Shuru
Apke Nagar Ki App…
ନୟାଗଡ଼ ଜିଲ୍ଲା ଇଟାମାଟି କଂସାରୀ ସାହି ରେ ଧୁମଧାମ ରେ ଖୁଦୁରୁକୁଣୀ ପୂଜା #spnewstvliveodia #breakingnews #nayagadanews ନୟାଗଡ଼ ଜିଲ୍ଲା ଇଟାମାଟି କଂସାରୀ ସାହି ରେ ଧୁମଧାମ ରେ ଖୁଦୁରୁକୁଣୀ ପୂଜା #spnewstvliveodia #breakingnews #nayagadanews
SP NEWS LIVE ODIA
ନୟାଗଡ଼ ଜିଲ୍ଲା ଇଟାମାଟି କଂସାରୀ ସାହି ରେ ଧୁମଧାମ ରେ ଖୁଦୁରୁକୁଣୀ ପୂଜା #spnewstvliveodia #breakingnews #nayagadanews ନୟାଗଡ଼ ଜିଲ୍ଲା ଇଟାମାଟି କଂସାରୀ ସାହି ରେ ଧୁମଧାମ ରେ ଖୁଦୁରୁକୁଣୀ ପୂଜା #spnewstvliveodia #breakingnews #nayagadanews
More news from ଓଡ଼ିଶା and nearby areas
- ଖୋର୍ଦ୍ଧା ଜିଲ୍ଲାର ପୌର ପରିଷଦ ଆଠ ନଂ ୱାର୍ଡ଼ରେ ଜଳବନ୍ଧି ସମସ୍ୟା ଘେରରେ ଜନସାଧାରଣ1
- କବିସୂର୍ଯ୍ୟନଗର : ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ,ଉତ୍କଟ ଡ୍ରେନେଜ ସମସ୍ୟା ସମାଧାନ ନେଇ ଅଭିଯୋଗ କଲେ କୋଦଳା ଏନଏସି ବାସିନ୍ଦା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ରେ ଡ୍ରେନେଜ ସମସ୍ୟା ନେଇ ଅଭିଯୋଗ କଲେ କୋଦଳା ଏନଏସି ୱାର୍ଡ ନମ୍ବର 10 ସୂର୍ଯ୍ୟନଗର ସାହି ବାସିନ୍ଦା l ଦୀର୍ଘ ମାସ ହେବ ସାହି ରାସ୍ତାରେ ନର୍ଦମା ପାଣି ଜମି ରହିବା ସହ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି l ଫଳରେ ସାହି ବାସିନ୍ଦା ବହୁ ସମସ୍ୟା ଭୋଗୁଥିବା ନେଇ ବହୁବାର କୋଦଳା ଏନଏସି ରେ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲା ସ୍ଥରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅଧିକାରୀ ଙ୍କ ନିକଟରେ ଦାବି କରାଯାଇଛି l ସେହି ଭଳି ମୋଟ 186 ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ଲାଇନ ଡିପାର୍ଡ ମେଣ୍ଟ ର ଅଧିକାରୀ ମାନେ ଯୋଗଦେଇଥିଲେ l ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଯଥାଶୀଘ୍ର ସମାଧାନ ଲାଗି ପ୍ରୟାସ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ l1
- ତୁମେ ଚରିଯୁଗ ତୁମେ ଚାରିବେଦ ତୁମେ ନାଦବ୍ରହ୍ମ ତୁମେ ବ୍ରହ୍ମନାଦ ⭕❗⭕🙏1
- ଚିଲିକାରେ ୪ ଦିନ ଭସା ପୋଲ ବନ୍ଦ ରହିବା ନେଇ କର୍ତ୍ତୃପକ୍ଷଙ୍କ ସୂଚନା ସେପ୍ଟେମ୍ବର ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଭସା ପୋଲ ବନ୍ଦ ରହିବ। ଏନେଇ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି। ଚିଲିକା ହ୍ରଦରେ ସାତପଡ଼ା-ଜାହାନିକୁଦରେ ଭସା ପୋଲ ବନ୍ଦ ରହିବା କୁହାଯାଇଛି।1
- ଅlତିଣ୍ଡା ଗେଟ ତାଲା କାଟି ଶରତ ପ୍ରଧାନଙ୍କ ଘରୁ ଲୁଟ ପହଞ୍ଚି ପାରୁନି ପୋଲିସ1
- ବରିଷ୍ଠ ସାମ୍ବାଦିକଙ୍କ ଖୋଲା ମଞ୍ଚର ଖୋଲା କଥା ।,,,,,,,,,,,,, ବରିଷ୍ଠ ସାମ୍ବାଦିକଙ୍କ ଖୋଲା ମଞ୍ଚର ଖୋଲା କଥା ।,,,,1
- ମୋବଇଲ ଶୋଇଲା ବେଳକୁ ଦେଖିଲେ ରୋବର୍ଟ କିପରି ତାଗିତ କରି ମୋବାଇଲ ନେଇଯାଇ ଶୋଇବାକୁ ବାଧ୍ୟ କରୁଛି1
- କୃତ୍ରିମ ଗୋଡ଼, ହାତ ସହ ହ୍ୱିଲ୍ଚେୟାର ଓ ବିଭିନ୍ନ ସହାୟକ ଯନ୍ତ୍ର ମାଗଣାରେ ପ୍ରଦାନ। ପୁରୀ, ୨୧/୦୯: ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆରମ୍ଭ ହୋଇଛି। ରାଜସ୍ଥାନର ଜୟପୁରସ୍ଥିତ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ଆନୁକୂଲ୍ୟରେ ଏବଂ ରୋଟାରୀ କ୍ଲବ ଅଫ୍ ପୁରୀ ଜଗନ୍ନାଥ ଧାମ ଓ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ଜୟ ଗୋପାଳଜୀ ଭବନ, ବଡ଼ଶଙ୍ଖ ଠାରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଏଠାରେ ହିତାଧିକାରୀମାନଙ୍କୁ କୃତ୍ରିମ ଗୋଡ଼, ହାତ, ହ୍ୱିଲ୍ଚେୟାର, ବାଡ଼ି ସମେତ ବିଭିନ୍ନ ସହାୟକ ଯନ୍ତ୍ର ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। ଶିବିର ପାଇଁ ୯୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିବାବେଳେ ୫୦ରୁ ଅଧିକ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହିତାଧିକାରୀମାନେ ଶିବିରରେ ଯୋଗଦେଇ ସହାୟତା ପାଇବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋଟାରିଆନ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିଲ କୁମାର ସାମଲ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି, ମନୋଜ କୁମାର ତ୍ରିପାଠୀ, ବ୍ରହ୍ମପୁର ଇଷ୍ଟ କ୍ଲବର ସଭାପତି ହୃଷିକେଶ ପ୍ରଧାନ ଓ ପ୍ରକଳ୍ପ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ। ରୋଟାରୀ କ୍ଲବ ଅଫ୍ ଜଗନ୍ନାଥ ଧାମର ସଭାପତି ସନମୋହନ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ପାତ୍ରଙ୍କ ସମେତ ବହୁ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବ୍ରହ୍ମପୁର ଇଷ୍ଟ ପକ୍ଷରୁ ଡ଼. ସମ୍ବିତ ବେଗ୍ରାୟ, ପ୍ରଦୀପ କୁମାର ପଣ୍ଡା, କାମରାଜୁ ମହାରଣା, ଜୟନ୍ତ ପାତ୍ର, ଶାନ୍ତନୁ ପାତ୍ର ଓ ଅସିତ ଦତ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଶିବିର ଭିନ୍ନକ୍ଷମ ହିତାଧିକାରୀଙ୍କୁ ନୂଆ ଆଶା ଓ ସ୍ୱାବଲମ୍ବନର ସୁଯୋଗ ଦେଇଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ଜ଼ିଲ୍ଲାପାଳ ଏବଂ ଏସ ପି ଙ୍କ ନିକଟରେ ଅଭିଯୋଗ | ବାକିଆ ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା ଧମକ ଜ଼ିଲ୍ଲାପାଳ ଏବଂ ଏସ ପି ଙ୍କ ନିକଟରେ ଅଭିଯୋଗ | ବାକିଆ ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା ଧମକ #latestnews #updatenews #apanankakhabara #jagatsinghpur #news #odisha1