Shuru
Apke Nagar Ki App…
ସମ୍ବଲପୁରୀ ଭଜନ - ଭାବ ରସିଆ , କଣ୍ଠ- କୁନାଲ ଚରଣ ବେହେରା, ଗ୍ରାମ- ବଙ୍କାପୁର, ଖଡିଆଳ କଣ୍ଠଶିଳ୍ପୀ କୁନାଲ୍ ଚରଣ ବେହେରା ଜଣେ କବି ଓ କଣ୍ଠଶିଳ୍ପୀ। ସେ ଅନେକ କଳାର ଅଧିକାରୀ।
HEMANTA KUMAR BEHERA
ସମ୍ବଲପୁରୀ ଭଜନ - ଭାବ ରସିଆ , କଣ୍ଠ- କୁନାଲ ଚରଣ ବେହେରା, ଗ୍ରାମ- ବଙ୍କାପୁର, ଖଡିଆଳ କଣ୍ଠଶିଳ୍ପୀ କୁନାଲ୍ ଚରଣ ବେହେରା ଜଣେ କବି ଓ କଣ୍ଠଶିଳ୍ପୀ। ସେ ଅନେକ କଳାର ଅଧିକାରୀ।
More news from ଓଡ଼ିଶା and nearby areas
- Post by Tuna Behera1
- ତା. 29/04/226 ରିଖ ଗୋପ ଅଣ୍ଡରାଇଛାପୁର ମା ଦଶମଲ୍ଲୀ ଠାକୁରାଣୀ ଙ୍କ ମନ୍ଦିର ରୁ ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜାରୀ ସୁଚନା ଦେଇଛନ୍ତି ଯେ ବାରମ୍ବାର ଚୋରି ହେଉଥିବା ରୁ ଅଞ୍ଚଳ ବାସୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଗତ କିଛି ମାସ ଧରି ଗୋପ ଓ ନିମାପଡା ଥାନା ଅଧୀନସ୍ଥ ଅଞ୍ଚଳରେ ମନ୍ଦିର ଚୋରୀ ଘଟଣା ନିୟମିତ ଭାବେ ବୃଦ୍ଧି ପାଉଛି। କେବଳ ଚୋରୀ ନୁହେଁ, ରାତିରେ ଡକାୟିତି, ରାହାଜାନି ଓ ନିଶା କାରବାର ମଧ୍ୟ ବେପରୁଆ ଭାବେ ଚାଲିଥିବା ନେଇ ଅଭିଯୋଗ ହେଉଛି। ପୋଲିସର ଅପାରଗତା କି ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଯଦି ନିୟମିତ ରାତ୍ରିକାଳୀନ ପେଟ୍ରୋଲିଙ୍ଗ ହେଉଥାନ୍ତା, ତେବେ ଏଭଳି ଘଟଣା ଘଟୁ ନ ଥାନ୍ତାବୋଲି ଅଞ୍ଚଳ ବାସୀ ଦାବୀ କରି ଛନ୍ତି। ପୋଲିସର ନିଷ୍କ୍ରିୟତା ଓ ଅବହେଳା ଯୋଗୁ ଅପରାଧୀମାନେ ଦିନକୁ ଦିନ ବହୁତ ଅପରାଧ ଘଟାଇ ଚାଲିଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ, ଏହା ଲୋକମାନଙ୍କ ଆସ୍ତା ଓ ଭାବନାର କେନ୍ଦ୍ର। ଏପରି ସ୍ଥାନରୁ ଚୋରୀ ହେବା ମାନେ ସମଗ୍ର ସମାଜର ଆସ୍ତାକୁ ଆଘାତ ଦେବା ସହ ସମାନ। ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମନରେ ଗଭୀର ଦୁଃଖ ଓ କ୍ଷୋଭ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷିତରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଦୋଷୀମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ କଡ଼ା ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବୀ କରୁଥିବା ର ଶୁଣିବାକୁ ମିଳିଛି। ଗୋପ ରୁ ଶ୍ରୀଧର ମହାରଣା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।1
- ଶତାଧିକ ମହିଳା ପୁରୁଷ ଥାନା ଫାଟକ ଆଗରେ ତୁଣ୍ଡ କରିବା ସହ ଫାଟକ ଭିତରେ ଧସେଇ ପଶିବାକୁ ଚେଷ୍ଟା କରୁଥିଲେ । ଥାନା ଭିତରେ ବିଜେଡି ନେତା ପ୍ରଦୀପ ମାଝୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ବର୍ତ୍ତମାନ ବିଧାୟକ ମୋନାହର ରନ୍ଧାରି , ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ପରିବାର ଲୋକଙ୍କ ସହ ଆଲୋଚନା କରୁଛନ୍ତି ।1
