ଗୋପ ଅଣ୍ଡରା ଇଛାପୁର ଦଶମଲ୍ଲୀ ମା ଠାକୁରାଣୀ ଙ୍କ ମନ୍ଦିର ରୁ ଲକ୍ଷାଧିକ ଟଙ୍କା ର ସୁନାଗହଣା ଚୋରି, କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ,ପୋଲିସ କାର୍ଯ୍ୟପ୍ରଣାଳୀ ଉପରେ ଉଠିଲା ପ୍ରଶ୍ନ ? ତା. 29/04/226 ରିଖ ଗୋପ ଅଣ୍ଡରାଇଛାପୁର ମା ଦଶମଲ୍ଲୀ ଠାକୁରାଣୀ ଙ୍କ ମନ୍ଦିର ରୁ ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜାରୀ ସୁଚନା ଦେଇଛନ୍ତି ଯେ ବାରମ୍ବାର ଚୋରି ହେଉଥିବା ରୁ ଅଞ୍ଚଳ ବାସୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଗତ କିଛି ମାସ ଧରି ଗୋପ ଓ ନିମାପଡା ଥାନା ଅଧୀନସ୍ଥ ଅଞ୍ଚଳରେ ମନ୍ଦିର ଚୋରୀ ଘଟଣା ନିୟମିତ ଭାବେ ବୃଦ୍ଧି ପାଉଛି। କେବଳ ଚୋରୀ ନୁହେଁ, ରାତିରେ ଡକାୟିତି, ରାହାଜାନି ଓ ନିଶା କାରବାର ମଧ୍ୟ ବେପରୁଆ ଭାବେ ଚାଲିଥିବା ନେଇ ଅଭିଯୋଗ ହେଉଛି। ପୋଲିସର ଅପାରଗତା କି ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଯଦି ନିୟମିତ ରାତ୍ରିକାଳୀନ ପେଟ୍ରୋଲିଙ୍ଗ ହେଉଥାନ୍ତା, ତେବେ ଏଭଳି ଘଟଣା ଘଟୁ ନ ଥାନ୍ତାବୋଲି ଅଞ୍ଚଳ ବାସୀ ଦାବୀ କରି ଛନ୍ତି। ପୋଲିସର ନିଷ୍କ୍ରିୟତା ଓ ଅବହେଳା ଯୋଗୁ ଅପରାଧୀମାନେ ଦିନକୁ ଦିନ ବହୁତ ଅପରାଧ ଘଟାଇ ଚାଲିଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ, ଏହା ଲୋକମାନଙ୍କ ଆସ୍ତା ଓ ଭାବନାର କେନ୍ଦ୍ର। ଏପରି ସ୍ଥାନରୁ ଚୋରୀ ହେବା ମାନେ ସମଗ୍ର ସମାଜର ଆସ୍ତାକୁ ଆଘାତ ଦେବା ସହ ସମାନ। ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମନରେ ଗଭୀର ଦୁଃଖ ଓ କ୍ଷୋଭ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷିତରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଦୋଷୀମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ କଡ଼ା ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବୀ କରୁଥିବା ର ଶୁଣିବାକୁ ମିଳିଛି। ଗୋପ ରୁ ଶ୍ରୀଧର ମହାରଣା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।

- Post by Gopal Das Mahananda1
- Post by SONEPUR NEWS1
- କଣ୍ଠଶିଳ୍ପୀ କୁନାଲ୍ ଚରଣ ବେହେରା ଜଣେ କବି ଓ କଣ୍ଠଶିଳ୍ପୀ। ସେ ଅନେକ କଳାର ଅଧିକାରୀ।1
- ଭାଇରାଲ ହେଉଛି କଙ୍କାଳ କୁ ବୋହି ବ୍ୟାଙ୍କ କୁ ଯିବା ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି।1
- Slug _ନିମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ,ହତ୍ୟା ନା ଆତ୍ମହତ୍ୟା ପୋଲିସ୍ ର ତଦନ୍ତ ଜାରି | Anchor )ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଗ୍ରାମରେ ।ମୃତକ ଜଣକ ହେଉଛନ୍ତି ସୁବଳ ବାଗ (୫୫)। ସୂଚନା ଅନୁଯାୟୀ,ସୁବଳଙ୍କ ନିଜ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ଅଞ୍ଚଳର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଜୟପାଟଣା ରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଧନଶୂଳି ଗ୍ରାମର ବିଲରେ ଥିବା ଏକ ନିମ୍ବ ଗଛରେ ବେକରେ ଦଉଡି ସହ ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଜୟପାଟଣା ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ,ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ, ପଲିଟି କାଳ ଖଟି, ଓଡିଶା4
- Post by Binod pandey2
- Post by Gopal Das Mahananda1
- ଜଣେ ନାବାଳକ ର ମୃତ୍ୟୁ ପରେ ପରିବାର ଭିତରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି l ନାବାଳକ କୁ ନିଜ ମା ହତ୍ୟା କରିଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ବାପା l ତେବେ ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମର ସାଇଲି ନାଇକ ହୋଇଥିବା ଜଣାପଡିଥିବା ବେଳେ ଖୋଦ ନିଜ ମା ନିଜ ଶାଶୁଘର କୁଲାଙ୍ଗି ରୁ ନିଜ ବାପ ଘର ବେତାରିଙ୍ଗି ଆସୁଥିବା ବେଳେ ଗାଙ୍ଗପୁର ଥାନା ମୁନିଗାଡି ଗ୍ରାମ ଠାରେ ମୋଟରସାଇକେଲ ରୁ ଠେଲି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହିଭଳି ଅଭିଯୋଗ ଖୋଦ ନିଜ ସ୍ବାମୀ ଆଣିଛନ୍ତି । ତେବେ ଶିଶୁର ଦେହରେ କ୍ଷତ ଚିହ୍ନ ମଧ୍ଯ ରହିଥିବା ବେଳେ ପୁଅ କୁ କେବେ ବି ସୁଖ ପାଉନଥିଲା ମା ବୋଲି ବାପା ଅଭିଯୋଗ ଆଣିଛି । ଅନ୍ଯପଟେ ଗାଙ୍ଗପୁର ଥାନାରେ ମୁତକଙ୍କ ବାପା ଶଙ୍କର ନାଇକ ଲିଖିତ ଅଭିଜୋଗ କରିଛନ୍ତି l ଗାଙ୍ଗପୁର ପୋଲିସ୍ ଦୁର୍ଘଟଣା ସ୍ତାନରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରିଥିବା ବେଳେ ଶବ ଜବତ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ପୋଲିସ୍ ର ତଦନ୍ତ ପରେ ସ୍ପଷ୍ଟ ହେବକି 6ବର୍ଷିୟ ନାବାଳକ ଙ୍କ ମୁତ୍ଯୁ ର ପ୍ରକୃତ କାରଣ । ଅନ୍ୟପଟେ ମୃତ ନାବାଳକ ର ପ୍ରତିକ୍ରିୟା ମିଳିପାରିନାହିଁ l1
- Post by Rabindra Mandal1