Shuru
Apke Nagar Ki App…
ମାସିକ ଏମ୍ ସିଏମ୍ ବୈଠକ ଅନୁଷ୍ଠିତ କେନ୍ଦୁଝର ,୧।୮(ଦୁର୍ଯ୍ୟୋଧନ ପାତ୍ର ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଯୋଗୀମଠ ଠାରେ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଛି।ପଦ୍ମପୁର କ୍ଲଷ୍ଟର ସିଆରସିସି ଜନ୍ମେଜୟ ସାହୁ ଅଧ୍ୟକ୍ଷତା କରିବା ସହ ପରିଚାଳନା କରିଥିଲେ।ଏଥିରେ ୨୮ଜଣ କ୍ଲଷ୍ଟର ସ୍ତରୀୟ ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଏଫଏଲ୍ ଏନ୍ ଶିକ୍ଷକ ଶିକ୍ଷୟତ୍ରୀ ସାମିଲଥିଲେ।ବୈଠକ ସକାଳ ୧୦ରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା।
ଦୁର୍ଯ୍ୟୋଧନ ପାତ୍ର
ମାସିକ ଏମ୍ ସିଏମ୍ ବୈଠକ ଅନୁଷ୍ଠିତ କେନ୍ଦୁଝର ,୧।୮(ଦୁର୍ଯ୍ୟୋଧନ ପାତ୍ର ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଯୋଗୀମଠ ଠାରେ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଛି।ପଦ୍ମପୁର କ୍ଲଷ୍ଟର ସିଆରସିସି ଜନ୍ମେଜୟ ସାହୁ ଅଧ୍ୟକ୍ଷତା କରିବା ସହ ପରିଚାଳନା କରିଥିଲେ।ଏଥିରେ ୨୮ଜଣ କ୍ଲଷ୍ଟର ସ୍ତରୀୟ ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଏଫଏଲ୍ ଏନ୍ ଶିକ୍ଷକ ଶିକ୍ଷୟତ୍ରୀ ସାମିଲଥିଲେ।ବୈଠକ ସକାଳ ୧୦ରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା।
More news from ଓଡ଼ିଶା and nearby areas
- ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର ପ୍ରୋତ୍ସାହନ ରାଶି ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। Report by Muna Mahendra Patra @Ghatgaonmirror1
- ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି4
- ମୋଦୀ_ବିଷ୍ଣୁଙ୍କ_ଅବତାର, ତାଙ୍କ ପାଦଧୁଆ_ପାଣି_ପିଇବାକୁ_ଚାହୁଛି ! ଚର୍ଚ୍ଚାରେ ବଲିଉଡ ଅଭିନେତା । ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ବିଷ୍ଣୁଙ୍କ ସହ କଲେ ତୁଳନା । ପାଦ ଧୋଇ ପାଣି ମୋଦୀ_ବିଷ୍ଣୁଙ୍କ_ଅବତାର, ତାଙ୍କ ପାଦଧୁଆ_ପାଣି_ପିଇବାକୁ_ଚାହୁଛି ! ଚର୍ଚ୍ଚାରେ ବଲିଉଡ ଅଭିନେତା । ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ବିଷ୍ଣୁଙ୍କ ସହ କଲେ ତୁଳନା । ପାଦ ଧୋଇ ପାଣି ପିଇବାକୁ ଚାହୁଁଥିବା କହିଲେ ସୁଦେଶ ବୈରୀ । ତାଙ୍କର ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।1
- ପିଅଙ୍କୁ ଦୁର୍ବ୍ୟବହାର....।......................।..........1
- ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା। ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।1
- ବନ୍ୟା ପାଣିକୁ ଆଧୁନିକ ଜଳ ବିଶୋଧନ କେନ୍ଦ୍ର (Water Treatment Plant) ମାଧ୍ୟମରେ ପରିଶୋଧନ କରି ପାନୀୟ ଜଳରେ ପରିଣତ କରାଯାଉଛି। କେଉଁ କେଉଁ ପଦକ୍ଷେପ ମାଧ୍ୟମରେ ମଇଳା ବନ୍ୟା ପାଣି ବିଶୁଦ୍ଧ ପିଇବା ପାଣିରେ ପରିବର୍ତ୍ତନ ହୁଏ, ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏହି ଭିଡିଓରେ ଦେଖନ୍ତୁ।1
- 🙏🙏🙏ଜଳ ପ୍ରଳୟ 🙏🙏🙏 ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି1