Shuru
Apke Nagar Ki App…
ଗଞ୍ଜାମ ପୁଲିସର ସଫଳତା ଗଞ୍ଜାମ ପୁଲିସ ଜିଲ୍ଲା ଅନ୍ତର୍ଗତ ପୋଲସରା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବହୁ ଅସ୍ତ୍ର ଶସ୍ତ୍ର ଜବତ କରିଛି l ପୋଲସରା ପୁଲିସ ମାମଲା ନଂ ୪୪୩/୨୬ ଆର୍ମ ଏକ୍ଟରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ନିକଟରୁ ଅବୈଧ ଅସ୍ତ୍ର ଏବଂ ଦେଶୀ ଅସ୍ତ୍ର ତିଆରି କରିବାରେ ବ୍ୟବହୃତ ଉପକରଣ ଜବତ କରିଛି l ପୁଲିସ ଅଭିଯୁକ୍ତ ନିକଟରୁ ଜବତ ହୋଇଥିବା ସାମଗ୍ରୀ ୨ଟି ଦେଶୀ ସିଙ୍ଗଲ-ବ୍ୟାରେଲ ବନ୍ଧୁକ,ଗୋଟିଏ ବିନା ବ୍ୟାରେଲର ଦେଶୀ ବନ୍ଧୁକ ଗୋଟିଏ ଏୟାର ପିସ୍ତଲ,ଅସ୍ତ୍ର ତିଆରି ଉପକରଣ ମଧ୍ୟରେ ହାତ କରତ,ଲୁହାରଡ୍,ବ୍ଲୋୟର,ଆନଭିଲ,ହାତୁଡି, ପ୍ଲାୟର୍ସ,ସ୍କ୍ରୁଡ୍ରାଇଭର, କଟର ମେସିନ୍,କାଠ ବନ୍ଧୁକ ଷ୍ଟକ୍ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ଉପକରଣ ଜବତ କରିଛି ପୁଲିସ l
ଅଖିଳ କୁମାର ପଟ୍ଟନାୟକ
ଗଞ୍ଜାମ ପୁଲିସର ସଫଳତା ଗଞ୍ଜାମ ପୁଲିସ ଜିଲ୍ଲା ଅନ୍ତର୍ଗତ ପୋଲସରା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବହୁ ଅସ୍ତ୍ର ଶସ୍ତ୍ର ଜବତ କରିଛି l ପୋଲସରା ପୁଲିସ ମାମଲା ନଂ ୪୪୩/୨୬ ଆର୍ମ ଏକ୍ଟରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ନିକଟରୁ ଅବୈଧ ଅସ୍ତ୍ର ଏବଂ ଦେଶୀ ଅସ୍ତ୍ର ତିଆରି କରିବାରେ ବ୍ୟବହୃତ ଉପକରଣ ଜବତ କରିଛି l ପୁଲିସ ଅଭିଯୁକ୍ତ ନିକଟରୁ ଜବତ ହୋଇଥିବା ସାମଗ୍ରୀ ୨ଟି ଦେଶୀ ସିଙ୍ଗଲ-ବ୍ୟାରେଲ ବନ୍ଧୁକ,ଗୋଟିଏ ବିନା ବ୍ୟାରେଲର ଦେଶୀ ବନ୍ଧୁକ ଗୋଟିଏ ଏୟାର ପିସ୍ତଲ,ଅସ୍ତ୍ର ତିଆରି ଉପକରଣ ମଧ୍ୟରେ ହାତ କରତ,ଲୁହାରଡ୍,ବ୍ଲୋୟର,ଆନଭିଲ,ହାତୁଡି, ପ୍ଲାୟର୍ସ,ସ୍କ୍ରୁଡ୍ରାଇଭର, କଟର ମେସିନ୍,କାଠ ବନ୍ଧୁକ ଷ୍ଟକ୍ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ଉପକରଣ ଜବତ କରିଛି ପୁଲିସ l
More news from ଓଡ଼ିଶା and nearby areas
- କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* #Live_Odisha_News_update #FacebookPage P.k. Murty Liveodisha Newsupdate1
- ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି । ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।1
- ଚାଲନ୍ତୁ ଜାଣିବା ମଣିଷର ପାଞ୍ଚୋଟି ଗହଣା କଣ ? #gyan #knowledge #ହୁମାନବେହାବିର #shuruapp #publicpost #nuagaon #Nayagarh #socialmediapost1
- ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ1
- ପୁରୀ ବଡ଼ଦାଣ୍ଡରେ ଶଙ୍ଖଧ୍ୱନି ଦିବସ ପାଳିତ। ପୁରୀ: ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ବିଶ୍ୱ ଶାନ୍ତି ଓ କଲ୍ୟାଣ କାମନା କରି 'ବଡ଼ଦାଣ୍ଡ ସେବା' ପକ୍ଷରୁ ପୁରୀର ବଡ଼ଦାଣ୍ଡରେ ତୃତୀୟ 'ଶଙ୍ଖଧ୍ୱନି ଦିବସ' ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁଙ୍କୁ ଦୀପ ପ୍ରଜ୍ୱଳନ ଓ ଶଙ୍ଖ ପୂଜନ କରାଯିବା ସହ ବହୁ ସଂଖ୍ୟାରେ ଶଙ୍ଖାଳି ଓ ସ୍ଥାନୀୟ ଜନସାଧାରଣ ଏକସାଙ୍ଗରେ ଶଙ୍ଖ ବଜାଇଥିଲେ। ଯାହାଫଳରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ଓ ପ୍ରକମ୍ପିତ ପରିବେଶରେ ପୂର୍ଣ୍ଣ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ, ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ପାଇଁ ୨୦୨୩ ମସିହା ଅଗଷ୍ଟ ୧ ତାରିଖରେ "ବଡ଼ଦାଣ୍ଡ ସେବା" ପକ୍ଷରୁ ଏହି ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅନୁଷ୍ଠାନର ଏପରି ପ୍ରୟାସକୁ ସହରବାସୀ ଏବଂ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଷ୍ଣୁଦତ୍ତ ଦାସ ଯୋଗଦେଇଥିବାବେଳେ, 'ବଡ଼ଦାଣ୍ଡ ସେବା' ପକ୍ଷରୁ ଅତିଥିଙ୍କ ଦ୍ୱାରା ପ୍ରମୁଖ ସମାଜସେବୀ ବିପ୍ଳବ କୁମାର ଦାସଙ୍କୁ ଶଙ୍ଖ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଶୋକ ବେହେରା, ବିନାୟକ ରାୟସିଂହ, ରାମଚନ୍ଦ୍ର ହାଲଦର, ଦିବାକର ବେହେରା, ଜଗନ୍ନାଥ ସୁବୁଦ୍ଧି, ସୂର୍ଯ୍ୟକାନ୍ତ ନାୟକ, ଲକ୍ଷ୍ମୀପ୍ରିୟା ପାଢ଼ୀ, ପିଙ୍କି କିନ୍ନର, ସୁନୀଲ ମହାପାତ୍ର, ରୁଦ୍ର ନାରାୟଣ ସାହୁ ଏବଂ ମନୋଜ ସାହୁ ପ୍ରମୁଖ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ପାଢ଼ୀ ସୁଚାରୁରୂପେ ପରିଚାଳନା କରିଥିଲେ।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ #ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice1
- ହିନ୍ଦୋଳ ଜରଡାରେ ଅଧାପନ୍ତରିଆ ଡ୍ରେନ୍: ଗାଁ ସାରା ଦୂଷିତ ପାଣି ଓ ମଶାଙ୍କ ପ୍ରାଦୁର୍ଭାବ। #JagrutiKhabar #HindolNews #DhenkanalNews #OdishaNews #OdishaLocalNews #PublicGrievance #DrainageProblem #AdministrativeNegligence #GroundReport #NHRC #OHRC #HumanRights #VillageIssues #OdishaGovernment1