Shuru
Apke Nagar Ki App…
ଜୟପୁର: ବ୍ୟାଙ୍କ ଲୋନ ନେଇଥିଲୁ । କୋରନା ଆମକୁ ବୁଡାଇ ଦେଲା। ଯେଉଁ ଜମି ଅଧିକ ଟଙ୍କାରେ ବିକ୍ରି କରିବା ପାଇଁ ପାର୍ଟି ଯୋଗାଡ କରିଥିଲୁ ସେହି ଜମିକୁ ବ୍ୟାଙ୍କ କମ୍ ମୂଲ୍ୟରେ ଅକ୍ସନ୍ କଲା। ଆମେ ଅଧିକ କ୍ଷତି ସହିଲୁ ବୋଲି କହିଛନ୍ତି ବ୍ୟବସାୟୀ ।
Malaya Kumar Sethy
ଜୟପୁର: ବ୍ୟାଙ୍କ ଲୋନ ନେଇଥିଲୁ । କୋରନା ଆମକୁ ବୁଡାଇ ଦେଲା। ଯେଉଁ ଜମି ଅଧିକ ଟଙ୍କାରେ ବିକ୍ରି କରିବା ପାଇଁ ପାର୍ଟି ଯୋଗାଡ କରିଥିଲୁ ସେହି ଜମିକୁ ବ୍ୟାଙ୍କ କମ୍ ମୂଲ୍ୟରେ ଅକ୍ସନ୍ କଲା। ଆମେ ଅଧିକ କ୍ଷତି ସହିଲୁ ବୋଲି କହିଛନ୍ତି ବ୍ୟବସାୟୀ ।
More news from Jeypore and nearby areas
- କୋରାପୁଟରୁ ଟଙ୍କା ଲୁଟି ଭୁବନେଶ୍ୱରରେ ଘର କରିଛନ୍ତି ଅଫିସର । ତୁରନ୍ତ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ - ଜୟପୁର ବିଧାୟକ ।1
- ସୁଭଦ୍ରା ଯୋଯନାରେ ରାଜ୍ୟ ସରକାର ମହିଳାଙ୍କୁ ଠକିଛନ୍ତି । ରାଜ୍ୟର ସବୁ ମହିଳାଙ୍କୁ ବାର୍ଷିକ ୫୦ ହଜାର ଟଙ୍କା ଦିଅନ୍ତୁ ରାଜ୍ୟ ସରକାର - ଜୟପୁର ବିଧାୟକ ।1
- ଜୟପୁର: ବ୍ୟାଙ୍କ ଲୋନ ନେଇଥିଲୁ । କୋରନା ଆମକୁ ବୁଡାଇ ଦେଲା। ଯେଉଁ ଜମି ଅଧିକ ଟଙ୍କାରେ ବିକ୍ରି କରିବା ପାଇଁ ପାର୍ଟି ଯୋଗାଡ କରିଥିଲୁ ସେହି ଜମିକୁ ବ୍ୟାଙ୍କ କମ୍ ମୂଲ୍ୟରେ ଅକ୍ସନ୍ କଲା। ଆମେ ଅଧିକ କ୍ଷତି ସହିଲୁ ବୋଲି କହିଛନ୍ତି ବ୍ୟବସାୟୀ ।1
- ଜୟପୁର: ବ୍ୟବସାୟୀଙ୍କ ସମ୍ପତ୍ତି ବ୍ୟଜ୍ୟାପ୍ତି କଲା ବ୍ୟାଙ୍କ । ଋଣ ଖିଲାପ ପରେ ବନ୍ଧକ ସମ୍ପତ୍ତି ସିଲ୍ କରିବାକୁ ଜିଲ୍ଲାପାଳଙ୍କ ନିର୍ଦେଶ ପରେ ମୂତୟନ ହେଲା ପୋଲିସ ଫୋର୍ସ।1
- #ସମ୍ପତ୍ତି_ସିଲ୍_କଲା_ବ୍ୟାଙ୍କ ଋଣ ଖିଲାପ ଅଭିଯୋଗରେ ବ୍ୟବସାୟୀଙ୍କ ସଂପତ୍ତି ସିଜ୍ କଲା ୟୁନିଅନ ବ୍ୟାଙ୍କ। ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଜୟପୁର ତହସିଲଦାର ମୋନାଲିସା ଆଚାର୍ଜି ମାଜିଷ୍ଟ୍ରେଟ ଦାୟିତ୍ବରେ ଉପସ୍ଥିତ ରହି ସିଜ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।1
- ଏମିତି ହେବ ଜୟପୁର ନୀଳକଣ୍ଠ ସାଗରର ରୂପରେଖ। ଜୟପୁର ପୌରପରିଷଦ ପକ୍ଷରୁଏଭଳି ଯୋଜନା କରାଯାଇଛି।1
- #ଏ_କି_ଅମାନବିକତା ? #ରାତି_ଗୋଟାଏରେ_ରୋଗୀକୁ_ବାହାର_କରିଦେଲା_ହସ୍ପିଟାଲ ! ସ୍ୱାସ୍ଥ୍ୟ ସେବା ନାଁରେ ଘରେଇ ହସ୍ପିଟାଲର ଦାଦାଗିରି ଓ ଅମାନବିକତା ଚରମ ସୀମାରେ ପହଂଚି ଯାଇଛି। ନିକଟରେ ଏଭଳି କିଛ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ମଣିଷପଣିଆକୁ ଧିକ୍କାର କରୁଛି। ରାତିଅଧରେ ଜଣେ ଚିକିତ୍ସାଧିନ ରୋଗୀଙ୍କୁ ବାହାର କରିଦେଇଛନ୍ତି ହସ୍ପିଟାଲ କର୍ମଚାରୀ। ଯାହାକି କୋରାପୁଟ ଜିଲ୍ଲାରେ ସରକାରଙ୍କ ଘରେଇ ହସ୍ପିଟାଲ ପ୍ରତି ରହିଥିବା ନୀତିନିୟମ ପ୍ରତି ସତେ ଯେମିତି ଆଖି ବୁଜି ଦେଇଛି।1
- Odia mini Vlog | ଓଡ଼ିଆ ମିନି ଭ୍ଲୋଗ | ଜୟପୁର | କୋରାପୁଟ | ରାୟଗଡ଼ା1