ଭକ୍ତ ହନୁମାନଙ୍କ ପରିସରରେ ୪୮ପ୍ରହର ମହାସଂକୀର୍ତ୍ତନ ------------------------------------------------- ଅତ୍ୟାଧୁନିକ ଓ ଅପସଂସ୍କୃତି ରେ ଆଉଟୁପାଉଟୁ ସମାଜ ରେ ସହର ଭିତରେ ଯେ ନାମ ସଂକୀର୍ତ୍ତନ ହୋଇପାରେ,ଏହା ଦଶବର୍ଷ ଧରି ପ୍ରମାଣ କରିଛନ୍ତି ପୁରୀ ଚୂଡଙ୍ଗସାହି ବାସିନ୍ଦା। କ୍ଲବ୍ ର ତାସ୍ ଖେଳ, କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏବଂ ଅରୁଚିକର ନୃତ୍ୟ ଠାରୁ ଦୂରେଇ ଯାଇ ବଡୁ ମହାପାତ୍ର ଜାଗା ସହଯୋଗ ରେ ଗତ ୧୩ ତାରିଖରୁ ଭକ୍ତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ମହାସଂକୀର୍ତ୍ତନକୁ ଭାଗବତ ଭାଷ୍ୟକାର ଡକ୍ଟର ବଦ୍ରି ମିଶ୍ର ଉଦଘାଟନ କରିଥିଲେ। ବିଭିନ୍ନ ଦିନରେ ଚଣ୍ଡି ପ୍ରସାଦ ସିଂହ, ଭକ୍ତଚରଣ ଦାସ, ମାର୍କଣ୍ଡେଶ୍ୱର ସାହି କମିଟି ସଂପାଦକ , ଚୂଡଙ୍ଗସାହି କମିଟି ସଂପାଦକ , ସାଂସଦ ସମ୍ବିତ ପାତ୍ର, ବିଧାୟକ ସୁନୀଲ ମହାନ୍ତି,ସାଂସଦ ଶୁଭାଶିଷ ଖୁଣ୍ଟିଆ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କୃଷ୍ଣଚନ୍ଦ୍ର ସାମନ୍ତରା, ଜଗନ୍ନାଥ ପୂଜାପଣ୍ଡା, ମଧୁସୂଦନ ସିଂହାରୀଙ୍କ ସମେତ ଅନେକ ଗଣମାଧ୍ୟମ ପ୍ରତିନିଧି ଓ ସାହି ମୁଖିଆ ଯୋଗ ଦେଇଥିଲେ। ଲକ୍ଷ୍ମୀ ଫ୍ରୁଟସ୍ ର ସତ୍ତ୍ଵାଧିକାରୀ ସୁଦର୍ଶନ ସାହୁଙ୍କ ତତ୍ତ୍ୱାବଧାନରେ ଏହି ମହାସଂକୀର୍ତ୍ତନ ଶ୍ରୀମନ୍ଦିର ପରିକ୍ରମା ସହ ଉଦଯାପନ ହୋଇଥିଲା।
ଭକ୍ତ ହନୁମାନଙ୍କ ପରିସରରେ ୪୮ପ୍ରହର ମହାସଂକୀର୍ତ୍ତନ ------------------------------------------------- ଅତ୍ୟାଧୁନିକ ଓ ଅପସଂସ୍କୃତି ରେ ଆଉଟୁପାଉଟୁ ସମାଜ ରେ ସହର ଭିତରେ ଯେ ନାମ ସଂକୀର୍ତ୍ତନ ହୋଇପାରେ,ଏହା ଦଶବର୍ଷ ଧରି ପ୍ରମାଣ କରିଛନ୍ତି ପୁରୀ ଚୂଡଙ୍ଗସାହି ବାସିନ୍ଦା। କ୍ଲବ୍ ର ତାସ୍ ଖେଳ, କ୍ରିକେଟ
ଟୁର୍ଣ୍ଣାମେଣ୍ଟ ଏବଂ ଅରୁଚିକର ନୃତ୍ୟ ଠାରୁ ଦୂରେଇ ଯାଇ ବଡୁ ମହାପାତ୍ର ଜାଗା ସହଯୋଗ ରେ ଗତ ୧୩ ତାରିଖରୁ ଭକ୍ତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ମହାସଂକୀର୍ତ୍ତନକୁ ଭାଗବତ ଭାଷ୍ୟକାର ଡକ୍ଟର ବଦ୍ରି ମିଶ୍ର ଉଦଘାଟନ କରିଥିଲେ। ବିଭିନ୍ନ
ଦିନରେ ଚଣ୍ଡି ପ୍ରସାଦ ସିଂହ, ଭକ୍ତଚରଣ ଦାସ, ମାର୍କଣ୍ଡେଶ୍ୱର ସାହି କମିଟି ସଂପାଦକ , ଚୂଡଙ୍ଗସାହି କମିଟି ସଂପାଦକ , ସାଂସଦ ସମ୍ବିତ ପାତ୍ର, ବିଧାୟକ ସୁନୀଲ ମହାନ୍ତି,ସାଂସଦ ଶୁଭାଶିଷ ଖୁଣ୍ଟିଆ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କୃଷ୍ଣଚନ୍ଦ୍ର ସାମନ୍ତରା, ଜଗନ୍ନାଥ
ପୂଜାପଣ୍ଡା, ମଧୁସୂଦନ ସିଂହାରୀଙ୍କ ସମେତ ଅନେକ ଗଣମାଧ୍ୟମ ପ୍ରତିନିଧି ଓ ସାହି ମୁଖିଆ ଯୋଗ ଦେଇଥିଲେ। ଲକ୍ଷ୍ମୀ ଫ୍ରୁଟସ୍ ର ସତ୍ତ୍ଵାଧିକାରୀ ସୁଦର୍ଶନ ସାହୁଙ୍କ ତତ୍ତ୍ୱାବଧାନରେ ଏହି ମହାସଂକୀର୍ତ୍ତନ ଶ୍ରୀମନ୍ଦିର ପରିକ୍ରମା ସହ ଉଦଯାପନ ହୋଇଥିଲା।
- Post by Rajesh Samantaray1
- Post by Manoj kumar baliyarsingh4
- କଟକ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଅକ୍ଷିମୁଠି ଅନୁକୂଳ କରି ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ଅତିକ୍ରମ କରିଛି କି ନାହିଁ,ଗଳି ପଡିଲା ସ୍ବାଗତ ତୋରଣ। ଭାଗ୍ୟ ଭଲ ଯେ କେହି ଆହତ ହୋଇନାହାନ୍ତି। କିନ୍ତୁ କିଛି ସମୟ ପାଇଁ ପୋଲିସ ଓ ବିଧାୟକଙ୍କ ଗାଡି ଅଟକି ରହିଲା। ପୋଲିସ ଭାଇ ଓ ସି ଆର ଆର ଆର ଆଇ ସୁରକ୍ଷା କର୍ମୀ ତୋରଣ ହଟାଇଵା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।1
- ମହାପ୍ରଭୁଙ୍କ ଚାପ ଖେଳ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ । ଶ୍ରୀକ୍ଷେତ୍ରରେ ୨୧ ଦିନିଆ ଚନ୍ଦନଯାତ୍ରା ।2
- Post by ମନୋଜ କୁମାର ପୁଣ୍ଟିଆ1
- Women reservation bill and releted opportunities bill failure in Parliament.1
- Post by Prabhati Sahoo1
- Post by Manoj kumar baliyarsingh3