Shuru
Apke Nagar Ki App…
Prakash
More news from ଓଡ଼ିଶା and nearby areas
- Post by Prakash1
- ସରକାରୀ ଜିନିଷକୁ ଅପବ୍ୟବହାର ଏବଂ ମନମୁଖୀ କାର୍ଯ୍ୟ ପାଇଁ ବନ୍ଦ ରହିଛି ନଳକୂପ,,, ଖରାଦିନେ ସାହି ପଡିଶା ପାଣି ପାଇବାରୁ ବଞ୍ଚିତ,,, ଶୁଣନ୍ତୁ କଣ କହୁଛନ୍ତି ରଣପୁର ବିଡିଓ ମନୋଜ କୁମାର ନାୟକ ମହୋଦୟ,,2
- Beer Pachami or National Beer Week celebrations, India.1
- Post by ଦେବ ବେହେରା3
- Post by Kumar1
- ଜଣେ ନାବାଳକ ର ମୃତ୍ୟୁ ପରେ ପରିବାର ଭିତରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି l ନାବାଳକ କୁ ନିଜ ମା ହତ୍ୟା କରିଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ବାପା l ତେବେ ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମର ସାଇଲି ନାଇକ ହୋଇଥିବା ଜଣାପଡିଥିବା ବେଳେ ଖୋଦ ନିଜ ମା ନିଜ ଶାଶୁଘର କୁଲାଙ୍ଗି ରୁ ନିଜ ବାପ ଘର ବେତାରିଙ୍ଗି ଆସୁଥିବା ବେଳେ ଗାଙ୍ଗପୁର ଥାନା ମୁନିଗାଡି ଗ୍ରାମ ଠାରେ ମୋଟରସାଇକେଲ ରୁ ଠେଲି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହିଭଳି ଅଭିଯୋଗ ଖୋଦ ନିଜ ସ୍ବାମୀ ଆଣିଛନ୍ତି । ତେବେ ଶିଶୁର ଦେହରେ କ୍ଷତ ଚିହ୍ନ ମଧ୍ଯ ରହିଥିବା ବେଳେ ପୁଅ କୁ କେବେ ବି ସୁଖ ପାଉନଥିଲା ମା ବୋଲି ବାପା ଅଭିଯୋଗ ଆଣିଛି । ଅନ୍ଯପଟେ ଗାଙ୍ଗପୁର ଥାନାରେ ମୁତକଙ୍କ ବାପା ଶଙ୍କର ନାଇକ ଲିଖିତ ଅଭିଜୋଗ କରିଛନ୍ତି l ଗାଙ୍ଗପୁର ପୋଲିସ୍ ଦୁର୍ଘଟଣା ସ୍ତାନରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରିଥିବା ବେଳେ ଶବ ଜବତ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ପୋଲିସ୍ ର ତଦନ୍ତ ପରେ ସ୍ପଷ୍ଟ ହେବକି 6ବର୍ଷିୟ ନାବାଳକ ଙ୍କ ମୁତ୍ଯୁ ର ପ୍ରକୃତ କାରଣ । ଅନ୍ୟପଟେ ମୃତ ନାବାଳକ ର ପ୍ରତିକ୍ରିୟା ମିଳିପାରିନାହିଁ l1
- Post by Dhenkanal News1
- Post by Dhenkanal News1