Shuru
Apke Nagar Ki App…
Mamatajeha
More news from ଓଡ଼ିଶା and nearby areas
- ଯାତ୍ରାରେ କାହିଁକି ଲଙ୍ଗଳା ନାଚ ! କାହିଁକି ବାରମ୍ବାର ବିବାଦ ! କେବେ ହେବ ଏ ବିବାଦର ସମାଧାନ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- KALIAPANIUPDATE HEADLINES1
- ମେଟ୍ରୋ ମଲ୍ ଲିପ୍ଟରେ ଫସିଲେ ଗ୍ରାହକ!ଉଦ୍ଧାର କରିବାକୁ ନାକେଦମ ହେଲା ଅଗ୍ନିଶମ ବାହିନୀ। କଟକ ବାଙ୍କୀ ନୃସିଂହ ବଜାରରେ ଥିବା ମେଟ୍ରୋ ମଲ୍ର ଦୃଶ୍ୟ। ଦୀର୍ଘ ୩୦ ମିନିଟର ସଙ୍ଘର୍ଷ ପରେ ୬ ଜଣ ଗ୍ରାହକଙ୍କୁ ବାହାର କରାଯାଇଥିଲା।1
- ଵଦଳିଲା ପ୍ରଭାତ ବିଶ୍ବାଳଙ୍କ ପୋଷାକର ରଙ୍ଗ।ଖଇରିଆରୁ ଧଳା ହେଲା ପୋଷାକ। ସାମ୍ବାଦିକ ସମ୍ମିଳନୀ କରି କହିଲେ କାହିଁକି ପିନ୍ଧୁଥିଲେ ଖଇରିଆ ପୋଷାକ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେଉଁ ନେତାଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧୁଥିଲେ ।1
- Post by Gagan Bhoi1
- ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ- ଅଶ୍ବିନୀ ବୈଷ୍ଣବ1
- Post by AT News1
- Post by NEWS MANORANJAN1
- ସି.ଏମ୍. ଟ୍ରଫି ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ । ଢ଼େଙ୍କାନାଳ, ଚ଼ଳିତ ବର୍ଷ ସି.ଏମ୍. ଟ୍ରଫି ହାସଲ ନିମନ୍ତେ ଆଜି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛିି । କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ସଂଘର ମିଳିତ ଆନୁକୂଲ୍ୟରେ ଢ଼େଙ୍କାନାଳ ମୂଖ୍ୟ ଷ୍ଟାଡ଼ିୟମ ଠାରେ ଆଜି ସକାଳେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡା ମହାକୁମ୍ଭକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଶୁଭାରମ୍ଭ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତା, ଗ୍ରାମାଞ୍ଚଳ ସହିତ ସମଗ୍ର ଜିଲ୍ଲାରେ ଲୁଚି ରହିଥିବା କ୍ରୀଡା ପ୍ରତିଭାର ଉନ୍ମେଷ ଘଟାଇ , ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡାବିତମାନଙ୍କୁ ପ୍ରତିଷ୍ଠିତ କରାଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡା ଅଭ୍ୟାସ ଦ୍ୱାରା ଶାରିରୀକ କ୍ଷମତା ବୃଦ୍ଧି ହେବା ସହ ନିୟମିତ ଅଭ୍ୟାସ ଫଳରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଆଣିଦେବ ବୋଲି ସେ ମତବ୍ୟକ୍ତ କରିଥିଲେ । ନିୟମିତ ଅଭ୍ୟାସ କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଜିଲା କ୍ରୀଡା ସଂଘର ସଂପାଦକ ଶ୍ରୀ ନଳିନୀ କୁମାର ଦାଶ, ଏହି କ୍ରୀଡା ସମାରୋହରେ କବାଡ଼ି, ଭଲିବଲ୍, ଖୋ-ଖୋ ଏବଂ ଫୁଟବଲ ଖେଳ ପ୍ରତିଯୋଗିତାରେ ସମସ୍ତ ବ୍ଲକ ଅଞ୍ଚଳର ମୋଟ୍ ୬୨ ଟି ଦଳ ଅଂଶ ଗ୍ରହଣ କରିଛନ୍ତି ଏବଂ ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚ଼ନା ଦେଇଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଜାତା ପଟ୍ଟନାୟକ ପ୍ରମୂଖ ଯୋଗ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।1