logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନାବାଳକ କୁ ନିଜ ମା ହତ୍ୟା କରିଥିବା ଅଭିଯୋଗ ଆଣିଲା ବାପା,ଆସିକା ମୁନିଗାଡ଼ି ନିକଟରେ ନାବାଳକର ହୋଇଛି ମୃତ୍ୟୁ ଜଣେ ନାବାଳକ ର ମୃତ୍ୟୁ ପରେ ପରିବାର ଭିତରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି l ନାବାଳକ କୁ ନିଜ ମା ହତ୍ୟା କରିଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ବାପା l ତେବେ ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମର ସାଇଲି ନାଇକ ହୋଇଥିବା ଜଣାପଡିଥିବା ବେଳେ ଖୋଦ ନିଜ ମା ନିଜ ଶାଶୁଘର କୁଲାଙ୍ଗି ରୁ ନିଜ ବାପ ଘର ବେତାରିଙ୍ଗି ଆସୁଥିବା ବେଳେ ଗାଙ୍ଗପୁର ଥାନା ମୁନିଗାଡି ଗ୍ରାମ ଠାରେ ମୋଟରସାଇକେଲ ରୁ ଠେଲି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହିଭଳି ଅଭିଯୋଗ ଖୋଦ ନିଜ ସ୍ବାମୀ ଆଣିଛନ୍ତି । ତେବେ ଶିଶୁର ଦେହରେ କ୍ଷତ ଚିହ୍ନ ମଧ୍ଯ ରହିଥିବା ବେଳେ ପୁଅ କୁ କେବେ ବି ସୁଖ ପାଉନଥିଲା ମା ବୋଲି ବାପା ଅଭିଯୋଗ ଆଣିଛି । ଅନ୍ଯପଟେ ଗାଙ୍ଗପୁର ଥାନାରେ ମୁତକଙ୍କ ବାପା ଶଙ୍କର ନାଇକ ଲିଖିତ ଅଭିଜୋଗ କରିଛନ୍ତି l ଗାଙ୍ଗପୁର ପୋଲିସ୍ ଦୁର୍ଘଟଣା ସ୍ତାନରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରିଥିବା ବେଳେ ଶବ ଜବତ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ପୋଲିସ୍ ର ତଦନ୍ତ ପରେ ସ୍ପଷ୍ଟ ହେବକି 6ବର୍ଷିୟ ନାବାଳକ ଙ୍କ ମୁତ୍ଯୁ ର ପ୍ରକୃତ କାରଣ । ଅନ୍ୟପଟେ ମୃତ ନାବାଳକ ର ପ୍ରତିକ୍ରିୟା ମିଳିପାରିନାହିଁ l

19 hrs ago
user_Pitabas dash
Pitabas dash
Asika, Ganjam•
19 hrs ago

ନାବାଳକ କୁ ନିଜ ମା ହତ୍ୟା କରିଥିବା ଅଭିଯୋଗ ଆଣିଲା ବାପା,ଆସିକା ମୁନିଗାଡ଼ି ନିକଟରେ ନାବାଳକର ହୋଇଛି ମୃତ୍ୟୁ ଜଣେ ନାବାଳକ ର ମୃତ୍ୟୁ ପରେ ପରିବାର ଭିତରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି l ନାବାଳକ କୁ ନିଜ ମା ହତ୍ୟା କରିଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ବାପା l ତେବେ ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମର ସାଇଲି ନାଇକ ହୋଇଥିବା ଜଣାପଡିଥିବା ବେଳେ ଖୋଦ ନିଜ ମା ନିଜ ଶାଶୁଘର କୁଲାଙ୍ଗି ରୁ ନିଜ ବାପ ଘର ବେତାରିଙ୍ଗି ଆସୁଥିବା ବେଳେ ଗାଙ୍ଗପୁର ଥାନା ମୁନିଗାଡି ଗ୍ରାମ ଠାରେ ମୋଟରସାଇକେଲ ରୁ ଠେଲି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହିଭଳି ଅଭିଯୋଗ ଖୋଦ ନିଜ ସ୍ବାମୀ ଆଣିଛନ୍ତି । ତେବେ ଶିଶୁର ଦେହରେ କ୍ଷତ ଚିହ୍ନ ମଧ୍ଯ ରହିଥିବା ବେଳେ ପୁଅ କୁ କେବେ ବି ସୁଖ ପାଉନଥିଲା ମା ବୋଲି ବାପା ଅଭିଯୋଗ ଆଣିଛି । ଅନ୍ଯପଟେ ଗାଙ୍ଗପୁର ଥାନାରେ ମୁତକଙ୍କ ବାପା ଶଙ୍କର ନାଇକ ଲିଖିତ ଅଭିଜୋଗ କରିଛନ୍ତି l ଗାଙ୍ଗପୁର ପୋଲିସ୍ ଦୁର୍ଘଟଣା ସ୍ତାନରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରିଥିବା ବେଳେ ଶବ ଜବତ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ପୋଲିସ୍ ର ତଦନ୍ତ ପରେ ସ୍ପଷ୍ଟ ହେବକି 6ବର୍ଷିୟ ନାବାଳକ ଙ୍କ ମୁତ୍ଯୁ ର ପ୍ରକୃତ କାରଣ । ଅନ୍ୟପଟେ ମୃତ ନାବାଳକ ର ପ୍ରତିକ୍ରିୟା ମିଳିପାରିନାହିଁ l

More news from Ganjam and nearby areas
  • ଜଣେ ନାବାଳକ ର ମୃତ୍ୟୁ ପରେ ପରିବାର ଭିତରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି l ନାବାଳକ କୁ ନିଜ ମା ହତ୍ୟା କରିଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ବାପା l ତେବେ ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମର ସାଇଲି ନାଇକ ହୋଇଥିବା ଜଣାପଡିଥିବା ବେଳେ ଖୋଦ ନିଜ ମା ନିଜ ଶାଶୁଘର କୁଲାଙ୍ଗି ରୁ ନିଜ ବାପ ଘର ବେତାରିଙ୍ଗି ଆସୁଥିବା ବେଳେ ଗାଙ୍ଗପୁର ଥାନା ମୁନିଗାଡି ଗ୍ରାମ ଠାରେ ମୋଟରସାଇକେଲ ରୁ ଠେଲି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହିଭଳି ଅଭିଯୋଗ ଖୋଦ ନିଜ ସ୍ବାମୀ ଆଣିଛନ୍ତି । ତେବେ ଶିଶୁର ଦେହରେ କ୍ଷତ ଚିହ୍ନ ମଧ୍ଯ ରହିଥିବା ବେଳେ ପୁଅ କୁ କେବେ ବି ସୁଖ ପାଉନଥିଲା ମା ବୋଲି ବାପା ଅଭିଯୋଗ ଆଣିଛି । ଅନ୍ଯପଟେ ଗାଙ୍ଗପୁର ଥାନାରେ ମୁତକଙ୍କ ବାପା ଶଙ୍କର ନାଇକ ଲିଖିତ ଅଭିଜୋଗ କରିଛନ୍ତି l ଗାଙ୍ଗପୁର ପୋଲିସ୍ ଦୁର୍ଘଟଣା ସ୍ତାନରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରିଥିବା ବେଳେ ଶବ ଜବତ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ପୋଲିସ୍ ର ତଦନ୍ତ ପରେ ସ୍ପଷ୍ଟ ହେବକି 6ବର୍ଷିୟ ନାବାଳକ ଙ୍କ ମୁତ୍ଯୁ ର ପ୍ରକୃତ କାରଣ । ଅନ୍ୟପଟେ ମୃତ ନାବାଳକ ର ପ୍ରତିକ୍ରିୟା ମିଳିପାରିନାହିଁ l
    1
    ଜଣେ ନାବାଳକ ର ମୃତ୍ୟୁ ପରେ ପରିବାର ଭିତରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି l ନାବାଳକ କୁ ନିଜ ମା ହତ୍ୟା କରିଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ବାପା l ତେବେ ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମର ସାଇଲି ନାଇକ ହୋଇଥିବା ଜଣାପଡିଥିବା ବେଳେ ଖୋଦ ନିଜ ମା ନିଜ ଶାଶୁଘର କୁଲାଙ୍ଗି ରୁ ନିଜ ବାପ ଘର ବେତାରିଙ୍ଗି ଆସୁଥିବା ବେଳେ ଗାଙ୍ଗପୁର ଥାନା ମୁନିଗାଡି ଗ୍ରାମ ଠାରେ ମୋଟରସାଇକେଲ ରୁ ଠେଲି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହିଭଳି ଅଭିଯୋଗ ଖୋଦ ନିଜ ସ୍ବାମୀ   ଆଣିଛନ୍ତି । ତେବେ ଶିଶୁର ଦେହରେ କ୍ଷତ ଚିହ୍ନ ମଧ୍ଯ ରହିଥିବା ବେଳେ ପୁଅ କୁ କେବେ ବି ସୁଖ ପାଉନଥିଲା ମା ବୋଲି ବାପା ଅଭିଯୋଗ ଆଣିଛି । ଅନ୍ଯପଟେ ଗାଙ୍ଗପୁର ଥାନାରେ ମୁତକଙ୍କ ବାପା ଶଙ୍କର ନାଇକ ଲିଖିତ ଅଭିଜୋଗ କରିଛନ୍ତି l ଗାଙ୍ଗପୁର ପୋଲିସ୍ ଦୁର୍ଘଟଣା ସ୍ତାନରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରିଥିବା ବେଳେ ଶବ ଜବତ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ପୋଲିସ୍ ର ତଦନ୍ତ ପରେ ସ୍ପଷ୍ଟ ହେବକି 6ବର୍ଷିୟ ନାବାଳକ ଙ୍କ ମୁତ୍ଯୁ ର ପ୍ରକୃତ କାରଣ । ଅନ୍ୟପଟେ ମୃତ ନାବାଳକ ର ପ୍ରତିକ୍ରିୟା ମିଳିପାରିନାହିଁ l
    user_Pitabas dash
    Pitabas dash
    Asika, Ganjam•
    19 hrs ago
  • Post by Prakash
    1
    Post by Prakash
    user_Prakash
    Prakash
    ନୟାଗଡ଼ ସଦର, ନୟାଗଡ଼, ଓଡ଼ିଶା•
    4 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    19 hrs ago
  • Post by ଓଡ଼ିଶାର ଆବାଜ୍
    1
    Post by ଓଡ଼ିଶାର ଆବାଜ୍
    user_ଓଡ଼ିଶାର ଆବାଜ୍
    ଓଡ଼ିଶାର ଆବାଜ୍
    ଚନ୍ଦ୍ରପୁର, ରାୟଗଡା, ଓଡ଼ିଶା•
    5 hrs ago
  • ରାୟଗଡ଼(ଗଜପତି)28/4 : - ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଜାତୀୟ ସ୍ଵାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡଃ ଡି. ବୃନ୍ଦା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିଦ୍ୟାଳୟ ପରିସରରେ ନବନିର୍ମିତ 'ଖୋଲା ଜିମ୍ ପାର୍କ'ର ଶୁଭ ଉଦଘାଟନ କରିଛନ୍ତି। ଏହା ସହ ନିର୍ଦ୍ଦେଶିକା ବିଦ୍ୟାଳୟର ପାରିପାର୍ଶ୍ୱିକ ସ୍ଵଚ୍ଛତା ଏବଂ ଛାତ୍ର ଓ ଛାତ୍ରୀ ନିବାସର ପରିଚାଳନା ବ୍ୟବସ୍ଥାକୁ ନିକଟରୁ ପରଖିଥିଲେ। ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସ୍ଵାସ୍ଥ୍ୟ ସେବା ଏବଂ ସୁବିଧା ସୁଯୋଗର ସେ ସମୀକ୍ଷା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଡଃ ବୃନ୍ଦା ଭୂୟସୀ ପ୍ରଶଂସା କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହୋନୋନଗା, ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ୍ ରାଇକା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶାନ୍ତନୁ ପାଢ଼ୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ ଏବଂ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିଷ୍ଣୁ ପ୍ରସାଦ ସେଠୀ ପ୍ରମୁଖ ସାମିଲ ଥିଲେ। ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    1
    ରାୟଗଡ଼(ଗଜପତି)28/4 : - ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଜାତୀୟ ସ୍ଵାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡଃ ଡି. ବୃନ୍ଦା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିଦ୍ୟାଳୟ ପରିସରରେ ନବନିର୍ମିତ 'ଖୋଲା ଜିମ୍ ପାର୍କ'ର ଶୁଭ ଉଦଘାଟନ କରିଛନ୍ତି। ଏହା ସହ ନିର୍ଦ୍ଦେଶିକା ବିଦ୍ୟାଳୟର ପାରିପାର୍ଶ୍ୱିକ ସ୍ଵଚ୍ଛତା ଏବଂ ଛାତ୍ର ଓ ଛାତ୍ରୀ ନିବାସର ପରିଚାଳନା ବ୍ୟବସ୍ଥାକୁ ନିକଟରୁ ପରଖିଥିଲେ। ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସ୍ଵାସ୍ଥ୍ୟ ସେବା ଏବଂ ସୁବିଧା ସୁଯୋଗର ସେ ସମୀକ୍ଷା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ସୁରେଶ କୁମାର ସାହୁକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଡଃ ବୃନ୍ଦା ଭୂୟସୀ ପ୍ରଶଂସା କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହୋନୋନଗା, ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ୍ ରାଇକା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶାନ୍ତନୁ ପାଢ଼ୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ ଏବଂ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିଷ୍ଣୁ ପ୍ରସାଦ ସେଠୀ ପ୍ରମୁଖ ସାମିଲ ଥିଲେ। ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    user_Ricky Patnaik
    Ricky Patnaik
    Court reporter ରାୟଗଡ଼ା, ଗଜପତି, ଓଡ଼ିଶା•
    21 hrs ago
  • ସରକାରୀ ଜିନିଷକୁ ଅପବ୍ୟବହାର ଏବଂ ମନମୁଖୀ କାର୍ଯ୍ୟ ପାଇଁ ବନ୍ଦ ରହିଛି ନଳକୂପ,,, ଖରାଦିନେ ସାହି ପଡିଶା ପାଣି ପାଇବାରୁ ବଞ୍ଚିତ,,, ଶୁଣନ୍ତୁ କଣ କହୁଛନ୍ତି ରଣପୁର ବିଡିଓ ମନୋଜ କୁମାର ନାୟକ ମହୋଦୟ,,
    2
    ସରକାରୀ ଜିନିଷକୁ ଅପବ୍ୟବହାର ଏବଂ ମନମୁଖୀ କାର୍ଯ୍ୟ ପାଇଁ ବନ୍ଦ ରହିଛି ନଳକୂପ,,,
ଖରାଦିନେ ସାହି ପଡିଶା ପାଣି ପାଇବାରୁ ବଞ୍ଚିତ,,,
ଶୁଣନ୍ତୁ କଣ କହୁଛନ୍ତି ରଣପୁର ବିଡିଓ ମନୋଜ କୁମାର ନାୟକ ମହୋଦୟ,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    23 hrs ago
  • ତା. 29/04/226 ରିଖ ଗୋପ ଅଣ୍ଡରାଇଛାପୁର ମା ଦଶମଲ୍ଲୀ ଠାକୁରାଣୀ ଙ୍କ ମନ୍ଦିର ରୁ ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜାରୀ ସୁଚନା ଦେଇଛନ୍ତି ଯେ ବାରମ୍ବାର ଚୋରି ହେଉଥିବା ରୁ ଅଞ୍ଚଳ ବାସୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଗତ କିଛି ମାସ ଧରି ଗୋପ ଓ ନିମାପଡା ଥାନା ଅଧୀନସ୍ଥ ଅଞ୍ଚଳରେ ମନ୍ଦିର ଚୋରୀ ଘଟଣା ନିୟମିତ ଭାବେ ବୃଦ୍ଧି ପାଉଛି। କେବଳ ଚୋରୀ ନୁହେଁ, ରାତିରେ ଡକାୟିତି, ରାହାଜାନି ଓ ନିଶା କାରବାର ମଧ୍ୟ ବେପରୁଆ ଭାବେ ଚାଲିଥିବା ନେଇ ଅଭିଯୋଗ ହେଉଛି। ପୋଲିସର ଅପାରଗତା କି ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଯଦି ନିୟମିତ ରାତ୍ରିକାଳୀନ ପେଟ୍ରୋଲିଙ୍ଗ ହେଉଥାନ୍ତା, ତେବେ ଏଭଳି ଘଟଣା ଘଟୁ ନ ଥାନ୍ତାବୋଲି ଅଞ୍ଚଳ ବାସୀ ଦାବୀ କରି ଛନ୍ତି। ପୋଲିସର ନିଷ୍କ୍ରିୟତା ଓ ଅବହେଳା ଯୋଗୁ ଅପରାଧୀମାନେ ଦିନକୁ ଦିନ ବହୁତ ଅପରାଧ ଘଟାଇ ଚାଲିଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ, ଏହା ଲୋକମାନଙ୍କ ଆସ୍ତା ଓ ଭାବନାର କେନ୍ଦ୍ର। ଏପରି ସ୍ଥାନରୁ ଚୋରୀ ହେବା ମାନେ ସମଗ୍ର ସମାଜର ଆସ୍ତାକୁ ଆଘାତ ଦେବା ସହ ସମାନ। ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମନରେ ଗଭୀର ଦୁଃଖ ଓ କ୍ଷୋଭ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷିତରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଦୋଷୀମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ କଡ଼ା ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବୀ କରୁଥିବା ର ଶୁଣିବାକୁ ମିଳିଛି। ଗୋପ ରୁ ଶ୍ରୀଧର ମହାରଣା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।
    1
    ତା. 29/04/226 ରିଖ 
ଗୋପ ଅଣ୍ଡରାଇଛାପୁର ମା ଦଶମଲ୍ଲୀ ଠାକୁରାଣୀ ଙ୍କ ମନ୍ଦିର ରୁ   ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ  ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜାରୀ ସୁଚନା ଦେଇଛନ୍ତି ଯେ ବାରମ୍ବାର ଚୋରି ହେଉଥିବା ରୁ ଅଞ୍ଚଳ ବାସୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି। 
ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଗତ କିଛି ମାସ ଧରି ଗୋପ ଓ ନିମାପଡା ଥାନା ଅଧୀନସ୍ଥ ଅଞ୍ଚଳରେ ମନ୍ଦିର ଚୋରୀ ଘଟଣା ନିୟମିତ ଭାବେ ବୃଦ୍ଧି ପାଉଛି। କେବଳ ଚୋରୀ ନୁହେଁ, ରାତିରେ ଡକାୟିତି, ରାହାଜାନି ଓ ନିଶା କାରବାର ମଧ୍ୟ ବେପରୁଆ ଭାବେ ଚାଲିଥିବା ନେଇ ଅଭିଯୋଗ ହେଉଛି।
ପୋଲିସର ଅପାରଗତା କି ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି 
ଅଞ୍ଚଳବାସୀଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଯଦି ନିୟମିତ ରାତ୍ରିକାଳୀନ ପେଟ୍ରୋଲିଙ୍ଗ ହେଉଥାନ୍ତା, ତେବେ ଏଭଳି ଘଟଣା ଘଟୁ ନ ଥାନ୍ତାବୋଲି ଅଞ୍ଚଳ ବାସୀ ଦାବୀ କରି ଛନ୍ତି। ପୋଲିସର ନିଷ୍କ୍ରିୟତା ଓ ଅବହେଳା ଯୋଗୁ ଅପରାଧୀମାନେ ଦିନକୁ ଦିନ ବହୁତ ଅପରାଧ ଘଟାଇ ଚାଲିଛନ୍ତି ବୋଲି ଜନସାଧାରଣ ଅଭିଯୋଗ  କରିଛନ୍ତି।
ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ, ଏହା ଲୋକମାନଙ୍କ ଆସ୍ତା ଓ ଭାବନାର କେନ୍ଦ୍ର। ଏପରି ସ୍ଥାନରୁ ଚୋରୀ ହେବା ମାନେ ସମଗ୍ର ସମାଜର ଆସ୍ତାକୁ ଆଘାତ ଦେବା ସହ ସମାନ। ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମନରେ ଗଭୀର ଦୁଃଖ ଓ କ୍ଷୋଭ ସୃଷ୍ଟି ହୋଇଛି।
