ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିବେକାନନ୍ଦ ଜୟନ୍ତୀ ଓ ସ୍ବଦେଶୀ ସଂକଳ୍ପ ଅଭିଯାନ ତାଳଚେର : ତାଳଚେର ଡେରା ସ୍ଥିତ ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିବେକାନନ୍ଦ ଜୟନ୍ତୀ ଏବଂ ବନ୍ଦେ ମାତରମ ର ୧୫୦ ବର୍ଷ ତଥା ସ୍ବଦେଶୀ ସଂକଳ୍ପ ଅଭିଯାନ ପାଳିତ ହୋଇଯାଇଛି |ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ମହାମନୀଷୀ ତଥା ରାଷ୍ଟ୍ର ସନ୍ଥ ବିବେକାନନ୍ଦ ଙ୍କ ଜୀବନୀ ଏବଂ ଭାରତ କୁ ବିଶ୍ଵଗୁରୁ କରିବା ପାଇଁ ତାଙ୍କର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ବିବେକାନନ୍ଦ ଙ୍କ ଆଦର୍ଶ ରେ ବର୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁପ୍ରାଣିତ ହୋଇ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ଓ ସବକା ପ୍ରୟାସ ଉପରେ ରାଷ୍ଟ୍ର ପ୍ରତି ସମର୍ପିତ ଭାବନା ରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ |ପିଲା ମାନେ ବିବେକାନନ୍ଦ ଙ୍କ ଜୀବନୀ ପଢି ତାଙ୍କର ଉପଦେଶ କୁ କାୟ ମନ ବାକ୍ୟ ରେ ପାଳନ କଲେ ନିଶ୍ଚିତ ଭାବେ ନିଜର ବିକାଶ ସହ ରାଷ୍ଟ୍ର ର ବିକାଶ ହୋଇ ପାରିବ ବୋଲି କହିଥିଲେ |ବିଏମଏସ ର ରାଜ୍ୟ ସଭାପତି ବାଦଲ ମହାରଣା ଯୋଗଦେଇ ଆମର ବେଶ ଭୁଷା, ଭାଷା, ଶିକ୍ଷା, ଚଳଣି, ସଂକୃତି, ପରମ୍ପରା, ସଂସ୍କାର ବ୍ୟବସାୟ ସବୁ କ୍ଷେତ୍ରରେ ସ୍ବଦେଶୀ ହେବା ଉଚିତ ବୋଲି ପ୍ରକାଶ କରିଥିଲେ |ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ସେବା ସଚିବ ବରୁଣ କୁମାର ସାହୁ ଯୋଗଦେଇ ସ୍ବଦେଶୀ ସଂକଳ୍ପ ପତ୍ର କୁ ଶପଥ କରାଇଥିଲେ |ସମସ୍ତ ଗୁରୁଜୀ ଗୁରୁମା ଙ୍କ ସମେତ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |

- ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ, ସାମୁହିକ ବନ୍ଦେ ମାତରମ ସହ ସ୍ବଦେଶୀ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ।1
- ଆମେ କଣ ଦୋକାନ ଦେଇଛେ ବୋଲି ରାସ୍ତା ଘାଟରେ ପଇସା ମାଘିବା ମୋ କଥା ଟିକେ ଶୁଣୁ 🤔 #love #imotional #viral #vlog #onlykathiofficialy #lovestory #ytshorts1
- ବୁଳବୁଦାବନଵିହାରିଳାକିଜେ1
- ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin1
- help1
- Post by Tapasdas 63727887051
- AGNEYA 2026 3rd day with Amiti mishra2
- ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ1