hrs ago
  • ପାରାଦୀପ ନଗର ବିଜେପି ତରଫରୁ ଜନ ଆକ୍ରୋଶ ମହିଳା ସମାବେଶ,ମହିଳା ସ୍ଥାନ ସଂରକ୍ଷଣକୁ ନେଇ କଂଗ୍ରେସ ଓ ଇଣ୍ଡି ମେଣ୍ଟର ବିରୋଧକୁ ସାରା ଦେଶରେ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଆୟୋଜନ କରି ଇଣ୍ଡି ମେଣ୍ଟର ମହିଳା ବିରୋଧୀ କାର୍ଯ୍ୟ କୁ ବିରୋଧ କରାଯାଉଥିବା ବେଳେ ପାରାଦୀପ ନଗର ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚା ତରଫରୁ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ରେ ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ.......
    1
    ପାରାଦୀପ ନଗର ବିଜେପି ତରଫରୁ  ଜନ ଆକ୍ରୋଶ ମହିଳା ସମାବେଶ,ମହିଳା ସ୍ଥାନ ସଂରକ୍ଷଣକୁ ନେଇ କଂଗ୍ରେସ ଓ ଇଣ୍ଡି ମେଣ୍ଟର ବିରୋଧକୁ ସାରା ଦେଶରେ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଆୟୋଜନ କରି ଇଣ୍ଡି ମେଣ୍ଟର ମହିଳା ବିରୋଧୀ କାର୍ଯ୍ୟ କୁ ବିରୋଧ କରାଯାଉଥିବା ବେଳେ ପାରାଦୀପ ନଗର ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚା ତରଫରୁ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ରେ ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ.......
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.