ଏହି ପରିପ୍ରେକ୍ଷିତରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଦୋଷୀମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ କଡ଼ା ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବୀ କରୁଥିବା ର ଶୁଣିବାକୁ ମିଳିଛି।
ଗୋପ ରୁ ଶ୍ରୀଧର ମହାରଣା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    3 hrs ago
  • ଅଦ୍ଯ ତା-୨୪.୦୪.୨୦୨୬ ରିଖ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ଜନିତ ସଚେତନତା ଶିବିର ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷ, ପୁରୀ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସଦର ତହସିଲଦାର ଅଭିଷେକ ଦାଶ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଆଇନ ପରିବିକ୍ଷ ଅଧିକାରୀ, ସମସ୍ତ ଶିଶୁ ବିକାଶ ଅଧିକାରୀ ଓ ପରିଦର୍ଶୀକା ତଥା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ସମୟ ରେ ନିହାତି ଆବଶ୍ୟକ ନ ହେଲେ ବାହାରକୁ ନ ବାହାରିବା, ତରଳ ଜାତୀୟ ଖାଦ୍ଯ ଖାଇବା, ଛତା, ପାଣି ବୋତଲ ଓ ଗାମୁଛା ସାଙ୍ଗରେ ନେବା, ମାଦକ ଦ୍ରବ୍ଯ ସେବନ ନ କରିବା, ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ଆଦି ବିଷୟରେ ସଚେତନତା କାର୍ଯ୍ୟକ୍ରମ ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ର ସ୍ତରରେ କରିବାକୁ ପରାମର୍ଶ ଦିଆଗଲା ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    1
    ଅଦ୍ଯ ତା-୨୪.୦୪.୨୦୨୬ ରିଖ  ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ଜନିତ ସଚେତନତା ଶିବିର ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷ, ପୁରୀ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସଦର ତହସିଲଦାର ଅଭିଷେକ ଦାଶ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଆଇନ ପରିବିକ୍ଷ ଅଧିକାରୀ, ସମସ୍ତ ଶିଶୁ ବିକାଶ ଅଧିକାରୀ ଓ ପରିଦର୍ଶୀକା ତଥା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ସମୟ ରେ ନିହାତି ଆବଶ୍ୟକ ନ ହେଲେ ବାହାରକୁ ନ ବାହାରିବା, ତରଳ ଜାତୀୟ ଖାଦ୍ଯ ଖାଇବା, ଛତା, ପାଣି ବୋତଲ ଓ ଗାମୁଛା ସାଙ୍ଗରେ ନେବା, ମାଦକ ଦ୍ରବ୍ଯ ସେବନ ନ କରିବା, ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ଆଦି ବିଷୟରେ ସଚେତନତା କାର୍ଯ୍ୟକ୍ରମ ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ର ସ୍ତରରେ କରିବାକୁ ପରାମର୍ଶ ଦିଆଗଲା
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.