logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓକିଲ ସଂଘ ନିର୍ବାଚନ, ନୂତନ ସଭାପତି ହେଲେ ଦୂତୀଆ ସାହୁ ଓ ସମ୍ପାଦକ ଭାବେ ନିର୍ବାଚିତ ହେଲେ କୈଳାଶ ବାରିକ । ଉଭାୟଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ ।

7 hrs ago
user_Ranjan Kumar Dash
Ranjan Kumar Dash
ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
7 hrs ago

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓକିଲ ସଂଘ ନିର୍ବାଚନ, ନୂତନ ସଭାପତି ହେଲେ ଦୂତୀଆ ସାହୁ ଓ ସମ୍ପାଦକ ଭାବେ ନିର୍ବାଚିତ ହେଲେ କୈଳାଶ ବାରିକ । ଉଭାୟଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ ।

More news from ଓଡ଼ିଶା and nearby areas
  • ଘରଭିତରୁ ଉଦ୍ଧାର ହେଲା ଅହିରାଜ ଛଅ ଘଣ୍ଟା କଲା ନାକେଦମ 15ଫୁଟର ଅହିରାଜ ଉଦ୍ଧାର, ସ୍ନେକ ହେଲ୍ପ ଲାଇନ ର 5ଜଣିଆ ଟିମ ଛଘଣ୍ଟା ପରିଶ୍ରମ କରି ଘର ଭିତରୁ କଲେ ଉଦ୍ଧାର l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧୂଙ୍ଗିଆ ମୁଣ୍ଡାଗିଣ୍ଡୁରୀ ସାହି ଗ୍ରାମର ରତ୍ନାକର ବେହେରା ଙ୍କ ଘରୁ ପନ୍ଦର ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର l ଉଦ୍ଧାର ଅହିରାଜ କୁ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଫରେଷ୍ଟର ଦିଗାମ୍ବର ପ୍ରଧାନ ଓ ସ୍ନେକ ହେଲ୍ଫ ଲାଇନ ପ୍ରାଣେଶ୍ଵର ସାହୁ, ମିଥୁନ ଭୋକ୍ତା, ଧନଞ୍ଜୟ ପାତ୍ର, ସଞ୍ଜୟ ଗୁରୁ, ଅର୍ଜୁନ ପାତ୍ର ସମେତ 5ଜଣିଆ ଟିମ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜଅଧିକାରୀ ସଂସାର ବର୍ଗିଆ, ସୀତଲପାଣି ଫରେଷ୍ଟ ର ସଞ୍ଜୟ ରାଉତ, ସୁନାଖଣିଆ ଫରେଷ୍ଟ ର ଅଜୟ ସ୍ୱାଇଁ ଙ୍କ ଉପସ୍ଥିତି ରେ ସୀତଲପାଣି ବିଟ ଡିମ୍ବିରିଆ ଅଞ୍ଚଳ ରେ ଛାଡିଥିବା ସୂଚନାମିଳିଛି l
    1
    ଘରଭିତରୁ ଉଦ୍ଧାର ହେଲା ଅହିରାଜ ଛଅ ଘଣ୍ଟା କଲା ନାକେଦମ 
15ଫୁଟର ଅହିରାଜ ଉଦ୍ଧାର, ସ୍ନେକ ହେଲ୍ପ ଲାଇନ ର 5ଜଣିଆ ଟିମ ଛଘଣ୍ଟା ପରିଶ୍ରମ କରି ଘର ଭିତରୁ କଲେ ଉଦ୍ଧାର l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧୂଙ୍ଗିଆ ମୁଣ୍ଡାଗିଣ୍ଡୁରୀ ସାହି ଗ୍ରାମର ରତ୍ନାକର ବେହେରା ଙ୍କ ଘରୁ ପନ୍ଦର ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର l ଉଦ୍ଧାର ଅହିରାଜ କୁ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଫରେଷ୍ଟର ଦିଗାମ୍ବର ପ୍ରଧାନ ଓ ସ୍ନେକ ହେଲ୍ଫ ଲାଇନ ପ୍ରାଣେଶ୍ଵର ସାହୁ, ମିଥୁନ ଭୋକ୍ତା, ଧନଞ୍ଜୟ ପାତ୍ର, ସଞ୍ଜୟ ଗୁରୁ, ଅର୍ଜୁନ ପାତ୍ର ସମେତ 5ଜଣିଆ ଟିମ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜଅଧିକାରୀ ସଂସାର ବର୍ଗିଆ, ସୀତଲପାଣି ଫରେଷ୍ଟ ର ସଞ୍ଜୟ ରାଉତ, ସୁନାଖଣିଆ ଫରେଷ୍ଟ ର ଅଜୟ ସ୍ୱାଇଁ ଙ୍କ ଉପସ୍ଥିତି ରେ ସୀତଲପାଣି ବିଟ ଡିମ୍ବିରିଆ ଅଞ୍ଚଳ ରେ ଛାଡିଥିବା ସୂଚନାମିଳିଛି l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓକିଲ ସଂଘ ନିର୍ବାଚନ, ନୂତନ ସଭାପତି ହେଲେ ଦୂତୀଆ ସାହୁ ଓ ସମ୍ପାଦକ ଭାବେ ନିର୍ବାଚିତ ହେଲେ କୈଳାଶ ବାରିକ । ଉଭାୟଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ ।
    1
    ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓକିଲ ସଂଘ ନିର୍ବାଚନ, ନୂତନ ସଭାପତି ହେଲେ ଦୂତୀଆ ସାହୁ ଓ ସମ୍ପାଦକ ଭାବେ ନିର୍ବାଚିତ ହେଲେ କୈଳାଶ ବାରିକ । ଉଭାୟଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    7 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Biramaharajpur, Sonepur•
    25 min ago
  • ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ ସେବା ସମବାୟ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ : * ବିଭିନ୍ନ ପ୍ରକାରର ୪୮( ଅଠଚାଳିଶ) ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ : ସୁବର୍ଣ୍ଣପୁର ଜିଲ୍ଲା ବିରହାହାରଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ, ଶ୍ରୀ ନାରାୟଣ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୪୮( ଅଠଚାଳିଶ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୩୬ (ଛତିଶ) ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୧୨ (ବାଆର) ଗୋଟି ସାମୁହିକ ଦରଖାସ୍ତ ହସ୍ତଗତ ହୋଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର, ରାଜୀବ କୁମାର ହାଁସଦା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ରାଜେନ୍ଦ୍ର ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଅଶ୍ୱିନୀ କୁମାର ମେହେର, ଉପ - ଜିଲ୍ଲାପାଳ, ବୀରମହାରାଜପୁର ସୁରେନ୍ଦ୍ର କୁମାର ମେହେର, ଉପାଧ୍ୟକ୍ଷ, ବୀରମହାରାଜପୁର ପଞ୍ଚୟତ ସମିତି, ନାରାୟଣ ଲୁହା, ତହସିଲଦାର, ବୀରମହାରାଜପୁର, ସୁଶ୍ରୀ ସୁଚିଶ୍ମିତା ପାଣିଗ୍ରାହୀ, ଡେପୁଟି କଲେକ୍ଟର, ଅଭିଯୋଗ ଶୁଣାଣୀ, ସୁଶ୍ରୀ ପ୍ରିୟଦର୍ଶିନି ସାହୁଙ୍କ ସମେତ ସରପଞ୍ଚ, ଉଫୁଲା, ଶ୍ରୀମତି ଶ୍ରୀୟା କର୍ମୀ ଓ ସରପଞ୍ଚ,ବାଗବାର ଗ୍ରାମ ପଞ୍ଚାୟତ, ଶ୍ରୀମତି ନିରୁପମା ବଗର୍ତ୍ତି ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ ସେବା ସମବାୟ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ  :
* ବିଭିନ୍ନ ପ୍ରକାରର   ୪୮( ଅଠଚାଳିଶ) ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ : 
