Shuru
Apke Nagar Ki App…
ହାତୀ ଉପଦ୍ରବରେ ଚାଷୀଙ୍କ ଫସଲ ଛାରଖାର; କ୍ଷତିଗ୍ରସ୍ତ ଧାନ କ୍ଷେତ ପରିଦର୍ଶନ କଲା ଟ୍ରଷ୍ଟ ଓ ବନ ବିଭାଗ କେନ୍ଦୁଝର, ୧୫।୯ (ନିପ୍ର ): କେନ୍ଦୁଝର ସଦର ବ୍ଲକ କେରି ଗ୍ରାମର ଚାଷୀ ଶ୍ରୀ ସୁବାସ ଚନ୍ଦ୍ର ପାତ୍ରଙ୍କ ବିଲରେ ହାତୀ ପଲ ପଶି ୨୫ ରୁ ୩୦ ଡିସିମିଲ ଧାନ ଫସଲ ନଷ୍ଟ କରିଛନ୍ତି।ସମ୍ପୃକ୍ତ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ ଆଜି କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ବିକାଶ ଅଧିକାରୀ ଭାଗିରଥି ମହାନ୍ତି, ବନ ରକ୍ଷୀ ସୁଚିତ୍ରାସିନି ସାହୁ ଏବଂ 'ମାଇଁ ଭାରତ'ର ଭଲ୍ୟୁଣ୍ଟର ସମୀର ପାତ୍ର ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଚାଷୀଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ 'ଅନୁକମ୍ପା ପୋର୍ଟାଲ' ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପରିଦର୍ଶନ ସମୟରେ ସୁବାସ ପାତ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ରୋହିଣୀ ପାତ୍ର ଉପସ୍ଥିତ ରହି ଥିଲେ।
ସମୀର ପାତ୍ର

More news from ଓଡ଼ିଶା and nearby areas
- #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍ ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍ଆଇଆର୍ରେ ଯୋଡ଼ି ହେଲା ସାଂଘାତିକ ଦଫା1
- ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ। ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ।1
- ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।1
- ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia1
- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l1
- Post by Bhadrak bulletin1
- #ନକଲି_ଔଷଧ_ରାକେଟ୍ର_ପର୍ଦ୍ଦାଫାଶ ଦେଶରେ ଏକ ବଡ଼ ଧରଣର ନକଲି କର୍କଟ (Cancer) ଏବଂ ଜରୁରୀକାଳୀନ ICU ଔଷଧ କାରବାର ରାକେଟ୍ର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରେ ଦିଲ୍ଲୀ, ବେଙ୍ଗାଳୁରୁ ଓ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ୯୦ରୁ ଅଧିକ ହସ୍ପିଟାଲ୍ ତଥା କ୍ଲିନିକ୍ ଏବେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।1