- ଲିଖିତ ପ୍ରତିଶୃତି ପରେ ଧାରଣ ରୁ ଉଠିଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଡ଼ା.ଲିପିକା ମାଝୀ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ଗଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନାଇଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ ଅଞ୍ଚଳବାସୀ ଯାହାର ସମାଧାନ ପାଇଁ ବାରମ୍ବାର ଜିଲ୍ଲାପାଳ ଙ୍କ ଆଗରେ ଅଭିଯୋଗ କରାଯାଉଥିଲା କିନ୍ତୁ କିଛି ସମାଧାନ ର ବାଟ ବାହାରୁ ନଥିଲା। ପିଇବା ପାଣି ସମସ୍ୟା ବିଦୂତ ସମସ୍ୟା ସ୍ୱାସ୍ଥ୍ୟ କେନ୍ଦ୍ର ରେ ମେସିନ ନ ଥିବା କଥା ହଉ ବା ବିଭିନ୍ନ ସାଧାରଣ ସମସ୍ୟା କୁ ନେଇ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଡ଼ା. ଲିପିକା ମାଝୀ କୋଷାଗୁମୁଡା ଗଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ କିଛି ସ୍ଥାନୀୟ ମହିଳା ଏବଂ କିଛି କଂଗ୍ରେସ କର୍ମୀ ଙ୍କ ସହ ଧାରଣ ରେ ବସିଥିଲେ ଏବଂ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହିଥିବା ସମସ୍ୟା ସମାଧାନ କରିବା ପାଇଁ ଦାବି କରିଥିଲେ ଏହା ପରିପ୍ରେକ୍ଷୀରେ ଆଜି ଜିଲ୍ଲା ମୁଖ୍ୟ ଚିକସ୍ରା ଅଧିକାରି କୋଷାଗୁମୁଡା ଗଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ୧୦ ଦିନ ଭିତରେ ସମସ୍ତ ସମସ୍ୟା ର ସମାଧାନ କରାଯିବ ବଲି ଏକ ଲିଖିତ ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି1
- Post by Ramahari Sethi2
- Post by SONEPUR NEWS1
- Post by Gopal Das Mahananda1
- ଅଦ୍ଯ ତା-୨୪.୦୪.୨୦୨୬ ରିଖ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ଜନିତ ସଚେତନତା ଶିବିର ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷ, ପୁରୀ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସଦର ତହସିଲଦାର ଅଭିଷେକ ଦାଶ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଆଇନ ପରିବିକ୍ଷ ଅଧିକାରୀ, ସମସ୍ତ ଶିଶୁ ବିକାଶ ଅଧିକାରୀ ଓ ପରିଦର୍ଶୀକା ତଥା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ସମୟ ରେ ନିହାତି ଆବଶ୍ୟକ ନ ହେଲେ ବାହାରକୁ ନ ବାହାରିବା, ତରଳ ଜାତୀୟ ଖାଦ୍ଯ ଖାଇବା, ଛତା, ପାଣି ବୋତଲ ଓ ଗାମୁଛା ସାଙ୍ଗରେ ନେବା, ମାଦକ ଦ୍ରବ୍ଯ ସେବନ ନ କରିବା, ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ଆଦି ବିଷୟରେ ସଚେତନତା କାର୍ଯ୍ୟକ୍ରମ ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ର ସ୍ତରରେ କରିବାକୁ ପରାମର୍ଶ ଦିଆଗଲା ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1
- Post by ଓଡ଼ିଶାର ଆବାଜ୍1