ସୁବର୍ଣ୍ଣପୁର ଜିଲ୍ଲା ବିରହାହାରଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼  ନୃପରାଜ ସାହୁ ଓ  ଆରକ୍ଷୀ ଅଧିକ୍ଷକ, ଶ୍ରୀ ନାରାୟଣ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୪୮( ଅଠଚାଳିଶ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୩୬ (ଛତିଶ) ଗୋଟି ଦରଖାସ୍ତ  ବ୍ୟକ୍ତିଗତ ରହିଥିବା ବେଳେ ୧୨ (ବାଆର) ଗୋଟି ସାମୁହିକ ଦରଖାସ୍ତ  ହସ୍ତଗତ ହୋଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର,  ରାଜୀବ କୁମାର ହାଁସଦା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ  ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ରାଜେନ୍ଦ୍ର ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,  ସୁବର୍ଣ୍ଣପୁର, ଅଶ୍ୱିନୀ କୁମାର ମେହେର, ଉପ - ଜିଲ୍ଲାପାଳ, ବୀରମହାରାଜପୁର ସୁରେନ୍ଦ୍ର କୁମାର ମେହେର,  ଉପାଧ୍ୟକ୍ଷ, ବୀରମହାରାଜପୁର ପଞ୍ଚୟତ ସମିତି, ନାରାୟଣ ଲୁହା, ତହସିଲଦାର,  ବୀରମହାରାଜପୁର, ସୁଶ୍ରୀ ସୁଚିଶ୍ମିତା ପାଣିଗ୍ରାହୀ,  ଡେପୁଟି କଲେକ୍ଟର, ଅଭିଯୋଗ ଶୁଣାଣୀ, ସୁଶ୍ରୀ ପ୍ରିୟଦର୍ଶିନି ସାହୁଙ୍କ ସମେତ ସରପଞ୍ଚ, ଉଫୁଲା, ଶ୍ରୀମତି ଶ୍ରୀୟା କର୍ମୀ ଓ ସରପଞ୍ଚ,ବାଗବାର ଗ୍ରାମ ପଞ୍ଚାୟତ, ଶ୍ରୀମତି ନିରୁପମା ବଗର୍ତ୍ତି  ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ  ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    6 hrs ago
  • ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ସୁବର୍ଣ୍ଣପୁର: ଏକ ଚଉଦ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ସୋନପୁର ପୋଲିସ। ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ବୁଢ଼ାରଜା ଛକରେ ଟ୍ରକଟିକୁ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତନଖି କରାଯାଇଥିଲା। ୧୦.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ଦର ପ୍ରାୟ ଦଶ କୋଟି ହେବ ବୋଲି ଜଣାଯାଇଛି। ଟ୍ରକ ସହ ଡ୍ରାଇଭର ଲକ୍ଷ୍ମଣ ଯାଦବ(୫୯) ଏବଂ ହେଲ୍ପର ଲକ୍ଷ୍ମଣ ଯାଦବ (୨୯) ଙ୍କୁ ଗିରଫ କରିଛି। ସେହିପରି ବିନିକା ଥାନା ଦାନିପାଲି ଛକରୁ ୩.୭୨୦ ଏବଂ ବୀରମହାରାଜପୁରରୁ ୩୭.୪୫୦ କେଜି ମୋଟ ୧୦୯୧ କେଜି ଗଞ୍ଜେଇ ଜବତ କରିଛି ପୁଲିସ।
    1
    ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ
ସୁବର୍ଣ୍ଣପୁର: ଏକ ଚଉଦ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ସୋନପୁର ପୋଲିସ। ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ବୁଢ଼ାରଜା ଛକରେ ଟ୍ରକଟିକୁ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତନଖି କରାଯାଇଥିଲା। ୧୦.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ଦର ପ୍ରାୟ ଦଶ କୋଟି ହେବ ବୋଲି ଜଣାଯାଇଛି। ଟ୍ରକ ସହ ଡ୍ରାଇଭର ଲକ୍ଷ୍ମଣ ଯାଦବ(୫୯) ଏବଂ ହେଲ୍ପର ଲକ୍ଷ୍ମଣ ଯାଦବ (୨୯) ଙ୍କୁ ଗିରଫ କରିଛି। ସେହିପରି ବିନିକା ଥାନା ଦାନିପାଲି ଛକରୁ ୩.୭୨୦ ଏବଂ ବୀରମହାରାଜପୁରରୁ ୩୭.୪୫୦ କେଜି ମୋଟ ୧୦୯୧ କେଜି ଗଞ୍ଜେଇ ଜବତ କରିଛି ପୁଲିସ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ସସୁବର୍ଣ୍ଣପୁର ଜିଲ୍ଲା ବିନିକାକୁ ସବଡିଭିଜନ ମାନ୍ୟତା ପାଇଁ ବିଧାନସଭାରେ ଦାବି କରିଛନ ଆମର ଲୋକପ୍ରିୟ ବିଧାୟକ ଇଂ ବୀରମହାରାଜପୁର ଜଗଦଲା
    1
    ସସୁବର୍ଣ୍ଣପୁର ଜିଲ୍ଲା  ବିନିକାକୁ ସବଡିଭିଜନ ମାନ୍ୟତା ପାଇଁ  ବିଧାନସଭାରେ ଦାବି କରିଛନ ଆମର ଲୋକପ୍ରିୟ ବିଧାୟକ  ଇଂ ବୀରମହାରାଜପୁର ଜଗଦଲା
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ବଂଶ ବୃଦ୍ଧି ପାଇଁ ସାତକୋଶିଆ ଗଣ୍ଡରେ ୧୨ ଘଡ଼ିଆଳ ଛଡ଼ାଗଲା l ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଶୁନାଖଣିଆ ବିଟରେ ବଂଶବୃଦ୍ଧି ପାଇଁ ୧୨ଟି ଘଡ଼ିଆଳକୁ ମହାନଦୀରେ ଛାଡ଼ାଯାଇଥିବା ସୂଚନା । ଏହି କୁମ୍ଭୀରମାନ ଙ୍କୁ ନନ୍ଦନକାନନରୁ ସ୍ୱତନ୍ତ୍ର ସୁରକ୍ଷାରେ ଆଣାଯାଇଥିଲେ। ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଅଧିକାରୀ ଅମରେଶ ପ୍ରଧାନଙ୍କ ଉପସ୍ଥିତିରେ ଛଡାଯାଇଥିବା ଜଣାପଡିଛି! ଏପଟେ କୁମ୍ଭୀରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜିପିଏସ ଓ ଟ୍ରାନ୍ସମିଟର ଲଗାଯାଇଛି। ବନ୍ୟପ୍ରାଣୀ ବିଭାଗ କହିଛି, ସୁନାଖଣିଆ ବିଟ ଦିନକୁ ଦିନ କୁମ୍ଭୀର ବଂଶବୃଦ୍ଧି ପାଇଁ ଉତ୍ତମ ସ୍ଥାନ ହେଉଛି। ଏହି ସମୟରେ ବନ୍ୟପ୍ରାଣୀ ବିଭାଗ ଓ ନନ୍ଦନକାନନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ସୂଚନା l
    1
    ବଂଶ ବୃଦ୍ଧି ପାଇଁ ସାତକୋଶିଆ ଗଣ୍ଡରେ ୧୨ ଘଡ଼ିଆଳ ଛଡ଼ାଗଲା l ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଶୁନାଖଣିଆ ବିଟରେ ବଂଶବୃଦ୍ଧି ପାଇଁ ୧୨ଟି ଘଡ଼ିଆଳକୁ ମହାନଦୀରେ ଛାଡ଼ାଯାଇଥିବା ସୂଚନା । ଏହି କୁମ୍ଭୀରମାନ ଙ୍କୁ ନନ୍ଦନକାନନରୁ ସ୍ୱତନ୍ତ୍ର ସୁରକ୍ଷାରେ ଆଣାଯାଇଥିଲେ।
ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଅଧିକାରୀ ଅମରେଶ ପ୍ରଧାନଙ୍କ ଉପସ୍ଥିତିରେ ଛଡାଯାଇଥିବା ଜଣାପଡିଛି! ଏପଟେ 
କୁମ୍ଭୀରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜିପିଏସ ଓ ଟ୍ରାନ୍ସମିଟର ଲଗାଯାଇଛି।
ବନ୍ୟପ୍ରାଣୀ ବିଭାଗ କହିଛି, ସୁନାଖଣିଆ ବିଟ ଦିନକୁ ଦିନ କୁମ୍ଭୀର ବଂଶବୃଦ୍ଧି ପାଇଁ ଉତ୍ତମ ସ୍ଥାନ ହେଉଛି।
ଏହି  ସମୟରେ ବନ୍ୟପ୍ରାଣୀ ବିଭାଗ ଓ ନନ୍ଦନକାନନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ସୂଚନା l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.