Shuru
Apke Nagar Ki App…
ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭା, ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ସପ୍ତଦଶ ବାର୍ଷିକ ଜିଲ୍ଲା ସମ୍ମିଳନୀ ଓ ବନ୍ଧୁମିଳନ ସମାରୋହ ବାରିପଦା ସ୍ଥିତ ହରିହର ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।
Khabar
ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭା, ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ସପ୍ତଦଶ ବାର୍ଷିକ ଜିଲ୍ଲା ସମ୍ମିଳନୀ ଓ ବନ୍ଧୁମିଳନ ସମାରୋହ ବାରିପଦା ସ୍ଥିତ ହରିହର ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।
More news from ଓଡ଼ିଶା and nearby areas
- ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭା, ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ସପ୍ତଦଶ ବାର୍ଷିକ ଜିଲ୍ଲା ସମ୍ମିଳନୀ ଓ ବନ୍ଧୁମିଳନ ସମାରୋହ ବାରିପଦା ସ୍ଥିତ ହରିହର ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।1
- ବହୁ ଚର୍ଚ୍ଚିତ ନାବାଳିକାଙ୍କୁ ବିକ୍ରୟ କରି ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଝିଅ ଚାଲାଣକାରୀ ଥିଲା।1
- ବାଲେଶ୍ୱର ଜିଲ୍ଲାର ବଲିଆପାଳ ହନୁମାନ ମନ୍ଦିର ଠାରେ ରବିବାର ଦିନ ୨୩ ନମ୍ବର ଜୋନ୍ ସ୍ତରୀୟ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ଗରମ ଯୋଗୁଁ ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନାଙ୍କ ଆହ୍ୱାନ କ୍ରମେ ଏହି ଦ୍ୱିତୀୟ ବ୍ଲଡ୍ କ୍ୟାମ୍ପ ଆୟୋଜନ କରାଯାଇଥିଲା।1
- ବାଲେଶ୍ୱରର ମୁଭି X ପ୍ରେକ୍ଷାଳୟରେ ଓଡ଼ିଆ ଚଳଚ୍ଚିତ୍ର "ମେହେର ମୁଣ୍ଡା"ର ଏକ ଭବ୍ୟ ପ୍ରିମୀୟର ଶୋ ଆୟୋଜିତ ହୋଇଛି। ଏହି ବିଶେଷ ଅବସରରେ ଓଲିଉଡ ଅଭିନେତା ଜ୍ୟୋତି ରଞ୍ଜନ ନାୟକ, ଚଳଚ୍ଚିତ୍ରର ନାୟିକା ଏବଂ ସମ୍ପୂର୍ଣ୍ଣ ଟିମ୍ ଉପସ୍ଥିତ ଥିଲେ। ନିଜ ପ୍ରିୟ କଳାକାରମାନଙ୍କୁ ନିକଟରୁ ଦେଖିବା ପାଇଁ ପ୍ରେକ୍ଷାଳୟ ପରିସରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରିମୀୟର ଶୋ ପୂର୍ବରୁ ଫିଲ୍ମର ଟିମ୍ ବାଲେଶ୍ୱରର ଶ୍ରୀନିକ୍ସ କଲେଜ ପରିଦର୍ଶନ କରିଥିଲେ। ସେଠାରେ ସେମାନେ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିବା ସହ "ମେହେର ମୁଣ୍ଡା"ର କାହାଣୀ ଏବଂ ଏହାର ସାମାଜିକ ବାର୍ତ୍ତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ କଳାକାରମାନଙ୍କ ସହ ଫଟୋ ଉଠାଇ ନିଜର ଉତ୍ସାହ ପ୍ରକାଶ କରିଥିଲେ। ପରେ ମୁଭି X ରେ ପ୍ରିମୀୟର ଶୋ ଆରମ୍ଭ ହେବା ପରେ ଦର୍ଶକଙ୍କ ଭରପୂର ସମର୍ଥନ ଦେଖିବାକୁ ମିଳିଥିଲା। ପ୍ରେକ୍ଷାଳୟ ହାଉସଫୁଲ୍ ପରିବେଶ ମଧ୍ୟରେ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଦର୍ଶକମାନେ ଫିଲ୍ମକୁ ଭରପୂର ପ୍ରଶଂସା କରିଥିଲେ। ଏହି ପ୍ରିମୀୟରରେ "ମେହେର ମୁଣ୍ଡା"କୁ ଦର୍ଶକଙ୍କ ଭଲପାଇବା ମିଳିବା ସହ ବାଲେଶ୍ୱର ମୁଭି X ରେ ଦର୍ଶକଙ୍କ ଜବରଦସ୍ତ ଉତ୍ସାହ ପରିଲକ୍ଷିତ ହୋଇଛି।1
- ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ବିଜ୍ଞପିତ ଅଞ୍ଚଳ ପରିଷଦର ୭ ନମ୍ବର ୱାର୍ଡରେ ଏକ ଦୁର୍ଲଭ ବ୍ରହ୍ମ କମଳ ଫୁଟିଥିବା ଜଣାପଡ଼ିଛି।1
- ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ମଧ୍ୟରେ ରବିବାର ଭୋର ପ୍ରାୟ ୪ ସମୟରେ ଏକ ମେସିନ ବୋଝେଇ ଟ୍ରକ ଓଲଟି ପଡ଼ିଛି। ତେବେ ଏକ ବଡ଼ ଧରଣର ଅଘଟଣରୁ ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାନୁସାରେ, ଟାଟାନଗର ପଟୁ ରାଇରଙ୍ଗପୁର ଅଭିମୁଖେ ଆସୁଥିବା ଏହି ଟ୍ରକଟି ଜାତୀୟ ରାଜପଥ ନମ୍ବର ୨୨୦ର ବିଜୁ ପଟ୍ଟନାୟକ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଏହି ଅଘଟଣ ପରେ ଓଲଟିଥିବା ଟ୍ରଲରକୁ ରାସ୍ତାରୁ ଉଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା।1