logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବ୍ଲକ୍ ଛକ ନିକଟରେ ସ୍ୱର୍ଣ୍ଣ ମଣ୍ଡପ ପଛପଟେ ଥିବା ନୁଆ ଓଡ଼ିଶା ଦକ୍ଷତା ବିକାଶ ଯୋଜନା ଜରିଆରେ ପୁରୀ ଜିଲ୍ଲା ନିଯୁକ୍ତି ଓ ଦକ୍ଷତା ବିକାଶ କେନ୍ଦ୍ର ରେ ଡ୍ରୋନ ବିଷୟରେ ଜ୍ଞାନ କୌଶଳ ପ୍ରଶିକ୍ଷଣ ସିଲ୍ଭର ଓଏକେ ୟୁନିଭରସିଟି କୁ ସରକାର ଶିକ୍ଷାଦାନ ଦାୟିତ୍ୱ ଦେଇଛନ୍ତି।। କିନ୍ତୁ ଦୁଃଖ ପରିତାପ ର ବିଷୟ ସେଣ୍ଟର ହେଡ ବିଭୁଦତ ମିଶ୍ର ଘର ବାଲେଶ୍ଵର ଗୋଟେ ଵ୍ୟାଚ୍ ରେ 30 ଶିକ୍ଷାର୍ଥୀ ଙ୍କୁ ମେଣ୍ଟାଲ ହାରାସ୍ ମେଣ୍ଟ, ନିମ୍ନ ମାନର ଖାଦ୍ୟ ଦେବା ସହ ସେଣ୍ଟର ରେ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଜାଗାରେ ମଦ୍ୟପାନ କରୁଥିବା ର ଭିଡିଓ ଉତ୍ତୋଳନ କରିଛନ୍ତି ଛାତ୍ର ମାନେ।। ଅନ୍ୟପଟେ ଏସବୁ ବିଷୟରେ ସେଣ୍ଟର ର ରାଜ୍ୟ ମୁଖ୍ୟ ଏବଂ ଜିଲ୍ଲା ନିଯୁକ୍ତି ଓ ଦକ୍ଷତା ବିକାଶ ର ଜିଲ୍ଲା ଅଧିକାରୀ ଙ୍କୁ ଅଭିଯୋଗ କରିବା ପରେ ବି ଫଳ ଶୂନ ।। କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହିଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିଯୁକ୍ତି ଓ ଦକ୍ଷତା ଜିଲ୍ଲା ଅଧିକାରୀ।।

1 hr ago
user_ଦେବ ବେହେରା
ଦେବ ବେହେରା
ସତ୍ୟବାଦୀ, ପୁରୀ, ଓଡ଼ିଶା•
1 hr ago
d77f8389-8b02-4f22-8c01-4133a2057e57
a7d835cd-014c-46cc-a092-51d0f5207a02

