ବୌଦ୍ଧ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୨୦୨୬ ମେଟ୍ରିକ ପରୀକ୍ଷା ଆରମ୍ଭ ୨୦୨୬ ମସିହାର ମ୍ୟାଟ୍ରିକ ବୋଡ଼ ପରୀକ୍ଷା ବୌଦ୍ଧ ଜିଲାର ବିଭନ୍ନ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ମାଧ୍ୟମିକ ଶିକ୍ଷାପରିଷଦ ଓଡିଶା ପକ୍ଷରୁ ଆୟୋଜିତ ପରୀକ୍ଷା ବୌଦ୍ଧ ଜିଲ୍ଲାର ୩୩ଟି କେନ୍ଦ୍ରରେ ସୁଚାରୁ ରୂପେ ଗୁରୁବାର ଦିନ ମାତୃଭାଷା ଓଡ଼ିଆ ରୁ ଆରାମ୍ଭ ହୋଇଛି। ଉକ୍ତ ମ୍ୟାଟ୍ରିକ ପରୀକ୍ଷା ଫେବୃୟାରୀ 19ରୁ ମାର୍ଚ୍ଚ 3ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ପ୍ରଥମ ଦିନରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ରେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ 33ଗୋଟି ସେଣ୍ଟର ରେ ସମୁଦାୟ 6601 ଜଣ ରେଗୁଲାର ଓ 16ଜଣ ଏକ୍ସ ରେଗୁଲାର ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକ ରେ 8ଟି ପରୀକ୍ଷା କେନ୍ଦ୍ରରେ ମୋଟ 1612 ଜଣ ପରୀକ୍ଷାର୍ଥୀ ମଧ୍ୟରୁ 1611 ଜଣ ରେଗୁଲାର ଓ 1ଜଣ ଏକ୍ସ ରେଗୁଲାର ଉପସ୍ଥିତ ହୋଇ ପରୀକ୍ଷା ଦେଇଛନ୍ତି। ଏହି ଆଠ ଗୋଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ବାବା ବାଦ୍ୟନାଥ ନୋଡାଲ ହାଇସ୍କୁଲ ସରସରା ଠାରେ 226ପରୀକ୍ଷାର୍ଥୀ, ୟୁ ଜି ହାଇସ୍କୁଲ ବାମଣ୍ଡା ରେ 182, ଗ୍ରାମପଞ୍ଚାୟତ ହାଇସ୍କୁଲ କୁସଙ୍ଗ ରେ 160,ସରକାରୀ ବାଳିକା ହାଇସ୍କୁଲ ବଡ଼ବନ୍ଧ ରେ 259 ଜଣ, ହରଭଙ୍ଗା ହାଇସ୍କୁଲ ରେ 241ଜଣ, ଲାଲ ବହାଦୁର ବିଦ୍ୟାପୀଠ ତିଲେଶ୍ୱର ଠାରେ 153,ପୁରୁଣାକଟକ ହାଇସ୍କୁଲ ରେ ରେଗୁଲାର 222ଓ ଏକ୍ସ ରେଗୁଲାର 1ଜଣ ସହିତ ସାଧୁ ଚରଣ ହାଇସ୍କୁଲ ବିରନରସିଂହ ପୁର ଠାରେ 168 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଣା ପଡିଛି lବ୍ଲକ ର ପ୍ରତ୍ୟେକ କେନ୍ଦ୍ରରେ ସିସିଟିଭି କ୍ୟାମେରା, ଫ୍ଲାଇଂ ସ୍କ୍ୱାଡ୍, ମ୍ୟାଜିଷ୍ଟ୍ରେଟ୍ ଓ ପୋଲିସ୍ ବ୍ୟବସ୍ଥା, ପାନୀୟ ଜଳ ରଖାଯାଇଛି। ପ୍ରଶ୍ନପତ୍ର ନିରାପଦ ଭାବେ ପହଞ୍ଚାଇବା ଓ ସମୟମାନ୍ୟ ଭାବେ ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ନକଲ ରୋକିବାକୁ କଡା ନଜର ଓ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯାଉଛି। ପରୀକ୍ଷାର୍ଥୀମାନେ ମଧ୍ୟ ଆତ୍ମବିଶ୍ୱାସ ସହିତ ପରୀକ୍ଷା ଦେଉଥିବା ଦେଖାଯାଇଛି।

- ବୌଦ୍ଧ ଜିଲ୍ଲା ସଦର ବ୍ଲକ ହିକୁଙ୍ଗ ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯକ୍ରମ ଜଳନ୍ଧର ଦରବାର ଉଦଘାଟିତ1
- ୨୦୨୬ ମସିହାର ମ୍ୟାଟ୍ରିକ ବୋଡ଼ ପରୀକ୍ଷା ବୌଦ୍ଧ ଜିଲାର ବିଭନ୍ନ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ମାଧ୍ୟମିକ ଶିକ୍ଷାପରିଷଦ ଓଡିଶା ପକ୍ଷରୁ ଆୟୋଜିତ ପରୀକ୍ଷା ବୌଦ୍ଧ ଜିଲ୍ଲାର ୩୩ଟି କେନ୍ଦ୍ରରେ ସୁଚାରୁ ରୂପେ ଗୁରୁବାର ଦିନ ମାତୃଭାଷା ଓଡ଼ିଆ ରୁ ଆରାମ୍ଭ ହୋଇଛି। ଉକ୍ତ ମ୍ୟାଟ୍ରିକ ପରୀକ୍ଷା ଫେବୃୟାରୀ 19ରୁ ମାର୍ଚ୍ଚ 3ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ପ୍ରଥମ ଦିନରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ରେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ 33ଗୋଟି ସେଣ୍ଟର ରେ ସମୁଦାୟ 6601 ଜଣ ରେଗୁଲାର ଓ 16ଜଣ ଏକ୍ସ ରେଗୁଲାର ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକ ରେ 8ଟି ପରୀକ୍ଷା କେନ୍ଦ୍ରରେ ମୋଟ 1612 ଜଣ ପରୀକ୍ଷାର୍ଥୀ ମଧ୍ୟରୁ 1611 ଜଣ ରେଗୁଲାର ଓ 1ଜଣ ଏକ୍ସ ରେଗୁଲାର ଉପସ୍ଥିତ ହୋଇ ପରୀକ୍ଷା ଦେଇଛନ୍ତି। ଏହି ଆଠ ଗୋଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ବାବା ବାଦ୍ୟନାଥ ନୋଡାଲ ହାଇସ୍କୁଲ ସରସରା ଠାରେ 226ପରୀକ୍ଷାର୍ଥୀ, ୟୁ ଜି ହାଇସ୍କୁଲ ବାମଣ୍ଡା ରେ 182, ଗ୍ରାମପଞ୍ଚାୟତ ହାଇସ୍କୁଲ କୁସଙ୍ଗ ରେ 160,ସରକାରୀ ବାଳିକା ହାଇସ୍କୁଲ ବଡ଼ବନ୍ଧ ରେ 259 ଜଣ, ହରଭଙ୍ଗା ହାଇସ୍କୁଲ ରେ 241ଜଣ, ଲାଲ ବହାଦୁର ବିଦ୍ୟାପୀଠ ତିଲେଶ୍ୱର ଠାରେ 153,ପୁରୁଣାକଟକ ହାଇସ୍କୁଲ ରେ ରେଗୁଲାର 222ଓ ଏକ୍ସ ରେଗୁଲାର 1ଜଣ ସହିତ ସାଧୁ ଚରଣ ହାଇସ୍କୁଲ ବିରନରସିଂହ ପୁର ଠାରେ 168 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଣା ପଡିଛି lବ୍ଲକ ର ପ୍ରତ୍ୟେକ କେନ୍ଦ୍ରରେ ସିସିଟିଭି କ୍ୟାମେରା, ଫ୍ଲାଇଂ ସ୍କ୍ୱାଡ୍, ମ୍ୟାଜିଷ୍ଟ୍ରେଟ୍ ଓ ପୋଲିସ୍ ବ୍ୟବସ୍ଥା, ପାନୀୟ ଜଳ ରଖାଯାଇଛି। ପ୍ରଶ୍ନପତ୍ର ନିରାପଦ ଭାବେ ପହଞ୍ଚାଇବା ଓ ସମୟମାନ୍ୟ ଭାବେ ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ନକଲ ରୋକିବାକୁ କଡା ନଜର ଓ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯାଉଛି। ପରୀକ୍ଷାର୍ଥୀମାନେ ମଧ୍ୟ ଆତ୍ମବିଶ୍ୱାସ ସହିତ ପରୀକ୍ଷା ଦେଉଥିବା ଦେଖାଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଥିବା ଉପଖାଣ୍ଡିୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଲୋକଙ୍କୁ ଠିକ ରେ ମିଳୁନି ଚିକିତ୍ସା। ରୋଗୀଙ୍କ ପାଇଁ ମିଳୁନି ଅକସିଜେନ। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆବଶ୍ୟକୀୟ ଡାକ୍ତର ନାହାନ୍ତି। ତେଣୁ ରୋଗୀ ସେବା ଠିକ୍ ରେ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା।1
- ସୋନପୁର ଜିଲ୍ଲା ରାମପୁର ପୋଲିସ ର ବଡ଼ ସଫଳତା ୩୦ ଲିଟର ଦେଶିମଦ ଜବତ ସହିତ ଅଭିଯୁକ୍ତଙ୍କୁ କୋଟ ଚାଲାଣ l1
- ଦୃଷ୍ଟିହୀନ ବୁଲୁ ସାହୁଙ୍କୁ କେବେ ମିଲବା ସରକାରୀ ସହାୟତା1
- ଗୋ ଚାଲାଣ କରୁଥିବା ବେଲେ ବଜରଙ୍ଗ ଦଳ ଉଦ୍ଧାର କରି ପୋଲିସ ହାତେ ଜିମାଦେଲେ ।1
- ସୋନପୁର ସହରରେ ଗର୍ଭବତୀ ବୋହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ରେ ବାପାଙ୍କ ପ୍ରତିକ୍ରିୟା l ଯୌତୁକ ପାଇଁ ସ୍ୱାମୀ ଓ ପରିବାର ଲୋକ ବୋହୁକୁ ହତ୍ୟା କରିଥିବା ଅଭିଯୋଗ1
- କଣ୍ଟାମାଳ ବ୍ଲକ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ସପ୍ତାହେ ତଳେ ଯୋଗଦାନ କରିଥିବା ଦୁଇ ଡାକ୍ତରଙ୍କ ବଦଳିକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହେ ତଳେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଯୋଗଦାନ କରିଥିଲେ | ଫଳରେ ବହୁ ଦିନରୁ ଡାକ୍ତର ନିଯୁକ୍ତି ପାଇଁ ଦାବି କରୁଥିବା ସ୍ଥାନୀୟ ଜନ ସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଥିଲା l ମାତ୍ର ଉଭୟ ଡାକ୍ତର ଯୋଗଦାନ କରିବାର ସପ୍ତାହେ ମଧ୍ୟରେ ସିଡ଼ିଏମଓ ଉଭୟଙ୍କୁ ବୌଦ୍ଧ ଡାକ୍ତର ଖାନାକୁ ବଦଳି କରିଥିଲେ | ଆଜି ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଡାକ୍ତର ଖାନା ଆସି ବିକଳ୍ପ ବ୍ୟବସ୍ଥା ହୋଇନଥିବା ସତ୍ବେ ଉଭୟ ବିଶେଷଜ୍ଞ ଡାକ୍ତରଙ୍କୁ କାହିଁକି ରିଲିଫ କରାଗଲା ବୋଲି ଡାକ୍ତରଖାନା ଅଧୀକ୍ଷକ ମହେନ୍ଦ୍ର କୁମାର ସଏଙ୍କୁ ପ୍ରଶ୍ନ କରିଥିଲେ | ବାରମ୍ବାର ବଦଳି ହେଉଥିଲେ ମଧ୍ୟ କିଛି ଦିନ ପରେ ପୁଣି ଏଠାକୁ ବଦଳି ହୋଇ ଆସି ଶ୍ରୀ ସଏ ମନମୁଣ୍ଡା ଡାକ୍ତର ଖାନାରେ ଦୀର୍ଘ 20 ବର୍ଷ ହେଲା ଆସ୍ଥାନ ଜମାଇ ନୂତନ ଭାବରେ ଆସୁଥିବା ଡାକ୍ତରଙ୍କୁ ଉପରିସ୍ଥ ଅଧିକାରୀଙ୍କୁ ଧରି ବଦଳି କରାଉଥିବା ଅଭିଯୋଗ କରିଥିଲେ | ଅଧୀକ୍ଷକଙ୍କ ବଦଳି ଓ ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ କରା ନଗଲେ ସ୍ଥାନୀୟ ଲୋକେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି l1