logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ମଧ୍ୟରେ ରବିବାର ଭୋର ପ୍ରାୟ ୪ ସମୟରେ ଏକ ମେସିନ ବୋଝେଇ ଟ୍ରକ ଓଲଟି ପଡ଼ିଛି। ତେବେ ଏକ ବଡ଼ ଧରଣର ଅଘଟଣରୁ ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାନୁସାରେ, ଟାଟାନଗର ପଟୁ ରାଇରଙ୍ଗପୁର ଅଭିମୁଖେ ଆସୁଥିବା ଏହି ଟ୍ରକଟି ଜାତୀୟ ରାଜପଥ ନମ୍ବର ୨୨୦ର ବିଜୁ ପଟ୍ଟନାୟକ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଏହି ଅଘଟଣ ପରେ ଓଲଟିଥିବା ଟ୍ରଲରକୁ ରାସ୍ତାରୁ ଉଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା।

1 hr ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
1 hr ago

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ମଧ୍ୟରେ ରବିବାର ଭୋର ପ୍ରାୟ ୪ ସମୟରେ ଏକ ମେସିନ ବୋଝେଇ ଟ୍ରକ ଓଲଟି ପଡ଼ିଛି। ତେବେ ଏକ ବଡ଼ ଧରଣର ଅଘଟଣରୁ ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାନୁସାରେ, ଟାଟାନଗର ପଟୁ ରାଇରଙ୍ଗପୁର ଅଭିମୁଖେ ଆସୁଥିବା ଏହି ଟ୍ରକଟି ଜାତୀୟ ରାଜପଥ ନମ୍ବର ୨୨୦ର ବିଜୁ ପଟ୍ଟନାୟକ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଏହି ଅଘଟଣ ପରେ ଓଲଟିଥିବା ଟ୍ରଲରକୁ ରାସ୍ତାରୁ ଉଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା।

More news from ଓଡ଼ିଶା and nearby areas
  • ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭା, ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ସପ୍ତଦଶ ବାର୍ଷିକ ଜିଲ୍ଲା ସମ୍ମିଳନୀ ଓ ବନ୍ଧୁମିଳନ ସମାରୋହ ବାରିପଦା ସ୍ଥିତ ହରିହର ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।
    1
    ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭା, ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ସପ୍ତଦଶ ବାର୍ଷିକ ଜିଲ୍ଲା ସମ୍ମିଳନୀ ଓ ବନ୍ଧୁମିଳନ ସମାରୋହ ବାରିପଦା ସ୍ଥିତ ହରିହର ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବାଲେଶ୍ୱର ଜିଲ୍ଲାରେ ଏକ ବିଷଧର ସାପ କାମୁଡ଼ା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଯୋଗୁଁ ତାଙ୍କର ତିନି ଜଣ ପିଲା ମାତୃହୀନ ହୋଇପଡ଼ିଛନ୍ତି। ଏହା ପରେ ଗ୍ରାମବାସୀମାନେ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି।
    1
    ବାଲେଶ୍ୱର ଜିଲ୍ଲାରେ ଏକ ବିଷଧର ସାପ କାମୁଡ଼ା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଯୋଗୁଁ ତାଙ୍କର ତିନି ଜଣ ପିଲା ମାତୃହୀନ ହୋଇପଡ଼ିଛନ୍ତି। ଏହା ପରେ ଗ୍ରାମବାସୀମାନେ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି।
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    13 min ago
  • ବହୁ ଚର୍ଚ୍ଚିତ ନାବାଳିକାଙ୍କୁ ବିକ୍ରୟ କରି ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଝିଅ ଚାଲାଣକାରୀ ଥିଲା।
    1
    ବହୁ ଚର୍ଚ୍ଚିତ ନାବାଳିକାଙ୍କୁ ବିକ୍ରୟ କରି ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଝିଅ ଚାଲାଣକାରୀ ଥିଲା।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • ବାଲେଶ୍ୱର ଜିଲ୍ଲାର ବଲିଆପାଳ ହନୁମାନ ମନ୍ଦିର ଠାରେ ରବିବାର ଦିନ ୨୩ ନମ୍ବର ଜୋନ୍ ସ୍ତରୀୟ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ଗରମ ଯୋଗୁଁ ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନାଙ୍କ ଆହ୍ୱାନ କ୍ରମେ ଏହି ଦ୍ୱିତୀୟ ବ୍ଲଡ୍ କ୍ୟାମ୍ପ ଆୟୋଜନ କରାଯାଇଥିଲା।
    1
    ବାଲେଶ୍ୱର ଜିଲ୍ଲାର ବଲିଆପାଳ ହନୁମାନ ମନ୍ଦିର ଠାରେ ରବିବାର ଦିନ ୨୩ ନମ୍ବର ଜୋନ୍ ସ୍ତରୀୟ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ଗରମ ଯୋଗୁଁ ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନାଙ୍କ ଆହ୍ୱାନ କ୍ରମେ ଏହି ଦ୍ୱିତୀୟ ବ୍ଲଡ୍ କ୍ୟାମ୍ପ ଆୟୋଜନ କରାଯାଇଥିଲା।
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    5 hrs ago
  • ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ବିଜ୍ଞପିତ ଅଞ୍ଚଳ ପରିଷଦର ୭ ନମ୍ବର ୱାର୍ଡରେ ଏକ ଦୁର୍ଲଭ ବ୍ରହ୍ମ କମଳ ଫୁଟିଥିବା ଜଣାପଡ଼ିଛି।
    1
    ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ବିଜ୍ଞପିତ ଅଞ୍ଚଳ ପରିଷଦର ୭ ନମ୍ବର ୱାର୍ଡରେ ଏକ ଦୁର୍ଲଭ ବ୍ରହ୍ମ କମଳ ଫୁଟିଥିବା ଜଣାପଡ଼ିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ମଧ୍ୟରେ ରବିବାର ଭୋର ପ୍ରାୟ ୪ ସମୟରେ ଏକ ମେସିନ ବୋଝେଇ ଟ୍ରକ ଓଲଟି ପଡ଼ିଛି। ତେବେ ଏକ ବଡ଼ ଧରଣର ଅଘଟଣରୁ ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାନୁସାରେ, ଟାଟାନଗର ପଟୁ ରାଇରଙ୍ଗପୁର ଅଭିମୁଖେ ଆସୁଥିବା ଏହି ଟ୍ରକଟି ଜାତୀୟ ରାଜପଥ ନମ୍ବର ୨୨୦ର ବିଜୁ ପଟ୍ଟନାୟକ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଏହି ଅଘଟଣ ପରେ ଓଲଟିଥିବା ଟ୍ରଲରକୁ ରାସ୍ତାରୁ ଉଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା।
    1
    ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ମଧ୍ୟରେ ରବିବାର ଭୋର ପ୍ରାୟ ୪ ସମୟରେ ଏକ ମେସିନ ବୋଝେଇ ଟ୍ରକ ଓଲଟି ପଡ଼ିଛି। ତେବେ ଏକ ବଡ଼ ଧରଣର ଅଘଟଣରୁ ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାନୁସାରେ, ଟାଟାନଗର ପଟୁ ରାଇରଙ୍ଗପୁର ଅଭିମୁଖେ ଆସୁଥିବା ଏହି ଟ୍ରକଟି ଜାତୀୟ ରାଜପଥ ନମ୍ବର ୨୨୦ର ବିଜୁ ପଟ୍ଟନାୟକ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଏହି ଅଘଟଣ ପରେ ଓଲଟିଥିବା ଟ୍ରଲରକୁ ରାସ୍ତାରୁ ଉଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.