Shuru
Apke Nagar Ki App…
ଯାତ୍ରା ସନାତନୀର ଟାଇଟଲ ଗୀତଟି ଗାଇଛନ୍ତି ସିନେ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା | ଏ ବର୍ଷ ଯାତ୍ରା ଯାଜ୍ଞସେନୀ ଘାଣ୍ଟିବ | ସବୁ ବର୍ଗର ଲୋକେ ଦେଖିବେ ନାଟକ | କାହାଣୀରେ ହଜିଯିବେ ଦର୍ଶକ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
Nanda Kishor Naik
ଯାତ୍ରା ସନାତନୀର ଟାଇଟଲ ଗୀତଟି ଗାଇଛନ୍ତି ସିନେ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା | ଏ ବର୍ଷ ଯାତ୍ରା ଯାଜ୍ଞସେନୀ ଘାଣ୍ଟିବ | ସବୁ ବର୍ଗର ଲୋକେ ଦେଖିବେ ନାଟକ | କାହାଣୀରେ ହଜିଯିବେ ଦର୍ଶକ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
More news from ଓଡ଼ିଶା and nearby areas
- ନାଟକ ସନାତନୀର ଟାଇଟଲ ଗୀତର ପ୍ରମୋଶନ | ଏ ନାଟକରେ ଏକ ବଡ଼ କାହାଣୀ ରହିଛି | ଯେଉଁ କାହାଣୀ ସମସ୍ତଙ୍କୁ ପ୍ରେରଣା ଯୋଗାଇବ | ଥରୁଟିଏ ଏ ନାଟକ ଦେଖନ୍ତୁ, ଆପଣଙ୍କ ପଲକ ପଡ଼ିବ ନାହିଁ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by NEWS7ODIA1
- ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ପାଳନ କଲା ଆପ୍ ଢେଙ୍କାନାଳ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ସ୍ଥାନୀୟ କୋର୍ଟ ପାଖ ମଧୁବାବୁ ଙ୍କ ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ମଧୁବାବୁ ଏବଂ ଉତ୍କଳ ପ୍ରଦେଶ ସମ୍ମାନାର୍ଥେ ବିଭିନ୍ନ ଜୟଗାନ ନାରାବାଜି କରିଥିଲେ । ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ଅଭିଭାଷଣରେ କହିଥିଲେ ଯେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମିଶାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସେ ଆଜୀବନ ସଂଗ୍ରାମ ଯୋଗୁଁ ୧ ଏପ୍ରିଲ୍ ୧୯୩୬ ରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠିତ ହୋଇଥିଲା ଏବଂ ଏଥିପାଇଁ ତାଙ୍କୁ _‘ଉତ୍କଳ ଗୌରବ’_ ଉପାଧି ମିଳିଥିଲା। ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ବାଲ୍ୟ ବିବାହ, ଅସ୍ପୃଶ୍ୟତା ବିରୋଧରେ ଲଢ଼େଇ, ନାରୀମାନଙ୍କୁ ଶିକ୍ଷିତ କରିବା ସନ୍ଦର୍ଭରେ କହିଥିଲେ। ଜିଲ୍ଲା କୋଷାଧ୍ୟକ୍ଷ ତଥା ଅବସର ପ୍ରାପ୍ତ ଶିକ୍ଷକ କବିଜ୍ୟୋତି ନିରଞ୍ଜନ ପତି ଉତ୍କଳ ଗୌରବ ମଧୁସୂଦନ ଏବଂ ଓଡ଼ିଶା ବିଷୟରେ ଏକ କବିତା ପାଠ କରିଥିଲେ। ଏହା ବ୍ୟତୀତ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ କୁମାର ଦାସ, ସୋମନାଥ ଦାଶ, ଜୟଦେବ ବେହେରା, ପ୍ରସନ୍ନ ବରାଳ, ପ୍ରଶାନ୍ତ ନନ୍ଦ, ଯୁଧିଷ୍ଠିର ଦାସ ପ୍ରମୁଖ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପିତାମ୍ବର ସାମନ୍ତରାୟ, ଚିନ୍ମୟ ସେନାପତି, ଜୟନ୍ତ ଦାସ, ଗୋବିନ୍ଦ ସାହୁ, କବି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।1
- Post by Dipak Kumar Nayak1
- ସର୍ବ ଭାରତୀୟ ସ୍ତରରେ ଗୋମାତାଙ୍କୁ ସେବା ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର ୫୧୦୦ ତହସିଲରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha1
- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଉତ୍ତରପ୍ରଦେଶର ଚର୍ଚ୍ଚିତ ଏବଂ ଏନକାଉଣ୍ଟର ସ୍ପେଶାଲିଷ୍ଟ ଆଇପିଏସ୍ ଅଧିକାରୀ ଅଜୟ ପାଲଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଅଜୟ ପାଲ ଅସାମାଜିକ ତତ୍ତ୍ୱଙ୍କୁ ଚେତାବନୀ ଦେଇଛନ୍ତି । ଏମିତି କି ଟିଏମସି ପ୍ରାର୍ଥୀ ଜହାଙ୍ଗୀର ଖାନଙ୍କୁ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯଦି ତୁମ ଲୋକ କେହି ଡରାନ୍ତି କିମ୍ବା ଧମକାନ୍ତି ତେବେ ଭଲ ଭାବେ ଖବର ନେବୁ ।1
- Post by ନିଷ୍ଠୁର ଦୁନିଆ Live1
- ଏ ବର୍ଷ ଯାତ୍ରା ଯାଜ୍ଞସେନୀ ଘାଣ୍ଟିବ | ସବୁ ବର୍ଗର ଲୋକେ ଦେଖିବେ ନାଟକ | କାହାଣୀରେ ହଜିଯିବେ ଦର୍ଶକ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1