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବ୍ଲକ୍ ଛକ ନିକଟରେ ସ୍ୱର୍ଣ୍ଣ ମଣ୍ଡପ ପଛପଟେ ଥିବା ନୁଆ ଓଡ଼ିଶା ଦକ୍ଷତା ବିକାଶ ଯୋଜନା ଜରିଆରେ ପୁରୀ ଜିଲ୍ଲା ନିଯୁକ୍ତି ଓ ଦକ୍ଷତା ବିକାଶ କେନ୍ଦ୍ର ରେ ଡ୍ରୋନ ବିଷୟରେ ଜ୍ଞାନ କୌଶଳ ପ୍ରଶିକ୍ଷଣ ସିଲ୍ଭର ଓଏକେ ୟୁନିଭରସିଟି କୁ ସରକାର ଶିକ୍ଷାଦାନ ଦାୟିତ୍ୱ ଦେଇଛନ୍ତି।। କିନ୍ତୁ ଦୁଃଖ ପରିତାପ ର ବିଷୟ ସେଣ୍ଟର ହେଡ ବିଭୁଦତ ମିଶ୍ର ଘର ବାଲେଶ୍ଵର ଗୋଟେ ଵ୍ୟାଚ୍ ରେ 30 ଶିକ୍ଷାର୍ଥୀ ଙ୍କୁ ମେଣ୍ଟାଲ ହାରାସ୍ ମେଣ୍ଟ, ନିମ୍ନ ମାନର ଖାଦ୍ୟ ଦେବା ସହ ସେଣ୍ଟର ରେ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଜାଗାରେ ମଦ୍ୟପାନ କରୁଥିବା ର ଭିଡିଓ ଉତ୍ତୋଳନ କରିଛନ୍ତି ଛାତ୍ର ମାନେ।। ଅନ୍ୟପଟେ ଏସବୁ ବିଷୟରେ ସେଣ୍ଟର ର ରାଜ୍ୟ ମୁଖ୍ୟ ଏବଂ ଜିଲ୍ଲା ନିଯୁକ୍ତି ଓ ଦକ୍ଷତା ବିକାଶ ର ଜିଲ୍ଲା ଅଧିକାରୀ ଙ୍କୁ ଅଭିଯୋଗ କରିବା ପରେ ବି ଫଳ ଶୂନ ।। କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହିଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିଯୁକ୍ତି ଓ ଦକ୍ଷତା ଜିଲ୍ଲା ଅଧିକାରୀ।।

More news from ଓଡ଼ିଶା and nearby areas
  • Post by ଦେବ ବେହେରା
    3
    Post by ଦେବ ବେହେରା
    user_ଦେବ ବେହେରା
    ଦେବ ବେହେରା
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    1 hr ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    4 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    22 hrs ago
  • Beer Pachami or National Beer Week celebrations, India.
    1
    Beer Pachami or National Beer Week celebrations, India.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • Niali : ଜନ ଆକ୍ରୋଶ ମହିଳା ସମାବେଶ ମାଧବ ମଣ୍ଡଳ#jindabadniali#nialiblock
    1
    Niali : ଜନ ଆକ୍ରୋଶ ମହିଳା ସମାବେଶ ମାଧବ ମଣ୍ଡଳ#jindabadniali#nialiblock
    user_Kabi Prasad Mohanty
    Kabi Prasad Mohanty
    ନିଆଳି, କଟକ, ଓଡ଼ିଶା•
    1 hr ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଦୁହିଁ ଦୁହିଁଙ୍କୁ ସମ୍ମାନ ସହ ବଞ୍ଚନ୍ତି,ତେଣୁ ଆପଣ ମାନଙ୍କ ଆଶିଷ ଦରକାର,ଜୟ ଗୋ ମାତା,ବଜରଙ୍ଗ ଦଳ,ଭୁବନେଶ୍ୱର,ଓଡିଶା,
    1
    ଦୁହିଁ ଦୁହିଁଙ୍କୁ ସମ୍ମାନ ସହ ବଞ୍ଚନ୍ତି,ତେଣୁ ଆପଣ ମାନଙ୍କ ଆଶିଷ ଦରକାର,ଜୟ ଗୋ ମାତା,ବଜରଙ୍ଗ ଦଳ,ଭୁବନେଶ୍ୱର,ଓଡିଶା,
    user_Prabhati Sahoo
    Prabhati Sahoo
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଦୁନିଆରେ ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ,ଏ ସଂସାର ଭଲରେ ଚାଲୁ,ଜୟ ଗୋ ମାତା,ଜୟ ବଜରଙ୍ଗ ଦଳ,ଭୁବନେଶ୍ୱର,ଓଡିଶା,
    1
    ଦୁନିଆରେ ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ,ଏ ସଂସାର ଭଲରେ ଚାଲୁ,ଜୟ ଗୋ ମାତା,ଜୟ ବଜରଙ୍ଗ ଦଳ,ଭୁବନେଶ୍ୱର,ଓଡିଶା,
    user_Prabhati Sahoo
    Prabhati Sahoo
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.