logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏ ହୃଦୟ ବିଦାରକ ଦୃଶ୍ୟକୁ କିଏ ବା ଭୁଲି ପାରିବ ? "ସୀତାରାମ ପାଇଁ ଅଯୋଧ୍ୟା କାନ୍ଦେ "। ସେ ଦିନ ରେମତା ଗାଁ କାନ୍ଦିଥିଲା, ସାରା ଓଡିଶା କାନ୍ଦିଥିଲା, ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ, ନିରବ ହୋଇ ଯାଈଥିଲେ । ସମସ୍ତଙ୍କ ଆଖିରେ ଖାଲି ଝରୁଥିଲା ଲୁହ। ସେ ଦିନ ଏକା ସାଥିରେ ଜୁଇରେ ଜଳିଥିଲା କଳାକାର ମାନଙ୍କ ପାର୍ଥିବ ଶରୀର। ସବୁ ଟିଭି ଚ୍ୟାନେଲରେ 15 ଦିନ ଧରି ଲଗାତାର କେବଳ ଏହି ଖବର ପ୍ରସାରଣ ହୋଇଥିଲା। ଦେବଗଡ ଗଇଲୋ ଘାଟିରେ ଯାତ୍ରା ପାଟି ବସ ଦୁର୍ଘଟଣାକୁ ଆଜି ପୁରିଲା ଦଶ ବର୍ଷ। ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଘାଟି ତଳକୁ ଖସି ଯାଇଥିଲା ବସ ଓ ଚାଲିଯାଇଥିଲା 27 ଜଣ ଯାତ୍ରା କଳାକାର ଙ୍କ ଜୀବନ। ଏହି ହୃଦୟ ବିଦାରକ ଦୁର୍ଘଟଣା ସାରା ଓଡିଶାକୁ ସ୍ତବ୍ଧ କରିଦେଇଥିଲା। ବରଗଡ଼ ଜିଲ୍ଲା ରେମତା ଗ୍ରାମର ଭାରତୀ ଗଣନାଟ୍ୟ କଳାକାରଙ୍କ ପାଇଁ ସେଦିନ ଥିଲା କାଳ ରାତ୍ରି, ଅଭିଶପ୍ତ ରାତ୍ରି। ଯାହା ନାଟକର କାହାଣୀରେ ଥିଲା ତାହା ବାସ୍ତବରେ ପରିଣତ ହୋଇଥିଲା। "ସିତାରାମ ପାଇଁ ଅଯୋଧ୍ୟା କାନ୍ଦେ " - ଆପଣ ଭାବୁ ଥିବେ ଆମେ ଆପଣଙ୍କୁ ରାମାୟଣ କଥା କହୁଛୁ l ନା ଦର୍ଶକ ବନ୍ଧୁ ଏହା ହେଉଛି ବରଗଡ ଜିଲ୍ଲାରେ ଘଟିଥିବା ଏକ ଘଟଣା l ଆଜି ସିତାରାମ ନାହାନ୍ତି ଆଉ ଅଯୋଧ୍ୟା ସତସତିକା କାନ୍ଦୁଛି l ୨୦୧୬ ମସିହା ଏପ୍ରିଲ ୧୭ ତାରିଖ କଥା ମନେ ପଡିଗଲେ ଆଜିବି ଲୋମ ଟାଙ୍କୁରି ଉଠେ l ବରଗଡ ଜିଲ୍ଲା ବରପାଲି ବ୍ଲକ ରେମତା ଗାଁ ର ଯାତ୍ରା ପାର୍ଟି ଦେବଗଡ଼ ଜିଲ୍ଲାର ତିଲେଇବଣି ଅଞ୍ଚଳକୁ ଯାତ୍ରା କରିବାକୁ ଯାଇଥିଲେ l ଆଉ ଯାତ୍ରା ସାରି ୨୦୧୬ ମସିହା ଏପ୍ରିଲ ୧୭ ତାରିଖରେ ବରଗଡ ଫେରୁଥିଲେ l ହେଲେ ଗଇଲୋ ଘାଟିରେ ଜଗି ବସିଥିଲା ଯମ l ଘାଟି ଉପରେ ଯାଉଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ୩ଶହ ଫୁଟ ତଳକୁ ଖସି ପଡିଥିଲା ବସ l ଆଉ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଗଲା ୧୧ ଜଣଙ୍କ ଜୀବନ l ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯାତ୍ରା ପାର୍ଟିର ମାଲିକ ସିତାରାମ ପଧାନ ଓ ତାଙ୍କ ପତ୍ନୀ ଅଯୋଧ୍ୟାଙ୍କ ନାଁ ରେ ଯେଉଁ ନାଟକ ଲେଖା ଯାଇଥିଲା ବୋଧେ ତାହା ଲେଖକ, ନିର୍ଦେଶକ ଲେଖିନଥିଲେ ତାହା ବିଧିର ବିଧାନରେ ଲେଖା ହୋଇଥିଲା। ଯାହା ନାଟକର କାହାଣୀରେ ପରିବେଷଣ ହୋଇଥିଲା ତାହା ସତ୍ ହୋଇଗଲା l ଶେଷ ଥର ପାଇଁ ଦେବଗଡରେ ପରିବେଷଣ ହୋଇଥିଲା ନାଟକ -"ସିତାରାମ ପାଇଁ ଅଯୋଧ୍ୟା କାନ୍ଦେ " l ସତ ସତିକା ଆଜି ସିତାରାମ ନାହାନ୍ତି ଆଉ ଅଯୋଧ୍ୟା କାନ୍ଦୁଛନ୍ତି। ସେ ଦିନ କାନ୍ଦ ବୋବାଲିରେ ଫାଟି ପଡିଥିଲା ରେମତା ଗାଁ ଆଉ ଆଜି ମଧ୍ୟ ସେ ଦିବଂଗତ କଳାକାର ମାନଙ୍କୁ କେହି ଭୁଲି ପାରିନାହାନ୍ତି। ତାଙ୍କୁ ମନେ ପକାଇବା ପାଇଁ ଗାଁରେ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞ୍ଜଳି ସଭା, କ୍ୟାଣ୍ଡେଲ ରାଳୀ। 27 ଜଣ କଳାକାରଙ୍କ ଜୀବନ ଦୀପ ସେ ଦିନ ଲିଭି ଯାଇଥିଲା। ଦୁର୍ଘଟଣାରେ 11 ଜଣ ନୁଆଁ ଜୀବନ ପାଇଥିବା କଳାକାରଙ୍କ ମଧ୍ୟରୁ ଦିଲ୍ଲୀପ ପାଣ୍ଡେ ସେହି ଦିନ ଠାରୁ ଆଉ ଉଠି ପାରୁନାହାନ୍ତି। ସେ ସମ୍ପୂର୍ଣ୍ଣ ଭାବେ ଶାରୀରିକ ଅକ୍ଷମ ହୋଇ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି। ଦିନେ ଲକ୍ଷ ଲକ୍ଷ ଦର୍ଶକଙ୍କ ସମ୍ମୁଖରେ ନିଜ କଳାକାରୀ ପ୍ରଦର୍ଶନ କରି ମନ ଜିଣୁଥିବା ମଣିଷ ଆଜି ଶଯ୍ୟାଶାୟୀ। ଦିଲ୍ଲୀପଙ୍କ ରୋଜଗାରରେ ପରିବାର ହସଖୁସ ଏ ହୃଦୟ ବିଦାରକ ଦୃଶ୍ୟକୁ କିଏ ବା ଭୁଲି ପାରିବ ? "ସୀତାରାମ ପାଇଁ ଅଯୋଧ୍ୟା କାନ୍ଦେ "। ସେ ଦିନ ରେମତା ଗାଁ କାନ୍ଦିଥିଲା, ସାରା ଓଡିଶା କାନ୍ଦିଥିଲା, ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ, ନିରବ ହୋଇ ଯାଈଥିଲେ । ସମସ୍ତଙ୍କ ଆଖିରେ ଖାଲି ଝରୁଥିଲା ଲୁହ। ସେ ଦିନ ଏକା ସାଥିରେ ଜୁଇରେ ଜଳିଥିଲା କଳାକାର ମାନଙ୍କ ପାର୍ଥିବ ଶରୀର। ସବୁ ଟିଭି ଚ୍ୟାନେଲରେ 15 ଦିନ ଧରି ଲଗାତାର କେବଳ ଏହି ଖବର ପ୍ରସାରଣ ହୋଇଥିଲା। ଦେବଗଡ ଗଇଲୋ ଘାଟିରେ ଯାତ୍ରା ପାଟି ବସ ଦୁର୍ଘଟଣାକୁ ଆଜି ପୁରିଲା ଦଶ ବର୍ଷ। ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଘାଟି ତଳକୁ ଖସି ଯାଇଥିଲା ବସ ଓ ଚାଲିଯାଇଥିଲା 27 ଜଣ ଯାତ୍ରା କଳାକାର ଙ୍କ ଜୀବନ। ଏହି ହୃଦୟ ବିଦାରକ ଦୁର୍ଘଟଣା ସାରା ଓଡିଶାକୁ ସ୍ତବ୍ଧ କରିଦେଇଥିଲା। ବରଗଡ଼ ଜିଲ୍ଲା ରେମତା ଗ୍ରାମର ଭାରତୀ ଗଣନାଟ୍ୟ କଳାକାରଙ୍କ ପାଇଁ ସେଦିନ ଥିଲା କାଳ ରାତ୍ରି, ଅଭିଶପ୍ତ ରାତ୍ରି। ଯାହା ନାଟକର