ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ରେ " ଆଲୋଚନା ଚକ୍ର " ଅନୁଷ୍ଠିତ l ଆଜି ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୋରୁଆଳ ଗ୍ରାମପଞ୍ଚାୟତ ନୂଆପାଟଣା ଗ୍ରାମରେ ଥିବା ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ଅଧକ୍ଷ ଦୁର୍ଗାମାଧବ କରଙ୍କ ଅଧକ୍ଷତା ରେ ୧୦.୩୦ ସମୟରେ ଓଡ଼ିଶାର ପ୍ରଥମ କଳା ଇତିହାସ ବିଭାଗର ବିଶିଷ୍ଟ ଗବେଷକ ଗୁରୁଜୀ ଡ଼ଃ ଅଲେଖ ଚରଣ ସାହୁଙ୍କ ଦ୍ୱାରା “ଆଲୋଚନା ଚକ୍ର” ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ପରିସର ରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁଜୀ ଡ଼ଃ ଅଲେଖ ଚରଣ ସାହୁଙ୍କୁ ବିପୁଳ ସମ୍ବୋର୍ଦ୍ଧନା ସହିତ ସ୍ୱାଗତ କରିଥିଲେ l ପରେପରେ ଆଲୋଚନା ଚକ୍ର ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା l ଛାତ୍ରଛାତ୍ରୀ ମାନଙ୍କର କଳା ଉପରେ ଏଭଳି ଆଲୋଚନା କୁ ଢେର ପ୍ରଶଂସା କରିଥିଲେ ଗୁରୁଜୀ ଡ଼ଃ ଅଲେଖ ଚରଣ ସାହୁ l ଏହି ଆଲୋଚନା ଚକ୍ର ତିନିଦିନ ଧରି ଚାଲୁରହିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ମହାବିଦ୍ୟାଳୟ ର ଅଧକ୍ଷ ଦୁର୍ଗାମାଧବ କର l

- Post by Manoj kumar baliyarsingh3
- Jay Jagannath 🙏1
- Olden Warriors Play, Kerela.1
- ତାଳଚେର ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଧାରଣା ଦେଇଛନ୍ତି ଭୁବନେଶ୍ୱର PMG ଠାରେ ।।1
- Post by Gagan Bhoi1
- Post by Utkal sib1
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- Post by Manoj kumar baliyarsingh4