Shuru
Apke Nagar Ki App…
ଇଲେକ୍ଟ୍ରି ଦୀପାଟମେଣ୍ଟ ସୋଚଳ ଧାରା ପାଇପି ଯାଇଥିବା ଜାଗାରେ ଖୁଣ୍ଟି ପକାଇ ପାଇପି ଫାଟି ଯାଇଛି ଲୋକଙ୍କ ଘରକୁ ଯାଉନି ପାଣି ଜୟଦେବ ଗ୍ରାମ ପଂଚାୟତ ମହୁଖଣ୍ଡା ଗ୍ରାମ
Gagan Bhoi
ଇଲେକ୍ଟ୍ରି ଦୀପାଟମେଣ୍ଟ ସୋଚଳ ଧାରା ପାଇପି ଯାଇଥିବା ଜାଗାରେ ଖୁଣ୍ଟି ପକାଇ ପାଇପି ଫାଟି ଯାଇଛି ଲୋକଙ୍କ ଘରକୁ ଯାଉନି ପାଣି ଜୟଦେବ ଗ୍ରାମ ପଂଚାୟତ ମହୁଖଣ୍ଡା ଗ୍ରାମ
More news from ଓଡ଼ିଶା and nearby areas
- ଭୁବନେଶ୍ୱର PMG ଠାରେ ତାଳଚେରବାସିଙ୍କ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଧାରଣା। ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ଡାକ୍ତର ନାହାନ୍ତି କି ରୋଗୀ ସେବା ହେଉନାହିଁ:ଦିଗମ୍ବର ଗଡ଼ନାୟକ1
- କଟକ ନୂଆପଡା ପ୍ରେସ କଲୋନୀରେ ଗୁଳିକାଣ୍ଡ। ଗୁଳିମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଜେନା ଓରଫ ଲିଙ୍କୁ। ନୂଆପଡା ପ୍ରେସ କଲୋନୀ ନିକଟରେ ଦୁର୍ବୃତ୍ତମାନେ ସୌମ୍ୟରଞ୍ଜନ ଉପରକୁ ଗୁଳିମାଡ କରିଥିଲେ । ଏଥିରେ ସୌମ୍ୟ ଗୁରୁତର ହୋଇଥିଲ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି।1
- କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।4
- Olden Warriors Play, Kerela.1
- ଢେଙ୍କାନାଳ ସହରର ଜୁବୁଲି ଟାଉନ ମା ବୁଢୀଠାକୁରାଣୀ ମନ୍ଦିର ସମ୍ମୁଖ ରେ ପୁର୍ତ୍ତ ବିଭାଗ ତରଫରୁ କରା ଯାଇଥିବା କଲ୍ଲଭଟ- ରେ କୈଣସି ସୂଚନା ନାହି ଏବଂ ରାସ୍ତା ଟି ସପୂଅଣ ଓସାରିଆ ତେଣୁକରି ଏଠାରେ ଦୁଘଟଣା ବାରମ୍ବାର ହେଉଛି ଏଥିପାଇଁ ଦାୟୀ କିଏ ବିଭାଗୀୟ ଅଧିକାର ନା ଠିକାଦାର ଆପଣଙ୍କ ଉତ୍ତର ଅପେକ୍ଷା ରେ2
- ଆଜିଠାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାରେ ମୋଟ ୯୫ଟି ପରୀକ୍ଷା କେନ୍ଦ୍ରରେ ୧୬, ୭୭୭ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ସକାଳ ସାଢେ ୭ଟାରେ ସମସ୍ତ ପରୀକ୍ଷା କେନ୍ଦ୍ର ପରୀକ୍ଷାର୍ଥୀମାନେ ପ୍ରବେଶ କରିଛନ୍ତି। ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । କପି ରୋକିବା ପାଇଁ ମଧ୍ଯ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପକ୍ଷରୁ କପି ରୋକିବା ପାଇଁ ୩ଟି ସ୍ପାଡ ଗଠନ ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି। ଜିଲ୍ଲାର ଭୁବନ ବ୍ଲକରେ ୧୧ଟି, ଢେଙ୍କାନାଳରେ ୧୬ଟି, ଗଁଦିଆ, ହିନ୍ଦୋଳ ଓ କାମାକ୍ଷାନଗରରେ ୧୨ଟି ଲେଖାଏଁ, କଙ୍କଡ଼ାହାଡ଼ରେ ୯ଟି, ଓଡ଼ାପଡ଼ା ବ୍ଲକରେ ୧୩ଟି ଓ ପରଜଙ୍ଗବ୍ଲକରେ ୧୦ଟିକୁ ମିଶାଇ ମୋଟ ୯୫ଟି ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ଜିଲାରେ ୨୬୯ଟି ହାଇସ୍କୁଲର ମୋଟ ରେଗୁଲାର ୧୬୬୦୮ ପରୀକ୍ଷାର୍ଥୀ, ପତ୍ର ବିନିମୟରେ ୧୦ଜଣ ଓ ଏସ୍ଓଏସ୍ଇରେ ୧୫୯ଜଣ ପରୀକ୍ଷାର୍ଥୀ ରହିଛନ୍ତି। ପ୍ରଶ୍ନପତ୍ର ରଖୁବା ପାଇଁ ୧୦ଟି ନୋଡାଲ Iଲ ସେଣ୍ଟର କରାଯାଇଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ ବେସ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି |1
- ଭୁବନେଶ୍ବରର କଂଗ୍ରେସ ଭବନ ଠାରେ କଂଗ୍ରେସର ପ୍ରେସ ବାର୍ତାରେ କହିଲେ ଓଡ଼ିଶାର ଋଣ ୨୬-୨୭ରେ ଦେଢ଼ ଲକ୍ଷ୍ୟ କୋଟି ହେଇଯିବ ୨୫% ସୁଧରେ ପଳେଇବ, GDP ହାର କମିଯିଵ।1
- Post by Gagan Bhoi1
- ଏସିଆନ ମୁକ ବଧିର କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟରେ ଚଳିତ ମାସ 19 ତାରିଖ ଗୁରୁବାର ଦିନ ଠାରୁ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଟି 20 ଏସିଆ ମୁକ,ବଧିର କ୍ରିକେଟ କପ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି ବାରବାଟି ଷ୍ଟାଡିୟମ୍ ଠାରେ ପ୍ରତିଯୋଗିତାର ଆୟୋଜନକାରି ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଭାରତ ସମେତ ଶ୍ରୀଲଙ୍କା ନେପାଳ ତିନୋଟି ରାଷ୍ଟ୍ର କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତାକୁ ଏସିଆନ୍ କପ୍ ମୁକ ବଧିର ପ୍ରତିଯୋଗିତା ଭାବରେ ବିବେଚନା କରାଯାଇଛି। ପ୍ରଥମ ଥର ପାଇଁ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଭାରତୀୟ ଦଳର ଅଧିନାୟକ ଭାବରେ ବିରେନ୍ଦ୍ର ସିଂ,ନେପାଳ ର ବୈଦ୍ୟନାଥ ଚୌଧୁରୀ ଏବଂ ଶ୍ରୀଲଙ୍କାର ଏ କ୍ଲେପ ନେତୃତ୍ୱ ନେଉଛନ୍ତି। ଆଜି ଏହି ପ୍ରତିଯୋଗିତା ପାଇଁ ଜର୍ସି ଉନ୍ମୋଚିତ ହୋଇଛି। ଏହି ପ୍ରତିଯୋଗିତା ଚଳିତ ମାସ 24 ତାରିଖ ପର୍ଯ୍ୟନ୍ତ ଚାଲିବ 25 ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ସକାଳ 11 ଘଟିକରୁ 5 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଏଡିସିଏ ରନିର୍ଦ୍ଦେଶକ ରୋମା ବଲ୍ଵାନି, ଏଡିସିଏ ର ସଭାପତି ସୁମିତ ଜେନ, ସି ଇ ଓ ଶର୍ମ୍ମିଲା ସୁବ୍ରମଣ୍ୟମ, ସାଧାରଣ ସମ୍ପାଦକ ସାଗରକାନ୍ତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।4