କାହାଣୀରେ ଥିଲା ତାହା ବାସ୍ତବରେ ପରିଣତ ହୋଇଥିଲା। "ସିତାରାମ ପାଇଁ ଅଯୋଧ୍ୟା କାନ୍ଦେ " - ଆପଣ ଭାବୁ ଥିବେ ଆମେ ଆପଣଙ୍କୁ ରାମାୟଣ କଥା କହୁଛୁ l ନା ଦର୍ଶକ ବନ୍ଧୁ ଏହା ହେଉଛି ବରଗଡ ଜିଲ୍ଲାରେ ଘଟିଥିବା ଏକ ଘଟଣା l ଆଜି ସିତାରାମ ନାହାନ୍ତି ଆଉ ଅଯୋଧ୍ୟା ସତସତିକା କାନ୍ଦୁଛି l ୨୦୧୬ ମସିହା ଏପ୍ରିଲ ୧୭ ତାରିଖ କଥା ମନେ ପଡିଗଲେ ଆଜିବି ଲୋମ ଟାଙ୍କୁରି ଉଠେ l ବରଗଡ ଜିଲ୍ଲା ବରପାଲି ବ୍ଲକ ରେମତା ଗାଁ ର ଯାତ୍ରା ପାର୍ଟି ଦେବଗଡ଼ ଜିଲ୍ଲାର ତିଲେଇବଣି ଅଞ୍ଚଳକୁ ଯାତ୍ରା କରିବାକୁ ଯାଇଥିଲେ l ଆଉ ଯାତ୍ରା ସାରି ୨୦୧୬ ମସିହା ଏପ୍ରିଲ ୧୭ ତାରିଖରେ ବରଗଡ ଫେରୁଥିଲେ l ହେଲେ ଗଇଲୋ ଘାଟିରେ ଜଗି ବସିଥିଲା ଯମ l ଘାଟି ଉପରେ ଯାଉଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ୩ଶହ ଫୁଟ ତଳକୁ ଖସି ପଡିଥିଲା ବସ l ଆଉ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଗଲା ୧୧ ଜଣଙ୍କ ଜୀବନ l ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯାତ୍ରା ପାର୍ଟିର ମାଲିକ ସିତାରାମ ପଧାନ ଓ ତାଙ୍କ ପତ୍ନୀ ଅଯୋଧ୍ୟାଙ୍କ ନାଁ ରେ ଯେଉଁ ନାଟକ ଲେଖା ଯାଇଥିଲା ବୋଧେ ତାହା ଲେଖକ, ନିର୍ଦେଶକ ଲେଖିନଥିଲେ ତାହା ବିଧିର ବିଧାନରେ ଲେଖା ହୋଇଥିଲା। ଯାହା ନାଟକର କାହାଣୀରେ ପରିବେଷଣ ହୋଇଥିଲା ତାହା ସତ୍ ହୋଇଗଲା l ଶେଷ ଥର ପାଇଁ ଦେବଗଡରେ ପରିବେଷଣ ହୋଇଥିଲା ନାଟକ -"ସିତାରାମ ପାଇଁ ଅଯୋଧ୍ୟା କାନ୍ଦେ " l ସତ ସତିକା ଆଜି ସିତାରାମ ନାହାନ୍ତି ଆଉ ଅଯୋଧ୍ୟା କାନ୍ଦୁଛନ୍ତି। ସେ ଦିନ କାନ୍ଦ ବୋବାଲିରେ ଫାଟି ପଡିଥିଲା ରେମତା ଗାଁ ଆଉ ଆଜି ମଧ୍ୟ ସେ ଦିବଂଗତ କଳାକାର ମାନଙ୍କୁ କେହି ଭୁଲି ପାରିନାହାନ୍ତି। ତାଙ୍କୁ ମନେ ପକାଇବା ପାଇଁ ଗାଁରେ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞ୍ଜଳି ସଭା, କ୍ୟାଣ୍ଡେଲ ରାଳୀ। 27 ଜଣ କଳାକାରଙ୍କ ଜୀବନ ଦୀପ ସେ ଦିନ ଲିଭି ଯାଇଥିଲା। ଦୁର୍ଘଟଣାରେ 11 ଜଣ ନୁଆଁ ଜୀବନ ପାଇଥିବା କଳାକାରଙ୍କ ମଧ୍ୟରୁ ଦିଲ୍ଲୀପ ପାଣ୍ଡେ ସେହି ଦିନ ଠାରୁ ଆଉ ଉଠି ପାରୁନାହାନ୍ତି। ସେ ସମ୍ପୂର୍ଣ୍ଣ ଭାବେ ଶାରୀରିକ ଅକ୍ଷମ ହୋଇ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି। ଦିନେ ଲକ୍ଷ ଲକ୍ଷ ଦର୍ଶକଙ୍କ ସମ୍ମୁଖରେ ନିଜ କଳାକାରୀ ପ୍ରଦର୍ଶନ କରି ମନ ଜିଣୁଥିବା ମଣିଷ ଆଜି ଶଯ୍ୟାଶାୟୀ। ଦିଲ୍ଲୀପଙ୍କ ରୋଜଗାରରେ ପରିବାର ହସଖୁସ

