Shuru
Apke Nagar Ki App…
ଥରୁଟିଏ ଶୁଣନ୍ତୁ ସିଜିମାଳୀ ର ପୁରାଣ #spnewstvliveodia #shorts #latestnews #sijimali
SP NEWS LIVE ODIA
ଥରୁଟିଏ ଶୁଣନ୍ତୁ ସିଜିମାଳୀ ର ପୁରାଣ #spnewstvliveodia #shorts #latestnews #sijimali
More news from ଓଡ଼ିଶା and nearby areas
- ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନ ଅଧୀନ ମୁନିଗାଡି ଗାଁ ରେ ଜନଗଣନା ବେଳେ ଶିକ୍ଷୟତ୍ରୀ ଙ୍କୁ କାମୁଡ଼ିଲା ସାପ1
- Post by ମନୋଜ କୁମାର ପୁଣ୍ଟିଆ1
- Post by P. madhu sudan rao dora2
- Post by Manoj kumar baliyarsingh4
- କଟକ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଅକ୍ଷିମୁଠି ଅନୁକୂଳ କରି ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ଅତିକ୍ରମ କରିଛି କି ନାହିଁ,ଗଳି ପଡିଲା ସ୍ବାଗତ ତୋରଣ। ଭାଗ୍ୟ ଭଲ ଯେ କେହି ଆହତ ହୋଇନାହାନ୍ତି। କିନ୍ତୁ କିଛି ସମୟ ପାଇଁ ପୋଲିସ ଓ ବିଧାୟକଙ୍କ ଗାଡି ଅଟକି ରହିଲା। ପୋଲିସ ଭାଇ ଓ ସି ଆର ଆର ଆର ଆଇ ସୁରକ୍ଷା କର୍ମୀ ତୋରଣ ହଟାଇଵା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।1
- Post by Ramachandraswain1
- (ବିଜେପି ରେ ମିଶିଲେ ଥାଇଳୋ ଓ ଓଚିନ୍ଦା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଏବଂ ଶତାଧିକ କର୍ମୀ ) ଜଗତସିଂହପୁର ତା =20/4/26 ବିଶ୍ୱ ଗୁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଙ୍କ ନିତି ଆଦର୍ଶ ଏବଂ ଭାରତୀୟ ଜନତା ପାଟିର ବିଚାରଧାରା ରେ ଅନୁପ୍ରାଣିତ ହୋଇ ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ବାହାଲିଆ ଶତାଧିକ ସମର୍ଥକମାନଙ୍କୁ ନେଇ ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ମହାନ୍ତି ଙ୍କ ବୋରିକିନା ତିତିରା ସ୍ଥିତ ବାସଭବନ ରେ ଶତାଧିକ କର୍ମକର୍ତା ଉପସ୍ଥିତ ହୋଇଥିଲେ | ଶ୍ରୀ ଯୁକ୍ତ ମହାନ୍ତି ପୁଷ୍ପଗୁଚ୍ଛ ଦଳୀୟ ଟୋପି ଦେଇ ସମସ୍ତ କର୍ମକର୍ତା ଙ୍କୁ ବିଧିବଦ୍ଧ ଭାବେ ବିଜେପି ରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ବେଳେ ମାଛଗାଁ ଓଚିନ୍ଦା ଠାରେ ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଏବଂ ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ଙ୍କ ଉପସ୍ଥିତ ରେ ଶତାଧିକ ବିଭିନ୍ନ ଦଳ ର କର୍ମକର୍ତା ବିଜେପି ରେ ସାମିଲ ହୋଇଛନ୍ତି |ଆଗାମୀ ଦିନରେ ବିଜେପି କୁ ବିଶ୍ୱର ସର୍ବ ବୃହତ ଦଳ ଭାବେ ପରିଗଣିତ କରିବାକୁ ସଂକଳ୍ପ କରିଛନ୍ତି | ଜଗତସିଂହପୁର ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ ଙ୍କ ରିପୋର୍ଟ1
- ନିଆରା ଢ଼ଙ୍ଗରେ ସତ୍ୟମେବ ଜୟତେ ଏକତା ମଞ୍ଚ ତରଫରୁ ଛତା ବଣ୍ଟନ କାର୍ଯ୍ୟକ୍ରମ। ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ : ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କ୍ଲବ୍ ଗୃହକୁ ମୁଖ୍ୟ ଅତିଥିଭାବେ ଡକ୍ଟର ଅବିନାଶ ସାମଲ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପରିଡ଼ାଙ୍କ ସମେତ ଅନ୍ୟନ୍ୟା ଅତିଥି ମାନେ ମଞ୍ଚାସୀନ ହୋଇଥିଲେ। ସତ୍ୟ ମେବ ଜୟତେ କମିଟି ତରଫରୁ ଛୋଟ ଏକ ନିଆରା ଢ଼ଙ୍ଗରେ ୧୦୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ବୃଦ୍ଧା ବୃଦ୍ଧ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଛତା ବଣ୍ଟନ କରାଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏବଂ ପରେ ଅଞ୍ଚଳର ୭୦ରୁ ଉର୍ଦ୍ଧ୍ବ ଯୁବକମାନେ କଂଗ୍ରେସ,ବିଜେପି ଦଳ ଛାଡ଼ି ଡକ୍ଟର ଅବିନାଶ ସାମଲଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ। ଆଜିର ଏହି ଅବସରରେ ଚନ୍ଦ୍ରଶେଖରପ୍ରସାଦ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କମିଟି ସଭାପତି ରତିରଞ୍ଜନ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ମହାନ୍ତି,ସାଗର ବେହେରା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ସୁଧୀର ସାମଲ ଫ୍ୟାନ କ୍ଲବ -ଢେଙ୍କାନାଳ Sudhir Kumar Samal Sudhir Kumar Samal Fan Narottam Sahoo Narottam Sahoo Narottam Rout Archana Puhan Sadananda Dehury Dhenkanal News Tehelka Dhenkanal Dhenkanal Update Dhenkanal Tehelka DHENKANAL NEWS1
- Post by Dhenkanal News1