logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜିର ରାଶିଫଳ *🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ଫେବୃଆରୀ ମାସ ୧୭ ତାରିଖ ୨୦୨୬ ମସିହା (ମଙ୍ଗଳବାର)* *ଶକାବ୍ଦ -୧୯୪୭* *ସମ୍ବତ -୨୦୮୨* *ଦିଲ୍ଲୀସ୍ୱରାଦ୍ଧ-୧୪୩୩* *ସମ୍ବତ୍ସର-ସିଦ୍ଧାର୍ଥ* *ଫାଲଗୁନମାସ- କୃଷ୍ଣପକ୍ଷ* *ତିଥି- ଅମାବାସ୍ୟା ସନ୍ଧ୍ୟା ଘ୦୫/୪୨ ଗତେ ପ୍ରତିପଦ* *ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୧୦/୦୫ ଗତେ ଶତଭିଷା* *ଚନ୍ଦ୍ର- ମକର ଦିବା ଘ୦୯/୫୪ ଗତେ କୁମ୍ଭ* *ଯୋଗ- ପରିଘ* *କରଣ - ନାଗ* *ସୌରମାସ- କୁମ୍ଭ ୦୫ ଦିନ* *✧═════•❁❀❁•════✧* *ସୁର୍ୟୋଦୟ-ପ୍ରାତଃଘ୦୬/୧୯/୧୫* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୬* *✧═════•❁❀ *ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୫/୪୨ ଗତେ ପୂର୍ବେ* *ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର* *ମକର ରାଶିର ଘାତବାର* *ଅମାବାସ୍ୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* *ମୃତେ ଏକ ପାଦ ପୁଷ୍କର ଦୋଷ* *✧═════•❁❀❁•═══* *କାଳବେଳା -ଦିବା ଘ୦୧/୨୫ ଗତେ ଘ୦୨/୫୩ ମଧ୍ୟେ* *ବାରବେଳା- ଦିବା ଘ୦୭/୪୦ ଗତେ ଘ୦୯/୦୮ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୦୮ ଗତେ ଘ୧୧/୦୬ ମଧ୍ୟେ ଓ ଘ୦୩/୫୪ ଗତେ ଘ୦୫/୩୦ ମଧ୍ୟେ ରାତ୍ରି ଘ୦୬/୩୦ ଗତେ ଘ୦୮/୫୫ ମଧ୍ୟେ* *ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି* ═✧*══•❁❀❁•═*════✧ *ଅଦ୍ୟ ଆମିଷ ସନ୍ଧ୍ୟା ଘ୦୫/୪୨ ଗତେ ପାଣିକଖାରୁ ଭକ୍ଷଣ ନିଷେଧ* *═✧*══•❁❀❁•═════✧ *ଡ:ବାୟୁନନ୍ଦନ ମିଶ୍ର* *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* *ଅଦୃଶ୍ୟଶକ୍ତି ଭବନ* *ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭* *ମୋବାଇଲ-9438447689* * *✧═════•❁❀❁•═════✧* *🌼🌹꧁ ଆଜିର ରାଶିଫଳ꧂🌹🌼* *✧═════•❁❀❁•═════✧* *🌹ମେଷ🌹👉ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ।* *✧═════•❁❀❁•═════✧* *🌹ବୃଷ🌹👉ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।* *✧═════•❁❀❁•═════✧* *🌹ମିଥୁନ🌹👉ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟସତ୍ୟ କହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।* *✧═════•❁❀❁•═════✧* *🌹କର୍କଟ 🌹👉ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।* *✧═════•❁❀❁•═════✧* *🌹ସିଂହ🌹👉ବିଭିନ୍ନ ପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ସମସ୍ୟା ସରଳ ସମାଧାନ କରିବାରେ ସଫଳ ହେବେ।* *✧═════•❁❀❁•═════✧* *🌹କନ୍ୟା🌹👉ଆଜି ଦିନଟିରେ ଯାହା କିଛି ପାଇବାର ଆଶା କରିବେ ତାହା ପୂରଣ ହୋଇପାରିବ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିର କଥା ମନକୁ ବାଧିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖାଦେଇପାରେ।* *✧═════•❁❀❁•═════✧* *🌹ତୁଳା🌹👉ସାମାନ୍ୟ ପ୍ରତିବନ୍ଧକ ମଧ୍ୟରେ ବନ୍ଧୁଙ୍କ ନିକଟରୁ ଆସାକରିଥିବା ଅର୍ଥପ୍ରାପ୍ତି ହେବ। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।* *✧═════•❁❀❁•═════✧* *🌹ବିଛା🌹👉ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ନିଜ ପରିବାରର ସଦସ୍ୟମାନଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।* *✧═════•❁❀❁•═════✧* *🌹ଧନୁ🌹👉କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।ଅଫିସରେ ସହକର୍ମୀ ମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।