Shuru
Apke Nagar Ki App…
CHINMAYA KUMAR SETHI
More news from Ganjam and nearby areas
- ହାତୀ ଆତଙ୍କରେ କକୁଆ ଭୟ.... ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ରେଞ୍ଜ ଅନ୍ତର୍ଗତ କୁଡୁତାଇ ପଞ୍ଚାୟତର ବାଙ୍କତରା ଗ୍ରାମରେ ଗତ ଦୁଇ ଦିନ ଧରି ହାତୀ ଉପଦ୍ରବ। ଧାନ ବସ୍ତା, ନଡ଼ିଆ ଓ କଦଳୀ ଗଛ ନଷ୍ଟ ସହ ଗୁହାଳ ଭାଙ୍ଗି ଗୋରୁ ଆହତ। ବନବିଭାଗ ପକ୍ଷରୁ ବାଣ ଫୁଟାଇ ହାତୀକୁ ଘଉଡାଇବା ଉଦ୍ୟମ ଚାଲିଛି। ଧନ–ଜୀବନ ସୁରକ୍ଷା ପାଇଁ ଗ୍ରାମବାସୀ ସାରା ରାତି ଉଜାଗର, ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ବଡ଼ କ୍ଷତି ସହିଛନ୍ତି।2
- ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀର ନଗରଢିଅ ଠାରେ ଇଂରାଜୀ ନବବର୍ଷ ୨୦୨୬ ଅବସରରେ ଆୟୋଜିତ ହୋଇଥିବା ଆଞ୍ଚଳିକ ସେବାନିବୃତ୍ତ ଶିକ୍ଷକ କର୍ମଚାରୀଙ୍କୁ ସମର୍ଦ୍ଧନା ଉତ୍ସବରେ ରମେଶ ଭାଇ ଜେନା ଗଞ୍ଜାମ ସଭାପତି କଂଗ୍ରେସ ଯୋଗଦାନ । ଗଣେଶ ପାଣିଗ୍ରାହୀ ରିପୋର୍ଟ1
- gahangu gaa kadli gacha holitipodichi🥺🥺❌🤣🤣🤣1
- #1
- Post by Chocolate boy Kumar1
- ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଦେବଦୂତ ସେବା ପରିଷଦ' ପକ୍ଷରୁ ପ୍ରତାପପ୍ରସାଦ ସ୍ଥିତ ମା' ଭୈରବୀଙ୍କ ପୀଠରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନ ନିଜର ବିଭିନ୍ନ ସେବାମୂଳକ କାର୍ଯ୍ୟ ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ସମାଜ ସେବା ଓ ରୋଗୀ ସେବା: ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ସର୍ବଦା ଆଗଧାଡ଼ିରେ ରହିଥାଏ 🤝। ରକ୍ତଦାନ: ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଜୀବନ ରକ୍ଷା କରିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା କରନ୍ତି 🩸। ଗୋ ସେବା: ବିଶେଷ କରି ଗୋମାତାଙ୍କ ସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ପରିଷଦ ନୟାଗଡ଼ ଜିଲ୍ଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି 🐄।3
- ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।1
- ଖେଳ ଛୁଟି ହେଲା କାଳ, ସ୍କୁଲ ପରିସରରେ ଖେଳୁଥିବା ବେଳେ ଫଳକ ଭାଙ୍ଗିପଡି ଚାଲିଗଲା ଛାତ୍ରର ଜୀବନ ଗଣେଶ ପାଣିଗ୍ରାହୀ ରିପୋର୍ଟ1