22 hrs ago
user_ଆମ ଓଡିଶା ଖବର ଓଡିଶା
ଆମ ଓଡିଶା ଖବର ଓଡିଶା
Interior designer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
22 hrs ago
88a195c2-3f84-4053-8b95-c530395e923f

More news from ଓଡ଼ିଶା and nearby areas
  • ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି। ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
    3
    ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି।
ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି।
ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • ପ୍ରଭୁ ଶ୍ରୀ ଗଣେଶଙ୍କ ଆର୍ଶୀବାଦରେ ଟିଟିଲାଗଡ଼ ସହରରେ ଏକ ଭବ୍ୟ ଗଣେଶ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ଗଣେଶଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୦ରେ ଅଧିବାସ ପର୍ବରୁ ଆରମ୍ଭ ହେବ l ଏହି ମହାନ ଧର୍ମାନୁଷ୍ଠାନରେ ସହଭାଗୀ ହୋଇପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l ଆଜି ନୂତନ ମନ୍ଦିର ପରିସରରେ ଟିଟିଲାଗଡ଼ ନାଗରିକ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ, ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା, ସନ୍ତୋଷ ପ୍ରଧାନ, ଶୁଭ୍ରାଂଶୁ ଦାଶ, କବି ଟିକେଲାଲ ବେହେରାଙ୍କ ଗହଣରେ ସହରର ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତାଙ୍କ ସହ ପ୍ରସ୍ତୁତି ବୈଠକରେ କଳସ ଯାତ୍ରା, ଶ୍ରୀ ଗଣେଶ ମନ୍ଦିର ପ୍ରତିଷ୍ଠା, ୨୪ ପ୍ରହରୀ ନାମଯଜ୍ଞ, ଆନନ୍ଦ ବଜାର ଆଦି ଭବ୍ୟ ଭାବରେ ଆୟୋଜନ ପାଇଁ ସମସ୍ତ ସହରବାସୀ ସମ୍ପୂର୍ଣ୍ଣ ଭାବରେ ସହଯୋଗ ପାଇଁ ନିଜ ସମ୍ମତ୍ତି ପ୍ରଦାନ କରିଥିବାରୁ ସଭିଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି l
    1
    ପ୍ରଭୁ ଶ୍ରୀ ଗଣେଶଙ୍କ ଆର୍ଶୀବାଦରେ ଟିଟିଲାଗଡ଼ ସହରରେ ଏକ ଭବ୍ୟ ଗଣେଶ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ଗଣେଶଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୦ରେ ଅଧିବାସ ପର୍ବରୁ ଆରମ୍ଭ ହେବ l ଏହି ମହାନ ଧର୍ମାନୁଷ୍ଠାନରେ ସହଭାଗୀ ହୋଇପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l ଆଜି ନୂତନ ମନ୍ଦିର ପରିସରରେ ଟିଟିଲାଗଡ଼ ନାଗରିକ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ, ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା, ସନ୍ତୋଷ ପ୍ରଧାନ, ଶୁଭ୍ରାଂଶୁ ଦାଶ, କବି ଟିକେଲାଲ ବେହେରାଙ୍କ ଗହଣରେ ସହରର ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତାଙ୍କ ସହ ପ୍ରସ୍ତୁତି ବୈଠକରେ କଳସ ଯାତ୍ରା, ଶ୍ରୀ ଗଣେଶ ମନ୍ଦିର ପ୍ରତିଷ୍ଠା, ୨୪ ପ୍ରହରୀ ନାମଯଜ୍ଞ, ଆନନ୍ଦ ବଜାର ଆଦି ଭବ୍ୟ ଭାବରେ ଆୟୋଜନ ପାଇଁ ସମସ୍ତ ସହରବାସୀ ସମ୍ପୂର୍ଣ୍ଣ ଭାବରେ ସହଯୋଗ ପାଇଁ ନିଜ ସମ୍ମତ୍ତି ପ୍ରଦାନ କରିଥିବାରୁ ସଭିଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି l
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ:୧୯/୦୪/୨୬, ରବିବାର ସଂଦ୍ଧ୍ୟା ୭ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । Ajira Samachaar Mob- 6372966127
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । 
ତାରିଖ:୧୯/୦୪/୨୬, ରବିବାର  ସଂଦ୍ଧ୍ୟା ୭ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । Ajira Samachaar Mob- 6372966127
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    29 min ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    38 min ago
  • ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ ବିକ୍ରମ ମହାରଣା(ବିକି)ଙ୍କ ସାଙ୍ଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
    1
    ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ 
ବିକ୍ରମ ମହାରଣା(ବିକି)ଙ୍କ ସାଙ୍ଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ
    1
    ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    1 hr ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.