* *✧═════•❁❀❁•═════✧* *🌹ମକର🌹👉ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନ ହାନି ଘଟିପାରେ।ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ ।* *✧═════•❁❀❁•═════✧* *🌹କୁମ୍ଭ🌹👉ଆଜି ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ବେଶି ବାଧିବ।* *✧═════•❁❀❁•═════✧* *🌹ମୀନ🌹👉ଆଜି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରିବେ।* *✧═════•❁❀❁•═════✧*

1 day ago
user_ବାରକୋଟ ଖବର
ବାରକୋଟ ଖବର
Court reporter Barkot, Deogarh•

More news from Deogarh and nearby areas
  • ବାରକୋଟ ଶୈବ ପୀଠ ଠାରେ ଜାଗର ଯାତ୍ରା, ବାରକୋଟ ୧୨୩ ଶୈବ ପୀଠ ଠାରେ ଜାଗର ଯାତ୍ରା ପାଇଁ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ।, ଲିଙ୍ଗରାଜ ଶୈବ ପୀଠ ଠାରେ ଜାଗର ଯାତ୍ରା ପାଇଁ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ।
    4
    ବାରକୋଟ ଶୈବ ପୀଠ ଠାରେ ଜାଗର ଯାତ୍ରା,
ବାରକୋଟ ୧୨୩ ଶୈବ ପୀଠ ଠାରେ ଜାଗର ଯାତ୍ରା ପାଇଁ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ।, ଲିଙ୍ଗରାଜ ଶୈବ ପୀଠ ଠାରେ ଜାଗର ଯାତ୍ରା ପାଇଁ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter Barkot, Deogarh•
    23 hrs ago
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    13 min ago
  • pandit ka beta abba bol rahe hai
    1
    pandit ka beta abba bol rahe hai
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    2 hrs ago
  • ତାଳଚେର :-ତାଳଚେର ବ୍ଲକ ବିକ୍ରମପୁର ସ୍ଥିତ ଭଞ୍ଜ କଲୋନୀ ଠାରେ ଅସହାୟ ବୃଦ୍ଧ ଗୋବିନ୍ଦ ପ୍ରଧାନଙ୍କୁ ଲେଗ ୱାକର ପ୍ରଦାନ କଲେ ସମାଜସେବୀ ବିଭୁତି ସାହୁ l କୌଣସି କାରଣ ବଶତ ଦୁର୍ଘଟଣାରେ ସେ ଚାଲି ବୁଲି ପାରୁ ନଥିଲେ l ଖବର ପାଇଁ ଶ୍ରୀ ସାହୁ ଯୁବବନ୍ଧୁ ମାନଙ୍କ ସହିତ ସେଠାରେ ପହଞ୍ଚି ଲେଗ ୱାକର ସହଯୋଗ କରିଥିଲେ l ସୂଚନାଯୋଗ୍ୟ, ଶ୍ରୀ ସାହୁ ସମାଜରେ ଅସୁବିଧାରେ ଥିବା ଅସହାୟ ଲୋକ ମାନଙ୍କୁ ସାହାଯ୍ଯ ସହଯୋଗର ହାତ ବଢାଇବା ସହ ମାନବ ସେବାକୁ ମାଧବ ସେବା ମନରେ ଭାବି ଦୀର୍ଘ ବର୍ଷ ହେଲା ଏହି ସେବା ସହଯୋଗ ଜାରି ରଖିଥିବା ଜଣାପଡିଛି l
    1
    ତାଳଚେର :-ତାଳଚେର ବ୍ଲକ ବିକ୍ରମପୁର ସ୍ଥିତ ଭଞ୍ଜ କଲୋନୀ ଠାରେ ଅସହାୟ ବୃଦ୍ଧ ଗୋବିନ୍ଦ ପ୍ରଧାନଙ୍କୁ ଲେଗ ୱାକର ପ୍ରଦାନ କଲେ ସମାଜସେବୀ ବିଭୁତି ସାହୁ l କୌଣସି କାରଣ ବଶତ ଦୁର୍ଘଟଣାରେ ସେ ଚାଲି ବୁଲି ପାରୁ ନଥିଲେ l ଖବର ପାଇଁ ଶ୍ରୀ ସାହୁ ଯୁବବନ୍ଧୁ ମାନଙ୍କ ସହିତ ସେଠାରେ ପହଞ୍ଚି ଲେଗ ୱାକର ସହଯୋଗ କରିଥିଲେ l ସୂଚନାଯୋଗ୍ୟ, ଶ୍ରୀ ସାହୁ ସମାଜରେ ଅସୁବିଧାରେ ଥିବା ଅସହାୟ ଲୋକ ମାନଙ୍କୁ ସାହାଯ୍ଯ ସହଯୋଗର ହାତ ବଢାଇବା ସହ ମାନବ ସେବାକୁ ମାଧବ ସେବା ମନରେ ଭାବି ଦୀର୍ଘ ବର୍ଷ ହେଲା ଏହି ସେବା ସହଯୋଗ ଜାରି ରଖିଥିବା ଜଣାପଡିଛି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    3 hrs ago
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    11 hrs ago
  • କୁଚିଣ୍ଡା ବ୍ଲକ ର ବିଭିନ୍ନ ଶୈବ ପୀଠ ରେ ଶିବରାତ୍ରୀ ପାଳିତ
    1
    କୁଚିଣ୍ଡା ବ୍ଲକ ର ବିଭିନ୍ନ ଶୈବ ପୀଠ ରେ ଶିବରାତ୍ରୀ ପାଳିତ
    user_Tanaya Mahapatra
    Tanaya Mahapatra
    କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    11 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    14 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.